ବ୍ୟବସାୟୀଙ୍କୁ ଡକାୟତି ଘଟଣାର ପର୍ଦ୍ଦାଫାଶ: ନଗଦ ୧ ଲକ୍ଷ ୧୨ ହଜାର ଟଙ୍କା ଜବତ, ୬ ଗିରଫ
କେସିଙ୍ଗା,୧୮ା୬(ତୁମେଶ୍ୱର ସାହୁ): କେସିଙ୍ଗାର ଜଣେ ବ୍ୟବସାୟୀ ଡକାୟତି ଘଟଣାରେ କେସିଙ୍ଗା ପୋଲିସକୁ ସଫଳତା ମିଳିଛି। ୬ଜଣ ଡକାୟତକୁ ଗିରଫ କରିବା ସହ ସେମାନଙ୍କଠାରୁ ୧ ଲକ୍ଷ ୧୨ ହଜାର ଟଙ୍କା, ଡକାୟତିରେ ବ୍ୟବହାର ହୋଇଥିବା ୨ଟି ମୋଟରସାଇକେଲ, ୪ଟି ଫୋନ, ଛୁରି,…
ଶୁଣ୍ଢରେ ଟେକି କଚାଡ଼ିଲା, ଅନ୍ତବୁଜୁଳା ବାହାର କରିଦେଲା ହାତୀ
ଭବାନୀପାଟଣା,୧୭ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଙ୍ଗୁଡିସର ନିକଟରେ ଶନିବାର ସନ୍ଧ୍ୟାରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କ ନାମ ଗଜିନ୍ଦ୍ର ଜାନୀ(୫୫) ଓ ସେ ନିକଟସ୍ଥ ଝାରବନ୍ଦ ଗ୍ରାମର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ,…
ନାବାଳିକା ଅପହରଣ, ପ୍ରେମ ପ୍ରତାରଣା ଅଭିଯୋଗ, ଯୁବକ ଗିରଫ
କୋକସରା,୧୭।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ପୋଲିସ ଶନିବାର ଜଣେ ନାବାଳିକାଙ୍କୁ ଗତ ୨ ମାସ ତଳେ ଅପହରଣ ଓ ପ୍ରେମ ପ୍ରତାରଣା ଅଭିଯୋଗରେ କୋକସରା ପଞ୍ଚାୟତ ନୂଆପଡା ଗ୍ରାମର ନିତ୍ୟାନନ୍ଦ ପାଣିଗ୍ରାହୀ(୧୯)ଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।…
କେସିଙ୍ଗାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ
କେସିଙ୍ଗା,୧୭।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ଏବଂ ବ୍ଲକର ୨୬ଟି ପଞ୍ଚାୟତରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ମାର୍ଚ୍ଚ ୧ରୁ ୩୧ ତାରିଖଯାଏ ୩୮ରୁ ୩୯ ଡିଗ୍ରୀ ତାପମାତ୍ରା ରହିଥିଲା। ସେହିପରି ଏପ୍ରିଲରେ ୩୯ରୁ ୪୩ ଡିଗ୍ରୀ ତାପମାତ୍ରା ରହିଥିବା…
ମିଶନ ଶକ୍ତି ପଦବୀ ଚୟନରେ ଅନିୟମିତତା
ଭବାନୀପାଟଣା,୧୭ା୬(ଉତ୍ତମ କୁମାର ଦାଶ) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ମିଶନ ଶକ୍ତି ପକ୍ଷରୁ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଥିବା ପ୍ରାର୍ଥତ୍ନୀଙ୍କ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପ୍ରାର୍ଥତ୍ନୀମାନେ ପୂର୍ବରୁ ଜିଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ଏପରିକି…
କେସିଙ୍ଗା ଆଇ.ସି.ଡ଼ି.ଏସ.ରେ ନୂଆ ସିଡିପିଓଙ୍କ ଯୋଗଦାନ
କେସିଙ୍ଗା,୧୬।୬(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟଳୟରେ ନୂଆ ସିଡିପିଓ ସୁଷମା ମିଶ୍ର ଶୁକ୍ରବାର ଯୋଗଦାନ କରିଛନ୍ତି। ସେ ଦୀର୍ଘ ଦିନରୁ ଭବାନୀପାଟଣା ବ୍ଲକରେ କାର୍ଯ୍ୟ କରୁଥିଲେ। ଗର୍ଭବତୀ, ପ୍ରସୂତୀ ମହିଳା, ଶିଶୁମାନଙ୍କୁ ଠିକ୍ ଭାବେ…
ସାଧାରଣ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ରୁହ: ପୁରନ୍ଦେଶ୍ୱରୀ
ଭବାନୀପାଟଣା,୧୬।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜୁନାଗଡ, ଧର୍ମଗଡ ଓ ନର୍ଲା ୩ଟି ନିର୍ବାଚନ ମଣ୍ଡଳୀରେ ଗୁରୁବାର ଭାଜପାର ସଂଯୁକ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାଜପାର ସମସ୍ତ ମୋର୍ଚ୍ଚାର କର୍ମକର୍ତ୍ତା ଯୋଗଦେଇଥିଲେ। ବୈଠକରେ ମୁଖ୍ୟଅତିଥି ଭାବେ ଭାଜପା ରାଷ୍ଟ୍ରୀୟ ସାଧାରଣ…
ଚକୁଳି ପିଠା, ଆମ୍ବ ଖାଇ ୧୦ ଅସୁସ୍ଥ
କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): ଚକୁଳି ପିଠା ଏବଂ ଆମ୍ବ ଖାଇବା ପରେ ଫୁଡ୍ ପଏଜନ ହୋଇ କଳାହାଣ୍ଡି ଜିଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ଡହଗାଁ କଲୋନୀପଡ଼ାର ୧୦ଜଣ ମହିଳା, ପୁରୁଷ ଏବଂ ଶିଶୁ ବାନ୍ତିରେ ଅସୁସ୍ଥ ହୋଇ କୋକସରା ଡାକ୍ତରଖାନାରେ…
ବିଦ୍ୟୁତ୍ କାଟ୍ ନେଇ ଏସ୍.ଡି.ଓଙ୍କ କାର୍ଯ୍ୟାଳୟ ଘେରାଉ କଲେ ଅଧିବାସୀ
କେସିଙ୍ଗା,୧୫।୬(ତୁମେଶ୍ୱର ସାହୁ) ବାରମ୍ବାର ବିଦ୍ୟୁତ୍ କାଟ୍କୁ ନେଇ କଳାହାଣ୍ଡି ଜଲା କେସିଙ୍ଗା ସହରରେ ଅବସ୍ଥିତ ଏସ୍.ଡି.ଓ (ବିଦ୍ୟୁତ)ଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ନେତୃତ୍ୱରେ ଗୁରୁବାର ଘେରାଉ କରାଯାଇ ଥିଲା। ବ୍ଲକର ସମଗ୍ର ୨୬ଟି ଗ୍ରାମ…
ବିଜେଡିରେ ସାମିଲ ହେଲେ ଭାଜପା କର୍ମୀ
କେସିଙ୍ଗା,୧୫.୬(ତୁମେଶ୍ୱର ସାହୁ): ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବ୍ଲକର କେନ୍ଦୁପାଟୀ, ବୋର୍ଡା, ଗୁର୍ଜୁଙ୍ଗ ପଞ୍ଚାୟତକୁ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଏବଂ କଳାହାଣ୍ଡି ବିଜେଡି ଜିଲା ସଭାନେତ୍ରୀ ଲଳିତା ନାଏକ ଗସ୍ତ କରି ପଞ୍ଚାୟତ ବାସୀଙ୍କୁ ଏକତ୍ରିତ କରି ଅଞ୍ଚଳର…
ଉପାନ୍ତ ଇଲାକା ପାଇଁ ପକ୍କା ରାସ୍ତା ସ୍ବପ୍ନ
ଭବାନୀପାଟଣା, ୧୫।୬(ଉତ୍ତମ କୁମାର ଦାଶ) ଗାଁକୁ ବିକାଶ ଦିଗରେ ନେବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ଗାଁକୁ ଚାଲ ଗାଁକୁ ଗଢ ଏଭଳି କିଛି ସ୍ଲୋଗାନ ନେଇ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟରେ କୋଟି କୋଟି…
ସିସିଟିଭିରେ କଏଦ ହେଲା ଏଟିଏମ୍ ଲୁଟ୍ର ଦୃଶ୍ୟ
ଭବାନୀପାଟଣା,୧୪ା୬(ଉତ୍ତମ କୁମାର ଦାସ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ କେସିଙ୍ଗା ୨୬ ନମ୍ବର ଜାତୀୟ ରାଜପଥର କଣ୍ଟାବାଞ୍ଜି ଛକ ନିକଟରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ ଲୁଟ୍ ହୋଇଥିବା ଦେଖିବାକୁ ମିଳିଛି। ୩ ଜଣ ଦୁର୍ବୃତ୍ତ ଗ୍ୟାସ କଟର ସାହାଯ୍ୟରେ…

