କେନ୍ଦ୍ରାପଡ଼ା

ସମ୍ପାଦକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ

ପଟ୍ଟାମୁଣ୍ଡାଇ,୫।୪(ସ୍ବ.ପ୍ର.): ସମବାୟ ସମିତିରେ ଧାନକିଣା ହେରଫେରକୁ ନେଇ କେନ୍ଦ୍ରାପଡ଼ା ଏଆରସିଏସ୍‌ ସମବାୟ ସମ୍ପାଦକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଆପରାଧିକ ମାମଲା ରୁଜୁ କରିବାକୁ ସମବାୟ ସଭାପତିଙ୍କୁ ଚିଠି କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ କ୍ରମାଗତ ଧାନକିଣାରେ...

୮ମ ଶ୍ରେଣୀ ଛାତ୍ର ରୁଦ୍ରପ୍ରତାପ ମନୋନୀତ

ଆଳି,୪।୪(ଡି.ଏନ.ଏ.): ଆଳି ବ୍ଲକ ବଡାମ୍ବିଳା ପଞ୍ଚାୟତ କଳଦିଆ ଗ୍ରାମର ଲିପକ୍‌ ସାହୁଙ୍କ ପୁଅ ରୁଦ୍ରପ୍ରତାପ ରାଧାନାଥ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି। ୧୪ ବର୍ଷରୁ କମ୍‌ ବାଳକ ଭଲିବଲ ବର୍ଗରେ ଜାତୀୟ ସ୍ତରରେ ଖେଳିବାକୁ କେନ୍ଦ୍ରାପଡ଼ା...

ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ଲଗାମ ନାହିଁ

କେନ୍ଦ୍ରାପଡ଼ା ଅଫିସ, ୪।୪: ନକଲି ସାର୍ଟିଫିକେଟ୍‌ରେ ଚାକିରି ମାମଲାରେ ରାଜ୍ୟ ଏବେ ଚର୍ଚ୍ଚାରେ ଅଛି। ବଲାଙ୍ଗୀର ଜିଲାରେ ଏପରି ଘଟଣା ପ୍ରକାଶ ପରେ କେନ୍ଦ୍ରାପଡ଼ା ଜିଲାରେ ଏପରି ଏକ ଘଟଣା ଗତ ମାର୍ଚ୍ଚ ୨୧ରେ ଦେଖିବାକୁ ମିଳିଥିଲା। ଡାକ ବିଭାଗର...

ଅଦିନିଆ ବର୍ଷା ଡାଳୁଅ ଧାନ ଉଜାଡ଼ିଲା

ରାଜକନିକା,୩ା୪ (ଡି.ଏନ୍‌.ଏ.): କାଳ ବୈଶାଖୀ ପ୍ରଭାବରେ ୩ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ଅମଳ ହେବାକୁ ଥିବା ଶତାଧିକ ଏକର ଡାଳୁଅ ଧାନ ଉଜୁଡ଼ି ଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଏମିତି ଅବସ୍ଥା ଦେଖିବାକୁ ମିଳିଛି ରାଜକନିକା ତହସିଲ...

ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ହତାଶ

ପଟ୍ଟାମୁଣ୍ଡାଇ,୩ା୪(ସ୍ବ.ପ୍ର.): ରାଜ୍ୟର ପ୍ରମୁଖ ଜିଲା ଭାବେ କେନ୍ଦ୍ରାପଡ଼ାର ସ୍ବତନ୍ତ୍ର ପରିଚୟ ରହିଛି । ଏକଦା ମନ୍ତ୍ରୀପଡ଼ା ଭାବେ ପରିଚିତ କେନ୍ଦ୍ରାପଡ଼ା ଆଜି ବି ଶିଳ୍ପବିହୀନ। ଜିଲାର ଶତକଡା ୭୦ ଭାଗ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ଧିମା

କେନ୍ଦ୍ରାପଡ଼ା ଅଫିସ,୩ା୪: ମାର୍ଚ୍ଚ ୩୧ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ସରିଛି। ଏହି ଆର୍ଥିକ ବର୍ଷରେ ଜିଲାର ମାତ୍ର ୧୨.୬୪ ପ୍ରତିଶତ ପ୍ରକଳ୍ପ ସାରିବାକୁ ଜିଲା ପ୍ରଶାସନ ସକ୍ଷମ ହୋଇଛି। ଫଳରେ ୨୦୨୩-୨୪ ଆର୍ଥିକ ବର୍ଷ ଆରମ୍ଭରେ ଜିଲା ପ୍ରଶାସନ...

ବଢୁଛି ତାତି: ପକ୍ଷୀ ରାହା ଖୋଜୁଛନ୍ତି

ମହାକାଳପଡ଼ା, ୩ା୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ତଟ ସଂଲଗ୍ନ ସବୁଜିମା ଭରା ହେନ୍ତାଳ ଜଙ୍ଗଲରେ ବସା ବାନ୍ଧି ବସବାସ କରୁଥିବା ବିଭିନ୍ନ ପ୍ରଜାତିର ପକ୍ଷୀମାନଙ୍କ ପାଇଁ ଏବେ ଜଳକଷ୍ଟ ପ୍ରମୁଖ କାରଣ ପାଲଟିଛି। କାରଣ...

ସାଙ୍ଗଙ୍କ ଯୌନାଙ୍ଗ କାଟି ସାଙ୍ଗ ଫେରାର

କେନ୍ଦ୍ରାପଡ଼ା ଅଫିସ,୨ା୪: କେନ୍ଦ୍ରାପଡ଼ା ଜିଲା ରାଜନଗର ପେଣ୍ଠ ବେଳାଭୂମିରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସାଙ୍ଗଙ୍କ ଯୌନାଙ୍ଗ କାଟି ସାଙ୍ଗ ଫେରାର ହୋଇଯାଇଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ବେଳାଭୂମିରେ ପଡ଼ିରହିଥିବା ପଟ୍ଟାମୁଣ୍ଡାଇ ବାଲିପାଟଣା ଗାଁର ଭାଗବତ ଦାସଙ୍କୁ ଗ୍ରାମବାସୀ...

ଅଜଣା ଜନ୍ତୁ ଆକ୍ରମଣରେ ୨୮ ମେଣ୍ଢା ମୃତ, ୪ ଗୁରୁତର

ମହାକାଳପଡ଼ା,୨ା୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତ କଳାଗଡ଼ ଗ୍ରାମର ମହନୀ ଦାସ ଜଣେ ଗରିବ ମେଷ ପାଳକ ମେଷ ପାଳନ କରି ନିଜ ପରିବାର ଗୁଜୁରାଣ ମେଣ୍ଟାଇ ଥାନ୍ତି। ଶନିବାର ବିଳମ୍ବିତ ରାତିରେ ଗୁହାଳରେ ଥିବା...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିପାଟଣା,୨୪(ଡି.ଏନ୍‌.ଏ.): ବାଲିପାଟଣା ଥାନା ଅନ୍ତର୍ଗତ ଭାକରସାହି ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ରଶ୍ମିରଞ୍ଜନ ବିଶ୍ୱାଳ। ହେଲେ ରଶ୍ମିରଞ୍ଜନଙ୍କ ମୃତ୍ୟୁ ପୂର୍ବରୁ ଏକ ଭିଡିଓରେ ତାଙ୍କ ପରିବାରର ସମ୍ପର୍କୀୟମାନେ ଜୀବନରେ ମାରିଦେବା ପାଇଁ...

ବିଷାକ୍ତ ଛତୁ ଖାଇ ୯ ଅସୁସ୍ଥ

ପଟ୍ଟାମୁଣ୍ଡାଇ,୨।୪ (ସ୍ବ.ପ୍ର.): ବିଷାକ୍ତ ଛତୁ ଖାଇ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଞ୍ଚାୟତ କଇଁକୁଳା ଗ୍ରାମର ୪ ପରିବାରର ୯ ଜଣ ଅସୁସ୍ଥ ହୋଇଛନ୍ତି। ସେମାନେ ହେଲେ ସୁକାନ୍ତି ସେଠୀ (୫୫), ପ୍ରେମଲତା ସେଠୀ (୫୦), ସାଗର ସେଠୀ...

କମୁଛି ଲୁଣା ନଦୀର ଜଳସ୍ତର

କେନ୍ଦ୍ରାପଡ଼ା ଅଫିସ, ୨।୪: ଗତ ଡିସେମ୍ବରରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣା ନଦୀର ଜଳସ୍ତର କମିବାରେ ଲାଗିଛି ା ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳର ପିଇବା ପାଣି ସମସ୍ୟା ଉଭା ହେବା ସହିତ ଅବବାହିକାରେ ଥିବା ଚାଷ ଜମି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri