ଜିଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ: ସାପ୍ତାହିକ ବଜାର ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ
ଜୁନାଗଡ,୬।୭(ଡି.ଏନ୍.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମହିଚଲା ସରପଞ୍ଚ ଅଜୟ କୁମାର ବେହେରା ମହିଚଲା ଶନିବାର ସାପ୍ତାହିକ ବଜାର(ହାଟ)କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଉକ୍ତ ଦିନ ମହିଚଲାର ସମସ୍ତ ଦୋକାନ ବଜାର ବନ୍ଦ କରିବା ପାଇଁ ମଧ୍ୟ…
ଚାଷୀଙ୍କଠାରୁ ନେଉଥିଲେ ଲାଞ୍ଚ: ବନ୍ଧା ହେଲେ ଆର୍ଆଇ
ନୂଆପଡା ଅଫିସ/ଖଡିଆଳ,୪ା୭-ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ୍ ତୁକୁଲା ଆରଆଇ ଦୀନମଣି ରାଉତରାୟ ଲାଞ୍ଚ ନେଇ ଶନିବାର ସନ୍ଧ୍ୟାରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବାଲିଘାଟ କରାଇଦେବାକୁ ସେ ଜଣେ ଚାଷୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀ…
ଡାଲି ପାଇଁ କଳି: ବିଷ ପିଇ ଜୀବନ ହାରିଲେ ବାପା, ପୁଅ
କେସିଙ୍ଗା/ଭବାନୀପାଟଣା,୩।୭ (ଡି.ଏନ.ଏ.)-କଳାହାଣ୍ଡି ଜିଲା ଏମ.ରାମପୁର ବ୍ଲକ୍ ଅଧୀନ ଦୁଟା ଗ୍ରାମରେ ଡାଲି ପାଇଁ ବାପ ପୁଅ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଦୀନବନ୍ଧୁ ଦାସ (୫୭) ଓ ତାଙ୍କ ପୁଅ ଜଗା ଦାସ (୨୪)। ଗୁରୁବାର ବିଳମ୍ବିତ ରାତିରେ…
କେନ୍ଦୁପତ୍ର ବିକ୍ରି ପାଇଁ ଟ୍ରାନଜିଟ୍ ପରମିଟ ମିଳୁନି
ଜୁନାଗଡ଼,୨୮।୬(ଡି.ଏନ୍.ଏ.)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କଳିଆକୁଣ୍ଡଲ ପଞ୍ଚାୟତ ଓ ଆଟିଗାଁ ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଗତ ଏପ୍ରିଲ ମାସରେ ନିକଟସ୍ଥ କେଲିଆ ସଂରକ୍ଷିତ ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରିଥିଲେ। ହେଲେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଟ୍ରାନଜିଟ ପରମିଟ ମିଳୁ ନ…
ଚାଷୀଙ୍କ ଘରୁ ଲକ୍ଷାଧିକ ଟଙ୍କା, ୬ ଭରି ସୁନାଗହଣା ଚୋରି
କୋକସରା,୨୮ା୬(ଡି.ଏନ.ଏ.)-କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଚାରବାହାଲ ଶାନ୍ତି ନଗରପଡାର ଚାଷୀ ଜି.ଶ୍ରୀନିବାସ ରାଓଙ୍କ ଘରୁ ଲକ୍ଷାଧିକ ଟଙ୍କା ସହ ୬ ଭରି ଓଜନର ସୁନାଗହଣା ଚୋରି ହୋଇଥିବା କୋକସରା ଥାନାରେ ଅଭିଯୋଗ ହୋଇଛି। ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି…
ବିନା ସୂଚନା ଫଳକରେ ଚାଲିଛି ବ୍ରିଜ କାମ
କେସିଙ୍ଗା, ୨୪।୬ (ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଗ୍ରାମପଞ୍ଚାୟତ ଅଧୀନ ଗେଠିପଡା ଉଲସ୍ତିଯୋରକୁ ଜୟନ୍ତପୁର ସହିତ ସଂଯୋଗ କରିବା ପାଇଁ ଆର୍ଡି ବିଭାଗ ପକ୍ଷରୁ ବ୍ରିଜ କାମ ଚାଲିଛି । ଏହି ବ୍ରିଜ ନିର୍ମାଣ ହେଲେ କନ୍ତେଶିର, ମାଝିପଡା,…
