କଳାହାଣ୍ଡି

ଭୋଜି ଖାଇ ଫେରୁଥିବା ବେଳେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ

ଜୁନାଗଡ଼,୩୧।୧(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ମୁଣ୍ଡରାଗୁଡା ଛକ ନିକଟରେ ଏକ ପିକ୍‌ଅପ ଭ୍ୟାନ ଓଲଟିପଡିବାରୁ ୧୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ୭ଜଣ ଶିଶୁ ରହିଛନ୍ତି।…

ଆବାସ ଗୃହ ତାଲିକାରେ ଅନିୟମିତତା: ଜନପ୍ରତିନିଧିଙ୍କୁ ତାଲା ପକାଇଲେ ହିତାଧିକାରୀ

କୋକସରା,୩୦।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ପାଇଁ ୫୪୬ ଆବାସ ଗୃହ ତାଲିକା ପଞ୍ଚାୟତ ପକ୍ଷରୁ ଅନୁମୋଦନ କରାଯାଇଥିଲା। ସେଥିରୁ ୨୩୭ ଅନୁମୋଦନ ହୋଇଥିବା ବେଳେ ୩୦୯ ଆବାସ ଗୃହ ତାଲିକାରୁ ବାଦ୍‌ ପଡିଥିବା ହିତାଧିକାରୀ ସୋମବାର ଅଭିଯୋଗ…

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ

ଭବାନୀପାଟଣା,୩୦।୧(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ଅଧିକାରୀ। ଗତ ୧୨ ତାରିଖରେ ଜଳ ବିଭାଜିକା ପ୍ରକଳ୍ପ ସହକାରୀ ନିର୍ଦ୍ଦେଶକ ତଥା ଆକାଉଣ୍ଟାଣ୍ଟ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭବାନୀପାଟଣା ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସୋମବାର ପୁଣି ଜଣେ…

୨୩ ବର୍ଷ ହେଲା ରାଜ୍ୟ ସରକାର ଓଡ଼ିଆଙ୍କୁ ଠକୁଛନ୍ତି

ଧର୍ମଗଡ଼,୩୦।୧(ଡି.ଏନ.ଏ.):କଳାହାଣ୍ଡି ଜିଲା ଭାଜପା ଧର୍ମଗଡ଼ ବିଧାନସଭାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ରବିବାର ସନ୍ଦିକୁଲିଆରୀ ମହାଭାରତ ଆମ୍ବତୋଟାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସାଧାରଣ ସମ୍ପାଦକ ସୁଧୀର ପଟଯୋଷୀଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଏମପି ବସନ୍ତ ପଣ୍ଡା ଉପସ୍ଥିତି ରହି କେନ୍ଦ୍ର ସରକାରଙ୍କ ବିଭିନ୍ନ…

୧୬ ବର୍ଷ ପରେ ମିଳିଲା ନ୍ୟାୟ

ଭବାନୀପାଟଣା,୨୮।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବାଦଲଦେଇ ଗ୍ରାମର ୪ଜଣ ଆଦିବାସୀ ୧୬ବର୍ଷ ପରେ ସରକାରୀ ଜମି ଫେରିପାଇଛନ୍ତି। ଏହି ଜମିରେ ଏବେ ସେମାନେ ପନିପରିବା ଚାଷ କରୁଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି। ପ୍ରକାଶ ଯେ,…

ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା

ଭବାନୀପାଟଣା,୨୬।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଦେଉଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ିକୁ କେନ୍ଦ୍ର କରି ସ୍ଥାନୀୟ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ କାହ୍ନୁ ଠାକୁର। ଜମିବାଡିକୁ କେନ୍ଦ୍ର କରି…

‘ଗବେଷଣାକୁ ସମ୍ମାନ ଆହୁରି ଉତ୍ସାହିତ କରିବ’

ଲାଞ୍ଜିଗଡ଼,୨୭।୧(ଡି.ଏନ.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଆଚାର୍ଯ୍ୟ ଏମ୍‌.ଏସ୍‌. ଶେଖରଙ୍କୁ ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ରରେ ପାରଦର୍ଶିତା ପାଇଁ ସ୍ବର୍ଣ୍ଣ ପଦକ ସହ ‘ଜ୍ୟୋତିଷ ମହର୍ଷି’ ପରାଶର ସମ୍ମାନ ପ୍ରଦାନ କରାଯାଇଛି। ଭାରତୀୟ ବାସ୍ତୁ ଓ ଜ୍ୟୋତିଷ ଗବେଷଣା କେନ୍ଦ୍ର ପକ୍ଷରୁ ଭୁବନେଶ୍ୱର ସ୍ଥିତ…

୨୭ ଦିନ ହେଲା ଜଳ ଯୋଗାଣ ବନ୍ଦ

ଲାଞ୍ଜିଗଡ଼,୨୬।୧(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ସହରରେ ଆଜକୁ ୨୭ଦିନ ହେଲା ପାଇପ ଯୋଗେ ଆସୁଥିବା ପାଣି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ସହରର ବିଭିନ୍ନ ପଡାର ହଜାର ହଜାର ଲୋକ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଲାଞ୍ଜିଗଡ଼ଠାରେ ଜଳ ସଙ୍କଟ ଦୂର…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦାବି

କୋକସରା,୨୫ା୧(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲା କୋକସରା ମଣ୍ଡଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସଭାପତି ଦୁର୍ଗା ପ୍ରସାଦ ପ୍ରଧାନୀଙ୍କ ନେତୃତ୍ୱରେ କୋକସରା ଗୋଷ୍ଠୀ ଉନ୍ନୟନ…

ପୁଣି ଭୁଶୁଡ଼ିଲା ଗୁନଗୁନିଆ କେନାଲ

ଭବାନୀପାଟଣା,୨୩।୧(ସ୍ବ.ପ୍ର.):କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ବାମ କେନାଲରେ ରବିବାର ପୁଣି ଘାଇ ସୃଷ୍ଟି ହୋଇଛି। ଏହି ଘାଇ ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରି କେନାଲର ରେଙ୍ଗାଲପାଲି ଗାଁ ନିକଟରେ ହୋଇଛି। ପ୍ରାୟ ୩୦ ଫୁଟର ଏହି ଘାଇ ଯୋଗୁ ବହୁ ଚାଷଜମି ଜଳମଗ୍ନ ହୋଇଛି। ଏହାକୁ…

ପୁଣି ଭାଙ୍ଗିଲା ଇନ୍ଦ୍ରାବତୀ ବାମ କେନାଲ, ୩୦ ଫୁଟର ଘାଇ

ଭବାନୀପାଟଣା,୨୨ା୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ବାମ କେନାଲରେ ପୁଣି ଘାଇ ସୃଷ୍ଟି ହୋଇଛି। ଏହି ଘାଇଟି ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରି କେନାଲର ରେଙ୍ଗାଲପାଲି ଗାଁ ନିକଟରେ ହୋଇଛି। ପ୍ରାୟ ୩୦ ଫୁଟର ଏହି ଘାଇ ହୋଇଥିବା ବେଳେ ଏହା ଯୋଗୁ ବହୁ ଚାଷ…

୬ ବର୍ଷ ପରେ ବି ମିଳୁନି ଜମି ଅଧିଗ୍ରହଣ କ୍ଷତିପୂରଣ: ରାସ୍ତା ଅବରୋଧ କଲେ ଜମିହରା

କୋକସରା,୨୧ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଆମପାଣିଠାରୁ ଧର୍ମଗଡ଼ ଦେଇ ନିର୍ମାଣାଧୀନ ବିଜୁ ଏକ୍ସପ୍ରେସ ଓ୍ବେ ପାଇଁ ଭୁର୍ଷାଗୁଡ଼ା ଗ୍ରାମର ବନମାଳୀ ମାଝି, ପରୀକ୍ଷିତ ମାଝି, ରିକ ମାଝି, ଔରତ ମାଝି, ସୋମନାଥ ମାଝି, ପୁରୁଷୋତ୍ତମ ମାଝି, ନୀଳକଣ୍ଠ ମାଝି ପରିବାର ପ୍ରାୟ ୧୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?