କନ୍ଧମାଳ

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପ୍ରସ୍ତୁତି ଶେଷ: ଶୀତୁଆ ସନ୍ଧ୍ୟାରେ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୫।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଶନିବାର ସନ୍ଧ୍ୟାର ଶୀତ ମହୋତ୍ସବ ଉଦ୍‌ଘାଟିତ ହେବ। ଏନେଇ ଗୁରୁବାର ଅପରାହ୍ନରେ ଶୀତ ମହୋତ୍ସବ କମିଟିର ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କମିଟି ସଭାପତି ତଥା ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଅଧ୍ୟକ୍ଷତା କରଥିଲେ।…

ହାତ ତିଆରି ଯନ୍ତ୍ରପାତିରେ ଚାଷ କରୁଛନ୍ତି ସୁରଞ୍ଜନ

ଦାରିଙ୍ଗବାଡି,୪।୧(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ବାଙ୍ଗା ପଞ୍ଚାୟତର ପଦ୍ମପଲି ଗ୍ରାମର ଯୁବ ଚାଷୀ ସୁରଞ୍ଜନ ପ୍ରଧାନ। ଏକାଧିକ ଏକର ଜମିରେ କରିଛନ୍ତି ପରିବା ଚାଷ। ତେବେ ତାଙ୍କୁ ସରକାରୀ ସହାୟତା ମିଳି ନ ଥିବା ବେଳେ ନିଜେ ଭଙ୍ଗା ସାଇକେଲ, ଭଙ୍ଗା…

ବିକାଶ ଅପେକ୍ଷାରେ ପିଲାସାଲୁଙ୍କି ଡ୍ୟାମ୍‌

ବଲସକୁମ୍ପା, ୪।୧ (ଡି.ଏନ୍‌.ଏ): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଅଧୀନରେ ଥିବା ପିଲାସାଲୁଙ୍କି ଡ୍ୟାମ ଓ ପୁରୁଣାପାଣି ଡ୍ୟାମଠାରେ ନୂଆବର୍ଷ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। କିଏ ବଣଭୋଜିର ତ ଆଉ କିଏ ଡ୍ୟାମ୍‌ରେ ଗାଧୋଇବା ସହିତ ମନୋରମ ପରିବେଶର ମଜା…

ଜବରଦଖଲ ଉଚ୍ଛେଦ କଲେ ତହସିଲଦାର

ଫୁଲବାଣୀ ଅଫିସ, ୪।୧: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଜମି ମାଫିଆମାନେ ସରକାରୀ ଜାଗାକୁ ଜବରଦଖଲ କରି ବିକ୍ରି କରୁଛନ୍ତି ା ବିଗତ ଦିନରେ ଅନେକ ଜଙ୍ଗଲ ଜମିରୁ ଗଛ କାଟି ବିକ୍ରି କରି ଦିଆଯାଇଛି ା କିଛିଦିନ ହେବ ସହରର…

ରମାକାନ୍ତଙ୍କ ଚିକିତ୍ସାରେ ଅର୍ଥ ବାଧକ

ଫୁଲବାଣୀ ଅଫିସ,୩ା୧: କନ୍ଧମାଳ ଜିଲା ଚକାପାଦ ବ୍ଲକ ପସରା ପଞ୍ଚାୟତ ବରଡାଖୋଲ ଗ୍ରାମର ରମାକାନ୍ତ କହଁର(୩୫) ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁ ନାହାନ୍ତି। ପାଖରେ ଥିବା ଅର୍ଥ ସରିଯିବା ପରେ ଜମିବାଡି ବିକ୍ରି ହୋଇ ସାରିଲାଣି ା ତଥାପି ଚିକିତ୍ସା ହୋଇପାରୁନି।…

ରମାକାନ୍ତଙ୍କ ଚିକିତ୍ସାରେ ଅର୍ଥ ବାଧକ

ଫୁଲବାଣୀ ଅଫିସ, ୩ା୧:କନ୍ଧମାଳ ଜିଲା ଚକାପାଦ ବ୍ଲକ ପସରା ପଞ୍ଚାୟତ ବରଡାଖୋଲ ଗ୍ରାମର ରମାକାନ୍ତ କହଁର(୩୫) ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁ ନାହାନ୍ତି। ପାଖରେ ଥିବା ଅର୍ଥ ସରିଯିବା ପରେ ଜମିବାଡି ବିକ୍ରି ହୋଇ ସାରିଲାଣି ା ତଥାପି ଚିକିତ୍ସା ହୋଇପାରୁନି।…

ଜି.ଉଦୟଗିରି କାଉନସିଲର ଉପନିର୍ବାଚନ ୪ ଜଣଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦ୍ୱିିତା

ଜି.ଉଦୟଗିରି,୨ା୧(ଡି.ଏନ୍‌.ଏ.)-ଜି.ଉଦୟଗିରି ଏନ୍‌ଏସିର ୬ ନମ୍ବର ୱାର୍ଡ କାଉନସିଲର ପଦବୀ ପାଇଁ ଆସନ୍ତା ୧୨ତାରିଖରେ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ ପାଇଛି। ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କେହି ମଧ୍ୟ ପ୍ରାର୍ଥତ୍ପତ୍ର…

ଦାରିଙ୍ଗବାଡ଼ିକୁ ପରିଚୟ ଦେଇଛି କଫି ବଗିଚା

ଦାରିଙ୍ଗବାଡ଼ି,୨।୧(ଡି.ଏନ୍‌.ଏ.):ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ପ୍ରଥମେ ପରିଚୟ ଦେଇଥିଲା କଫି ବଗିଚା ା ପର୍ଯ୍ୟଟକମାନେ କଫି ବଗିଚା ଦେଖିବା ପାଇଁ ଦାରିଙ୍ଗବାଡ଼ି ଆସୁଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୦୦ ମସିହାରେ ବ୍ଲକ ପ୍ରଶାସନ ପକ୍ଷରୁ ହିଲଭିୟୁ ପାର୍କ କରାଯାଇଥିବା…

ଇକୋ ପାର୍କ ଖୋଲିବାକୁ ଅପେକ୍ଷା

ଜି.ଉଦୟଗିରି,୨ା୧(ଡି.ଏନ୍‌.ଏ.):ଜି.ଉଦୟଗିରି ସହରରେ ଚଳିତ ବର୍ଷ ଶୀତ ଲୁଚକାଳି ଖେଳିବା ପରି ମନେହେଉଛି। ରବିବାର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରହିଥିବା ବେଳେ ଶନିବାର ୭.୪ ଡିଗ୍ରୀ ରହିଥିଲା। ଶୁକ୍ରବାର ୬ଡିଗ୍ରୀ ସେଲସିୟସ ରହିଥିଲା ବେଳେ ଗୁରୁବାର ତାପମାତ୍ରା ୧୨ ଡିଗ୍ରୀ ଥିଲା।…

ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ କନ୍ଧମାଳ ଲିଙ୍କ୍‌

ଫୁଲବାଣୀ ଅଫିସ,୩୧।୧୨: ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଯେତେ ଆଗଉଛି ଘଟଣାର ରହସ୍ୟ ସେତେ ବଢ଼ିବାରେ ଲାଗିଛି। ତେବେ ଏହି ଘଟଣାର ଲିଙ୍କ କନ୍ଧମାଳରେ ମଧ୍ୟ ରହିଥିବା ଜଣାପଡ଼ିଛି। ରୁଷୀୟ ପର୍ଯ୍ୟଟକ ଆଣ୍ଟେଭ ପାଭେଲ ଓ ଭ୍ଲାଡିମିର…

ଦାରିଙ୍ଗବାଡ଼ିରେ ଟ୍ରାଫିକ୍‌ ଜାମ: ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ନାକେଦମ୍‌

ଦାରିଙ୍ଗବାଡି,୩୦।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ଗୋଟିଏ ପଟେ ଶୀତର ମଜା ନେବାକୁ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡିରେ ରାତ୍ରି ଯାପନ କରୁଥିବା ବେଳେ ବଣଭୋଜି ପାଇଁ ଭିଡ଼ ଜମାଇଛନ୍ତି। ଫଳରେ ଏଠାରେ ଟ୍ରାଫିକ ସମସ୍ୟା…

ରାସ୍ତା ପାଇଁ ଗଛ କାଟିଦେଲେ, ଜାଣିନି ବନ ବିଭାଗ

ଫୁଲବାଣୀ ଅଫିସ, ୩୦ା୧୨: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଯାଜେଶ୍‌ ପାଙ୍ଗା ପଞ୍ଚାୟତର ନୂଆସାହିଠାରୁ ପାଡିପାଙ୍ଗା ଦେଇ ତେମାଙ୍ଗି ଯାଇଥିବା ପାଡ଼ିପାଙ୍ଗା ଘାଟି କଟିଂ ରାସ୍ତା କାମ ଚାଲିଛିା ହେଲେ ରାସ୍ତା ସମ୍ପର୍କରେ କୌଣସି ସୂଚନା ଫଳକ ଲାଗିନାହିଁ। ଏଥିରୁ ସ୍ପଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri