କନ୍ଧମାଳ

ବଡ଼ ପଥର-ମାଟି ଖସି ଜାମ ହେଲା ରାସ୍ତା, ସିର୍ଲାର୧୩ ଗାଁ, ପାରିଗଡ ପଞ୍ଚାୟତକୁ ଯାତାୟତ ଠପ୍‌

ତୁମୁଡିବନ୍ଧ,୩।୭ (ଦୀପକ କୁମାର ପରାସେଠ): ଲଘୁଚାପଜନିତ ବର୍ଷା ଲାଗି ରହିଛି। ଯାହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ । କେଉଁଠି ରାସ୍ତାଧୋଇ ହୋଇ ଯାଇଥିବାବେଳେ କେଉଁଠି ବଡ଼ ପଥର ଓ ମାଟି ଅତଡା ଖସି ରାସ୍ତା ଜାମ ହୋଇଛି। କନ୍ଧମାଳ ଜିଲା ତୁମୁଡିବନ୍ଧ…

ଧୋଇଗଲା ଡାଇଭର୍ସନ ରାସ୍ତା: ବିଦ୍ୟାଳୟକୁ ଯାଇ ନ ପାରି ଅଧାରୁ ଫେରିଲେ ଶିକ୍ଷକ, ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷାରେ ଏକାଧିକ ସମସ୍ୟା ଦେଖାଯାଇଛତ। ଗାଁ ଗାଁରେ ମାଟି ରାସ୍ତାରେ କାଦୁଅ ପଚପଚ ଯୋଗୁ ଯାତାୟାତ ସମ୍ଭବ ହେଉ ନ ଥିବା ବେଳେ ସିମନବାଡ଼ିଠାରୁ ବୁଡ଼ାଗୁଡ଼ା ପୂର୍ତ୍ତ ବିଭାଗ…

ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା: ଦାରିଙ୍ଗବାଡି ବ୍ଲକ ରେ ବିକ୍ଷୋଭ ଶୋଭାଯାତ୍ରା ସହ ଦୋକାନ ବଜାର ବନ୍ଦ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ବିଭିନ୍ନ ସଂଗଠନ ପକ୍ଷରୁ ମଙ୍ଗଳବାର ଭାରତବନ୍ଦ ଡାକରା ଦିଆଯାଇଥିଲା ଏଥିରେ ଦାରିଙ୍ଗବାଡି ବ୍ଲକ ପ୍ରଭାବିତ ହୋଇଥିଲା। ଉକ୍ତ ବ୍ଲକର ଦୁର୍ଗମ କାଟିଙ୍ଗିଆ ପଞ୍ଚାୟତ ସମେତ ବ୍ରାହ୍ମଣୀଗାଁ, ଦାରିଙ୍ଗବାଡି ଏବଂ ସିମନବାଡିରେ ଦୋକାନବଜାର ବନ୍ଦ ରହିବା ସହ କିଛି ସ୍ଥାନରେ…

ବିଏମସି ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: କଳା ବ୍ୟାଜ୍‌ ପିନ୍ଧି ପ୍ରତିବାଦ

ତୁମୁଡିବନ୍ଧ,୧।୭ (ଦୀପକ କୁମାର ପରାସେଠ):ବିଏମସିର ଅତିରିକ୍ତ କମିଶନର ଅଭିଯୋଗ ଶୁଣାଣି କାର୍ଯ୍ୟ ସମୟରେ ମରଣାନ୍ତକ ଆକ୍ରମଣ ଘଟଣାକୁ ସମସ୍ତ ସରକାରୀ କର୍ମଚାରୀ ନିନ୍ଦା କରିବା ସହିତ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ କାର୍ଯ୍ୟାଳୟର ସମସ୍ତ…

କଳା ବ୍ୟାଜ୍‌ ପରିଧାନ କରି ଆନ୍ଦୋଳନକୁ ବ୍ଲକ କର୍ମଚାରୀ-ଅଧିକାରୀ

ଦାରିଙ୍ଗବାଡି, ୧।୭ (ଅରୁଣ ସାହୁ):ଭୁବନେଶରର ବିଏମସିରେ ଅତିରିକ୍ତ କମିଶନର ତଥା ତତ୍କାଳ କନ୍ଧମାଳ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁଙ୍କୁ ମରଣାତ୍ମକ ଆକ୍ରମଣର ପ୍ରତିବାଦରେ ମଙ୍ଗଳବାର କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ଅଚଳ ହୋଇପଡିଛି। ବ୍ଲକର ବିଭିନ୍ନ ବିଭାଗର…

ଏନ୍‌କାଉଣ୍ଟରରେ ଟଳି ପଡ଼ିଲେ ୨ ମାଓବାଦୀ

କଟକ,୩୦।୬: ମାଓବାଦୀ ଦମନ କ୍ଷେତ୍ରରେ କନ୍ଧମାଳ ଜିଲା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ପୋଲିସ ଏନ୍‌କାଉଣ୍ଟରେ ୨ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ରିଭଲଭର, ଜୀବନ୍ତ ଗୁଳି, ୱାକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ…

ଶ୍ରୀଗୁଣ୍ଡିଚାରୁ ଭାଙ୍ଗିଲାଣି ରଥ ଚକ, ଏଯାଏ ହୋଇନି ମରାମତି, ଅବହେଳାକୁ ନେଇ…

ଦାରିଙ୍ଗବାଡ଼ି,୩୦ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଚଳିତ ଶ୍ରୀଗୁଣ୍ଡିଚା ଦିନ ନୀତିକାନ୍ତିରେ ବିଳମ୍ବ,ସନ୍ଧ୍ୟା ୬ଟା ପରେ ରଥଟଣା ଏବଂ ବାଟରେ ରଥ ଚକ ଭାଙ୍ଗିଯିବା ପରେ ବିପଦ ସଂକୁଳ ଅବସ୍ଥାରେ ରଥକୁ ଟଣାଯିବା ଘଟଣାକୁ ନେଇ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ…

୨ ବର୍ଷରେ କମିଟି ପରିବର୍ତ୍ତନ: ସିମନବାଡ଼ି ବଣିକ ସଂଘର ନୂଆ କର୍ମକର୍ତ୍ତା ହେଲେ…

ଦାରିଙ୍ଗବାଡ଼ି,୨୯ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ମା’ପଟ୍ଟାଖଣ୍ଡା ବଣିକ ସଂଘର ନୂଆ କର୍ମକର୍ତ୍ତା ଚୟନ ରବିବାର ଅନୁଷ୍ଠିତ ହୋଇଯାଇଛ। ପ୍ରତିମାସର ଶେଷ ରବିବାର ଦିନ ଭଳି ଚଳିତ ମାସରେ ବୈଠକ ସଙ୍ଘର ସଭାପତି ଶଙ୍କୁରୁ ଅମୂଲ୍ୟ କୁମାର ସୁବୁଦ୍ଧିଙ୍କ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଛାତ୍ରଙ୍କ ସାମଗ୍ରୀ ଫେରେଇଲେ ବିଦ୍ୟାଳୟ କର୍ତ୍ତୃପକ୍ଷ

ଦାରିଙ୍ଗବାଡି, ୨୮।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରାବାସ ମରାମତି କରାଯିବା ସମୟରେ ଗତ ଛୁଟି ପୂର୍ବରୁ ସପ୍ତମ ଓ ଅଷ୍ଟମ ଛାତ୍ରଙ୍କ ଛାତ୍ରାବାସରେ ରହିଥିବା ଟ୍ରଙ୍କ ସମେତ ପାଠ୍ୟ ପୁସ୍ତକ, ପୋଷାକ ଆଦି…

ଛାତ୍ରଙ୍କ ପୋଷାକ ଏଣେତେଣେ ଫିଙ୍ଗିଦେଲେ, ଆଦିବାସୀ ଛାତ୍ରାବାସରେ ଛାତ୍ରଙ୍କ ପ୍ରତି ନିର୍ଯ୍ୟାତନା

ଦାରିଙ୍ଗବାଡି, ୨୮।୬ (ଅରୁଣ ସାହୁ): ଜଣେ ଗରିବ ଲୋକର ପାଠ ପଢିବା ପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ, ପୋଷାକ କିଣିବା ସମ୍ଭବ ହେଉନଥିବାବେଳେ ତା’ର ପୁଅ ଝିଅଙ୍କୁ ପଢାଇବା ପାଇଁ ସରକାରଙ୍କ ଉପରେ ନିର୍ଭର କରିଥାଏ କିନ୍ତୁ ଅନେକ ସମୟରେ ଅଭିଭାବକ…

ସିମନବାଡିରେ ନୀତିକାନ୍ତି ବିଳମ୍ବ: ସଂଧ୍ୟା ୬ ଟାପରେ ଟାଣିଲେ ରଥ

ଦାରିଙ୍ଗବାଡି,୨୭ା୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତେବେ ଅପରାହ୍ନରେ ଝିପିଝିପି ବର୍ଷା ଓ ଅନ୍ୟ କାରଣରୁ ରଥ ଟଣାରେ ବିଳମ୍ବ ହୋଇଛି ।ଅପରାହ୍ନରେ ରଥ ପ୍ରତିଷ୍ଠା ହୋଇଥିବା ବେଳେ ପହଣ୍ଡି ବିଜେ, ଛେରା ପହଁରା…

ରାଇକିଆ ରଥ ଯାତ୍ରା, ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ

ରାଇକିଆ,୨୭।୬( ପ୍ରଦିପ ବେହେରା): କନ୍ଧମାଳ ଜଲା ରାଇକିଆୟର ପ୍ରସିଦ୍ଧ ରଥଯାତ୍ରା ସମ୍ପନ୍ନ ହୋଇଯାଇଛି । ସକାଳୁ ଅଖଣ୍ଡ ଦୀପ ପ୍ରଜ୍ବଳନ ସହ ବିଡିଓ ସବ୍ୟସାଚୀ ସାହୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ । ମଧ୍ୟାହ୍ନରେ ରଥ ସଂସ୍କାର କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?