କଳାହାଣ୍ଡି

ବିଧବା ମହିଳାଙ୍କୁ ଗାଁରୁ ତଡିଦେଲେ

ଜୁନାଗଡ଼,୪।୩: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅଧୀନ ତାଳପଦର ଗାଁରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅନ୍ୟ ଜାତିର ଜଣେ ଯୁବକ ବିଧବା ମହିଳାଙ୍କୁ ଚାପୁଡ଼ା ମାରିବା ନେଇ ପଡାରେ ପ୍ରଜାକୋର୍ଟ କରି ମହିଳାଙ୍କୁ ରାତିରେ…

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

କୋକସରା,୧।୩: କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ ଆସିଛି। ଏହି ଘଟଣାରେ କୋକସରା ପୋଲିସ ସୋମବାର ଲଟାପଡ଼ା ଗାଁର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ଦେଇଥିବା ସୂଚନା…

୪୦ ଭରି ସୁନା ଅଳଙ୍କାର ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ

କୋକସରା,୧।୩: କଳାହାଣ୍ଡି ଜିଲା କୋକସରା ଥାନା ମୋଟେର ଫାଣ୍ଡି ଅଧୀନ ମୋଟେର ଗ୍ରାମର ଶାନ୍ତିନଗରପଡାରେ ରହୁଥିବା ଶିକ୍ଷକ ଯଯାତି ପାଟ୍ଟଯୋଷୀଙ୍କ ଘରୁ ଗତ ଡିସେମ୍ବର ୨୫ ତାରିଖ ବିଳମ୍ବିତ ରାତିରେ ଡକାୟତମାନେ ବନ୍ଧୁକ ଦେଖାଇ ୪୦ ଭରି ସୁନା ଅଳଙ୍କାର ସହ…

ନିଆଁରେ ଜଳିଗଲେ ଯୁକ୍ତ ୨ କଲେଜ ଛାତ୍ରୀ

କୋକସରା,୧।୩: କଳାହାଣ୍ଡି ଜିଲା କୋକସରା ଥାନା ଖପ୍ରାମାଲ ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର କାମେଶ୍ୱର କନ୍ଦପାନଙ୍କ ଯୁକ୍ତ ୨ରେ ପଢୁଥିବା ଝିଅ ଟିଙ୍କଲ ନିଆଁରେ ପୋଡି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏନେଇ ଗାଁରେ ଶୋକର ଛାୟା ଖୋଳିଯାଇଛି।…

୧ ଲକ୍ଷ ଟଙ୍କା ଚାନ୍ଦା ମାଗି ଧରାପଡ଼ିଲେ ନକଲି ମାଓବାଦୀ

ଭବାନୀପାଟଣା,୨୮।୨: ଭବାନୀପାଟଣା ସହରର ଜଣେ ବ୍ୟବସାୟୀଙ୍କୁ ୧ ଲକ୍ଷ ଟଙ୍କା ଚାନ୍ଦା ମାଗି ଜଣେ ନକଲି ମାଓବାଦୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ରାୟଗଡ଼ା ଜିଲା ବିଷମକଟକ ଥାନା ଝିଗିରି ଗ୍ରାମର ପୁରନ୍ଦର…

ସ୍ମାର୍ଟ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଗ୍ରହଣ କଲେ ମନ୍ତ୍ରୀ

ଜୁନାଗଡ଼,୨୬।୨: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମହିଚଲା ବାଲାଜୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ କଳାହାଣ୍ଡି ଜିଲାପାଳ ଡ. ପରାଗ ହର୍ଷଦ ଗାଭାଲି ସ୍ମାର୍ଟ ହାଇସ୍କୁଲ କରିବା ପାଇଁ ଘୋଷଣା କରିଥିଲେ। ଜିଲାପାଳଙ୍କ ଘୋଷଣା ପରେ ଉନ୍ନୟନ କାମ ଆରମ୍ଭ ହୋଇଯାଇଛି। ଏହାର…

କୋଭିଡ୍‌ ଯୋଦ୍ଧାଙ୍କ ମୃତ୍ୟୁ ପରେ ପୁଅ ହେଲେ ସରପଞ୍ଚ

ଜୁନାଗଡ଼,୨୫।୨: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭଇଁରୀଗୁଡ଼ା ପଞ୍ଚାୟତ ଉପନିର୍ବାଚନର ଗୁରୁବାର ଫଳାଫଳ ଘୋଷଣା ହୋଇଛି। ଭଇଁରୀଗୁଡ଼ାର ନୂତନ ସରପଞ୍ଚ ଭାବେ ମୃତ କୋଭିଡ୍‌ ଯୋଦ୍ଧା ସରପଞ୍ଚ ଲକ୍ଷ୍ମୀଧର ପାତ୍ରଙ୍କ ପୁଅ ପଞ୍ଚାନନ ପାତ୍ର ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ…

ପଞ୍ଚାୟତ ଉପନିର୍ବାଚନ: ଭୋଟ ବାକ୍ସରେ ୨ ପ୍ରାର୍ଥୀଙ୍କ ଭାଗ୍ୟ

ଜୁନାଗଡ଼,୨୪।୨: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭଇଁରୀଗୁଡ଼ା ପଞ୍ଚାୟତରେ ବୁଧବାର ଉପନିର୍ବାଚନ ସମ୍ପନ୍ନ ହୋଇଛି। ୨ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଭୋଟ ବାକ୍ସରେ ସିଲ୍‌ ହୋଇଛି। ଗୁରୁବାର ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟରେ ଭୋଟ ଗଣତି ହେବ। ଉପନିର୍ବାଚନରେ ପଞ୍ଚାୟତର ଭଇଁରୀଗୁଡା ସମେତ…

ଭଇଁରିଗୁଡା ପଞ୍ଚାୟତ ଉପ ର୍ନିବାଚନରେ ଭାଗ ନେବେ ୩୦୬୯ ଭୋଟର

ଜୁନାଗଡ଼,୨୩।୨(ଡି.ଏନ.ଏ) – କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭଇଁରିଗୁଡା ପଞ୍ଚାୟତ ଉପ ର୍ନିବାଚନ ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି l ଏହି ଉପ ର୍ନିବାଚନରେ ମୋଟ ୩୦୬୯ ଜଣ ଭୋଟର ରହିଥିବା…

କର୍ଲାପାଟ ହାତୀ ମୃତ୍ୟୁ ଘଟଣା: ନିଲମ୍ବିତ ହେଲେ ପ୍ରାଣୀଧନ ନିରୀକ୍ଷକ

ଭବାନୀପାଟଣା,୨୨।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାପାଟ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରାଣୀ ସମ୍ପଦ ବିଭାଗ। କାର୍ଯ୍ୟରେ ଅବହେଳା ନେଇ କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଅଭୟାରଣ୍ୟରେ ୭ ହାତୀଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ…

ହାତୀ ମଡ଼କ ଉପରୁ ହଟିଲା ରହସ୍ୟ

କେସିଙ୍ଗା/ଭବାନୀପାଟଣା, ୨୨।୨ କଳାହାଣ୍ଡି ଜିଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଆସିଥିବା ୩ ଜଣିଆ କେନ୍ଦ୍ରୀୟ ଟିମ୍‌ ରବିବାର ଦିଲ୍ଲୀ ଫେରି ଯାଇଛନ୍ତି। ଏହି ଟିମ୍‌ ହାତୀ ମୃତ୍ୟୁ ସ୍ଥାନ ତେନ୍ତୁଳିପଦର ଓ ଘୁଷୁରିଗୁଡି ସହ ବିଭିନ୍ନ…

କର୍ଲାପାଟ ହାତୀ ମୃତ୍ୟୁ ଘଟଣା: ତଦନ୍ତ କରି ଦିଲ୍ଲୀ ଫେରିଗଲେ କେନ୍ଦ୍ରୀୟ ଟିମ୍‌

ଭବାନୀପାଟଣା,୨୧।୨(ଡି.ଏନ୍‌.ଏ.): କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ପରେ ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ୩ ଜଣିଆ ଟିମ୍‌ କଳାହାଣ୍ଡି ଆସି ଦିନ ତମାମ ହାତୀ ମୃତ୍ୟୁ ସ୍ଥାନ ତେନ୍ତୁଳି ପଦର ଓ ଘୁଷୁରିଗୁଡି ଗାଁକୁ ଯିବା ସହ ବିଭିନ୍ନ ଗାଁକୁ ଯାଇ ତଦନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri