କେନ୍ଦ୍ରାପଡ଼ା

ମୂକସାକ୍ଷୀ ପାଲଟିଛି ନୌବାଣିଜ୍ୟ କେନ୍ଦ୍ର ଜମ୍ବୁ ଦ୍ୱୀପ

ମହାକାଳପଡ଼ା, ୭ା୧୧(ଡି.ଏନ୍‌.ଏ.): ଦିନ ଥିଲା ବଙ୍ଗୋପସାଗର ପୂର୍ବ ଉପକୂଳ ପ୍ରାଚୀନ ଐତିହ୍ୟ ନୌବାଣିଜ୍ୟ ପେଣ୍ଠସ୍ଥଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଜମ୍ବୁ ଦ୍ୱୀପ ଦେଇ ସୁଦୂର ବିଦେଶକୁ ସାଧବ ପୁଅମାନେ ବେପାର ବଣିଜ ପାଇଁ ବୋଇତରେ ଯାଉଥିଲେ। ସେମାନେ ବୋଇତରେ ଓଡ଼ିଶାର…

ନଦୀବନ୍ଧ ଘାଇ ମରାମତି ଆରମ୍ଭ

ଚଣ୍ଡିଖୋଲ,୭ା୧୧(ଡି.ଏନ୍‌.ଏ.):କଟକ ଜଗତ୍‌ପୁରଠାରୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇକୁ ଯାଇଥିବା କେନାଲରେ ଗତ ମାସ ୨୯ ତାରିଖରେ ୧୦୦ ଫୁଟ୍‌ର ଘାଇ ହୋଇଥିଲା। ଏହି ଘାଇ ସୃଷ୍ଟି ହେବା ଯୋଗୁ ବିରୂପା ନଦୀବନ୍ଧ ଭାଙ୍ଗିଥିଲା। ୧୦୦ ବର୍ଷର ଏହି ନଦୀ ବନ୍ଧ କଟକ ଜିଲାର ତ୍ରିବେଣୀଶ୍ୱରଠାରେ…

କାର୍ଯ୍ୟାନୁଷ୍ଠାନକୁ ନେଇ ବଢୁଛି ଆକ୍ରୋଶ

କେନ୍ଦ୍ରାପଡ଼ା ଅଫିସ, ୭ା୧୧:କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଜୁଣ ଅଞ୍ଚଳରେ ଥିବା ଦ ରୟାଲ ଗାଇଡ୍‌ କୋଚିଂ ସେଣ୍ଟରର ଅନ୍ତେବାସୀ ଛାତ୍ର ଦେବୀ ପ୍ରସାଦ ଦାସଙ୍କ ଗତ ୨ ତାରିଖ ରାତି ସାଢେ ୧୧ରେ ବିଦ୍ୟୁତ୍‌ ତାର ଲାଗି ମୃତ୍ୟୁ ହୋଇଥିଲା।…

ଜଳ ଯୋଗାଣ କ୍ଷମତା ହରାଇଛି କେନ୍ଦ୍ରାପଡ଼ା କେନାଲ

କେନ୍ଦ୍ରାପଡ଼ା ଅଫିସ, ୬।୧୧: କ୍ଷେତର ଖରିଫ ଧାନରେ ଏବେ ଛିଞ୍ଚା ବାହାରିବା ସମୟ ା ପରିପୃଷ୍ଟ ହେବାକୁ ପ୍ରଚୁର ପାଣି ଆବଶ୍ୟକ ା ଏହି ସମୟରେ କେନ୍ଦ୍ରାପଡ଼ା କେନାଲର ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନାହିଁ ା ମାଛ ବ୍ୟବସାୟୀ ଆଡ଼ିବନ୍ଧ…

ଲୁଣା ନଦୀବନ୍ଧ ରାସ୍ତା ୪୦ଫୁଟ୍‌ ଦବିଲା

ମାର୍ଶାଘାଇ/ଡ଼େରାବିଶ/ପାଟକୁରା,୬।୧୧(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକର ଲୁଣା-କରାଣ୍ଡିଆ ଦୀପାଞ୍ଚଳ ଜଳପୋକ ପଞ୍ଚାୟତର ପକ୍ଷଟ ଗ୍ରାମଠାରେ ଲୁଣା ନଦୀବନ୍ଧର ଦକ୍ଷିଣପାର୍ଶ୍ୱ ରାସ୍ତା ଶନିବାର ୪୦ ମିଟର ଦବି ଯାଇଛି ା ଫଳରେ ସେହି ରାସ୍ତାରେ ଯାତାୟତ ବନ୍ଦ ରହିଛି ା ଏହାକୁ ନେଇ…

ରାସ୍ତାରେ ବଉଳା କୁମ୍ଭୀର, ଲୋକେ ଆତଙ୍କିତ

ରାଜନଗର,୬।୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର-ଭିତରକନିକା ଜନଗହଳି ରାସ୍ତାର ଜୁଣଗଡିରୁ ଘଡିଆମାଳ ମଧ୍ୟରେ ଶୁକ୍ରବାର ବିଳମ୍ବିତ ରାତିରେ ୧୦ଫୁଟ ଲମ୍ବର ଏକ ବଉଳାକୁମ୍ଭୀର ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଥିଲା। ଦେଖଣାହାରୀ କୁମ୍ଭୀରକୁ ଦେଖି ପାଟି କରିବା ସହିତ ବନବିଭାଗକୁ ସୂଚନା ଦେଇଥିଲେ।…

କେନ୍ଦ୍ରାପଡ଼ାରେ ବାଲି ଚୋରି ଅଣାୟତ୍ତ

କେନ୍ଦ୍ରାପଡ଼ା ଅଫିସ, ୫ା୧୧: କେନ୍ଦ୍ରାପଡ଼ା ଜିଲାରେ ବାଲି ସଇରାତଗୁଡ଼ିକରୁ ବେଆଇନ ଉଠାଣ ଅଣାୟତ୍ତ ହୋଇପଡ଼ିଛି। ନିଲାମ ଅବଧି ସରିବା ପରେ ମଧ୍ୟ ବାଲି ଉଠାଣକୁ ରୋକାଯାଇପାରୁନାହିଁ। ଉଦାହରଣ ଭାବେ ଆଳି ତହସିଲ ଅଧୀନ ଅରଗଳ, ଦୈତାରୀପୁର, ଦେସାହି, ଜୁଆଣିଆ, ଗଙ୍ଗାଧରପୁର ଓ…

ଧାନ ଜମି ଫାଟି ଆଁ କଲାଣି

ପଟ୍ଟାମୁଣ୍ଡାଇ ୫ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଧାନ ଥୋଡ଼ ଧରୁଥିବା ବେଳେ ବର୍ଷା ଏକପ୍ରକାର ଉଭାନ୍‌ ହୋଇଯାଇଛି। ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ନ ଥିବାରୁ ସମସ୍ତ ଶାଖା ଓ ମାଇନର କେନାଲ ଶୁଖିଲା ପଡିଛି। ଫଳରେ ଧାନ…

ନାଗପଡ଼ାରେ ଦୁର୍ବୃତ୍ତ ଜାଳି ଦେଲେ ଘର, ବୋଲେରୋ

ଆଳି,୫ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ନାଗପଡା ଗଁାର ଗୋଟିଏ ବୋଲେରୋ ସମେତ ୨ ଜଣଙ୍କ ଘରକୁ ଦୁର୍ବୃତ୍ତମାନେ ଜାଳି ଦେଇଥିବା ନେଇ ଅଭିଯୋଗ ହୋଇଛି। ଏପରି କି ଏହି ଘଟଣାକୁ ନେଇ ନାଗପଡ଼ା, ବାଳକାଟୀ ଓ ରାଣୀପୋଖରୀ ଗଁାରେ…

ବ୍ଲକ କଲୋନୀରୁ ମୂଲ୍ୟବାନ ଶିଶୁକାଠ ଗାଏବ

ପଟ୍ଟାମୁଣ୍ଡାଇ, ୪ା୧୧(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଲୋନୀ ଶିଶୁଉଦ୍ୟାନ ମଧ୍ୟରୁ ୧୬ ଦିନ ତଳେ ବେଆଇନ ଭାବେ ୫ଟି ମୂଲ୍ୟବାନ ବଡ ଶିଶୁ ଗଛ କଟାଯାଇଥିଲା। ଗଛ କାଠଗଡ ସବୁ ଉଦ୍ୟାନ ମଧ୍ୟରେ ପଡି ରହିଥିଲା। ବୁଧବାରଠାରୁ ଏହି ଗଛ କାଠଗଡ…

ପାୱାରଟିଲର କେନ୍ଦ୍ରାପଡ଼ାରୁ ଯାଉଛି କୋଲକାତା

କେନ୍ଦ୍ରାପଡ଼ା ଅଫିସ, ୪ା୧୧:କେନ୍ଦ୍ରାପଡ଼ାର ଅର୍ଥନୀତି କୃଷିଭିତ୍ତିକ। ଜିଲା କୃଷିର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୃଷି ସାଜ ସରଞ୍ଜାମ କ୍ରୟଦରରେ ରିହାତି ଦେଉଛନ୍ତି। ଏହି ରିହାତି ଅର୍ଥ ଚାଷୀଙ୍କ କୃଷି ବିକାଶରେ ସହଯୋଗ କରିବ ବୋଲି ସରକାର ଲକ୍ଷ୍ୟ…

କେନ୍ଦ୍ରାପଡ଼ା କେନାଲର ଦାନପୁର ଲକ୍‌ ପୋଲ ବିପଦସଙ୍କୁଳ

ଡେରାବିଶ, ୪ା୧୧(ସ୍ବ.ପ୍ର.):ବ୍ରିଟିସ୍‌ ସରକାର ଅମଳରୁ ନୌବାଣିଜ୍ୟ କାରବାର ଓ ଜଳସେଚନ ସୁବିଧା ପାଇଁ ଡେରାବିଶ ବ୍ଲକ ଅଧୀନ ଦାନପୁରଠାରେ କେନ୍ଦ୍ରାପଡ଼ା ମୁଖ୍ୟ କେନାଲରେ ଲକ୍‌ ପୋଲ ନିର୍ମିତ ହୋଇଥିଲା। ଏହା ମଧ୍ୟରେ ୭୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ନୌବାଣିଜ୍ୟ କାରବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri