କନ୍ଧମାଳ

ଜନ୍ମାଷ୍ଟମୀ ଛୁଟିରେ ଆସି ଚାଲିଗଲା ଡିପ୍ଲୋମା ଛାତ୍ରଙ୍କ ଜୀବନ

ଦାରିଙ୍ଗବାଡ଼ି,୧୮।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତ ରାକାତେଜୁ ଗ୍ରାମରେ ଗୁରୁବାର ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ଅନନ୍ତ ପ୍ରଧାନଙ୍କ ପୁଅ ଅନକ(୧୮)। ଅନକ ମେଧାବୀ ଛାତ୍ର ଥିଲେ। ସେ ଡିପ୍ଲୋମା…

ଧସିଲା କରଡ଼ା ଘାଟି, ଅଟକି ରହିଛି ଶହଶହ ଗାଡ଼ିମୋଟର

ରାଇକିଆ,୧୭ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକର କରଡ଼ା ଘାଟି ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି। ଘାଟିର ତିନୋଟି ସ୍ଥାନରେ ଓ୍ବାଲ ଧସି ଯିବାରୁ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ୧୩ ଓ ୧୪ ତାରିଖ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ…

ରାଇକିଆ-ଦାରିଙ୍ଗିବାଡ଼ି ଯୋଗାଯୋଗ ବିଚ୍ଛିନ୍ନ

ରାଇକିଆ,୧୭।୮(ଡି.ଏନ.ଏ): ଗତ ୩ ଦିନ ଲଗାଣ ବର୍ଷାରେ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡବାଡି ପଞ୍ଚାୟତ ମୁରୁଡି କୁପୁଡାଠାରେ ରାଇକିଆ – ଦାରିଙ୍ଗିବାଡିକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି। ଫଳରେ ବାଡାବାଙ୍ଗା, ସିମନବାଡି, ଦାରୀଙ୍ଗିବାଡି, ବ୍ରାହ୍ମଣୀଗାଁ ଅଞ୍ଚଳକୁ ଯାତାୟାତ…

ଧୋଇଗଲା ଅସ୍ଥାୟୀ ପୋଲ

ରାଇକିଆ,୧୪ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମୁରୁଡ଼ି କୁପୁଡ଼ାଠାରେ ଦାରିଙ୍ଗିବାଡ଼ି-ରାଇକିଆକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ରବିବାର ଅପରାହ୍ନରେ ଧୋଇ ଯିବାରୁ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ୨୦୧୮ ତିତ୍‌ଲି ବାତ୍ୟାରେ ଏଠାରେ ଥିବା ସ୍ଥାୟୀ ପୋଲଟି ଧୋଇ ଯାଇଥିଲା।…

ରାତିଅଧରେ ବାଡ଼ିରୁ କାଟିନେଲେ ଚନ୍ଦନ ଗଛ

ଦାରିଙ୍ଗବାଡି,୧୪।୮(ଡି.ଏନ୍‌.ଏ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ଚନ୍ଦନ କାଠ ଚୋର ସକ୍ରିୟ ହେବାରେ ଲାଗିଛନ୍ତି। ଉକ୍ତ ବନାଞ୍ଚଳର ଶ୍ରାନିକେତା ଗ୍ରାମର ଜିତେନ୍ଦ୍ର ସାହୁଙ୍କ ବାଡ଼ିରେ ପଶି ଦୁର୍ବୃତ୍ତ ବିଳମ୍ବିତ ରାତିରେ ମୂଲ୍ୟବାନ ଚନ୍ଦନ ଗଛ କାଟି ଦେଇଛନ୍ତି। ବିରାଟ ଗଛକୁ…

ବର୍ଷାରେ ଭାସିଗଲା ପୋଲ, ଗ୍ରାମବାସୀ ଜଳବନ୍ଦୀ

ଫୁଲବାଣୀ ଅଫିସ, ୧୪।୮: ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ କନ୍ଧମାଳ ଜିଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ା ଚକାପାଦ ବ୍ଲକ ରାଇପଦା-ଜୁଇଖୋଲ ଗ୍ରାମକୁ ସଂଯୋଗ କରୁଥିବା ବୃତଙ୍ଗ ନଦୀର କାଠ ପୋଲ ଭାସିଯାଇଛି। ଫଳରେ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।…

ବର୍ଷାକୁ ଖାତିର ନ କରି…

ଦାରିଙ୍ଗବାଡ଼ି,୧୩ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଶନିବାର ହର ଘର ତ୍ରିରଙ୍ଗା ଜୋରଦାର କରାଯାଇଛି। ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଅଞ୍ଚଳର ସମସ୍ତ ଘରେ ତ୍ରିରଙ୍ଗା ଉଡ଼େଇବା ପାଇଁ ଦେଶ ପ୍ରେମର ଭାବନା ସହ ସ୍ଥାନୀୟ ବଣିକ ସଂଘ ପକ୍ଷରୁ…

ସୁଭଦ୍ରା ହାତରୁ ରାଖୀ ବାନ୍ଧି ଖୁସି ହେଲା ଜଗା

ଫୁଲବାଣୀ ଅଫିସ, ୧୨ା୮:କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା ଏବେ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରହି ଚିକିତ୍ସିତ ହେଉଛି। ଗୁରୁବାର ସେ ମେଡିକାଲରେ ରକ୍ଷାବନ୍ଧନ ଉତ୍ସବ ପାଳିଛି। ସାନ ଭଉଣୀ ସୁଭଦ୍ରାର କୁନି ହାତରୁ ରାଖୀ…

ସୁଭଦ୍ରା ହାତରୁ ରାଖୀ ବାନ୍ଧିଲା ଜଗା

ଫୁଲବାଣୀ ଅଫିସ,୧୧ା୮: କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା ଏବେ ଫୁଲବାଣୀ ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରହି ଚିକିତ୍ସିତ ହେଉଛନ୍ତି। ଗୁରୁବାର ସେ ମେଡିକାଲରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି। ସାନ…

ଫୁଲବାଣୀ ବ୍ଲକରେ ଦେଢ଼ମାସ ହେଲା ଇଣ୍ଟରନେଟ୍‌ ଫେଲ୍‌

ଫୁଲବାଣୀ ଅଫିସ, ୧୧ା୮: କନ୍ଧମାଳ ଜିଲା ଫୁଲବାଣୀ ବ୍ଲକରେ ବିଏସ୍‌ଏନ୍‌ଏଲ ନେଟର୍ୱାକ ଠିକ୍‌ ଭାବେ କାମ କରୁନାହିଁ । କଟ୍ରିଙ୍ଗିଅିା ଛକରେ ଥିବା କଷ୍ଟମର ସର୍ଭିସ ପଏଣ୍ଟ (ସିଏସ୍‌ପି)ରେ ଆଜକୁ ଦେଢ଼ ମାସ ହେଲା ଇଣ୍ଟରନେଟ ସର୍ଭିସ ନାହିଁ । ଫଳରେ…

ଘର ସାମ୍ନାରୁ ବୋଲେରୋ ନେଇଗଲେ ଦୁର୍ବୃତ୍ତ

ବାଲିଗୁଡ଼ା,୮ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାରେ ମାତିଛନ୍ତି ଗାଡ଼ି ଚୋର। ରବିବାର ରାତିରେ ଏକ ବୋଲେରୋ ଚୋରି ହୋଇଥିବା ନେଇ ବାଲିଗୁଡ଼ା ଥାନାରେ ଏତଲା ଦେଇଛନ୍ତି ଗାଡ଼ିମାଲିକ ସୀମା ସାହୁ। ଏତଲାରୁ ପ୍ରକାଶ ଯେ, ବାଲିଗୁଡ଼ା ସହର ସୁନାପାଙ୍ଗା ସାହିରେ ନିଜ ଘର…

ଭାସିଗଲା କାଠପୋଲ, ଯୋଗାଯୋଗ ବିଚ୍ଛିନ୍ନ

କୋଟଗଡ଼/କ.ନୂଆଗାଁ/ବାଲିଗୁଡ଼ା, ୮ା୮(ଡି.ଏନ୍‌.ଏ.): ଲଗାଣ ବର୍ଷାରେ ଭାସିଯାଇଛି କାଠପୋଲ। ଲହଡ଼ି ମାରୁଛି ଉଛୁଳା ଜଳ। ନାଳର ଏପାଖ ଲୋକ ସେପାଖକୁ ଯାଇପାରୁଛନ୍ତି ନା ସେପାଖ ଲୋକ ଏପାଖକୁ। ଏବେ ସେମାନଙ୍କ ପାଇଁ ଦୁଃଖ ଆଣିଦେଇଛି ଚିରସ୍ରୋତା କାଲିପେନୁ ନାଳ। ବହୁ ଶ୍ରମ ଦେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri