କଳାହାଣ୍ଡି

ଭବାନୀପାଟଣାରେ ନଡ୍ଡା: ସରକାରଙ୍କ ସଫଳତାର ରଖିବେ ହିସାବ

ଭବାନୀପାଟଣା,୨୩।୬(ଉତ୍ତମ କୁମାର ଦାଶ): ଭବାନୀପାଟଣାରେ ପହଞ୍ଚିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ସେ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍‌ରୀଙ୍କ ଦର୍ଶନ କରିବେ। ଏହାପରେ ଲାଲାବାହଦୂର ଷ୍ଟାଡ଼ିୟମରେ ଆୟୋଜିତ ମହାଜନସମ୍ପର୍କ ସମାବେଶରେ ଦଳୀୟ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବେ । ଏହି…

ଦୁର୍ଘଟଣାରେ ଚାଲିଗଲା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପୁଅ ଜୀବନ

ଭବାନୀପାଟଣା/ଲାଞ୍ଜିଗଡ଼,୨୨।୬(ଉତ୍ତମ କୁମାର ଦାଶ/ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣା ରାୟଗଡ଼ା ୬ ନମ୍ବର ରାଜ୍ୟ ରାଜପଥର ଖଇରମାଲ ନିକଟରେ ଗୁରୁବାର ଏକ ଟ୍ରଲର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିଶ୍ୱନାଥପୁରର ତକଦୀର ହରପାଲ(୩୬)। ସେ ପୂର୍ବତନ…

ଟ୍ରେନ୍‌ରେ କଟିଲା ଯୁବକଙ୍କ ଦୁଇଗୋଡ଼, ହାତ

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ରାମଚନ୍ଦ୍ରପୁରସ୍ଥିତ ରେଳ ଧାରଣାରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ୍‌ରେ କଟି ଜଣେ ଯୁବକଙ୍କ ୨ ଗୋଡ଼ ଓ ଗୋଟିଏ ହାତ କଟିଯାଇଥିବା…

ଟ୍ରକ୍‌ ଚକାତଳେ ପଶିଗଲା ବୁଲେଟ୍‌, ଜଣେ ମୃତ, ୨ ଗୁରୁତର

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଦେପୁର ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଚକା ତଳେ ବୁଲେଟ୍‌ ପଶିଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।…

୧୩ ବ୍ଲକରୁ ୧୧ ବ୍ଲକ ଶିକ୍ଷା ଅଧିକାରୀ ପଦବୀ ଖାଲି

ଏମ୍‌.ରାମପୁର,୨୨ା୬(ଶଶିଭୂଷଣ ପ୍ରହରାଜ)କଳାହାଣ୍ଡି ଜିଲା ଶିକ୍ଷା ବିଭାଗରେ ଜିଲାର ୧୩ଟି ବ୍ଲକରୁ ବର୍ତ୍ତମାନ ୨ଜଣ ନିୟିମିତ ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟ କରୁଥିବାବେଳେ ୧୧ଟି ପଦବୀ ଖାଲି ପଡିଛି। ଏଥିଯୋଗୁ ଶିକ୍ଷା ବିଭାଗର ଅନେକ କାର୍ଯ୍ୟ ପ୍ରଭାବିତ ହୋଇଛି। କର୍ଲାମୁଣ୍ଡା ବିଇଓ ଅବସରପ୍ରାପ୍ତ…

ସରକାରୀ ଅର୍ଥ ହଡ଼ପ ଅଭିଯୋଗ

ଲାଞ୍ଜିଗଡ଼,୨୨ା୬(ରମେଶ ଚନ୍ଦ୍ର ନାୟକ)କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଫୁଲଡୁମେର ଗାଁରେ ଛେଳି ଗୃହ ନିର୍ମାଣ ଆରମ୍ଭ ହୋଇ ଏକ ବର୍ଷ ବିତିଛି। କିନ୍ତୁ ଏ ଯାଏଁ ସମ୍ପୂର୍ଣ୍ଣ ନ ହୋଇ ଅଧାପନ୍ତରିଆରେ ପଡ଼ି ରହିଛି। ବ୍ଲକ ପ୍ରଶାସନର ପୋଷ୍ୟ…

ବାଲୁକା କଳାରେ ‘ଭିଲେଜ୍‌ ଇନ୍‌ ସମର’

