କେନ୍ଦ୍ରାପଡ଼ା

‘ମୋଦିଙ୍କ ଗ୍ୟାରେଣ୍ଟି, ୧ ବର୍ଷରେ ଯୁବକଙ୍କୁ ମିଳିବ…’

କେନ୍ଦ୍ରାପଡ଼ା,୨୭।୫: କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଟକୁରାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବିଜେଡି ଉପରେ ବର୍ଷିଛନ୍ତି। ବିଶ୍ବଶର୍ମା ତାଙ୍କ ବକ୍ତବ୍ୟରେ କହିଛନ୍ତି, ଏ ରାଜ୍ୟକୁ ଯଦି ଭଲ ସରକାର ମିଳେ, ଓଡ଼ିଶା ୧ ନମ୍ବର ହୋଇପାରିବ। ଏବେ ଓଡ଼ିଶାର ହାଲତ କଣ…

ମୋ ସହ ବିଶ୍ୱାସଘାତକତା କରିଛନ୍ତି ପୂର୍ବତନ ଏମ୍‌ପି: ନାଁ ନେଇ ଏମିତି କାହିଁକି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ଦ୍ରାପଡା,୨୭।୫: ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ଦଳ ଜୋରଦାର ପ୍ରଚାର କରୁଛନ୍ତି। ଏହି କ୍ରମରେ ସୋମବାର କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର କରିଛନ୍ତି। ନାଁ ନ ନେଇ ସେ କେନ୍ଦ୍ରାପଡାର ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କୁ…

୪୦ ହଜାର ବଙ୍ଗୀୟ ଭୋଟରଙ୍କ ଉପରେ ପ୍ରାର୍ଥୀଙ୍କ ନଜର,

ମହାକାଳପଡ଼ା,୨୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ମହାକାଳପଡ଼ା ବ୍ଲକର ୩୧ ଓ ମାର୍ଶାଘାଇ ବ୍ଲକର ୧୭ ପଞ୍ଚାୟତକୁ ମିଶାଇ ମୋଟ ୪୮ ପଞ୍ଚାୟତରେ ୨ ଲକ୍ଷ ୫୩ ହଜାରରୁ ଅଧିକ ଭୋଟର ରହିଛନ୍ତି। ତେବେ ସମୁଦ୍ରକୂଳିଆ ପଞ୍ଚାୟତ…

ପ୍ରତିଶ୍ରୁତିରେ ଅଟକିଛି ବିଶୁଦ୍ଧ ଜଳଯୋଗାଣ ପ୍ରକଳ୍ପ

କେନ୍ଦ୍ରାପଡ଼ା, ୨୭ା୫(ଜଗନ୍ନାଥ ଧଳ): ମଣିଷ ବଞ୍ଚିବା ପାଇଁ ବିଶୁଦ୍ଧ ଜଳ ଆବଶ୍ୟକ। ରାଜ୍ୟ ଓ କେନ୍ଦ୍ର ସରକାର ଏ ନେଇ ତତ୍ପର ଅଛନ୍ତି। ହର୍‌ ଘର୍‌ ପାନି, ବସୁଧା, ଜଳ ଜୀବନ ମିଶନ ଆଦି ପ୍ରଣୟନ କରାଯାଇ ଏହାର ସମାଧାନ ହେଉଛି।…

ନିର୍ବାଚନ କାହା ପାଇଁ ଦୁଃଖ ତ କାହାର ସୁଖ

ପଟ୍ଟାମୁଣ୍ଡାଇ,୨୬ା୫ (କଳ୍ପତରୁ ନାୟକ): ସାଧାରଣ ନିର୍ବାଚନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ରରେ ଜୁନ ୧ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିନେଇ ରାଜନଗର ବିଧାନସଭା ଆସନର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କିଛି ଲୋକ ନୋଟ ରୂପକ ମୁଗୁରାରେ ଭୋଟ ରୂପକ…

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି, ଘରକୁ ଫେରିବା ପାଇଁ କରାଯାଉଛି ଟିକେଟ ବ୍ୟବସ୍ଥା

କେନ୍ଦ୍ରାପଡ଼ା,୨୬ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ସାଧାରଣ ନିର୍ବାଚନ ପାଇଁ ଜୁନ ୧ରେ ମତଦାନ ହେବ। ଏଥିପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରାର୍ଥୀଙ୍କର ଭୋଟରଙ୍କୁ ଖୋଜା ବଢ଼ିଯାଇଛି। ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଏବେ ପ୍ରାର୍ଥୀଙ୍କ…

କେନ୍ଦ୍ରାପଡ଼ାରେ ବର୍ଷିଲେ ସ୍ମୃତି ଇରାନୀ, କହିଲେ ମୋଦି ସରକାର ଆସିଲେ …

କେନ୍ଦ୍ରାପଡ଼ା,୨୫।୫: କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଆଳିରେ ସ୍ମୃତି ଇରାନୀ ବିଜେଡି ଉପରେ ବର୍ଷିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ମୋଦି ଚାଷୀଙ୍କୁ ୬ ହଜାର ଦେଲେ, ଏଠି ତାମିଲ ଠିକାଦାର ଖାଇଗଲେ। ମୋଦି ଆବାସ, ଜଳ ଜୀବନ ମିଶନ ପାଇଁ ଟଙ୍କା ଦେଲେ,…

ସହରବାସୀଙ୍କୁ ଡେଙ୍ଗୁ, ମ୍ୟାଲେରିଆ ଭୟ

କେନ୍ଦ୍ରାପଡ଼ା,୨୫ା୫(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁ ଗୋବରୀ ନଦୀ ଓ କେନାଲରେ ପଡୁଛି। କେନାଲ ନବୀକରଣ ଅଦ୍ୟାବଧି ସରିନାହିଁ। ସହର ନିକଟ ନିର୍ମାଣ କାର୍ଯ୍ୟ ପାଇଁ ଜଳପଥକୁ ମାଟି ଦ୍ୱାରା ବନ୍ଧ ହୋଇଛି। ଅପରପକ୍ଷେ ବର୍ଷାଋତୁର ପ୍ରଭାବ ଆସନ୍ତା ସପ୍ତାହରୁ…

ପ୍ରବଳ ବର୍ଷିବ, ୪ଜିଲାକୁ ଆଲର୍ଟ କଲେ SRC

ଭୁବନେଶ୍ୱର,୨୪।୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇ ବାଂଲାଦେଶ ମୁହାଁ ହେଉଛି। ଯାହା ମେ ୨୬ ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ରହିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା…

ପୁନରୁଦ୍ଧାର ଅପେକ୍ଷାରେ ଗୋବରୀ ନଦୀ

ପଟ୍ଟାମୁଣ୍ଡାଇ, ୨୪।୫ (କଳ୍ପତରୁ ନାୟକ):ଦିନ ଥିଲା ଗୋବରୀ ନଦୀ ପାଇଁ ୯ ପଞ୍ଚାୟତ ଶସ୍ୟ ଶ୍ୟାମଳା ହେଉଥିଲା। ପାଶର୍‌ବବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା। ଏଥିଯୋଗୁ ଲୋକେ ନିଜର ଗୁଜୁରାଣ ମେଣ୍ଟାଇବାକୁ ସକ୍ଷମ ହେଉଥିଲେ। ହେଲେ ସମୟ…

ଜିଲାରେ ଗମନାଗମନ ବିକାଶ ଚିତ୍ର ଅସ୍ପଷ୍ଟ

କେନ୍ଦ୍ରାପଡ଼ା, ୨୪ା୫ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତିଘର ପଞ୍ଚାୟତ ବଡକୋଳିଖଳା ଗ୍ରାମରେ ଗତ ୨୧ ତାରିଖରେ ଅଗ୍ନିକାଣ୍ଡ ହୋଇଥିଲା। ଏଥିରେ ଗ୍ରାମର ୮ଟି ଘର ପୋଡିଯାଇଥିଲା। ସେହି ଗ୍ରାମକୁ ଅଦ୍ୟାବଧି ସେତୁ ନ ଥିବାରୁ ଦମକଳ ଯାଇପାରିଲା ନାହିଁ।…

ଭିନ୍ନକ୍ଷମଙ୍କ ଘରେ ତାଲା ପକାଇଲେ ପଡ଼ୋଶୀ

ଡେରାବିଶ,୨୨ା୫(ବେବର୍ତ୍ତା ଅଜୟ ଦାସ):ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ର କରି ଦୁଇ ପରିବାରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା ଓ ଜଣେ ଭିନ୍ନକ୍ଷମଙ୍କ ଘରେ ତାଲା ପକାଯିବା ପରେ ସେହି ପରିବାର ଲୋକେ ପାଲ ତଳେ ଆଶ୍ରୟ ନେବା ଘଟଣା ଡେରାବିଶ ଥାନା ଅଞ୍ଚଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri