କନ୍ଧମାଳ

କଲଭର୍ଟରେ ଦବିଲା ପାଇପ ବୋଝେଇ ଟ୍ରକ: ନିମ୍ନମାନର ରାସ୍ତା କାମକୁ ଦାୟୀ କଲେ ଚାଳକ

ଦାରିଙ୍ଗବାଡି, ୨୪ l୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି -ବୁଡ଼ାଗୁଡା ରାସ୍ତାରେ ଅଘଟଣ ଦେଖିବାକୁ ମିଳିଛି। ଗତକାଲି ଗୁମା ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଡାଇଭର୍ଶନ ରାସ୍ତା ଧୋଇଯିବାର କିଛି ଘଣ୍ଟା ବିତିଯାଇଥିବାବେଳେ ସେହି ରାସ୍ତାର ୫୯ନଂ…

୨ ଦିନ ବିତିଲା, ମରାମତି ନୋହିଲା: ସର୍କସ ଭଳି ନଦୀ ପାର ହେଉଛନ୍ତି ବାଇକ ଆରୋହୀ

ଦାରିଙ୍ଗବାଡି, ୨୪ l୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରୁ ବୁଡ଼ାଗୁଡା ରାସ୍ତା ବିଚ୍ଛିନ୍ନ ଘଟଣାର ପାଖାପାଖି ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଉକ୍ତ ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇପାରିନାହିଁ। ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ ରାସ୍ତାର…

ରୋଷେଇ ବେଳେ ଶାଢ଼ୀରେ ଲାଗିଲା ନିଆଁ: ଆମ୍ବୁଲାନ୍ସ ନଥିବାରୁ…

ବ୍ରାହ୍ମଣୀଗାଁ/ଦାରିଙ୍ଗବାଡ଼ି,୨୩।୬(ମନରଞ୍ଜନ ରଣା/ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଓଡ଼ିଆ ସାହିରେ ଜଣେ ମହିଳାଙ୍କ ଶାଢୀରେ ନିଆଁ ଲାଗି ପୂରା ଶରୀର ଜଳି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ…

ଦାରିଙ୍ଗବାଡି ଅଞ୍ଚଳରେ ପ୍ରବଳ ବର୍ଷା, ଫୁଲିଲାଣି ଗୁମାଡ଼ି , ଯୋଗାଯୋଗ ବିଚ୍ଛିନ୍ନ

ଦାରିଙ୍ଗବାଡି,୨୩।୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ସୋମବାର ଭୋର ସମୟରୁ ପ୍ରବଳ ବର୍ଷା ଜାରିରହିଛି। ଫଳରେ ଅଞ୍ଚଳରେ ବୋହିଯାଉଥିବା ଏକାଧିକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ସମସ୍ତ ନଦୀ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ବର୍ଷାର ପ୍ରଭାବରେ ଉକ୍ତ…

ଦୁର୍ଗମ ଅଞ୍ଚଳର ବିକାଶ କରିବାକୁ ବିଡିଓଙ୍କୁ ନିବେଦନ

ଦାରିଙ୍ଗବାଡ଼ି,୨୩ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ୮ ପଞ୍ଚାୟତ ଅଞ୍ଚଳରେ ଅଟକି ରହିଥିବା ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ସହ ନୂତନ ଯୋଜନାରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବ୍ରାହ୍ମଣୀଗାଁ ଭାଜପା ମଣ୍ଡଳ ସଭାପତି ଗଣେଶ…

କନ୍ଧମାଳର ପାରମ୍ପରିକ ଖାଦ୍ୟ ସାମଗ୍ରୀ ପ୍ରତି ବଢୁଛି ପୁଞ୍ଜି ନିବେଶକାରୀଙ୍କ ଆଗ୍ରହ

ଦାରିଙ୍ଗବାଡ଼ି,୨୨ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପାରମ୍ପରିକ ହଳଦୀ, ସୋରିଷ, ଅଦା, କାନ୍ଦୁଲ, ତିଳା, ମାଣ୍ଡିଆ, କାଙ୍ଗୁ, କୁଏରୀ, ଜହ୍ନା ଭଳି ପାରମ୍ପରିକ ଖାଦ୍ୟ ତଥା ମସଲା ଜାତୀୟ, ତୈଳ ଏବଂ ଡାଲିଜାତୀୟ ଫସଲ ଅମଳ ହେଉଛି। ଏହିସବୁ ସାମଗ୍ରୀ…

ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁୁ ‘ଅରଣ୍ୟ ଯୋଗ’ର ଆୟୋଜନ

ବ୍ରାହ୍ମଣୀଗାଁ,୨୧।୬(ମନୋରଞ୍ଜନ ରଣା): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ଅରଣ୍ୟ ଯୋଗର ଆୟୋଜନ କରାଯାଇଥିଲା । ଏହି ଅବସରରେ ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ବନ…

ତୁମୁଡିବନ୍ଧରେ ଅନ୍ତର୍ଜାତୀୟ ଯୋଗ ଦିବସ: କ’ଣ ରହିଛି ଯୋଗର ଆବଶ୍ୟକତା

ତୁମୁଡିବନ୍ଧ,୨୧।୬:(ଦୀପକ କୁମାର ପରାସେଠ): ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ପୂରା ଆବଶ୍ୟକତା ରହିଛି। ଯାହାକି ଉତ୍ତମ ସ୍ବାସ୍ଥ୍ୟ ସହିତ ସୁସ୍ଥ ଜୀବନଯାପନ କାରବାର ଏକ ମାର୍ଗ । ଏହି ବାର୍ତ୍ତା ସାର୍ବଜନୀନ ପାଇଁ ଶନିବାର ପୂର୍ବାହ୍ନରେ କନ୍ଧମାଳ…

ଖାରିଗୁଡାଠାରୁ କାଟିଙ୍ଗିଆ ରାସ୍ତା ପାଲଟିଛି ମରଣଯନ୍ତା: ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୨୧।୬ (ଅରୁଣ ସାହୁ): ଦୁର୍ଗମ ଅଞ୍ଚଳରେ ଲୋକଙ୍କ ଯାତାୟାତରେ ସୁବିଧା ସହ ଯୋଗାଯୋଗର ସୁବିଧା ହେଲେ ଅଞ୍ଚଳର ବିକାଶ ହୋଇପାରିବ। ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମାଧ୍ୟମରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ…

ବିଏସଏନଏଲ ଟାୱାର ଅଛି, ମିଳୁନି ସେବା:ଗ୍ରାମବାସୀ ନେଟୱାର୍କରୁ ବଞ୍ଚିତ

ଦାରିଙ୍ଗବାଡି,୨୧।୬(ଅରୁଣ ସାହୁ):ଆଶା ଥିଲା ଗାଁରେ ମୋବାଇଲ ଟାୱାର ବସିଲା ଏବେ କମ୍ୟୁନେକେସନର କୌଣସି ଅସୁବିଧା ହେବନି। ଗାଁରେ ଛାତ୍ରୀଛାତ୍ର ଅନଲାଇନରେ ପାଠ ପଢ଼ିପାରିବେ ଆଉ କ୍ଷୁଦ୍ର ବ୍ୟାଙ୍କ ସେବା ମିଳିପାରିବ। ୟୁପିଆଇରେ ଅର୍ଥ କାରବାର ନିଜ ମୋବାଇଲରେ କରିହେବ। କୃଷକ ସ୍ମାର୍ଟଫୋନରେ…

ରୋଗପ୍ରତିଷେଧକ ଶକ୍ତି ବଢାଇବ ଯୋଗ: ଦାରିଙ୍ଗବାଡିରେ ଯୋଗାଭ୍ୟାସ

ଦାରିଙ୍ଗବାଡି, ୨୧।୬ (ଅରୁଣ ସାହୁ):ନିୟମିତ ଯୋଗାଭ୍ୟାସ ଦ୍ୱାରା ମାନବଜାତି ସୁସ୍ଥ ରହିବ ମାନସିକ, ଶାରୀରିକ ସ୍ତରରେ ଉର୍ନ୍ନତି ଘଟିବା ସହ ମନରେ ଶାନ୍ତି ଫେରିବ। ଆଉ ବିପଦ ପୂର୍ଣ୍ଣ ରୋଗବ୍ୟାଧିରୁ ଦୁରେଇ ରହିବ ଶରୀରର ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ ଏହାଦ୍ୱାରା…

ବିଦ୍ୟୁତ ନାହିଁ ବୋଲି ଖୋଲୁନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ:ନୂଆ କୋଠାରେ ଝୁଲୁଛି ତାଲା

ଦାରିଙ୍ଗବାଡି, ୨୦।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ଅଧୀନରେ ରହିଥିବା ଗ୍ରୀନବାଡି ରାଜସ୍ବ ନିରୀକ୍ଷକଙ୍କ ନୂତନ କୋଠା ନିର୍ମାଣ ବହୁତ ଦିନ ବିତିଯାଇଥିଲେ ମଧ୍ୟ ତାହା ଲୋକଙ୍କ କାର୍ଯ୍ୟରେ ଆସିନାହିଁ। ଗ୍ରୀନବାଡି ପଞ୍ଚାୟତବାସୀ ଜମି ମାମଲା ସହ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?