ନିହାରଙ୍କ ଡିଜିଟାଲ ଆର୍ଟରେ ମା’କାଳୀଙ୍କ ଅପରୂପ ଚିତ୍ର:ପ୍ରଂଶସା ସାଉଣ୍ଟୁଛନ୍ତି…

ଦାରିଙ୍ଗବାଡି, ୨୦।୧୦ (ଅରୁଣ ସାହୁ ): ଆଜି ପବିତ୍ର ଦୀପାବଳୀ ତଥା ମା’କାଳୀଙ୍କ ପୂଜା ଆଜିର ଦିନରେ ଘରେ ଘରେ ଏହି ପର୍ବ ପାଇଁ ଉତ୍ସବ ମୁଖର ବ୍ୟବସାୟୀ ମାନେ ତାଙ୍କ ଅନୁଷ୍ଠାନରେ ପୂଜାର୍ଚନା କରୁଥିବା ବେକେ ଗାଡି ମୋଟର ପୂଜାର୍ଚନା କରାଯାଉଛି।
ସେହିପରି ପିତୃପୁରୁଷଙ୍କୁ ଶ୍ରାଦ୍ଧଦାନ ସହ ଘର ରଙ୍ଗୋଲିରେ ସଜ୍ଜିତ ସହ ଆଲୋକ ବଣରେ ଘର ଜଝଲସି ଉଠିଛି। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଦୀପାବଳିର ଖୁସି ଦେଖିବାକୁ ମିଳୁଛି ।
ଏଥିରେ କଳାକାର ମାନେ ମଧ୍ୟ ପଛରେ ନାହାନ୍ତି ଦାରିଙ୍ଗବାଡିର ଯୁବ ଡିଜିଟାଲ କଳାକାର ନିହାର ରଞ୍ଜନ ସାହୁ ତାଙ୍କ ଡିଜିଟାଲ କଲମରେ ମା’କାଳୀଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ ରହିଛନ୍ତି। ଦର୍ଶକ ତାଙ୍କୁ ଅନେକ ପ୍ରଂଶସା ସହ ଶୁଭେଚ୍ଛା ଜଣାଇଛନ୍ତି । ବିଭିନ୍ନ ପାର୍ବପର୍ବାଣି ହେଉ କି ଦେଶ ବିଦେଶରେ କ୍ରିକେଟ ଖେକ ହେଉ କେତେବେକେ ଦେଶକୁ ସୁରକ୍ଷା ଦେଉଥିବା ଯବାନ ମାନଙ୍କ ଚିତ୍ର ଏହି ଡିଜିଟାଲ ମାଧ୍ୟମରେ ଆଙ୍କି ସମସ୍ତଙ୍କୁ ସମର୍ପି ଦିଅନ୍ତି। ନିହାର ସେ ଡିଜିଟାଲ ଆର୍ଟରେ ଉଚ୍ଚ ପ୍ରଂଶସା ସାଉଁଣ୍ଟୁ ଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ହେଲା ଅଙ୍ଗନୱାଡି କେନ୍ଦ୍ରରେ ଝୁଲୁଛି ତାଲା: ବାରଣ୍ଡାରେ ପାଠପଢୁଛନ୍ତି କୁନି କୁନି ପିଲା

ପାଟଣା,୨୩।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ସାହାରପଡା ବ୍ଲକ କୁଣ୍ଡୁଳା ପଞ୍ଚାୟତର କୁଣ୍ଡଳା ଗ୍ରାମରେ ୪ ଦିନ ହେବ ମହାନ୍ତ ସାହିର ୧ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରର ଶ୍ରେଣୀ…

ବ୍ୟାଙ୍କରେ କୋଟିଏ ଟଙ୍କାର ଦୁର୍ନୀତି, ଶାଖା ମ୍ୟାନେଜର ନିଲମ୍ବିତ

ମାଲକାନଗିରି,୨୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଶାଖା କେସିସି ବ୍ୟାଙ୍କ ମ୍ୟାନେଜର ଶୁଭେନ୍ଦୁ ଖରା ଲ୍ୟାମ୍ପସ ଟଙ୍କାକୁ ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଦେଇଥିବା ଜଣାପଡ଼ିଛି। ଯାହାର ଟେର୍‌ ପାଇ ନ…

ମିଛ ପ୍ରତିଶ୍ରୁତିକୁ ନେଇ ଗର୍ଜିଲା ବିଜେଡି: ପ୍ରଧାନମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଲୋଇସିଂହା,୨୩।୪।୨୬( ସୁଶାନ୍ତ ବାରିକ): ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗୀର ଗସ୍ତ ରହିଛି। ଏହାପୂର୍ବରୁ ଆଜି ବିଭିନ୍ନ ଦାବି ନେଇ ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନମଣ୍ଡଳୀ…

ସରକାରଙ୍କଠାରୁ ମାସିକ କେତେ ଟଙ୍କା ଦରମା ପାଆନ୍ତି କଙ୍ଗନା ରାଣାୱତ, ଜାଣିଲେ…

ନୂଆଦିଲ୍ଲୀ,୨୩।୪: ଅନେକ ବଲିଉଡ ତାରକା ମଧ୍ୟ ରାଜନେତା। ଏଥିରେ କଙ୍ଗନା ରାଣାୱତ, ଅରୁଣ ଗୋଭିଲ ଏବଂ ରବି କିଶନ ପ୍ରମୁଖ ଅଛନ୍ତି। ଏହି ତାରକାମାନେ କେବଳ ସେମାନଙ୍କ…

‘ମୁଁ ଝାଲମୁଡି ଖାଇଲି, କିନ୍ତୁ ଟିଏମସିକୁ ଲାଗିଲା ରାଗ’, ପଶ୍ଚିମବଙ୍ଗରେ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ନାଦିଆ ଜିଲାରେ ତୃଣମୂଳ କଂଗ୍ରେସ ଏବଂ ମମତା ବାନାର୍ଜୀଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ…

ଘୋଷଣା ହେଲା CBSE ଦ୍ବିତୀୟ ବୋର୍ଡ ପରୀକ୍ଷା ତାରିଖ, ସକାଳ ୧୦ଟା ୩୦ରୁ…

ନୂଆଦିଲ୍ଲୀ,୨୩।୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ୨୦୨୬ ମସିହାର ଦ୍ୱିତୀୟ ବୋର୍ଡ ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ତାରିଖ ପତ୍ର…

ସୀମା ଟପିଲେ ଟ୍ରମ୍ପ! ଭାରତ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଲେ, ରକ୍ତ ଗରମ….

ଓ୍ବାଶିଂଟନ,୨୩।୪: ଆମେରିକାର ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ଆମେରିକୀୟ ରେଡିଓ ହୋଷ୍ଟ ମାଇକେଲ ସାଭେଜଙ୍କ ଏକ ଚିଠିକୁ ପୁନଃ ପୋଷ୍ଟ କରିଛନ୍ତି । ଯେଉଁଥିରେ ଭାରତ, ଚାଇନା ଏବଂ…

ରାଜ୍ୟର ଅର୍ଥନୀତିକୁ ଆଗକୁ ନେବା ସହ ଶାସନ ପ୍ରକ୍ରିୟାକୁ ଲୋକାଭିମୁଖୀ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ: ମନ୍ତ୍ରୀ ସମ୍ପଦ ସ୍ବାଇଁ

ଭୁବନେଶ୍ୱର,୨୩।୪: ଓଡ଼ିଶା ପୋଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ବହୁପ୍ରତୀକ୍ଷିତ ବିଜନେସ୍‌ ଏମିନେସ୍ସ ଆୱାଡର୍‌ସ-୨୦୨୬- ଷଷ୍ଠ ସଂସ୍କରଣ ଗୁରୁବାର ଭୁବନେଶ୍ୱରର ହୋଟେଲ ସ୍ବସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri