ବନ୍ଧା ପଡ଼ିଥିବା ସୁନା ଆଣିବାକୁ କହିବାରୁ ସ୍ତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଲେ ସ୍ବାମୀ
କୋକସରା ୧୮।୪: ବନ୍ଧା ପଡିଥିବା ସୁନା ଅଳଙ୍କାର ମୁକୁଳାଇବାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ା ଚରମସୀମାରେ ପହଞ୍ଚିଛି। ରାଗ ସମ୍ଭାଳି ନ ପାରି ସ୍ବାମୀ କିରୋସିନ ଢାଳି ସ୍ତ୍ରୀଙ୍କୁ ନିଆଁ ଲଗାଇ ଦେବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି…
ଜୁନାଗଡରେ ଶଟ୍ଡାଉନର ପ୍ରଭାବ: ରାସ୍ତାଘାଟ ଖାଁ ଖାଁ
ଜୁନାଗଡ,୧୭।୪(ଡି.ଏନ୍.ଏ.): ମହମାରୀ କରୋନା ସଂକ୍ରମଣ ଦିନକୁ ଦିନକୁ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲାର ସହରାଞ୍ଚଳରେ ସପ୍ତାହର ଶନିବାର ଓ ରବିବାର ଶଟ୍ଡାଉନ ଘୋଷଣା କରିଛନ୍ତି। ଏହି ୧୦ଟି ଜିଲା ମଧ୍ୟରେ କଳାହାଣ୍ଡି ମଧ୍ୟ ରହିଛି। ଜିଲାର…
କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଧାରଣା
କେସିଙ୍ଗା,୧୬।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ଛାତ୍ରୀଛାତ୍ର ଧାରଣା ଦେଇଛନ୍ତି। ମହାବିଦ୍ୟାଳୟର + ୩ ତୃତୀୟ ସେମିଷ୍ଟାରର ଛାତ୍ରୀଛାତ୍ର ମାନେ ଏକ ଶାନ୍ତିପୂଣ୍ଣ ର୍ ଧାରଣା ଦେଇଥିବା ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏଭଳି ପରିସ୍ଥିତିରେ…
ଘରୁ ମୟୁର ଜବତ କଲା ବନ ବିଭାଗ
ଭବାନୀପାଟଣା,୧୫।୪: କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ କର୍ମଚାରୀ ଗୁରୁବାର କଲମପୁର ଅଞ୍ଚଳର ସନ୍ତୋଷ ଅଗ୍ରୱାଲଙ୍କ ଘରେ ଚଢାଉ କରି ଏକ ମୟୁର ଉଦ୍ଧାର କରାଯାଇଛି। ସନ୍ତୋଷ ମୟରୁକୁ ଘରେ ରଖିଥିବା ନେଇ ବନବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଫରେଷ୍ଟ ଆକ୍ଟ ଅନୁଯାୟୀ…
ହତ୍ୟା କରିଥିବା ସ୍ଥାନ ଦେଖାଇଲେ ଅଭିଯୁକ୍ତ, ଯୁବକଙ୍କ ଦରପୋଡ଼ା ମୃତଦେହ ଜବତ
କେସିଙ୍ଗା,୧୩।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ଗୋଦାମର ବୁଦା ନିକଟରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗାଁର ଶଶି କମ୍ପା ବୋଲି ଜଣାପଡ଼ିଛି। ସେ ଗତ ୧୧ ତାରିଖରୁ ନିଖୋଜ ଥିଲେ।…
ଆଜି ଟିଟିଲାଗଡ଼ ରେଳ ଓଭରବ୍ରିଜ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଟିଟିଲାଗଡ଼/କେସିଙ୍ଗା,୯।୪(ଡି.ଏନ୍.ଏ.): ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ତଥା ବ୍ୟସ୍ତବହୁଳ ରେଳ ଜଙ୍କସନ ଭାବେ ଟିଟିଲାଗଡ଼ ରେଲଓ୍ବେ ଷ୍ଟେଶନ ବେଶ୍ ଜଣାଶୁଣା। ଏହି ରେଳ ଓଭରବ୍ରିଜକୁ ଭିଡିଓ କନ୍ସଫରେନ୍ସିଂ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନ ୫.୩୦ ମିନିଟ୍ରେ ଉଦ୍ଘାଟନ କରିବାର…
କଳାହାଣ୍ଡିରେ କରୋନାର ସ୍ଥିତି ଚିନ୍ତାଜନକ
ଭବାନୀପାଟଣା,୭।୪: କଳାହାଣ୍ଡିରେ ମାଡିଲାଣି କରୋନା। ଚଳିତ ମାସ ପ୍ରଥମ ସପ୍ତାହରେ ଚିହ୍ନଟ ହୋଇଛନ୍ତି ୨୮୧ନୂଆ ଆକ୍ରାନ୍ତ। ଗତ ୧ ତାରିଖରେ ୨୬ଜଣ, ୨ରେ ୨୨, ୩ରେ ୨୬, ୪ରେ ୪୭ ଓ ୫ରେ ୫୮ଜଣ, ୬ରେ ୬୪ ଏବଂ ୭ ତାରିଖ…
ସ୍ଥାନାନ୍ତର ହେଲା ସାପ୍ତାହିକ ହାଟ
ଭବାନୀପାଟଣା, ୫।୪: କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ରବିବାର ସନ୍ଧ୍ୟା ସୁଦ୍ଧା ୫୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ କରୋନା କଟକଣାକୁ କଡାକଡି କରାଯାଉଛି। ପ୍ରଶାସନ ପକ୍ଷରୁ ଭବାନୀପାଟଣାର ସାପ୍ତାହିକ…
ଫେରିଲା କଟକଣା: କଳାହାଣ୍ଡି-ଫୁଲବାଣୀର ୩ ସ୍ଥାନ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା
ଭବାନୀପାଟଣା(ଡି.ଏନ୍.ଏ.)/ଫୁଲବାଣୀ ଅଫିସ,୩।୪: ରାଜ୍ୟରେ ଚିନ୍ତା ବଢ଼ାଇଲାଣି କରୋନାର ଲେଉଟାଣି ସଂକ୍ରମଣ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ କଟକଣା ଜରୁରୀ ହୋଇପଡ଼ିଲାଣି। ଏହାକୁ ଦୃଷ୍ଟିରେ ରଖି ଶନିବାର ରାଜ୍ୟର ୨ ଜିଲାର ୩ ସ୍ଥାନକୁ କଣ୍ଟେନ୍ମେଣ୍ଟ ଜୋନ ଘୋଷଣା କରାଯାଇଛି। କଳାହାଣ୍ଡି ଜିଲା…
ଜାତୀୟ ରାଜପଥ ସଂପ୍ରସାରଣ ବିଳମ୍ବକୁ ନେଇ ଉତ୍ତେଜନା: ଠିକାସଂସ୍ଥାର ଗାଡ଼ି ଅଟକାଇଲେ ଉଠାଦୋକାନୀ
ଦାରିଙ୍ଗବାଡ଼ି,୩୦।୩(ଡି.ଏନ୍.ଏ): ରାଇପୁର-ଗୋପାଳପୁରକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥ ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି ପଞ୍ଚୁପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଛି । ରାଜପଥ ସଂପ୍ରସାରଣ ବିଳମ୍ବକୁ ନେଇ ମଙ୍ଗଳବାର ସିମନବାଡ଼ିଠାରେ ଠିକାସଂସ୍ଥାର ସମସ୍ତଗାଡ଼ିକୁ ଉଠାଦୋକାନୀ ସମେତ ଅଞ୍ଚଳବାସୀ ଅଟକାଇଛନ୍ତି। ଶୀଘ୍ର ସଂପ୍ରସାରଣ…
ଘରୋଇ କଲେଜରୁ ଚିହ୍ନଟ ହେଲେ ୩୨ ଆକ୍ରାନ୍ତ
ଭବାନୀପାଟଣା,୨୯।୩: କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଏକ ଘରୋଇ କଲେଜରୁ ୩୨ଜଣ ଛାତ୍ରୀଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଜିଲା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି। ଅନ୍ୟପକ୍ଷେ କଳାହାଣ୍ଡି…
କୋଭିଡ୍ ଗାଇଡ୍ଲାଇନ୍ ସହ ଶେଷ ହେଲା ନୂଆଗୁଡ଼ା ଫଗୁ ମହୋତ୍ସବ
ଜୁନାଗଡ଼,୨୯।୩(ଡିଏନଏ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରେ ଗତ କିଛି ଦିନ ହେଲା ଚାଲିଥିବା ଫଗୁମହୋତ୍ସବ ସୋମବାର ହୋଲି ଉତ୍ସବ ସହ ଶେଷ ହୋଇଯାଇଛି। କରୋନା ପ୍ରଭାବ ଯୋଗୁ ଏଥର ଏହା ଫିକା ପଡ଼ିଥିବା ଦେଖିବାକୁ ମିଳିଛି। ଲୋକଙ୍କ ସୁରକ୍ଷାକୁ…

