‘ଅପରେଶନ ସିନ୍ଦୂର’ରେ ଭାରତୀୟ ସେନାର ସଫଳତା ନେଇ ଦାରିଙ୍ଗବାଡ଼ିବାସୀ ଦେଖାଇଲେ ଦେଶପ୍ରେମ
ଦାରିଙ୍ଗବାଡ଼ି,୨୨ା୫(ଅରୁଣ ସାହୁ): ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟାର ପ୍ରତିବାଦରେ ଭାରତ ଏହାର ଜବାବ ପାକିସ୍ଥାନକୁ ତା’ରି ଭାଷାରେ ଦେଇଥିଲା। ଏଥିରେ ପାକିସ୍ଥାନର ଆତଙ୍କୀ ଶିବିର ସହ ଏୟାରବେସ୍ ଓ ଅନେକ କିଛି କ୍ଷତି ହୋଇଥିଲା। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ଥାନ…
ଯୁକ୍ତ ୨ କଳାରେ ମୁନି ସାହୁ, ବିଜ୍ଞାନରେ ଏନ୍. ସାଇନି ରାଇକିଆ ବ୍ଲକ ଟପ୍ପର
ରାଇକିଆ,୨୨।୫(ପ୍ରଦୀପ ବେହେରା ): ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କନ୍ଧମାଳ ଜିଲା ରାଇକିଆ ବ୍ଲକରେ ଦୁଇଟି ମହାବିଦ୍ୟାଳୟର ଛାତ୍ରୀ କଳା ଏବଂ ବିଜ୍ଞାନ ବିଭାଗରେ ଟପ୍ପର ହୋଇଛନ୍ତି।…
ଗ୍ରୀଷ୍ମ ଛୁଟିରେ ବଢୁଛି ପିଲାମାନଙ୍କ କ୍ରିୟାଶୀଳତା: ଅଭିଭାବକଙ୍କ ସହ ବୁଲୁଛନ୍ତି ପର୍ଯ୍ୟଟନ କ୍ଷେତ୍ର
ଦାରିଙ୍ଗବାଡି, ୨୨।୫ (ଅରୁଣ ସାହୁ): ଏବେ ଗ୍ରୀଷ୍ମ ଛୁଟି ଚାଲିଛି। ବିଭିନ୍ନ ବିଦ୍ୟାଳୟ ଓ ଛାତ୍ରାବାସ ଛୁଟି ରହିଥିବାରୁ ପିଲାମାନେ ଏବେ ଅଧିକାଂଶ ଘରେ ରହିଛନ୍ତି। ଏହି ସମୟରେ ପିଲାମାନଙ୍କ ବିଭିନ୍ନ କ୍ରିୟାଶୀଳତା ଦେଖିବାକୁ ମିଳୁଛି। କିଛି ଶିଶୁ ନିଜ ଅଭିଭାବକଙ୍କ…
ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ, ସୁଯୋଗ ନେଇ ଘରେ…
ଖଜୁରିପଡ଼ା,୨୧ା୫ (ବିଦୁର ବେହେରା): ଖଜୁରିପଡ଼ା ପଞ୍ଚାୟତ ପାଖ ଏକ ଶିକ୍ଷୟିତ୍ରୀଙ୍କ ଘରୁ ଚୋର କଳାକନା ବୁଲାଇଥିବା ଅଭିଯୋଗ ହୋଇଛି। ଖଜୁରିପଡ଼ା ୟୁପି ଗାଲସ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ କୁମକୁମ ଆଚାର୍ଯ୍ୟ ବୁଧବାର ଖଜୁରିପଡ଼ା ଥାନରେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ…
ପୁଣି ଦେଶକୁ ଫେରିଲା କରୋନା: ଅଧାରେ ଅଟକିଲା ଶଙ୍କରଙ୍କ ଚାରିଧାମ ଯାତ୍ରା
ଦାରିଙ୍ଗବାଡ଼ି,୨୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶଙ୍କରଙ୍କ ଚାରିଧାମ ଯାତ୍ରା ଅଧାରୁ ଅଟକିଛି। ସେ ବୁଧବାର ହରିୟାଣାର ସଫଲାଠାରୁ ନିଜ ଯାତ୍ରାକୁ ବନ୍ଦ କରିଛନ୍ତି। ଘରୁ ବାହାରିବାର ୫୯ ଦିନରେ ତାଙ୍କ ଯାତ୍ରା ବନ୍ଦ ହୋଇଯାଇଛି। ସେ ଆଗକୁ ଯାତ୍ରାରେ ଯିବା…
ଗାଁରେ ଜଳ ସମସ୍ୟା: ଗଭୀର କୂଅରୁ ପାଣିକାଢ଼ିଦେଲେ ପାରଳା ବିଧାୟକ
ଗଜପତି,୨୧।୫(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ଼ ପଞ୍ଚାୟତର କ୍ଷେତଡା ଗ୍ରାମରେ ଚାଲିଛି ଠାକୁରାଣୀ ଯାତ୍ରା। ଏଥିରେ ଯୋଗଦେବାପାଇଁ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯିବା ସମୟରେ ଗ୍ରାମବାସୀ ପାନୀୟ ଜଳ ସମସ୍ୟା ବିଷୟରେ ତାଙ୍କୁ ଅବଗତ କରାଇଥିଲେ।…
Video: ଲାଞ୍ଚ ନ ଦେଲେ ପ୍ରମାଣପତ୍ର ରଦ୍ଦ: ତହସିଲ କାର୍ଯ୍ୟାଳୟରେ ହାତଗୁଞ୍ଜା କାରବାରର ଭିଡିଓ ଭାଇରାଲ
ଦାରିଙ୍ଗବାଡି, ୨୧।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କୁ ଲାଞ୍ଚ ନ ଦେଲେ କୌଣସି କାର୍ଯ୍ୟ ହେଉନାହିଁ। ବିଶେଷ କରି ଏବେ ପିଲାମାନଙ୍କ ଶିକ୍ଷା ପାଇଁ ଆବଶ୍ୟକ ପ୍ରମାଣପତ୍ର ପାଇଁ ଅଭିଭାବକମାନଙ୍କ ଭିଡ଼ ଦେଖିବାକୁ ମିଳୁଛି।…
ଖଜୁରୀପଡ଼ାରେ ଆସୁନାହିଁ ବିଏସ୍ଏନ୍ଏଲ୍ ନେଟଓ୍ବର୍କ, ଉପଭୋକ୍ତା ମହଲରେ ଅସନ୍ତୋଷ
ଖଜୁରୀ ପଡା ୨୦।୫ (ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକରେ ଆସୁନାହିଁ ବିଏସ୍ଏନ୍ଏଲ୍ ନେଟଓ୍ବର୍କ। ଏହି ବ୍ଲକଟି ଫୁଲବାଣୀ ସହରଠାରୁ ମାତ୍ର ୨୧ କିମି ଦୂରରେ ଅବସ୍ଥିତ। ଯାହାକୁ ନଜରରେ ରଖି ବିଏସ୍ଏନ୍ଏଲ୍ କର୍ତ୍ତୃପକ୍ଷ ତରଫରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ…
ଅବ୍ୟବସ୍ଥା ଘେରରେ ପୋଷ୍ଟ ଅଫିସ୍: ପ୍ରଚଣ୍ଡ ଖରାରେ ଘଣ୍ଟା ଘଣ୍ଟା ଠିଆ ହୋଇ ରହୁଛନ୍ତି ଗ୍ରାହକ
ଦାରିଙ୍ଗବାଡି, ୨୦।୫(ଅରୁଣ ସାହୁ):ଏବେ ଚାରିଆଡେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ଖରା ଯୋଗୁ ଜରୁରୀ କାମ ନ ଥିଲେ କେହି ଘରୁ ପଦାକୁ ବାହାରୁନାହାନ୍ତି। ଏଭଳି ପରିସ୍ଥିତି ରେ ଦାରିଙ୍ଗବାଡି ପୋଷ୍ଟ ଅଫିସରେ ଦେଖିବାକୁ ମିଳିଛି ଅବ୍ୟବସ୍ଥା। ପ୍ରତିଦିନ ପୋଷ୍ଟ…
ଘରେ ଛାଡ଼ିଦେବେ କହି ଯୁବତୀଙ୍କୁ ଅଟୋରେ ନେଇଗଲେ: ୭ ଦିନ ଭଡ଼ାଘରେ ରଖି କଲେ ଗଣ ବଳାତ୍କାର, ପରେ…
ବାଲିଗୁଡ଼ା,୧୯ା୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣ ବଳାତ୍କାର କରାଯାଇଛି। ଯୁବତୀଙ୍କୁ ଅଟୋରେ ଘରକୁ ଛାଡ଼ି ଦେବାକୁ କହି ୩ଜଣ ସାଙ୍ଗ ୭ଦିନ ଏକ ଭଡ଼ାଘରେ ରଖି ଗଣ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।…
ବହୁମୁଖୀ ସମବାୟ ସମିତି ଲିଃରେ ବଢ଼ୁଛି ଅନିୟମିତତା: ନିର୍ଦ୍ଦେଶିକାଙ୍କ କାର୍ଯ୍ୟ ଶୈଳୀକୁ ନେଇ…
ଦାରିଙ୍ଗବାଡ଼ି,୧୯ା୫(ଅରୁଣ ସାହୁ): ଦାରିଙ୍ଗବାଡ଼ିଠାରେ ଥିବା ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃରେ ଅନିୟମିତତା ଦେଖାଦେଇଛି। ସମିତିର ଅଧ୍ୟକ୍ଷା ଲିଲିମା ପ୍ରଧାନଙ୍କ ସମେତ ସମସ୍ତ ବୋର୍ଡ ସଦସ୍ୟ ସୋମବାର କନ୍ଧମାଳ ଜିଲାପାଳ ଅମ୍ରିତ୍ ଋତୁରାଜଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ହେଲା…
ଅପରେଶନ ସିନ୍ଦୁର: ଭାରତୀୟ ସେନାକୁ ସମ୍ମାନ
ତୁମୁଡିବନ୍ଧ(ଦୀପକ କୁମାର ପରାସେଠ):ଅପରେଶନ ସିନ୍ଦୁରର ସଫଳତାକୁ ନେଇ ଭାରତୀୟ ସେନାକୁ ସମ୍ମାନ ଜଣାଇବା ଓ ଉତ୍ସାହିତ କରିବା ଲାଗି ତୁମୁଡିବନ୍ଧଠାରେ ସୋମବାର ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି। ତୁମୁଡିବନ୍ଧ ବ୍ଲକ ଏମ୍ପି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ନେତ୍ର…

