କନ୍ଧମାଳ

ଦୁର୍ଗମ ଗ୍ରାମ ଗବାଟବାଡ଼ିକୁ ରାସ୍ତା ସଂଯୋଗୀକରଣ: ୬ କୋଟି ଅନୁଦାନରେ ବିଜୁ ସେତୁ ଭିତ୍ତିପ୍ରସ୍ତର ସ୍ଥାପନ

ଦାରିଙ୍ଗବାଡ଼ି,୨୦।୨(ଅରୁଣ ସାହୁ ): ସ୍ବାଧୀନତାର ୭୬ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ଦୁର୍ଗମ ଗ୍ରାମ ଗବାଟବାଡ଼ିକୁ ରାସ୍ତା ନ ଥିଲା। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁସେତୁ ଯୋଜନାରେ ଅନୁଦାନ ଆସିବା ସହ ଟେଣ୍ଡର ପ୍ରକ୍ରିୟା…

ଯାତ୍ରୀଙ୍କ ପାଇଁ ଖୁସିଖବର: ଫୁଲବାଣୀରେ ଗଡ଼ିଲା ଲଷ୍ମୀ ବସ୍‌

ଫୁଲବାଣୀ,୧୯।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ସୋମବାର ଆରମ୍ଭ ହୋଇଛି ଲଷ୍ମୀ ବସ୍‌ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭରର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଏହି ବସ୍‌ ପ୍ରତି ପଞ୍ଚାୟତରୁ ବ୍ଳକ ମୁଖ୍ୟାଳୟକୁ ଗଡ଼ିବ। ଏହି ସେବା ଦ୍ୱାରା ଛାତ୍ରୀଛାତ୍ର…

୫ କିମି ଖଟିଆରେ ବୁହାହେଲେ ଗର୍ଭବତୀ: ପ୍ରସବ ଯନ୍ତ୍ରଣା ସହି ନ ପାରି

କନ୍ଧମାଳ,୧୮।୨: କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ୫ କିଲୋମିଟରରୁ ଅଧିକ ରାସ୍ତା ଖଟିଆରେ ବୁହା ହୋଇଛି। ମହିଳା ଜଣକ ପ୍ରସବ ବେଦନା ସହ୍ୟ କରି ନ…

ବାରଖମାକୁ ନୂଆ ବ୍ଲକ ଘୋଷଣା ଦାବି ଜୋର୍‌ ଧରିଲା

ବାଲିଗୁଡ଼ା,୧୭ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜଲା ବାଲିଗୁଡ଼ାର ୧୫ ନମ୍ବର ଜିଲା ପରିଷଦ ଜୋନ୍‌ ବାରଖମାକୁ ନୂତନ ବ୍ଲକ ଘୋଷଣା ନିମନ୍ତେ ଦାବି ଜୋର ଧରିଛି। ଶନିବାର ବ୍ଲକ ସଂଗ୍ରାମ ମଞ୍ଚ ପକ୍ଷରୁ ୮ଟି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ…

‘ଆମ ହସ୍ପିଟାଲ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରହିଛି ଏସବୁ ସୁବିଧା…

ଦାରିଙ୍ଗବାଡ଼ି,୧୭ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତର କାର୍ଯ୍ୟ କରାଯିବା ପରେ ଶନିବାର ତା’ର ଶୁଭାରମ୍ଭ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ତାଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ…

ଗଛ କାଟି ମଝି ରାସ୍ତାରେ ପକାଇଲେ ଦୁବୃର୍ତ୍ତ : ସିମନବାଡି -ରାଇକିଆ ଯାତାୟତ ଠପ

ଦାରିଙ୍ଗବାଡି, ୧୬ା୨(ଅରୁଣ ସାହୁ): ଦାରିଙ୍ଗବାଡି ଥାନା ପୂର୍ତ୍ତ ବିଭାଗର ରାସ୍ତାର ପଦ୍ମପଲି ଗ୍ରାମ ନିକଟରେ କେହି ଦୁର୍ବୁତ୍ତ ଶୁକ୍ରବାର ସନ୍ଧ୍ୟାରେ ଗଛ କାଟି ପକାଇଥିବାରୁ ସିମନବାଡି ଠାରୁ ରାଇକିଆ ଯାତାୟତ ଠପ ହୋଇଯାଇଛି। ଉକ୍ତ ରାସ୍ତା ଦେଇ ଦାରିଙ୍ଗବାଡିରୁ ଭୁବନେଶ୍ୱର, ଭଞ୍ଜନଗର,…

ବିଦ୍ୟୁତ୍‌ ଆଘାତରେ ପାର୍କ କର୍ମଚାରୀଙ୍କ ଜୀବନ ଗଲା

ବାଲିଗୁଡ଼ା,୧୫ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହରର ମଧ୍ୟ ଭାଗରେ ରହିଥିବା ତ୍ରିବେଦୀ ପାର୍କର କର୍ମଚାରୀ ଦିବାକର ବିନ୍ଧାଣି (୪୨)ଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସବୁଦିନ ପରି ଦିବାକରଙ୍କ ସହ ୮ଜଣ ପାର୍କକୁ ଆସି ନିଜ କାମ…

କେରଳରେ ସଡ଼କ ଦୁର୍ଘଟଣାରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ରାଇକିଆ,୧୪ା୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ପେଟାପାଙ୍ଗା ପଞ୍ଚାୟତ ଡାମ୍ବାକିଆ ଗ୍ରାମର ଯାଦବ ନାୟକ (୨୭)ଙ୍କର କେରଳରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୮ ବର୍ଷ ହେଲା କେରଳର ଏର୍ନାକୁଲୋମ ଜିଲା ପେରୂମବାବର୍‌ ଅଞ୍ଚଳରେ ପ୍ଲାଏ କମ୍ପାନୀରେ କାମ…

ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ

ଜି.ଉଦୟଗିରି,୧୧ା୨(ଶିଶିର ପଟ୍ଟନାୟକ): ପଦ୍ମ ବେଶରେ ରବିବାର ଦର୍ଶନ ଦେଇଛନ୍ତି ମହାପ୍ରଭୁ। ଏନେଇ ଜି.ଉଦୟଗିରି ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। କମିଟି ପକ୍ଷରୁ ଅଶୋକ କୁମାର…

ଫିରିଙ୍ଗିଆ ଥାନାଧିକାରୀଙ୍କ ନାଁରେ ବଳାତ୍କାର ମାମଲା

ଭୁବନେଶ୍ୱର,୫ା୨(ସତ୍ୟଜିତ୍‌ ରାଉତ): ଗଞ୍ଜାମ ଜିଲା ପାଟପୁର ଥାନାର ପୂର୍ବତନ ଥାନାଧିକାରୀ ରମେଶ ପ୍ରଧାନଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଜଣେ ମହିଳା ଏସ୍‌ଆଇଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ରମେଶ ବର୍ତ୍ତମାନ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଧିକାରୀ ଅଛନ୍ତି।…

ଭୋଜି ଖାଉଥିବା ବେଳେ ହୃଦଘାତରେ ଉଡ଼ିଗଲା ଯୁବ ଅଧ୍ୟାପକଙ୍କ ପ୍ରାଣବାୟୁ

ଭଞ୍ଜନଗର,୪ା୨(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ. ଆମାସ ପାଟମାଝୀ(୩୪) ରବିବାର ଅପରାହ୍ନରେ ହୃଦଘାତରେ ପରଲୋକ ହୋଇଯାଇଛି। ତାଙ୍କ ଘର ଗଜପତି ଜିଲା ମୋହନା ବ୍ଲକ ପାନିଗଣ୍ଡା ପଞ୍ଚାୟତ ଅଧୀନ…

ଯବାନ- ମାଓବାଦୀ ଗୁଳି ବିନିମୟ: ମାଓବାଦୀ ଦାସ୍ରୁ ନିହତ

ଫୁଲବାଣୀ,୪।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ବାଲିଗଡ଼ା ସୁଡ୍ରା ଅଞ୍ଚଳରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳିକାଣ୍ଡରେ କ୍ୟାଡର ମୋଷ୍ଟୱାଣ୍ଟେଡ ମାଓବାଦୀ ନେତା ଦାସ୍ରୁ ନିହତ ହୋଇଛନ୍ତି। ଏହି ଘଟଣାରେ ଜଣେ ଡିଭିଏଫ୍‌ ଯବାନ ଗୁରୁତର ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?