କେନ୍ଦ୍ରାପଡ଼ା

ହାଇଦରଙ୍କୁ ମହଙ୍ଗା ପଡିଲା ଯୁବତୀଙ୍କ ପ୍ରେମ

କେନ୍ଦ୍ରାପଡ଼ା ଅଫିସ, ୧୭ା୪- ୫୮ ବର୍ଷୀୟ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଶେଖ ହାଇଦରଙ୍କ ସହ କେନ୍ଦ୍ରାପଡ଼ା ବଡ଼ ମୂଳବସନ୍ତର ଜଣେ ଯୁବତୀଙ୍କ ପ୍ରେମ ମହଙ୍ଗା ପଡ଼ିଛି। ଏସ୍‌ସିବିରୁ ଚମ୍ପଟ ମାରିବା ପରେ ହାଇଦର ତାଙ୍କର ଯେଉଁ ତିନି ପ୍ରେମିକାଙ୍କ ସହ ମୋବାଇଲ୍‌ରେ କଥା…

ଆମ୍ବରେ ଜହର

କେନ୍ଦ୍ରାପଡ଼ା ଅଫିସ, ୧୬। ୪: ଖରାର ପ୍ରକୋପ ବଢ଼ିଲାଣି। ପାଚିଲା ଆମ୍ବ ବଜାରକୁ ଆସିଲାଣି। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଏବେ ଆମ୍ବର ପସରା। ବିଭିନ୍ନ ପ୍ରକାର ଆମ୍ବକୁ ଦୋକାନରେ ସଜାଇ ବ୍ୟବସାୟୀମାନେ ଗ୍ରାହକଙ୍କ ଆକୃଷ୍ଟ କରୁଛନ୍ତି। ଧୀରେ ଧୀରେ ବ୍ୟବସାୟ…

ବିପୁଳ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ବଦଳୁନି ଅବସ୍ଥା

ପଟ୍ଟାମୁଣ୍ତାଇ,୧୨।୪(ସ୍ବ.ପ୍ର.): ପଟ୍ଟାମୁଣ୍ତାଇ ପୂର୍ତ୍ତ ବିଭାଗ ଅଧୀନରେ ଅଳଭା-ଗଣ୍ତାକିଆ ସାଢ଼େ ୧୦ କିମି ରାସ୍ତା ରହିଛି। ଜଳସମ୍ପଦ ବିଭାଗ ୨୦୧୪ରେ ଏହି ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଦେଇଛି। ରାସ୍ତାଟି ପଟ୍ଟାମୁଣ୍ତାଇ ଉତିକଣ, ରାଜନଗର, ମହାକାଳପଡ଼ା, କେନ୍ଦ୍ରାପଡ଼ା ଜିଲା ସଦର ମହକୁମା ଓ…

ଦୁଇମୁଣ୍ଡିଆ ଶିଶୁକନ୍ୟା ଜନ୍ମ

କେନ୍ଦ୍ରାପଡ଼ା ଅଫିସ/କଟକ ଅଫିସ, ୧୨। ୪: କେନ୍ଦ୍ରାପଡ଼ା ସହରର ଏକ ଘରୋଇ ନର୍ସିଂହୋମ୍‌ରେ ରବିବାର ଅସ୍ବାଭାବିକ ଶିଶୁକନ୍ୟା ଜନ୍ମ ହୋଇଛି। ଉକ୍ତ ଶିଶୁକନ୍ୟାର ୨ ମୁଣ୍ଡ, ୩ ହାତ, ୪ ଆଖି ଏବଂ ୨ ଗୋଡ଼ ରହିଛି। ରାଜନଗର ବ୍ଲକ କଣି…

ଭିତରକନିକାରେ ଡଲ୍‌ଫିନ ସଂଖ୍ୟା ବଢ଼ିଲା

କେନ୍ଦ୍ରାପଡ଼ା ଅଫିସ,୧୧। ୪: ଜାତୀୟ ଉଦ୍ୟାନ ଭିତରକନିକାରେ ଗତ ୩ ବର୍ଷ ଧରି କ୍ରମାଗତ ହ୍ରାସ ପାଉଥିବା ଡଲ୍‌ଫିନଙ୍କ ସଂଖ୍ୟା ଚଳିତ ବର୍ଷ ଆଶାତୀତ ଭାବେ ବୃଦ୍ଧି ପାଇଛି। ଏହି ସାମୁଦ୍ରିକ ଅଞ୍ଚଳରେ ମୋଟ୍‌ ୩ ପ୍ରଜାତିର ୩୪୨ ଡଲ୍‌ଫିନ ଥିବା…

ସମୁଦ୍ର କୂଳରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

ରାଜନଗର, ୯ା୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ପେଣ୍ଠ ସାମୁଦ୍ର ବେଳାଭୂମିରେ ଶୁକ୍ରବାର ମିଳିଛି ପ୍ରେମୀ ଯୁଗଳଙ୍କ ମୃତଦେହ। ମିଳିଥିବା ସୂଚନା ଅନୁଯାୟୀ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କଇଁଛଙ୍କୁ ସୁରକ୍ଷା ଦେବାକୁ ପଇଁତରା ଦେଉଥିବା ବନ କର୍ମଚାରୀ ମୃତଦେହ ୨ଟିକୁ ଦେଖି…

ବାଘର ଠିକଣା ବାଘୁଆମେଦ

ମହାକାଳପଡ଼ା,୯।୪: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଞ୍ଚଳରେ ଅତୀତର ଅନେକ କାହାଣୀ ଏବେବି ସତେଜ ହୋଇରହିଛି। କାଳକ୍ରମେ ଅନୁପ୍ରବେଶକାରୀଙ୍କ ଯୋଗୁ ହେନ୍ତାଳବଣ ଧ୍ୱଂସ ପାଇ ଜନବସତି ଗଢିଉଠିଛି। ଜଙ୍ଗଲ ଧ୍ୱଂସ ଯୋଗୁ ବସବାସ କରୁଥିବା ଜୀବଜନ୍ତୁ ଲୋପ ପାଇଯାଇଛନ୍ତି। କୁଜଙ୍ଗ ରାଜାଙ୍କ ଅଧୀନରେ…

ସ୍କାଏ ଲାଇଟ୍‌ ତାଡ଼ି ଲକ୍ଷାଧିକ ଟଙ୍କା,ସୁନା-ରୂପା ଲୁଟ: ଥାନାରେ ଅଭିଯୋଗ

ମହାକାଳପଡ଼ା,୮।୪(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ଅଧିନସ୍ଥ ସୁନିତି ପଞ୍ଚାୟତର ସୁଗଲ ଦତ୍ତପୂର ଗ୍ରାମରେ ଲୁଟ୍‌ ହୋଇଛି। ବୁଧବାର ବିଳମ୍ବିତ ରାତ୍ରିିରେ କେହି ଦୁର୍ବୃତ୍ତ ଉକ୍ତ ଗାଁର ନିରଞ୍ଜନ ପାତ୍ରଙ୍କ ସ୍କାଏ ଲାଇଟ ତାଡ଼ି ଘର ଭିତରକୁ ପ୍ରବେଶ କରି ଲୁଟ୍‌…

ପାନୀୟ ଜଳ ସମସ୍ୟାକୁ ନେଇ ଆନ୍ଦୋଳନ, ରାସ୍ତାରୋକୋ

ମହାକାଳପଡ଼ା,୭।୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ରାଜଗଡ଼ ପଞ୍ଚାୟତ ରାଜଗଡ ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ଲୋକେ ବୁଧବାର ସକାଳେ ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଓରାତ ଅଙ୍ଗୁଲାଇ ମୁଖ୍ୟ ରାସ୍ତାରେ ମହିଳାମାନେ ମାଠିଆ ଧରି ବସିଥିବା ଦେଖିବାକୁ ମିଳୁଛି।…

ପାଣି ପାଇଁ ଡହଳବିକଳ

ରାଜକନିକା,୨।୪(ଡି.ଏନ.ଏ): ରାଜକନିକା ବ୍ଲକର ଅବଦୁଲପୁର ଗାଁରେ ପାନୀୟ ଜଳ ସଙ୍କଟ ଉତ୍କଟ ରୂପ ଧାରଣା କରିଛି। ଲୋକ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଗାଁରେ ଥିବା ସଚଳ ନଳକୂପଟି ଭାଙ୍ଗି ଯିବାରୁ ଲୋକେ ପାନୀୟ ଜଳ ପାଇଁ ହଇରାଣ ହେଉଛନ୍ତି। ବହୁ…

ସମୁଦ୍ର ଉପକୂଳ ସୀମା ସୁରକ୍ଷା ଢିଲା: ମ୍ୟାନ୍‌ମାର ଶରଣାର୍ଥୀଙ୍କ ପ୍ରବେଶ

ମହାକାଳପଡ଼ା,୨।୪(ଡି.ଏନ.ଏ.): ମ୍ୟାନମାର ଅଶାନ୍ତ ପରେ ଶରଣାର୍ଥୀମାନେ ଯେକୌଣସି ସମୟରେ ଡଙ୍ଗାରେ ବଙ୍ଗୋସାଗରର ଜଳ ସୀମା ଦେଇ କେନ୍ଦ୍ରାପଡ଼ା ଜିଲାରେ ପ୍ରବେଶକୁ ଏଡାଇ ଦେଇ ହେବନାହିଁ। ପ୍ରଶାସନ ପକ୍ଷରୁ ସମୁଦ୍ର ଜଳ ସୀମାରେ ହାଇ ଆଲର୍ଟ ଜାରି ହେବାର ଆବଶ୍ୟକତା ରହିଛି। ବିଶେଷକରି…

ସାତଭାୟା ହେବ ଜନଶୂନ୍ୟ

କେନ୍ଦ୍ରାପଡ଼ା ଅଫିସ,୨।୪: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସମୁଦ୍ରକୂଳବର୍ତ୍ତୀ ସାତଭାୟା ଅଞ୍ଚଳ ଦ୍ରୁତ ତଟକ୍ଷୟ ଯୋଗୁ ଏବେ ସମ୍ପୂର୍ଣ୍ଣ ଜନଶୂନ୍ୟ ହେବାକୁ ଯାଉଛି। ୫ ଦଶନ୍ଧି ଧରି ଏହି ଅଞ୍ଚଳବାସୀଙ୍କ ସ୍ଥାନାନ୍ତର ଦାବି ହୋଇ ଆସୁଥିଲା। ଜିଲା ପ୍ରଶାସନ ପକ୍ଷରୁ ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri