କେନ୍ଦ୍ରାପଡ଼ା

ସାଙ୍ଗଙ୍କ ଛୁରାମାଡ଼ରେ ସାଙ୍ଗ ମୃତ

କେନ୍ଦ୍ରାପଡ଼ା, ୨୬ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅଞ୍ଚଳରେ ନିଶା ସେବନ ସମୟରେ ସାଙ୍ଗଙ୍କ ଛୁରାମାଡରେ ସାଙ୍ଗ ତ୍ରିଲୋଚନ ମଲ୍ଲିକ (୩୦)ଙ୍କ ସୋମବାର ମୃତ୍ୟୁ ହୋଇଛି। ତ୍ରିଲୋଚନଙ୍କ ଘର ଥାନା ଅନ୍ତର୍ଗତ ଧୂମାତ ଶାସନସ୍ଥିତ ଚାରିଗାଁ । ପ୍ରତ୍ୟକ୍ଷଦର୍ଶୀଙ୍କ…

କାମ ହୋଇନି, ୬ ପ୍ରକଳ୍ପ ନାଁରେ ୧୦ ଲକ୍ଷ ହଡ଼ପ

ରାଜନଗର, ୨୬ା୯ (ଭାସ୍କର ରାଉତରାୟ): ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତଗୁଡ଼ିକର ଉନ୍ନତି ଓ ବିକାଶ ପାଇଁ କ୍ଷମତା ଅର୍ପଣ କରାଯାଇଛି। କରୋନା ମହାମାରୀ ସମୟରେ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ଅର୍ପଣ କରାଗଲା। ମାତ୍ର ଜିଲାପାଳଙ୍କ କ୍ଷମତା ପାଇଥିବା ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧି…

ପୂର୍ବତନ କଲେଜ ଅଧ୍ୟକ୍ଷଙ୍କ ନାଁରେ ଜମି ହଡ଼ପ ଅଭିଯୋଗ

ପଟ୍ଟାମୁଣ୍ଡାଇ ୨୫ା୯ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଜମି ପୂର୍ବତନ ଅଧ୍ୟକ୍ଷ ଚଞ୍ଚକତା କରି ହଡପ କରିଥିବା ନେଇ କଲେଜକୁ ଜମି ଦାନ କରିଥିବା ପରିବାର ବର୍ତ୍ତମାନର ଅଧ୍ୟକ୍ଷଙ୍କ ନିକଟରେ ଶନିବାର ଲିଖିତ ଭାବେ…

ଶ୍ରମିକ ବଦଳରେ ମେଶିନ କାମ ସତ୍ତ୍ୱେ ସରୁନି ପ୍ରକଳ୍ପ

କେନ୍ଦ୍ରାପଡ଼ା, ୨୫ା୯ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାରେ କର୍ମନିଯୁକ୍ତି ଏକ ସମସ୍ୟା। ଶିଳ୍ପ ପ୍ରତିଷ୍ଠାନ ଅଥବା କୃଷିଭିତ୍ତିକ ଶିଳ୍ପ ନାହିଁ। ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ଭିତ୍ତିଭୂମି ନ ଥିବାରୁ ଶ୍ରମ ପାଇଁ ଆଗ୍ରହୀ ଯୁବବର୍ଗ କର୍ମନିଯୁକ୍ତି ପାଇଁ ଜିଲା ବାହାରକୁ ଯାଉଛନ୍ତି।…

ଅଧାପନ୍ତରିଆ ଆଦର୍ଶ ବିଦ୍ୟାଳୟ କାମ

ଡେରାବିଶ,୨୪୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ ୨୦୨୨ ଶିକ୍ଷା ବର୍ଷରେ ଆଦର୍ଶ ବିିଦ୍ୟାଳୟ ଖୋଲାଯାଇଥିଲା। ବ୍ଲକ ଅଧୀନ ଚାଟରାଚକଡ଼ା ପଞ୍ଚାୟତରେ ଖାଲିପଡ଼ିଥିବା ବଟ ମହାପୁରୁଷ ବାଳିକା ଉଚ୍ଚବିଦ୍ୟାଳୟରେ ଅସ୍ଥାୟୀ ଭାବେ ଶିକ୍ଷାଦାନ ଆରମ୍ଭ କରାଯାଇଥିଲା। ପାଟକୁରା ବିଧାୟିକା ସାବିତ୍ରୀ…

କ୍ଷେତରେ ଦିଶୁନି ଧଣିଚା, ନଳିତା ଚାଷ

କେନ୍ଦ୍ରାପଡ଼ା,୨୩ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ଅର୍ଥନୀତି କୃଷିଭିତ୍ତିକ। ଏବେ ଖରିଫ ଧାନ ଚାଷ ହେଉଥିବା ବେଳେ ଏହି ସମୟରେ କ୍ଷେତରେ ଧଣିଚା ଓ ନଳିତା ଚାଷ ଦେଖିବାକୁ ମିଳୁଥିଲା। ତେବେ ଚଳିତ ବର୍ଷ କ୍ଷେତରେ ଏହି ଦୃଶ୍ୟ ଦେଖିବାକୁ ମିଳୁନାହିଁ।…

ଗହୀରମଥାରେ ସମୁଦ୍ର ଗିଳୁଛି ଝାଉଁ ଜଙ୍ଗଲ

ମହାକାଳପଡ଼ା,୨୩ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ବିସ୍ତୀର୍ଣ୍ଣ ବାଲୁକାଶଯ୍ୟା ଅଲିଭ ରିଡ୍‌ଲେ କଇଁଛମାନଙ୍କ ଅନ୍ତୁଡ଼ିଶାଳ ପାଇଁ ବିଶ୍ୱ ପ୍ରସିଦ୍ଧ ଭାବେ ପରିଚିତ। ମହାନଦୀଠାରୁ ଧାମରା ମୁହାଣ ପର୍ଯ୍ୟନ୍ତ ୧୪୨୦ ବର୍ଗ କିଲୋମିଟର ପରିଧି ଓ…

ଚିଙ୍ଗୁଡ଼ିଘେରି ପାଇଁ ଜଳ, ସ୍ଥଳ ପ୍ରଭାବିତ

କେନ୍ଦ୍ରାପଡ଼ା,୨୨ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଚିଙ୍ଗୁଡ଼ି ଘେରି ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ୨୦ ହଜାରରୁ ଊର୍ଦ୍ଧ୍ୱ ଏକରରେ ହେଉଥିବା ଚାଷ ଜଳ ଓ ସ୍ଥଳଭାଗକୁ ପ୍ରଭାବିତ କରୁଛି। ଜାତୀୟଉଦ୍ୟାନ ଭିତରକନିକା ଜୈବ ବିବିଧତାକୁ ନଷ୍ଟ କରୁଛି।…

ଲଘୁଚାପଜନିତ ବର୍ଷାରେ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ

ରାଜକନିକା,୨୨ା୯ (ସଞ୍ଜୟ କୁମାର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ରାଜକନିକା ପୂର୍ବ କନିକା ଆୟତନସ୍ଥିତ କମଳା ମଡେଲ ବାଳିକା ଉଚ୍ଚ ବିଦ୍ୟାଳୟ, କନିକା ଉଚ୍ଚ ବିଦ୍ୟାଳୟ, ଆୟତନ ପ୍ରାଥମିକ ବିଦ୍ୟାଳୟ ସମେତ ସ୍ଥାନୀୟ ବଜାର ଜଳାର୍ଣ୍ଣବ ହୋଇଛି। ବର୍ଷା…

ଜିଲାରେ ଚକ୍ରାକାର ଧଳାମାଛି ଆତଙ୍କ

କେନ୍ଦ୍ରାପଡ଼ା, ୨୧ା୯(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଧଳା ମାଛି ଓ ଗଛରେ ଧଳା ଫିମ୍ପି ଚାଷୀଙ୍କ ପାଇଁ ଆଶଙ୍କାର କାରଣ ସାଜିଛି। ପ୍ରଥମେ ନଡ଼ିଆ ଗଛ ପତ୍ରରେ ଧଳା ଫିମ୍ପି ଦେଖାଦେଉଥିଲା। ଏବେ କଦଳୀ ଗଛଠାରୁ ଆରମ୍ଭକରି ପନିପରିବା ଗଛରେ ଏହି ରୋଗ…

ଅପେକ୍ଷାରେ ଭିତରକନିକାକୁ ବିଶ୍ୱ ଐତିହ୍ୟ ମାନ୍ୟତା

କେନ୍ଦ୍ରାପଡ଼ା, ୧୯ା୯ (ଜଗନ୍ନାଥ ଧଳ): ସାଉଦି ଆରବ ବିଶ୍ୱ ଐତିହ୍ୟ କମିଟିର ୪୫ତମ ବୈଠକରେ ପଶ୍ଚିମବଙ୍ଗର ଶାନ୍ତି ନିକେତନକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ କରାଯାଇଥିବା ସୂଚନା ମିଳିଛି। ଏହାପୂର୍ବରୁ ପ୍ରାକୃତିକ ବିବିଧତା ଭରା ଜାତୀୟ ଉଦ୍ୟାନ ଭିତରକନିକାକୁ ଏହି…

ଆବାସ ଯୋଜନାରୁ ବଞ୍ଚିତ ପ୍ରମିଳା

ଡେରାବିଶ,୧୮ା୯(ବେବର୍ତା ଅଜୟ ଦାସ): ଆବାସ ଯୋଜନାରୁ ବଞ୍ଚତ୍ତ ହୋଇ ଜଣେ ବିଧବା ଅସହାୟା ମହିଳା ଭଙ୍ଗା ଛପର ଘରେ ନିଜ ପରିବାର ସହ ଜୀବନ ବିତାଉଛନ୍ତି। ଘର ଖଣ୍ଡିଏ ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କୁ ଗୁହାରୀ କରି ମଧ୍ୟ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?