କେନ୍ଦ୍ରାପଡ଼ା

ଆରମ୍ଭ ହେଲାଣି ଖରିଫ ଧାନର ଅଭାବୀ ବିକ୍ରି

କେନ୍ଦ୍ରାପଡ଼ା ଅଫିସ,୧୨ା୧୨: କେନ୍ଦ୍ରାପଡ଼ା ଜିଲାର ଖରିଫ ଧାନଚାଷୀ ମଣ୍ଡି ଅପେକ୍ଷାରେ ଅଛନ୍ତି। ଗତ ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ଅଧିକାଂଶ ଚାଷୀ ଧାନ ଅମଳ କରିଥିଲେ ମଧ୍ୟ ମଣ୍ଡି ଖୋଲି ନ ଥିବାରୁ ବିକ୍ରି କରିପାରିନାହାନ୍ତି। ଏହି ଅଭାବୀ ବିକ୍ରିର ସୁଯୋଗ…

ବାର୍‌ହା ସହ ପିଟିହୋଇ ଯୁବକଙ୍କ ଗୋଡ଼ ଭାଙ୍ଗିଲା

ରାଜନଗର, ୧୧ା୧୨(ଡି.ଏନ୍‌.ଏ.): ରାସ୍ତାରେ ଜଣେ ଯୁବକ ବାଇକ୍‌ ନେଇ ଯାଉଥିବା ବେଳେ ବାର୍‌ହା ଦେହରେ ପିଟି ହେବାରୁ ତାଙ୍କ ଗୋଡ଼ ଭାଙ୍ଗିଯାଇଛି। ଶନିବାର ସକାଳେ ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତ ପ୍ରଭାତୀ ଗାଁର ସୁଦାମ ମଣ୍ଡଳ (୨୫) ଓ ତାଙ୍କ ପିତା…

ଜଳୁଛି ପେଟ, ପାଠପଢ଼ାକୁ ପଚାରେ କିଏ

ମହାକାଳପଡ଼ା,୧୧ା୧୨(ଡି.ଏନ୍‌.ଏ.): ଶୈଶବ ବନ୍ଧାପଡ଼ିଛି ଚୁଲି ମୁଣ୍ଡରେ। ଚୁଲି ଧୂଆଁ ରେ ଭବିଷ୍ୟତ ସ୍ବପ୍ନ ଅନ୍ଧକାର ହୋଇଯାଉଛି। ଯେଉଁ ବୟସରେ ନିଜ ସାଥୀମାନେ ବିଦ୍ୟାଳୟକୁ ଯାଉଛନ୍ତି ସେତେବେଳେ ୭ ବର୍ଷର ଝିଅଟିଏ ପରିବାରର ବୋଝ ମୁଣ୍ଡରେ ବୋହିବାକୁ ପଡୁଛି। କାନ୍ଧରେ ବସ୍ତାନି ପକାଇ…

ବିକାଶ ଦେଖିବ ବତିଘର

କେନ୍ଦ୍ରାପଡ଼ା ଅଫିସ, ୧୧ା୧୨: ଏକାନ୍ତ ଭାବେ ଛିଡ଼ା ହୋଇଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଫଲ୍‌ସ ପଏଣ୍ଟର ବତିଘର ଏବେ ବିକାଶ ଦେଖିବ। ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ଗ୍ୟାଲେରି, ଜେଟି ନିର୍ମାଣ, ବିଶ୍ରାମ ଓ ଯାତ୍ରୀନିବାସ ସହ ସ୍ଥାନୀୟ ଲୋକସଂସ୍କୃତିକୁ ନେଇ…

ବର୍ଷକ ଆହାର ଛଡ଼ାଇ ନେଉଛନ୍ତି ବାର୍‌ହା ପଲ

କେନ୍ଦ୍ରାପଡ଼ା ଅଫିସ, ୧୦ା୧୨: ଚଳିତ ମାସ ଶେଷ ସପ୍ତାହରେ ଖରିଫ ଧାନ ବିକ୍ରି ପାଇଁ ସରକାରୀ ମଣ୍ଡି ଖୋଲିବ ା ଏଥିପାଇଁ କେନ୍ଦ୍ରାପଡ଼ା ଜିଲାରେ ଖରିଫ ଧାନ ଅମଳ ଆରମ୍ଭ ହୋଇଛି ା ତେବେ ଜାତୀୟ ଉଦ୍ୟାନ ନିକଟସ୍ଥ ମହାକାଳପଡ଼ା, ରାଜନଗର…

ମା’ ଗିରଫ, ଝିଅ ଫେରାର୍‌

ଆଳି,୧୦ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଜୁଆଣିଆ ପଞ୍ଚାୟତସ୍ତରୀୟ ସଂଘର ସଭାପତି ଓ ସମ୍ପାଦକଙ୍କ ଅଗୋଚରରେ ଏମ୍‌ବିକେ ଓ ସିଆରପି ଥିବା ମା’ଝିଅ ସେମାନଙ୍କ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ୧୭ ଲକ୍ଷ ୯୬ ହଜାର ଟଙ୍କା ଆତ୍ମସାତ କରିଥିଲେ ା…

ପ୍ରତିଶ୍ରୁତି ମିଳୁଛି, ନିର୍ମାଣ ହେଉନି ଶିଳ୍ପ,ବନ୍ଦର

କେନ୍ଦ୍ରାପଡ଼ା ଅଫିସ, ୯ା୧୨:କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ। ପ୍ରଥମ ପର୍ଯ୍ୟାୟ ନିର୍ମାଣରେ ୨୧୧୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଅନୂ୍ୟନ ୧୫ ହଜାର ଲୋକ…

ମଧୁର ପାଣି ମାଛଚାଷ ଅପେକ୍ଷା ଚିଙ୍ଗୁଡ଼ି ଚାଷ ଅଧିକ

କେନ୍ଦ୍ରାପଡ଼ା ଅଫିସ, ୮ା୧୨: ଲୁଣି ମାଛ ରପ୍ତାନି କ୍ଷେତ୍ରରେ ଓଡ଼ିଶାର ଚାହିଦା ବଢ଼ିଛି। ଗତ ୧୦ବର୍ଷ ମଧ୍ୟରେ ଏହା ୭୪୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୧-୧୨ ଆର୍ଥିକ ବର୍ଷରେ ୧୧,୪୬୦ ମେଟ୍ରିକ ଟନ ଲୁଣି ମାଛ ରପ୍ତାନି ହୋଇଥିବା ବେଳେ ୨୦୨୧-୨୨…

କେନାଲରେ ପାଣି ନାହିଁ, ରବି ଫସଲ ଚାଷୀ ନିରାଶ

କେନ୍ଦ୍ରାପଡା ଅଫିସ, ୭ା୧୨: ଖରିଫ ଧାନ ଚାଷ ସରିଛି। କେନ୍ଦ୍ରାପଡ଼ା ଜିଲାର ଚାଷୀ ରବି ଫସଲ ପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ଏଥିରେ କ୍ଷେତକୁ ଜଳସେଚନ ଏବେ ବାଧକ ହୋଇଛି। କେନାଲରେ ବହୁ ବର୍ଷ ଧରି ରହିଥିବା ବିଲାତି ଦଳ ଶେଷ…

ସତର୍କ କରିବ ସୁନାମି ସୂଚନା ଟାୱାର

ମହାକାଳପଡ଼ା, ୭ ା୧୨ (ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ସୁନାମୀ ସତର୍କ ସୂଚନା ଟାୱାର ସ୍ଥାପିତ କରାଯାଇଛି। ଏହି ଉପକୂଳିଆ ଅଞ୍ଚଳରେ ସମୁଦ୍ରରେ ସୁନାମୀ ଆସିବାର ୪୫ ମିନିଟ୍‌ ପୂର୍ବରୁ ସତର୍କ ସୂଚନା ଦେବ। ଏହି ସାଇରନ୍‌…

କୁରୁଣ୍ଟି ପଞ୍ଚାୟତରେ ୬ ପ୍ରକଳ୍ପ ନାଁରେ ୬ ଲକ୍ଷ ଫଲ୍ସ ବିଲ୍‌

ରାଜନଗର, ୬ା୧୨(ଡି.ଏନ.ଏ.):ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତରେ କାମ ନ କରି ସରକାରୀ ଟଙ୍କା ଲୁଟି ନିଆଯାଇଛି। ୬ଟି ପ୍ରୋଜେକ୍ଟ ନାଁରେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନିଆଯାଇଛି। ସରକାରୀ ପୋର୍ଟାଲରୁ ଏହି ତଥ୍ୟ ମିଳିବା ପରେ କୁରୁଣ୍ଟି ପଞ୍ଚାୟତବାସୀ ବିଡିଓଙ୍କ…

ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି ଜୈବ ବିବିଧତା

କେନ୍ଦ୍ରାପଡ଼ା ଅଫିସ, ୬ା୧୨:ରାଜନଗର ପେଣ୍ଠ ବେଳାଭୂମିରେ ଗତ ୧ ତାରିଖରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜାତୀୟ ଉଦ୍ୟାନ ଭିତରକନିକା ଇକୋ ରିଟ୍ରିଟ୍‌ ଆରମ୍ଭ ହୋଇଛି। ଏଥିସହ ଶୀତଋତୁର ଆରମ୍ଭରୁ ବିଦେଶାଗତ ପକ୍ଷୀଙ୍କ ସମାହାର ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?