୬ ଲକ୍ଷ ଟଙ୍କାର କେନ୍ଦୁ ପତ୍ର ଜଳିଗଲା
ଜୁନାଗଡ,୨୨।୬(ଡି.ଏନ୍.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍ ଚିଙ୍ଗୁଡିସର ପଞ୍ଚାୟତ ଝାରବନ୍ଧ ଗ୍ରାମରେ ଥିବା କେନ୍ଦୁପତ୍ର ଫଡିରେ ନିଆଁ ଲାଗି ଯାଇଛି। ଏଥିଯୋଗୁ ପ୍ରାୟ ୬ଲକ୍ଷ ଟଙ୍କାର କେନ୍ଦୁ ପତ୍ର ଜଳି ଯାଇଛି। କେନ୍ଦୁପତ୍ର ବିଭାଗ ପକ୍ଷରୁ ଏ ନେଇ ଜୁନାଗଡ ଥାନାରେ ଅଭିଯୋଗ…
ସଙ୍ଗରୋଧ କେନ୍ଦ୍ରରେ ପ୍ରେମୀଯୁଗଳଙ୍କ ବିବାହ
କୋକସରା,୨୨।୬(ଡି.ଏନ.ଏ)-କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ବାଞ୍ଜିବାହାଲ ଗାଁର ଯୁବକ ରାଜାରାମ ଠାକୁର (୨୫) ଓ ସେହି ଗାଁର ଜଣେ ଯୁବତୀ ଦୁତିଆ ହରିଜନ (୨୪) ସଙ୍ଗରୋଧ କେନ୍ଦ୍ରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସୂଚନାଅନୁସାରେ, ଉକ୍ତ ପ୍ରେମୀଯୁଗଳଙ୍କ ମଧ୍ୟରେ ଦୀର୍ଘଦିନ…
ଘର ଉପରେ ଚଢିଗଲା କଣ୍ଟେନର: ମହିଳା ମୃତ
ରାମପୁର,୨୦।୬(ଡି.ଏନ.ଏ)-କଳାହାଣ୍ଡି ଜିଲା ଦେଇ ଯାଇଥିବା ରାୟପୁର ଗୋପାଳପୁର ୫୯ ନଂ. ଜାତୀୟ ରାଜପଥର ଅଁଳାପାଲି ଛକ ନିକଟରେ ଥିବା ଏକ ଘରେ ଶନିବାର ଏକ କଣ୍ଟେନର ଚଢିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ତୁଳସି…
କଳାକାର ହିଁ ବୁଝିପାରେ ଅନ୍ୟ କଳାକାରର ମନ: ରାପ୍ କଣ୍ଠଶିଳ୍ପୀ ଡୁଲେଶ୍ୱରଙ୍କୁ ସହାୟତାର ହାତ ବଢାଇଲେ ହ୍ୟୁମାନ ସାଗର
ଭବାନୀପାଟଣା,୧୯।୬ (ଡି.ଏନ୍.ଏ.): କଳାହାଣ୍ଡି ଜିଲାର ଡୁଲେଶ୍ୱର ତାଣ୍ଡି ଜଣେ ବିପ୍ଲବୀ ରାପ୍ ସଙ୍ଗୀତକାର। ସେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ। ହେଲେ ତାଙ୍କ ପରିବାରର ଆର୍ଥତ୍କ ସ୍ଥିତି ଭଲ ନ ଥିବାରୁ ସେ ଅସୁବିଧାରେ ଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର…
ଶକ୍ତିମନ୍ତ୍ରୀଙ୍କ ତାଗିଦ୍ ପରେ ମଣ୍ଡିରୁ ଉଠିଲା ଧାନ
ଜୁନାଗଡ,୧୮।୬(ଡି.ଏନ୍.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକର ବିଭିନ୍ନ ମଣ୍ଡିକୁ ଜୁନାଗଡ ବିଧାୟକ ତଥା ଶକ୍ତିମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ପରିଦର୍ଶନ କରିଛନ୍ତି। ମନ୍ତ୍ରୀ ଦିବ୍ୟଶଙ୍କର ପ୍ରଥମେ ବ୍ଲକର ଚାରବାହାଲ ପରେ ଗୌଡଛେଣ୍ଡିଆ ଓ ଚିକିଲି ମଣ୍ଡି ପରିଦର୍ଶନ କରିଥିଲେ। ସେଠାରେ ସ୍ଥାନୀୟ ଚାଷୀଙ୍କ…
ବାପାଙ୍କ ସଂସ୍ପର୍ଶରେ ଆସି ଝିଅ ବି ହେଲେ କରୋନା ପଜିଟିଭ୍
ଭବାନୀପାଟଣା,୧୭।୬(ଡି.ଏନ୍.ଏ.): କଳାହାଣ୍ଡି ଜିଲାରେ ଜଣେ ୧୩ ବର୍ଷର ନାବାଳିକା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ତାଙ୍କ ପଜିଟିଭ୍ ଥିବା ବାପାଙ୍କ ସଂସ୍ପର୍ଶରେ ଆସିଥିଲେ। ପରେ ତାଙ୍କ ସ୍ବାବ୍ ପରୀକ୍ଷା ପରେ ସେ ମଧ୍ୟ ଆକ୍ରାନ୍ତ ଥିବା ଜଣାପଡ଼ିଛି। ପରେ ଉକ୍ତ…
Archives


