କନ୍ଧମାଳ

ଭୋଜିକୁ ନିମନ୍ତ୍ରଣ କରି କନ୍ୟାପକ୍ଷଙ୍କୁ ଅପମାନ  ଦେଲେ ବର, ଶଙ୍ଖା ଖୋଲି ପଳାଇ ଆସିଲେ କନ୍ୟା 

କୋଟଗଡ଼,୧୩।୬(ଡି. ଏନ.ଏ): ବର ଯୌତୁକରେ ବାଇକ୍‌ ମାଗିବାରୁ ବାପଘରକୁ ପଳେଇ ଆସିଲା ନବବଧୂ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା କୋଟଗଡ ବ୍ଲକ ପାରିଗଡ଼ ପଞ୍ଚାୟତ ସାରୁପାଟା ଗାଁରେ। ଉକ୍ତ ଗାଁର ଆନ୍ଦୁରୁ ଦିଗାଲଙ୍କ ଝିଅ ଦେବକୀ ଗତ ୯…

୪ ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ

ଫୁଲବାଣୀ ଅଫିସ/ଫିରିଙ୍ଗିଆ/ଗୋଚ୍ଛାପଡା, ୧୦ା୬: କନ୍ଧମାଳ ଜିଲା ଗସ୍ତରେ ଶୁକ୍ରବାର ରାଜ୍ୟ ସରକାରଙ୍କ ୩ ଜଣ ମନ୍ତ୍ରୀ ଆସି ଫିରିଙ୍ଗିଆ ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ା ଏଥିସହ ୪ଟି ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ା ମନ୍ତ୍ରୀମାନେ ଯୋଗଦେଇ…

ଯୁକ୍ତ୨ରେ ମା’ ପୁଅ ପାସ୍‌

ଦାରିଙ୍ଗବାଡି,୯ା୬(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତମାସରେ ଦଶମ ପରୀକ୍ଷାରେ ମା ଓ ପୁଅ ପାସ କରିଥିବା ସାରା ଅଞ୍ଚଳରେ ଚର୍ଚ୍ଚା ହୋଇଥିବା ବେଳେ ପୁଣି ଯୁକ୍ତ ଦୁଇ ପରୀକ୍ଷାରେ ମା ଓ ପୁଅ କୃତକାର୍ଯ୍ୟ ହୋଇଛନ୍ତି। ଏଭଳି ଘଟଣା…

ହିଲଭିୟୁ ପାର୍କର ଦାୟିତ୍ୱ ନେବେ ସ୍ବୟଂ ସହାୟକ ଗୋଷ୍ଠୀ

ଦାରିଙ୍ଗବାଡି,୮।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟର ବୈଠକ ଗୁରୁବାର ଦାରିଙ୍ଗବାଡ଼ି ବିଡ଼ିଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବାଲିଗୁଡ଼ା ଉପଜିଲାପାଳ ତଥା ଟ୍ରଷ୍ଟ ଅଧ୍ୟକ୍ଷ ଏମ୍‌ଏସ୍‌ ମଧୁମିତାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ବୈଠକରେ ହିଲଭିୟୁ ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱରେ…

ପୋଖରୀରେ ବୁଡ଼ି ଦୁଇ ମହିଳାଙ୍କ ଜୀବନ ଗଲା

ଜି.ଉଦୟଗିରି,୮ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ଼ ପଞ୍ଚାୟତ ଲିଙ୍ଗାଗଡ଼ ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। କୁତୁଲୁମା ପୋଖରୀ ପାଣିରେ ଗୋଡ଼ ଖସି ଦୁଇ ଜଣ ମହିଳା ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ଦୁଇ…

ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡି ପାଲଟିଛିି ଅପରାଧୀଙ୍କ ଆଡ୍ଡାସ୍ଥଳୀ

ଦାରିଙ୍ଗବାଡି,୮।୬(ଡି.ଏନ.ଏ): ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡି ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟି ଗଲାଣି। ଅପରାଧ ଘଟାଇ ସେଠାରେ ଲୁଚି ରହୁଛନ୍ତି। କନ୍ଧମାଳ ଜିଲା ଦାରିଙ୍ଗବାଡିର ଏକ ହୋଟେଲରେ ୩ ଜଣ ଅପରାଧୀ ଲୁଚିରହିଥିଲେ।ଖବର ପାଇ ମଙ୍ଗଳବାର ସଂଧ୍ୟାରେ ଭୁବନେଶ୍ୱର କମିଶନରେଟ ପୋଲିସ ସ୍ଥାନୀୟ ପୋଲିସ ସହାୟତରେ…

ଘରେ କେହି ନଥିବା ବେଳେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ

ବାଲିଗୁଡା, ୬।୬:(ଡି.ଏନ.ଏ.):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର କୋଟଗଡ଼ ଥାନା ଅନ୍ତର୍ଗତ ପକାରୀ ଗ୍ରାମରେ ନାବାଳିକାର ବାପା ମେଡ଼ିକାଲରେ ଚିକିତ୍ସା ହେଉଥିବାର ସୁଯୋଗ ଦେଖି ସେହି ଗ୍ରାମର ଜୈନକ ଯୁବକ ଘରେ ପଶି ନାବାଳିକାଙ୍କୁ ଦୁର୍ଷ୍କମ ଉଦ୍ୟମ କରିଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ସେ…

ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ୬ ଗିରଫ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୬ା୬: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ ନିଖୋଜ ଘଟଣାକୁ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ପୋଲିସ ସୋମବାର ସନ୍ଧ୍ୟାରେ ଏହି ରହସ୍ୟ ଉପରୁ ପରଦା ହଟାଇଛି। ଲୋକମାନଙ୍କ ସହାନୁଭୂତି ପାଇବା ପାଇଁ ଅଜିତ୍‌ ଏବଂ…

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡ଼ିଲା ଆଜବେଷ୍ଟସ୍‌

ବାଲିଗୁଡା,୪ା୬(ଡି.ଏନ.ଏ.): କାଳବୈଶାଖୀ ପ୍ରଭାବରେ କନ୍ଧମାଳ ଜିଲା ବାଲିଗୁଡା ତଥା ଆଖପାଖ ଅଞ୍ଚଳରେ ରବିବାର ଅପରାହ୍ନରେ ଘଡଘଡି ସହ ବର୍ଷା ହୋଇ ଝଡତୋଫାନ ଘଟିଛି। ଫଳରେ କେତେକ ସ୍ଥାନରେ ଘରର ଆଜବେଷ୍ଟସ୍‌ ଉଡାଇ ନେଇସହ ଗଛ ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।…

ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ନିଖୋଜ, ଅପହରଣ ସନ୍ଦେହ

ଫୁଲବାଣୀ ଅଫିସ,୩।୬: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ତାଙ୍କୁ ଅପହରଣ କର ଯାଇଥିବାନେଇ ସନ୍ଦେହ କରାଯାଉଛି। ମାଓବାଦୀ କି ଅନ୍ୟ କେହି ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ…

ନାବାଳିକାଙ୍କ ମୃତଦେହ ଉଦ୍ଧାର,କ୍ଷତି ପୂରଣ ଦାବିରେ ରାସ୍ତାରୋକ

ଫୁଲବାଣୀ ଅଫିସ,୩୧।୫: ଫୁଲବାଣୀର ନିଖୋଜ ଥିବା ଜଣେ ନଅ ବର୍ଷର ନାବଳିକାଙ୍କ ମୃତଦେହ ସୋମବାର ଅପରାହ୍ନରେ ଉଦ୍ଧାର କରାଯାଇଛି। ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। କ୍ଷତିପୂରଣ ଦାବିରେ ପରିବାର ଏବଂ ସ୍ଥାନୀୟ ଲୋକେ ମାଦିକୁନ୍ଦା…

ଜଙ୍ଗଲରେ ନିଆଁ ଲିଭାଇଲେ ରାହୁଲ

ଦାରିଙ୍ଗବାଡି,୩୧।୫(ଡି.ଏନ.ଏ): ଜଙ୍ଗଲରେ ନିଆଁ ଲିଭାଇ ଦାରିଙ୍ଗବାଡିର ରାହୁଲ ଏବେ ଚର୍ଚ୍ଚାରେ। ଏନେଇ ସବୁ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି। ସୂଚନାଯୋଗ୍ୟ, କନ୍ଧମାଳ ଜିଲା କ.ନୂଆଗାଁ ବନାଞ୍ଚଳର ର୍ସିତ୍ତିଗୁଡା ନିକଟ କନ୍ଦିବାନ୍ଦା ଜଙ୍ଗଲରେ ମଙ୍ଗଳବାର ଦୃବୁର୍ତ୍ତ ନିଆଁ ଲଗାଇ ଦେଇଥିଲେ। ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?