କର୍ଲାମୁଣ୍ଡା,୨୧ା୬(ପ୍ରଦୀପ କୁମାର ସାହୁ): ଚଳିତ ବର୍ଷ ଗ୍ରୀଷ୍ମର ପ୍ରକୋପ ରଥଯାତ୍ରା ପରେ ବି ଜାରି ରହିଛି। ଏପରିକି ଆଷାଢ଼ ମାସରେ ବି ସକାଳୁଆ କ୍ଲାସ ଚାଲିଛି। ଫଳରେ ଚାଷ କାମ ପଛେଇ ଯିବା ସହ କଂକ୍ରିଟ ରାସ୍ତା, ଛାତ ଘର,ଆଜବେଷ୍ଟସ୍‌ ଘର…

ଦୀର୍ଘବର୍ଷ ହେଲା ମରାମତି ହେଉନି ରାସ୍ତା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ଦାବି

କର୍ଲାମୁଣ୍ଡା,୨୧ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତାଟି ଦୀର୍ଘବର୍ଷରୁ ମରାମତି କିମ୍ବା ନିର୍ମାଣ ହୋଇ ନ ଥିବାରୁ ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତା ୨୦୧୫ରେ ତତ୍କାଳୀନ ଜିଲାପାଳଙ୍କ…

ଭତ୍ତା ଯୋଜନାରେ ସାମିଲ ହେଲେ ୧୧୭ ନୂଆ ହିତାଧିକାରୀ

କେସିଙ୍ଗା,୨୧ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଶିରୋଲ ଗ୍ରାମ ପଞ୍ଚାୟତର ନୂତନ ହିତାଧିକାରୀଙ୍କୁ ସରପଞ୍ଚ ଝରଣା ବାଗଙ୍କ ନେତୃତ୍ୱରେ ବୁଧବାର ଭତ୍ତା ବଣ୍ଟନ କରାଯାଇଛି। ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ…

ଚେତିଲା ପ୍ରଶାସନ, ଖନନ କାର୍ଯ୍ୟ ବନ୍ଦ

ଭବାନୀପାଟଣା,୧୯।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୋଣ୍ଡୋଗୁଡା ରତ୍ନପଥର ଖଣିକୁ ସ୍ଥାନୀୟ କିଛି ଲୋକ ବେଆଇନ ଭାବେ ଖନନ କରୁଥିବା ଘଟଣା ଗତ କିଛି ଦିନ ତଳେ ସାମାନାକୁ ଆସିଥିଲା। ଏଠାରେ ଟଙ୍କା ଲୋଭରେ ବିପଦଜନକ ଭାବେ…

ଫ୍ୟାସନ ଡିଜାଇନର ପରେ ଏବେ ରାଜନୀତିରେ ସୁଜିତ

ଭବାନୀପାଟଣା,୧୯।୬: (ଉତ୍ତମ କୁମାର ଦାଶ)ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ କଳାହାଣ୍ଡି ଜିଲାରେ ଏବେଠୁ ରାଜନିତୀ ସରଗରମ ହେବାରେ ଲାଗିଛି। ବିଭିନ୍ନ ଦଳର ଆଶାୟୀ ନେତାମାନେ ବର୍ତ୍ତମାନ ଜନସମ୍ପର୍କରେ ଆଗାଇଛନ୍ତି। ଚା’ ଖଟିଠୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଆଗାମୀ…

ଟଙ୍କା ଖର୍ଚ୍ଚ ପରେ ବି ମିଳୁନି ପାଣି

କର୍ଲାମୁଣ୍ଡା,୧୮।୬(ପ୍ରଦୀପ ସାହୁ): ସରକାର ସମସ୍ତଙ୍କୁ ପିଇବା ପାଣି ଯୋଗାଇଦେବା ନେଇ ବସୁଧା ଯୋଜନାରେ ବିଭନ୍ନ ସ୍ଥାନରେ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ବ୍ୟବସ୍ଥା କରିଛନ୍ତି। ହେଲେ ଠିକ୍‌ ସମୟରେ ଟାଙ୍କି ନିର୍ମାଣ ହୋଇପାରୁ ନ ଥିବାରୁ ସାଧାରଣ ଲୋକଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?