କଳାହାଣ୍ଡି

କୁମ୍ଭାରକାନିଠାରେ ବିଜିସିସି ନକ୍‌ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ: ବାରାକାଉଡ଼ିକୁ ହରାଇ କାଠକୁରା ଚମ୍ପିୟାନ୍

ଥୁଆମୂଳ ରାମପୁର, ୨୦।୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡିଆଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରକାନି ପୁରୁଣା ଖେଳ ପଡ଼ିଆ (କାଶୀପୁର ରୋଡ) ଠାରେ ଚାଲିଥିବା ପ୍ରତିଷ୍ଠିତ ବିଜିସିସି (B.G.C.C.) ନକ୍‌ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ (ସିଜନ-୧) ବୁଧବାର…

ଅନଲାଇନ୍ ଔଷଧ ବିକ୍ରିକୁ ବିରୋଧ, କଳାହାଣ୍ଡିରେ ଔଷଧ ଦୋକାନ ବନ୍ଦ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): ଅନଲାଇନ୍‌ରେ ଔଷଧ ବିକ୍ରି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ବିଭିନ୍ନ ଦାବି ନେଇ ବୁଧବାର ସାରା ଭାରତବର୍ଷରେ ଔଷଧ ଦୋକାନ ବନ୍ଦ ଡାକରା ଦିଆଯାଇ ଥିଲା । ଏହି କ୍ରମରେ କଳାହାଣ୍ଡି ଜିଲାରେ ମଧ୍ୟ “କଳାହାଣ୍ଡି…

ପ୍ରଗତି ହାୟର ସେକେଣ୍ଡାରୀ ସ୍କୁଲ ଛାତ୍ରୀଛାତ୍ରଙ୍କ ସଫଳତା, ୫୮୮ ନମ୍ବର ରଖି ଦୀପିକା ନାୟକ ସ୍କୁଲ ଟପ୍ପର

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଏଥିରେ କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅପୂର୍ବ ସଫଳତା ହାସଲ…

ଯୁକ୍ତ ଦୁଇ ବିଜ୍ଞାନରେ ପ୍ରିନ୍ସ ରଣା, କଳାରେ ବିକାଶ ଗହୀର ବ୍ଲକ୍ ଟପର୍

କର୍ଲାମୁଣ୍ଡା,୨୦।୫(ପ୍ରଦୀପ କୁମାର ସାହୁ): ବୁଧବାର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କଲାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଶିଡା ସ୍ଥିତ ଜେ.କେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ବାଜି ମାରିଛନ୍ତି । ବିକାଶ ଗହୀର ଯୁକ୍ତ ଦୁଇ କଳା…

ଯୁକ୍ତ ୨ ପରୀକ୍ଷାରେ ଚମକିଲେ ବିକାଶ ଛାତ୍ରୀଛାତ୍ର, ବିଜ୍ଞାନରେ ଅଭିଜିତ୍ ସରାଫ କଳାହାଣ୍ଡି ଟପ୍ପର

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି ।ଏଥିରେ କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ର ପୁଣି ଚମକିଛନ୍ତି…

୧୦ ଲକ୍ଷ ଟଙ୍କାର ତାର ଚୋରି କରି ୫ ବନ୍ଧାହେଲେ, ସୂଚନା ଦେଇ ଏସ୍‌ପି କହିଲେ…

କେସିଙ୍ଗା,୨୦ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବେଦାନ୍ତ ପମ୍ପ୍‌ ହାଉସ୍‌ରୁ ଗତ ୧୫ ତାରିଖରେ ତମ୍ବାତାର ଚୋରି ହୋଇଥିଲା। ଏ ନେଇ ବେଦାନ୍ତର ସାଇଟ୍‌ ଇନ୍‌ଚାର୍ଜ ଯଶୋବନ୍ତ ନନ୍ଦ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି କେସିଙ୍ଗା…

୬୦୦୦ ଟଙ୍କାରେ ଚାକିରି ଆରମ୍ଭ କରିଥିବା ଯନ୍ତ୍ରୀଙ୍କ ପାଖରେ ୨୦ କୋଟିରୁ ଅଧିକ ସମ୍ପତ୍ତି, ଗିରଫ କଲା ଭିଜିଲାନ୍ସ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ବୁଧବାର କଳାହାଣ୍ଡି ଜିଲା ପିଡବ୍ଲୁଡି ଅଧୀନ ଧର୍ମଗଡ ରାସ୍ତା ଓ ଗୃହ ଉପ-ବିଭାଜନର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (ଏଇଇ) ଭୁବନେଶ୍ୱର ଶବରଙ୍କୁ ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ଚଢ଼ାଉ…

ଜୁନାଗଡ଼ ପୋଲିସକୁ ବଡ଼ ସଫଳତା: ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଥିବା ୪୪ ବାଇକ ଜବତ, ଧରାପଡିଲେ ୬ ଅଭିଯୁକ୍ତ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ପୋଲିସକୁ ବଡ଼ ସଫଳତା ମିଳିଛି । ବୁଧବାର ଏକ ବାଇକ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ କରି ୪୪ଟି ଚୋରି ବାଇକ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ୬ ଜଣକୁ ଅଭିଯୁକ୍ତଙ୍କୁ…

ଥୁଆମୂଳ ରାମପୁରରେ ଗଠନହେଲା ଏମ୍‌ପିଏମ୍‌ଜେଏ ମା’ମାଣିକେଶ୍ୱରୀଙ୍କ ନାମରେ ଶପଥ ନେଲେ ନବନିର୍ବାଚିତ କର୍ମକର୍ତ୍ତା

ଥୁଆମୂଳ ରାମପୁର,୨୦।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ୍‌ରେ ନୂତନ ଭାବେ ମା’ ମାଣିକେଶ୍ୱରୀ ପ୍ରିଣ୍ଟ ମିଡିଆ ସାମ୍ବାଦିକ ସଂଘ (ଏମ୍‌ପିଏମ୍‌ଜେଏ) ଗଠନ କରାଯାଇଛି। ରବିବାର ସ୍ଥାନୀୟ ବରଙ୍ଗା ତୋଟାଠାରେ ଅନୁଷ୍ଠିତ ବୈଠକରେ ବ୍ଲକ୍‌ର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଏକତ୍ରିତ ହୋଇ…

ଘରକୁ ଫେରୁଥିଲେ ମାଧବ, ଧକ୍କା ଦେଲା ଅଜଣା ଗାଡ଼ି: ଆଉ ତା’ପରେ…

କେସିଙ୍ଗା,୨୦।୫(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ର ପରଲସିଙ୍ଗା ଗ୍ରାମର ମାଧବ ମହଲା (୨୮) ଷୋହଳ ପ୍ରହରୀ ଦେଖିବାକୁ ଗତକାଲି ସନ୍ଧ୍ୟାରେ କେସିଙ୍ଗା ଗୌନ୍ତିଆ ପଡାକୁ ଯାଇଥିଲା। ପ୍ରହରୀ ଦେଖି ନିଜ ଗ୍ରାମକୁ ଏକ ମୋଟର ସାଇକେଲ (ନ-ଓ.ଆର.୦୮ଏଫ.୭୩୭୦) ଯୋଗେ ନିଜ…

ଢୋଲପାସ ଜିଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଏମ୍ ଇଲେଭେନ୍‌କୁ ହରାଇ ଗୁମାବାହାଲ…

ଥୁଆମୂଳ ରାମପୁର, ୧୯।୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଡ୍ରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢୋଲପାସ ପଡ଼ିଆଠାରେ ଚାଲିଥିବା ପ୍ରତିଷ୍ଠିତ ଜିଲାସ୍ତରୀୟ ‘ରାଧାଗୋବିନ୍ଦ ନକ୍‌ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ’ (ସିଜନ-୧) ମଙ୍ଗଳବାର ଭବ୍ୟ ସମାରୋହ ମଧ୍ୟରେ ଉଦଯାପିତ ହୋଇଯାଇଛି।…

କୁମ୍ଭାରକାନି ପମ୍ପରେ ଅସମ୍ଭାଳ ଭିଡ଼: ପୋଲିସ ସାମ୍ନାରେ ନିୟମକୁ ଫୁ’, ବୋତଲ-ଜାର୍‌ରେ ବୋହିନେଲେ…

ଥୁଆମୂଳ ରାମପୁର, ୧୯।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ସ୍ତରରେ ଇରାନ-ଆମେରିକା ଯୁଦ୍ଧକାଳୀନ ସ୍ଥିତି ଯୋଗୁ ସୁଦୂର ଗ୍ରାମାଞ୍ଚଳରେ ଇନ୍ଧନ ସଙ୍କଟ ଉଗ୍ର ରୂପ ନେଇଛି। ଆଗକୁ ଏହା ଅଧିକ ଭୟଙ୍କର ସ୍ଥିତି ସୃଷ୍ଟି କରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?