କେନ୍ଦ୍ରାପଡ଼ା

ଧାନବିକ୍ରିକୁ ନେଇ ଚିନ୍ତାରେ ଚାଷୀ

ପଟ୍ଟାମୁଣ୍ଡାଇ, ୪ା୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଚାଷୀମାନେ ଅଭାବୀ ଧାନ ବିକ୍ରିର ସମ୍ମୁଖୀନ ହୋଇ ନିରାଶ ହୋଇପଡିଲେଣି। ଚାଷୀଙ୍କୁ ଅଭାବୀ ଧାନ ବିକ୍ରି କରିବାକୁ ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି। ଧାନ କିଣା ତ୍ୱରାନ୍ବିତ ନ ହେବା ପଛରେ...

ମହାକାଳପଡ଼ା: ଅପପୁଷ୍ଟିରେ ଶିକାର ୧୪୫ ଶିଶୁ ଚିହ୍ନଟ

ମହାକାଳପଡ଼ା,୪ା୧(ଡି.ଏନ୍‌.ଏ.): ରାଜ୍ୟରେ ଗର୍ଭବତୀ ମହିଳା ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ସରକାରଙ୍କ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳରେ ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି। ତେବେ ପ୍ରତ୍ୟେକ କେନ୍ଦ୍ର ଅଧୀନରେ ଆସୁଥିବା ଶିଶୁ, ଗର୍ଭବତୀ ମହିଳା, ପ୍ରସୂତିମାନଙ୍କର...

ମରଣମୁହଁରୁ ଫେରିଲେ ୬ ପର୍ଯ୍ୟଟକ

ରାଜନଗର, ୪ା୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମିରେ ଇକୋ ରିଟ୍ରିଟ୍‌ ଖୋଲିଛି। ବ୍ୟୟବହୁଳ ଏହି ଇକୋ ରିଟ୍ରିଟ୍‌ର ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି। ସୋମବାର ଅପରାହ୍ନରେ ପଟ୍ଟାମୁଣ୍ଡାଇ ବ୍ଲକ ଚଉଦକୁଲାଟ ଗଁାର କେତେଜଣ ପର୍ଯ୍ୟଟକ ପେଣ୍ଠ...

୪ରୁ ଭିତରକନିକାରେ ହେବ କୁମ୍ଭୀର ଗଣନା

ରାଜନଗର,୩ା୧(ଡି.ଏନ୍‌.ଏ.):ଭିତରକନିକାରେ ବିରଳ ବଉଳା କୁମ୍ଭୀରଙ୍କ ଗଣନା କରାଯିବ। ଭିତରକନିକା ଜାତୀୟ ଉଦ୍ୟାନ ଓ ଏହାର ବାହାରେ ଥିବା ନଦୀ ନାଳଗୁଡିକରେ କୁମ୍ଭୀରମାନଙ୍କର ଗଣନା କରାଯିବ। କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ...

ଅନିଶ୍ଚିତତାରେ ଚଣ୍ଡିଆପଲ୍ଲୀ-ମହାକାଳପଡ଼ା ଗୋବରୀ ସେତୁ

ମହାକାଳପଡ଼ା, ୩ା୧ (ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନିକଟ ଗୋବରୀ ନଦୀ ଉପରେ ସେତୁ ନିର୍ମାଣକୁ ନେଇ ଅନିଶ୍ଚିତତା ଲାଗି ରହିଛି ବୋଲି କୁହାଯାଇଛି। ଏହି ସେତୁ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିଲେ ମଧ୍ୟ ଦାୟିତ୍ୱ ନିର୍ବାହ...

ନଦୀରୁ ବେଧଡ଼କ ବାଲି ଉଠାଣ: ଦୁର୍ବଳ ହେଉଛି ନଦୀବନ୍ଧ

ପଟ୍ଟାମୁଣ୍ଡାଇ, ୩।୧(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ରାଜସ୍ବ ସମ୍ପତ୍ତିର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) ରାଜସ୍ବ ବିଭାଗକୁ କଡ଼ା ଚେତାବନୀ ଦେଇଛନ୍ତି। ଏହାର ବ୍ୟତିକ୍ରମ କରୁଥିବା ବାଲି ବ୍ୟବସାୟୀ ଓ ଅଧିକାରୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ପୋଖରୀ ଜଳ ମେଣ୍ଟାଉଛି ଶୋଷ

ମହାକାଳପଡ଼ା,୨ା୧(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଞ୍ଚାୟତର ତେନ୍ତୁଲୀକନ୍ଧା ଗଁାରେ ଜଳ ମୁନ୍ଦେ ପାଇଁ ଲୋକେ ବିଭିନ୍ନ ସମସ୍ୟାରେ ସମ୍ମୁଖିନ ହେଉଛନ୍ତି। ଗଁାରେ ଖନନ କରାଯାଇଥିବା ନଳକୂପରୁ ବାହାରୁଛି ଲୌହ ମିଶ୍ରିତ ହଳଦିଆ ରଙ୍ଗର ଲୁଣା ପାଣି। ଫଳରେ ଗଁାରେ...

ପଦନିପାଳ ସରପଞ୍ଚ, ଅନ୍ୟମାନଙ୍କ ନାମରେ ମାମଲା ରୁଜୁ

ଆଳି,୩୧।୧୨(ଡି.ଏନ.ଏ.): ଆଳି ଥାନା ପଦନୀପାଳ ଗ୍ରାମର ମାଳତି ମଲ୍ଲିକଙ୍କ ସ୍ଥିତିବାନ ସତ୍ତ୍ୱକୁ ଜଣେ ବ୍ୟକ୍ତି ଉପଯୋଗ କରି ବାଲି ଚାଲାଣ କରୁଛନ୍ତି। ସେ ଗ୍ରାମର କେତେଜଣ ମହିଳାଙ୍କୁ ନେଇ ଗାଡି ଅଟକ ରଖିଥିବା ବେଳେ ପଦନୀପାଳ ସରପଞ୍ଚ କେତେଜଣ ବ୍ୟକ୍ତିଙ୍କ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଯୁବକଙ୍କ ଜୀବନ

କେନ୍ଦ୍ରାପଡ଼ା ଅଫିସ,୩୦ା୧୨: କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାଜ୍ୟ ରାଜପଥର ଜମଧରଠାରେ ଗୁରୁବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୩ ଯୁବକଙ୍କ ଜୀବନ ଚାଲିଯାଇଛି। ମୃତକଙ୍କୁ ସଦର ଥାନା ପୋଲିସ ଦୁର୍ଘଟଣାସ୍ଥଳରୁ ଆଣି ଜିଲା...

ନିର୍ମାଣକୁ ୪ ବର୍ଷ, କାମରେ ଲାଗୁନି ରାତ୍ର ଆଶ୍ରୟସ୍ଥଳ

କେନ୍ଦ୍ରାପଡ଼ା ଅଫିସ,୩୦ା୧୨:ବାହାରେ ଥଣ୍ଡା। ଚାରିଆଡେ କୁହୁଡି ବର୍ଷୁଛି। କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକର ଏକ ଔଷଧ ଦୋକାନ ପିଣ୍ଡାରେ ଜଣେ ମହିଳା ମୁଣ୍ଡ ତଳେ କିଛି କପଡା ଦେଇ ଶୋଇଛନ୍ତି। ମେଡିକାଲ ଛକରେ ମଧ୍ୟ ଏହି ଦୃଶ୍ୟ। ବାଘା ନାମକ...

୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା ଅଫିସ,୨୯ା୧୨: ଜାନୁୟାରୀ ୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏନେଇ କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି। କୁମ୍ଭୀର ଗଣନା ପାଇଁ ଭିତରକନିକା ଜାନୁୟାରୀ ୪ରୁ ୧୪ ପର୍ଯ୍ୟନ୍ତ...

ପ୍ରତିଶ୍ରୁତିରେ ଅଟକିଛି ବିଶୁଦ୍ଧ ଜଳ ଯୋଗାଣ ପ୍ରକଳ୍ପ

କେନ୍ଦ୍ରାପଡ଼ା ଅଫିସ, ୨୯ା୧୨: କେନ୍ଦ୍ରାପଡ଼ା ଜିଲାର ତିଖିରିଠାରେ ପାଇକା ନଦୀ ଓ ଜଗତ୍‌ସିଂହପୁର ଜିଲା ଚୌଧୁରୀଗଡା ଗ୍ରାମ ନିକଟ ମହାନଦୀରେ ଆନିକଟ ହେବ। ସଂରକ୍ଷିତ ଜଳ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ୮୯ଟି ଗ୍ରାମ ସହିତ ଜଗତ୍‌ସିଂହପୁର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri