କଳାହାଣ୍ଡି

କୋକସରା ବ୍ଳକରେ ସ୍କ୍ରିନିଂ କମିଟି ଗଠିତ

କୋକସରା, ୨୫।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲା କୋକସରା ବ୍ଳକରେ ସ୍କ୍ରିନିଂ କମିଟି ଚୟନ ପ୍ରକ୍ରିୟା ସୋମବାର ଅନୁଷ୍ଠିତ ହୋଇଯାଇଛି। ସ୍କ୍ରିନିଂ କମିଟିର ସଦସ୍ୟ ରୂପେ ସର୍ବସମ୍ମତି କ୍ରମେ ସ୍କ୍ରିନିଂ କମିଟିର ସଭାପତି ଭାବେ ବ୍ଲକ ଅଧ୍ୟକ୍ଷା ଶବ୍ୟାରାଣୀ ବାଗ, ଉପାଧ୍ୟକ୍ଷା ଧିରାମଣୀ…

ଆମପାଣି ବୁଢ଼ାରଜା ମନ୍ଦିରକୁ ସନ୍ଧ୍ୟା ନଇଁଲେ ଆସୁଛି ଭାଲୁ

କୋକସରା, ୨୫।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲାର ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟି ତଳେ ପୂଜା ପାଉଛନ୍ତି ଆଦିବାସୀ ଜନମାନସର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜା। ସାହାଜଖୋଲ ଜଙ୍ଗଲ ପାଦଦେଶରେ ପ୍ରଭୁ ବୁଢ଼ାରଜାଙ୍କ ମନ୍ଦିର ରହିଛି। ଆଜିକୁ କିଛିଦିନ ହେବ ସନ୍ଧ୍ୟା…

ବିଭାଗର ଦୃଷ୍ଟି ପଡୁନି, ଯାତାୟାତରେ ଅସୁବିଧା

ଜୁନାଗଡ, ୨୪।୧୨ (ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ନିକଟ ହାତୀବ୍ରିଜ୍‌ ୨୬ ନଂ. ଜାତୀୟ ରାଜପଥ-ଆଟିଗାଁକୁ ସଂଯୋଗ କରୁଥିବା ପିଡବ୍ଲ୍ୟୁଡି ରାସ୍ତା ଏବେ ମରଣଯନ୍ତ୍ରା ପାଲଟିଛି। ବିଭାଗ ପକ୍ଷରୁ ମରାମତି କରାଯାଉ ନ ଥିବାରୁ ଏପରି ହୋଇଛି। ଯାହାକୁ ନେଇ ସ୍ଥାନୀୟ…

ପାନୀୟ ଜଳ ପାଇଁ ବାଲିଚୁଆ ଭରସା

କୋକସରା, ୨୨।୧୨ (ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର ମହକୁମା ପଞ୍ଚାୟତ ନୂଆପଡା ଗାଁର ନଳକୂପ ପାଣି ବ୍ୟବହାର ଉପଯୋଗୀ ହେଉ ନ ଥିବାରୁ ଏବେ ଜଳକଷ୍ଟ ଭୋଗୁଛନ୍ତି ଗ୍ରାମବାସୀ। ଗାଁରେ ୫୦ରୁ ଊର୍ଦ୍ଧ୍ୱ ପରିବାର ରହୁଥିବା ବେଳେ ଜନସଂଖ୍ୟା…

ସରକାରୀ ସୁବିଧାରୁ ବଞ୍ଚିତ ମୁକବଧିର ନାବାଳକ

ପଲମ, ୨୦।୧୨(ଡି.ଏନ.ଏ.)- କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧିନ ସେରଗଡ଼ ପଞ୍ଚାୟତ ଉଫେର ଗ୍ରାମର ନାବାଳକ ଦିନମଣି ଜାନୀ । ବୟସ ୧୧ ବର୍ଷ । ସେ ଜଣେ ଭିନ୍ନକ୍ଷମ । ଜନ୍ମରୁ ମୁକବଧିର । ଭିନ୍ନକ୍ଷମ ହୋଇବି ଆଜି ସରକାରୀ…

ନାହିଁ ବିଦ୍ୟୁତ୍‌ ସଂଯୋଗ, ଡିବିରି ଆଲୁଅ ଭରସା

କୋକସରା, ୧୭।୧୨ (ଡି.ଏନ.ଏ.) ବିଦ୍ୟୁତ୍‌ ସେବାରୁ ବଞ୍ଚିତଲୋକଙ୍କ ନିକଟରେ ବିଦ୍ୟୁତ୍‌ ସେବା ପହଞ୍ଚାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସୌଭାଗ୍ୟ ଯୋଜନା ଆରମ୍ଭ କରାଯାଇଛି। ହେଲେ ଆଜି ବି ଏହି ଯୋଜନା ଅନେକ ଗାଁରେ ପହଞ୍ଚି ପାରିନାହିଁ। କଳାହାଣ୍ଡି ଜିଲା କୋକସରା ବ୍ଲକ…

ବାତିଲ ହେଲା କୁସୁର୍ଲା ମକରମେଳା: ୪୫ଖଣ୍ଡ ଗ୍ରାମର ସଭ୍ୟଙ୍କୁ ନେଇ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି

ପଲମ, ୧୭।୧୨ (ଡି.ଏନ୍‌.ଏ)-କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ ସ୍ଥିତ କୁସୁର୍ଲା ନିଳକଣ୍ଠେଶ୍ୱର ମନ୍ଦିର ପରିସରରେ ୪୫ ଖଣ୍ଡ ଗ୍ରାମର ସଭ୍ୟମାନଙ୍କୁ ନେଇ ବୁଧବାର ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜାନୁଆରି ୧୪ ତାରିଖରେ ନିଳକଣ୍ଠେଶ୍ୱର ମନ୍ଦିରରେ ସ୍ବତନ୍ତ୍ର ପୂଜା…

ଧାନ ଉଠାଣରେ ମନ୍ଥର, ଚାଷୀ ଅସନ୍ତୋଷ

କୋକସରା, ୧୫।୧୨ (ଡି.ଏନ.ଏ.): ଟୋକାନ ମିଳିଛି ହେଲେ ଟାର୍ଗେଟ ନାହିଁ, ସପ୍ତାହ ସପ୍ତାହ ଧରି ଶୀତ କାକରରେ ମଣ୍ଡିରେ ପଡ଼ି ରହିଛନ୍ତି ଚାଷୀ। କେବେ ଧାନ ଉଠିବ ହେସି ଅପେକ୍ଷା କରିଛନ୍ତି ଚାଷୀ। କଳାହାଣ୍ଡି ଜିଲା କୋକସରା ମଣ୍ଡିରେ ଏହିଭଳି ପରିସ୍ଥିତି ଦେଖାଦେଇଛି।…

ନାହିଁ ବିଦ୍ୟୁତ୍‌ ସଂଯୋଗ, ଡିବିରି ଆଲୁଅ ଭରସା: ଅନ୍ଧାରରେ ଚିକିଲି ନଦୀ ଖଣି କଛାରପଡାବାସୀ

କୋକସରା, ୧୫।୧୨ (ଡି.ଏନ.ଏ.) ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ ଲୋକମାନଙ୍କ ନିକଟରେ ବିଦ୍ୟୁତ୍‌ ସେବା ପହଞ୍ଚାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସୌଭାଗ୍ୟ ଯୋଜନା ଆରମ୍ଭ କରାଯାଇଛି। ହେଲେ ଆଜି ବି ଏହି ଯୋଜନା ଅନେକ ଗାଁରେ ପହଞ୍ଚତ୍ ପାରିନାହିଁ। କଳାହାଣ୍ଡି ଜିଲା…

ପ୍ରଶାସନର ଦୃଷ୍ଟି ଆଢୁଆଳରେ କରକ ଜଳପ୍ରପାତ

କୋକସରା, ୧୪।୧୨ (ଡି.ଏନ.ଏ) ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କଳାହାଣ୍ଡି ଜିଲା। ସେଥି ମଧ୍ୟରୁ କୋକସରା ବ୍ଲକ ଆମପାଣି ପଞ୍ଚାୟତ ଆମପାଣି ସାହାଜଖୋଲ ଜଙ୍ଗଲ ପାଦଦେଶରେ ଥିବା ‘କରକ’ ଜଳପ୍ରପାତ ଅନ୍ୟତମ। ଶୀତ ଋତୁରେ ଏଠାରେ ବଣଭୋଜି କରିବା ପାଇଁ ଛୁଟି ଆସିଥାନ୍ତି…

ଓଭରଲୋଡ ଟ୍ରକରୁ ଜରିମାନା ଆଦାୟ

ଜୁନାଗଡ,୮।୧୨(ଡି.ଏନ୍‌.ଏ) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବନମାଲୀପୁର ନିକଟରେ ସୋମବାର ଏକ ଓଭରଲୋଡ ମକା ଟ୍ରକକୁ ଜିଲା କନିଷ୍ଠ ଏମଭିଆଇ ରତିକାନ୍ତ ନାହାକ ଧରପଗଡ କରିଛନ୍ତି। ଏହି ସମୟରେ ଉକ୍ତ ଟ୍ରକଠାରୁ ଓଭରଲୋଡ ପାଇଁ ୩୧ ହଜାର ୧୮୦ ଟଙ୍କା ଜରିମାନା…

ଶବରପଡ଼ା ଗାଁକୁ ନାହିଁ ସବୁଦିନିଆ ରାସ୍ତା

କୋକସରା,୭ା୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡକାଠେଙ୍ଗା ପଞ୍ଚାୟତ ଶବରପଡା ଗାଁକୁ ସବୁଦିନିଆ ଭଲ ରାସ୍ତା ନାହିଁ। ଲୋକଙ୍କୁ ଯାତାୟାତ ପାଇଁ ଜମି ହିଡ ହିଁ ଭରସା ପାଲଟିଛି। ଭଲ ରାସ୍ତା ନ ଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖିନ ଭୋଗୁଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri