କେନ୍ଦ୍ରାପଡ଼ା

୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଆଳି, ୧।୧୦(ଡି.ଏନ.ଏ )-ବଲିଉଡ ଅଭିନେତ୍ରୀଙ୍କ ଡ୍ରଗ୍ସ କାରବାର୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଳିରୁ ବ୍ରାଉନସୁଗାର ଜବତ ହେବା ଘଟଣା ସମଗ୍ର କେନ୍ଦ୍ରାପଡ଼ା ଜିଲାରେ ହଇଚଇ ସୃଷ୍ଟି କରିଛି। ଆଳି ପୋଲିସ ବୁଧବାର ରାତିରେ ପତ୍ରପୁର ସେତୁ ନିକଟରେ ଜଣେ…

ଓଲା ଗାଡ଼ି ଅପହରଣ କରି ୩ ଗିରଫ

କେନ୍ଦ୍ରାପଡା ଅଫିସ/ପଟ୍ଟାମୁଣ୍ଡାଇ (ସ୍ବ.ପ୍ର.),୨୫।୯: ଭୁବନେଶ୍ୱରରୁ ଏକ ଓଲା ଗାଡ଼ିକୁ ଅପହରଣ କରିବା ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଜନଗର ଥାନା ଗଳିଦଣ୍ଡା ଗ୍ରାମର ତ୍ରିଲୋଚନ ସାମନ୍ତରାୟ ଓରଫ ଦିପୁ, ପଟ୍ଟାମୁଣ୍ଡାଇ ଥାନା ଡାମରପଙ୍କ ବାଲିପାଟଣା ଗ୍ରାମର ପରେଶ…

ଗାଁ ଦାଣ୍ଡରେ ୪ ଦିନ ହେବ ପଡ଼ିରହିଛି ମା’ ଝିଅଙ୍କ ମୃତଦେହ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ରାଜନଗର,୨୩।୯(ଡି.ଏନ୍‌.ଏ): ମାମୁ ଘର ସମ୍ମୁଖରେ ଭାଣିଜୀର ମୃତଦେହ ୪ ଦିନ ହେବ ପଡ଼ିରହିଛି। ଏହା ସହ ପାଖରେ ଏକ ଆମ୍ବୁଲାନ୍ସରେ ମା’ର ମୃତଦେହ ପଡ଼ିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଅଞ୍ଚଳରେ। ଘଟଣାରେ ସମ୍ପୃକ୍ତ…

ହଂସୁଆରୁ ମା’, ମାମୁଘର ପୋଖରୀରୁ ଝିଅଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ରାଜନଗର,୨୧ା୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅଧୀନ ମାଣପଡ଼ା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ପୂର୍ବାହ୍ନରେ ଦୁଇ ଝିଅଙ୍କୁ ଛାଡ଼ି ସ୍ଥାନୀୟ ଜରିମୂଳସ୍ଥିତ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ କହି ମା’ ପ୍ରମିଳା ନାଥ ଯାଇଥିଲେ। ସନ୍ଧ୍ୟା ହୋଇଥିଲେ ହେଁ…

ଘରେ ଘରେ ଥଣ୍ଡା, ଜ୍ୱର ରୋଗୀ

କେନ୍ଦ୍ରାପଡା ଅଫିସ,୧୮ା୯: କେନ୍ଦ୍ରାପଡ଼ା ଜିଲାରେ କରୋନା ସଂକ୍ରମଣ ଆଶଙ୍କା ପାଇଁ ସାଧାରଣ ଚିକିତ୍ସା ସେବା ଗତ ମାର୍ଚ୍ଚରୁ ପ୍ରଭାବିତ ହୋଇଛି। ସାମାଜିକ ଦୂରତ୍ୱ ଓ ଅନ୍ୟ କୋଭିଡ୍‌-୧୯ ନିୟମାବଳୀ କାର୍ଯ୍ୟକାରୀ ହେବା ପରେ ଜ୍ୱର, ଥଣ୍ଡା କାଶ ପରି ଲକ୍ଷଣ ଥିବା…

୯ ପୋଲିସ କାର୍ଯ୍ୟାଳୟରେ କାମ କରୁନି ସିସିଟିଭି

କେନ୍ଦ୍ରାପଡା ଅଫିସ,୧୮ା୯: କେନ୍ଦ୍ରାପଡା ଜିଲା ପୋଲିସର ୯ କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ଅକାମୀ ହୋଇପଡ଼ିରହିଛି। ଡିଜିପିଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏସବୁର ମରାମତି ହେଉ ନ ଥିବା ନିକିରାଇ ଥାନା ପଲ୍ଲୀ ରଘୁନାଥପୁରର ମନୋରଞ୍ଜନ ଜେନା ଆରଟିଆଇ ତଥ୍ୟ ଦ୍ୱାରା ହାସଲ କରିଥିବା…

ବେଣୀପୁର ଘାଇ ମରାମତିରେ ଅନିୟମିତତା: ବାଲିବସ୍ତାରେ ପୋତା ହେଉଛି

କେନ୍ଦ୍ରାପଡା ଅଫିସ୍‌/ଡେରାବିଶ (ସ୍ବ.ପ୍ର,), ୧୪।୯: କେନ୍ଦ୍ରାପଡା ଜଳସମ୍ପଦ ବିଭାଗ ଅଧୀନ ଡେରାବିଶ ବ୍ଲକ ବେଣୀପୁରଠାରେ ବିରୂପା ନଦୀ ଘେରିବନ୍ଧ ଗତ ବନ୍ୟାରେ ଭାଙ୍ଗିଯାଇଛି। ପ୍ରାୟ ୧୦୦ଫୁଟର ଏହି ଘାଇ ବିଭାଗ ପକ୍ଷରୁ ମରାମତି ଆରମ୍ଭ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟରେ ଅନିୟମିତତା…

କେନ୍ଦ୍ରାପଡା ବିଧାୟକ ଶଶୀ ବେହେରାଙ୍କୁ କରୋନା

ଭୁବନେଶ୍ୱର,୧୨।୯-କେନ୍ଦ୍ରାପଡା ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସେ କୋଭିଡ ଟେଷ୍ଟ କରିଥିଲେ। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ତାଙ୍କ ଫେସ୍‌ବୁକ ପେଜରେ ସୂଚନା ଦେଇଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ…

ଲୁଣାନଦୀରୁ ଉଦ୍ଧାର ଯୁବତୀ,ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା ଅଫିସ୍‌/ମାର୍ଶାଘାଇ, ୧୦।୯ (ଡି.ଏନ୍‌.ଏ.)-କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ପଳାସପୁର ନିକଟ ଲୁଣାନଦୀରୁ ଜଣେ ଯୁବତୀ ଓ ଯୁବକଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଉଭୟଙ୍କ ପରିଚୟ ମିଳିପାରିନାହିଁ। ହେଲେ ଉଭୟଙ୍କ ଘର କଟକ ସହର…

ବାର୍‌ହା ଆକ୍ରମଣରେ ସ୍ତ୍ରୀ-ସ୍ବାମୀ ଆହତ, ଏହି ବାର୍‌ହା ମାରି ମାଂସ ନେବାକୁ ଦୁର୍ବୃତ୍ତଙ୍କ ଅପଚେଷ୍ଟା

ମହାକାଳପଡ଼ା,୯ା୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଞ୍ଚାୟତ ତେନ୍ତୁଳିକନ୍ଧା ଗ୍ରାମର ସନ୍ତୋଷ ସ୍ବାଇଁ(୫୨), ତାଙ୍କ ସ୍ତ୍ରୀ ମମତା (୪୫) ବୁଧବାର ବିଲକୁ ଚାଷକାମ କରିବାକୁ ଯାଉଥିବା ସମୟରେ ନିକଟସ୍ଥ ଜଙ୍ଗଲରୁ ଏକ ବାର୍‌ହା ଆକ୍ରମଣ କରିଥିଲା। ଏଥିରେ ଉଭୟ ସ୍ବାମୀ-ସ୍ତ୍ରୀ…

ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବି: ପଟ୍ଟାମୁଣ୍ଡାଇ ଯୁବ କଂଗ୍ରେସ ପକ୍ଷରୁ କୁଶପୁତଳିକା ଦାହ

ପଟ୍ଟାମୁଣ୍ଡାଇ, ୮।୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବିକରି ପଟ୍ଟାମୁଣ୍ଡାଇ ଯୁବ କଂଗ୍ରେସ ପକ୍ଷରୁ ବାଇପାସ୍‌ ଛକଠାରେ ଆନ୍ଦୋଳନ ହୋଇଛି। ‘ମା’କୁ ସମ୍ମାନ’ ନାରା ଦେଇ ଆସୁଥିବା ସରକାରୀ ଦଳର ଜଣେ ଏମ୍‌ପି ନିଜ ସ୍ତ୍ରୀଙ୍କୁ ନିର୍ଯାତନା…

କେନ୍ଦ୍ରାପଡ଼ାରେ ୫୪ ହଜାର ହେକ୍ଟର ଫସଲ ନଷ୍ଟ

କେନ୍ଦ୍ରାପଡା ଅଫିସ, ୮।୯:  ଲଘୁଚାପଜନିତ ବର୍ଷା ପରେ ହୋଇଥିବା ବନ୍ୟା କେନ୍ଦ୍ରାପଡା ଜିଲା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଜିଲାର ୫୪,୦୫୦ ହେକ୍ଟର ଜମିରେ ହୋଇଥିବା ଧାନ ଓ ଅନ୍ୟାନ୍ୟ ଫସଲକୁ ନଷ୍ଟ କରିଦେଇଛି। ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri