କେନ୍ଦ୍ରାପଡ଼ା

ଓଭର ହେଡ୍‌ ପାଣିଟାଙ୍କି କାର୍ଯ୍ୟକ୍ଷମ ହେଉନି

ଆଳି,୨୭ା୮(ଡି.ଏନ.ଏ.): ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତି ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ କରି ୧ ଲକ୍ଷ ବିଶିଷ୍ଟ ଓଭର ହେଡ ପାଣି ଟାଙ୍କି ବସାଉଛନ୍ତି। ପାଣି ଟାଙ୍କି କାର୍ଯ୍ୟ ଶେଷ ହୋଇଛି। ହେଲେ…

ଆଇଆଇଟି ହାଇଦ୍ରାବାଦ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

କେନ୍ଦ୍ରାପଡ଼ା ଅଫିସ, ୨୭ା୮: ଖରସ୍ରୋତା ନଦୀରୁ ପାଣି ଉଠାଇବା ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଆଇଆଇଟି ହାଇଦ୍ରାବାଦର ସର୍ଭେ ରିପୋର୍ଟକୁ ଆୟୁଧ କରାଯାଇଛି। ପ୍ରଶାସନିକ ଅଧିକାରୀମାନେ କଳ, ବଳ ଓ କୌଶଳ ଲଗାଇ ଖରସ୍ରୋତା ନଦୀରୁ ଜଳ ଉଠାଇବା ପାଇଁ…

ବିଷ, ଫାଶରେ ଯାଉଛି ପକ୍ଷୀଙ୍କ ଜୀବନ

ମହାକାଳପଡ଼ା,୨୭ା୮(ଡି.ଏନ୍‌.ଏ.): ପ୍ରାକୃତିକ ପରିବେଶକୁ ନେଇ ନିଜକୁ ସୁରକ୍ଷିତ ମନେ କରନ୍ତି ପକ୍ଷୀ ଓ ବନ୍ୟଜନ୍ତୁ। ବିଭିନ୍ନ ପ୍ରଜାତିର ପକ୍ଷୀ ଖାପଖୁଆଇଲା ଭଳି ପରିବେଶରେ ବସା ବାନ୍ଧିଥାନ୍ତି। କୌଣସି ବିପଦ ଆଶଙ୍କା ପୂର୍ବରୁ ସେହି ସ୍ଥାନ ପରିତ୍ୟାଗ କରନ୍ତି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା…

ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

ରାଜନଗର, ୨୪।୮(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟଉଦ୍ୟାନରେ ସୋମବାରଠାରୁ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ଏହି ଗଣନା କାର୍ଯ୍ୟ ୭ ଦିନ ଧରି ଚାଲିବ। ରାଜନଗର ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତିଙ୍କ ତତ୍ତ୍ୱାବଧାନରେ ଜାତୀୟଉଦ୍ୟାନ ଏବଂ…

ବ୍ୟାପକ ହେଉଛି ଆନ୍ଦୋଳନ

କେନ୍ଦ୍ରାପଡ଼ା ଅଫିସ,୨୧।୮: ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ ଦିନକୁଦିନ ବ୍ୟାପକ ହେବାରେ ଲାଗିଛି। ଜିଲା ଓ ଜିଲା ବାହାରେ ଏହାର ସମର୍ଥକଙ୍କ ସଂଖ୍ୟା ବଢି ଚାଲିଛି। ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତିକୁ ଅଞ୍ଚଳବାସୀଙ୍କ ସହ ବିରୋଧୀ ରାଜନୈତିକ ଦଳ,…

ଜଳ ନିଷ୍କାସନରେ ବାଧକ ସାଜିଛି ପଠା

ମହାକାଳପଡ଼ା,୨୦ା୮ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷୀକୁଳ ହତାଶ ହୋଇ ପଡିଛନ୍ତି। କାରଣ ଚଳିତ ମୌସୁମୀ ଦୁର୍ବଳ ଯୋଗୁ ବର୍ଷା କାଁ ଭାଁ ଦେଖିବାକୁ ମିଳୁଛି। ଅପରପକ୍ଷେ ଗୋବରୀ ନଦୀ ଉପର ମୁଣ୍ଡରେ ବର୍ଷା…

ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ: ଜିଆଇଜେଡ୍‌ର ଭିତରକନିକା ରିପୋର୍ଟକୁ ଉପେକ୍ଷା

କେନ୍ଦ୍ରାପଡ଼ା ଅଫିସ,୨୦।୮: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାର ୪ ବ୍ଲକ ଅଞ୍ଚଳକୁ ପାଣି ଦେବା ବିବାଦ ଆଇନଗତ କାର୍ଯ୍ୟାନୁଷ୍ଠାନ ଦିଗକୁ ଗତି କରୁଛି। କେନ୍ଦ୍ର ସରକାରଙ୍କ ପର୍ଯ୍ୟାବରଣ (ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ)…

ଇକୋ ସେନ୍‌ସେଟିଭ ଜୋନ୍‌ରେ ପ୍ରକଳ୍ପ

କେନ୍ଦ୍ରାପଡ଼ା ଅଫିସ,୧୯।୮: ଜାତୀୟ ଉଦ୍ୟାନ ଭିତରକନିକାର ସୁରକ୍ଷା ପାଇଁ ପରିବେଶ ସମ୍ବେଦନଶୀଳ ଅଞ୍ଚଳ (ଇକୋ ସେନ୍‌ସେଟିଭ ଜୋନ) ଚିହ୍ନଟ ହୋଇଛି। ସେହି ପରିସରରେ କୌଣସି ପ୍ରକଳ୍ପ ଆରମ୍ଭ ହେଲେ ଭିତରକନିକା ଇକୋ ସେନ୍‌ସେଟିଭ ଜୋନ୍‌ ମନିଟରିଂ କମିଟିର ଅନୁମତି ନିଆଯିବ। ଏଥିପାଇଁ…

ମଧୁର ଜଳ ବିନା ଉଜୁଡ଼ିବ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ, ୧୭।୮: କେନ୍ଦ୍ରାପଡ଼ା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ବିପଦର ସମ୍ମୁଖୀନ ହେବାକୁ ଯାଉଛି। କାରଣ ଏହି ଆର୍ଦ୍ରଭୂମିକୁ ଆଗାମୀଦିନରେ ମଧୁର ଜଳ ମିଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀର ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା…

ଭଙ୍ଗାରୁଜା ଘଟଣାରେ ୨୪ କୋର୍ଟଚାଲାଣ

କେନ୍ଦ୍ରାପଡ଼ା ଅଫିସ/ଢେଙ୍କାନାଳ ଅଫିସ/ରାଜକନିକା/ଆଳି(ଡି.ଏନ୍‌.ଏ.),୧୪ା୮: କେନ୍ଦ୍ରାପଡ଼ା ଜିଲା ଖରସ୍ରୋତା ନଦୀରୁ ଭଦ୍ରକକୁ ଜଳଯୋଗାଣ ପ୍ରତିବାଦରେ ରାଜକନିକା ବ୍ଲକ ବରୁଣାଡ଼ିହାରେ ପୋଲିସ, ପ୍ରଶାସନ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧ ଘଟଣାରେ ୨୪ ଜଣ ଗିରଫ ହୋଇଛନ୍ତି। ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତିର…

ଖରସ୍ରୋତା ପାଣି ବିବାଦ: ଜଣେ ଗିରଫ, ୨୫ରୁ ଊର୍ଦ୍ଧ୍ୱ ଅଟକ

କେନ୍ଦ୍ରାପଡ଼ା/ଢେଙ୍କାନାଳ ଅଫିସ,୧୩ା୮: ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ପ୍ରତିବାଦରେ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ଠାରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଗୁରୁବାର ସଂଘର୍ଷ ହୋଇଥିଲା। ଆନ୍ଦୋଳନକାରୀ ପ୍ରକଳ୍ପ ଠିକା କମ୍ପାନୀର ଆସବାବପତ୍ର ନଷ୍ଟ କରିବା ସହ…

କନିକା ପ୍ରଜାମେଳିର ପୁନରାବୃତ୍ତି

କେନ୍ଦ୍ରାପଡ଼ା ଅଫିସ,୧୩।୮: କନିକା ରାଜାଙ୍କର ୬୪ ପ୍ରକାର କରକୁ ପ୍ରଜା ବହନ କରୁଥିଲେ। ଏହା ବିରୋଧରେ ୧୯୨୨ରେ ପ୍ରଜାମେଳି ହୋଇଥିଲା। ରାଜାସାହେବ ପ୍ରଜାଙ୍କ ଦମନଲୀଳା ପାଇଁ ବ୍ରିଟିଶ ପୋଲିସର ସହାୟତା ନେଇଥିଲେ। ଏହା ସତ୍ତ୍ୱେ ପ୍ରଜାଙ୍କ ବିଜୟ ହୋଇଥିଲା। ୧୦୦ ବର୍ଷରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri