ରେଳ ଅଣ୍ଡରବ୍ରିଜ ନିର୍ମାଣ ଦାବି: ୧୨ ଘଣ୍ଟା କେସିଙ୍ଗା ବନ୍ଦ
କେସିଙ୍ଗା, ୨୨।୧: କଳାହାଣ୍ଡି ଜିଲାର ମୁଖ୍ୟଦ୍ୱାର ନିକଟରେ ରେଳ ଫାଟକ ରହିଛି। ଏହି ଫାଟକ ଦେଇ ୧୬ ନମ୍ବର ଜାତୀୟ ରାଜପଥ ଯାଇଛି। ଏହି ଫାଟକ ଦେଇ ଦିନରାତି ଟ୍ରେନ ଯିବାବେଳେ ପ୍ରାୟ ୧୬ ଘଣ୍ଟା ଗେଟ ବନ୍ଦ ରହୁଛି। ଫଳରେ…
ମୁଢ଼ି ମିକ୍ସଚର ଦେଇଛେ ଜୀବନ୍ଜିବ୍କା
କର୍ଲାମୁଣ୍ଡା, ୨୨।୧ (ଡି.ଏନ୍.ଏ.)-କଥାରେ ଅଛେ କାମ୍କେ ଛୋଟ୍ ବଡ଼ ନାଇଁ ଭାବି କରି କରମ୍ କରୁଥିବାର ଲୋକ୍ର ପେଟ୍ କେଭେ ଖାଲି ନାଇଁ ରହେ। ଏନ୍ତା ଗୁଟେ ଉଦାହରନ୍ ଦେଖ୍ବାକେ ମିଲିଛେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଂଚଲରେ। ସୂଚନା ଅନ୍ସାରେ…
ଅଣ୍ଡର ବ୍ରିଜ୍ ନିର୍ମାଣକୁ ନେଇ ଡିଆର୍ଏମ୍ଙ୍କୁ ଦାବିପତ୍ର ପ୍ରଦାନ, ବୁଧବାର କେସିଙ୍ଗା ସହର ବନ୍ଦ ଡାକରା
କେସିଙ୍ଗା,୨୧ା୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ରେଲଓ୍ବେ ଫାଟକ ନିକଟରେ ଅଣ୍ଡର ବ୍ରିଜ ନିର୍ମାଣକୁ ନେଇ କେସିଙ୍ଗା ସହର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ସମ୍ବଲପୁର ରେଳ ଡିଭିଜନ ଡିଆର୍ଏମ୍ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ହେଲେ ଏହା ତାଙ୍କ ହାତରେ ନ…
ଆଈବୁଢ଼ିର ହାତେ ୩ ଛେଉଁଡ୍ ଛୁଆକର ଭବିଷତ୍
ପର୍ଲା, ୨୦।୧ (ଡି.ଏନ୍.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍ ଅଧୀନ ବେହେରାଗୁଡ଼ା ଗଁାର ସୁବାସ ଦୋରୁଆନ(୪୫)କଁର ଶୁକୁରବାର ମୁର୍ତୁ ହେଇଥିଲାବେଲେ ତାକର ୩ ଝି’ପୁଓ ବେସାହାରା ହେଇଯାଇଛନ୍। ଏନ୍ତାଥି ମା’ବାପ୍ ଛେଉଁଡ୍ ୩ ଭାଇବହେନ୍କର ଭବିଷତ୍…
‘ସମ୍ପର୍କ ରଥ’ ଉଦ୍ଘାଟିତ: ମୋ ସରକାର କାର୍ଯ୍ୟକ୍ରମର କରିବ ପ୍ରଚାର
ଭବାନୀପାଟଣା,୧୮।୧(ଡି.ଏନ୍.ଏ.): ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଥୁଆମୂଳରାମପୁର, ଭବାନୀପାଟଣା କଳାହାଣ୍ଡି ଆନୁକୂଲ୍ୟରେ ‘ମୋ ସରକାର’ ପ୍ରଚାର ନିମନ୍ତେ ୨ଟି ‘ସମ୍ପର୍କ ରଥ’ଉଦ୍ଘାଟିତ ହୋଇଛି। ଏହି ଉସତ୍ବରେ ଏସ୍ସି ଏସ୍ଟି ବିଭାଗର ଅତିରିକ୍ତ ସଚିବ ରଘୁମଣି ଗମାଙ୍ଗ, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର…
ହଜିଗଲା ମାନବିକତା: କୁଷ୍ଠ ରୋଗୀ ବୋଲି ମିଳିଲାନି କାନ୍ଧ, ସାଇକେଲରେ ବୁହା ହେଲା ମୃତଦେହ
ପର୍ଲା,(ଡି.ଏନ୍.ଏ.),୧୮।୧- ଆଜିର ଅତ୍ୟାଧୁନିକ ସମାଜରେ ମଧ୍ୟ ଅନେକେ ଅନ୍ଧବିଶ୍ୱାସ ଭଳି ସାମାଜିକ ବ୍ୟାଧିଗ୍ରସ୍ତ। ଏପରିକି ସମାଜରେ ମାନବିକତା ଧୀରେ ଧୀରେ ହଜିବାକୁ ବସୁଛି। ଏଭଳି ଅଭାବନୀୟ ଘଟଣା କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ଦଣ୍ଡପାଟ ଅଞ୍ଚଳ ଛଞ୍ଚାଣବାହାଳି ପଞ୍ଚାୟତ ବେହେରାଗୁଡାରେ ଦେଖିବାକୁ…
ସରକାରୀ ଯୋଜନାରୁ ବଁଚିତ୍ ବୁରୁଧ୍ ବାସନ୍ତି
କଲମପୁର, ୧୮।୧ (ଡି.ଏନ୍.ଏ)- କଳାହାଣ୍ଡି ଜିଲା କଲମପୁର ବ୍ଲକ ପଣ୍ଡିଗଁା ପଁଚେତ୍ ଅଧୀନ ପାତ୍ରବସା ଗାଁର ବାସନ୍ତି ପୁଝାରୀ(୬୫)। ଅନେକ ଦିନ୍ ହେଲା ଆପ୍ନେ ଆର ଗୁଟେବଲି ପୁଓକେ ହରେଇ ସେ ଭାଂଗି ପଡ଼ିଛନ୍। ଏନ୍ତା ପରିସ୍ଥିତିରେ ସେ ଅନେକ…
ଗୟାଧରକୁଁ ଚିକିତ୍ସା ଲାଗି ପଠାଲା ପର୍ଶାସନ
ପର୍ଲା, ୧୮।୧ (ଡି.ଏନ୍.ଏ)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗଁାର ଗୟାଧର ଲୋହାର(୨୫)କୁଁ ପରଶାସନ ଶୁକୁରବାର ଉଧାର କରି ଚିକିଛା ଲାଗି ଜିଲା ମୁଖିଆ ଡାକ୍ତରଖାନା ଭବାନୀପାଟଣାକେ ପଠେଇଛେ। ଇ ବାବ୍ଦେ ଲାଗ୍ଲାଗ୍ ଧରିତ୍ରୀରେ ଖବର ବାହାରଲାରୁ ଥାନୀଅ ପରଶାସନ…
ଭିଜିଲାନ୍ସ ଜାଲରେ ଭବାନୀପାଟଣା ପୂର୍ବତନ ବିଜେଡି ବିଧାୟକ
ଭବାନୀପାଟଣା,୧୭।୧(ଡି.ଏନ୍.ଏ.): ଭିଜିଲାନ୍ସ ଜାଲରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳେ ଅନାମଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଅନାମଙ୍କ ଭବାନୀପାଟଣା ନକଟିଗୁଡ଼ା ବାସଭବନ, ମଦନପୁର ରାମପୁରରେ ଥିବା ଏକ ହୋଟେଲରେ…
ଆବାସ ଯୋଜନାରୁ ବଁଚିତ୍ ଦ୍ରୌପଦୀ
ପର୍ଲା, ୧୭।୧ (ଡି.ଏନ୍.ଏ)- ମୁଇଁ ଘର ଖଁଡ଼େ ଲାଗି ବଡ଼ା ଗୁଲ୍ଗୁଲା ହେଉଛେଁ। ବରଷା ମାସ୍ ସାରା ନାଇଁ ଶୁଇ, ପାଏନ୍ ଛେଦେଇ ଛେଦେଇ ରାଏତ୍ ସାରା ଉଜାଗର ରହିଛେଁ। କୁଟେ କାଁଥି ମାଡ଼ି ବସିଛେ। ଏନ୍ତାଥି ମୁଇଁ ବଡ଼ା ଗୁଲ୍ଗୁଲା…
ଗୟାଧରକୁଁ ସାହାଯ୍ର ହାତ୍ ବଢ଼ାଲା ପରଶାସନ
ପର୍ଲା, ୧୬।୧ (ଡି.ଏନ୍.ଏ)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗାଁର ଗୟାଧର ଲୋହାର(୨୫) ଅନେକ୍ ଦିନ୍ ହେଲା କେହେନ୍ସି ଗୁଟେ ଅଜନା ରୋଗ୍ରେ ପୀଡ଼ିତ ଅଛନ୍। ଇ ବାବ୍ଦେ ୧୪ ତାରିଖ ମଙ୍ଗଲବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଅଜନା ରୋଗ୍ରେ…
ମାନସିକ୍ ରୁଗୀର ଉତ୍ପାତରେ ଗାଁଖୁଲି ଶୂନସାନ: ଭଏଭିତ ଅବସ୍ତାରେ ବାରବଖରା ଗାଁବାସୀ
ପର୍ଲା, ୧୬।୧ (ଡି.ଏନ୍.ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡାପଟ ଅଂଚଲ ଖୁଣ୍ଟିଆ ପଁଚେତ୍ ବାରବଖରା ଗାଁର ଦେବେନ୍ଦ୍ର ଧରୁଆ(୩୫)। ସେ ଝନେ ମାନସିକ୍ ରୁଗୀ। ଏହେଦେ ତାକଁର ଉତ୍ପାତରେ ଗାଁବାସୀ ଭଏଭିତ ଅବସ୍ତାରେ ରହିଥିବାର ଅଭିଯୋଗ କରିଛନ୍। ସୂଚନା ଅନ୍ସାରେ…
Archives


