କଳାହାଣ୍ଡି

ମୋତେ ବରବାଦ୍‌ କରିଦେଲା, ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ଦେଇ ଆତ୍ମହତ୍ୟା କଲେ ଯୁବକ

ଭବାନୀପାଟଣା,୨୯ା୪(ସ୍ବ.ପ୍ର.): ପ୍ରେମରେ ମିଳିଲା ଧୋକା। ପ୍ରତାରଣା ସହି ନ ପାଇ ଯୁବକ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ଦେଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରା ଥାନା ଭାଲୁଚୁଆଁ ଗାଁରେ। ମୃତ ଯୁବକଙ୍କ ନାମ ହିମାଂଶୁ…

ଦୁର୍ଗମରେ ଆଦିବାସୀଙ୍କ ଅଭିଶପ୍ତ ଜୀବନ

ଭବାନୀପାଟଣା,୨୯ା୪(ସ୍ବ.ପ୍ର.): ସରକାର ଆଦିବାସୀଙ୍କ ପାଇଁ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନାରେ ସାମିଲ କରିବା ସହିତ ବିକାଶ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ବିକାଶ କ’ଣ ଜାଣି…

ତେଲଙ୍ଗାନାରେ ନିର୍ଯାତିତ: ଲୁଚିକି ଗାଁକୁ ଫେରିଲେ ୩୦ରୁ ଊର୍ଦ୍ଧ୍ୱ ଦାଦନ ଶ୍ରମିକ

ଭବାନୀପାଟଣା,୨୭।୪( ସ୍ବ.ପ୍ର.): କଳାହାଣ୍ଡିରେ ଥମୁନି ଦାଦନ ସମସ୍ୟା। ପୁଣି ନିର୍ଯାତିତ ହୋଇଛନ୍ତି ଶ୍ରମିକ। ତେଲଙ୍ଗାନା ରାଜ୍ୟକୁ କାମ କରିବାକୁ ଯାଇ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଶେଷରେ ୩୦ରୁ ଊଦ୍ଧର୍‌ବ ଶ୍ରମିକ ତେଲଙ୍ଗାନାରୁ ଲୁଚିକି ଗାଁକୁ ଫେରିଛନ୍ତି। ଗୁରୁବାର ନ୍ୟାୟ…

ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ଜିଆର୍‌ଏସ୍‌ଙ୍କ ବଦଳି ବାତିଲ

କର୍ଲାମୁଣ୍ଡା,୨୭ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ(ଜିଆରଏସ୍‌)ଙ୍କୁ ବ୍ଲକର ଅନ୍ୟ ପଞ୍ଚାୟତକୁ ବଦଳି ବିଜ୍ଞପ୍ତି ପ୍ରକାଶ ପରେ କେତେକ ପଞ୍ଚାୟତରେ ସରପଞ୍ଚ ଓ ଜନସାଧାରଣ ଅସନ୍ତୋଷ ପ୍ରକାଶ କରି ବଦଳିକୁ ବାତିଲ ଦାବି କରିଥିଲେ। ଜିଆର୍‌ଏସ୍‌ଙ୍କ ବଦଳିକୁ…

୫ ପୋଷ୍ଟମାଷ୍ଟରଙ୍କ ଇସ୍ତଫା

ଭବାନୀପାଟଣା,୨୬।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଡ଼ାକମଣ୍ଡଳ ଅଧୀନରେ ଥିବା ବିଭିନ୍ନ ପୋଷ୍ଟ ଅଫିସ୍‌ର ୫ଜଣ ପୋଷ୍ଟ ମାଷ୍ଟର କିଛିଦିନ ମଧ୍ୟରେ ଚାକିରିରୁ ଇସ୍ତଫା ଘଟଣା ସାମ୍‌ନାକୁ ଆସିଛି। ସେମାନେ ହେଲେ ଗୋଲାମୁଣ୍ଡା ବ୍ଲକ ବୋରଗୁଡ଼ାରେ କାର୍ଯ୍ୟରତ ଥିବା ଗ୍ରାମୀଣ ଡାକ ସେବକ…

ତରଭୁଜ ଚାଷ ଦେଖିବାକୁ ଯାଇଥିଲେ, ବଜ୍ରପାତ ନେଲା ୨ ଭାଇଙ୍କ ଜୀବନ

ଭବାନୀପାଟଣା,୨୪।୪(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସୋମବାର ସାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ତରଭୁଜ କିଆରୀରେ ଚାଷ ଦେଖୁଥିବାବେଳେ ହଟାତ ବଜ୍ରପାତ ଘଟି ୨ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ହୋଇଛି। ମୃତ ୨ ଭାଇ ହେଲେ କଲମପୁର ବ୍ଲକ ମିନଗୁର ପଞ୍ଚାୟତ…

କେନ୍ଦୁପତ୍ର ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ଯୁବକ ଗୁରୁତର

କୋକସରା,୨୪/୦୪(ଡି.ଏନ.ଏ)କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ରବିବାର ସାରେ ତାଙ୍କୁ ଗୁରୁତର ଅବସ୍ଥାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଧର୍ମଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଭାଲୁ…

୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା

ଭବାନୀପାଟଣା,୨୪।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ବିଜେପୁର ଥାନା ଅଞ୍ଚଳରେ ୨ଜଣ ନାବାଳିକାଙ୍କୁ ଗଣବଳାତ୍କାର କରିବା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ଆଉ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ତାଙ୍କୁ ଖୋଜିବା ପାଇଁ ପୋଲିସ ତନାଘନା ଚଳାଇଛି। ତେବେ…

କାଳବୈଶାଖୀ ହେଲା କାଳ

ବେହେରା,୨୪।୪(ଡି.ଏନ୍‌.ଏ.): ଅଦିନିଆ ବର୍ଷା, କାଳବୈଶାଖୀ ଓ କୁଆପଥର ମାଡ଼ ମାସକ ମଧ୍ୟରେ ବାରମ୍ବାର ହେଉଥିବାରୁ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ବେହେରା ପଞ୍ଚାୟତ ଦଲସର୍ଗି ଗ୍ରାମର ଅନେକ ପନିପରିବା ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ୨୫ରୁ ଅଧିକ ଏକର ଚାଷ…

ମାଟିମାଆର ପୂଜାର୍ଚ୍ଚନା କଲେ ଚାଷୀ: ପାରମ୍ପରିକ କୃଷି ଉପରେ ଗୁରୁତ୍ୱ

କର୍ଲାମୁଣ୍ଡା(ଡିଏନଏ)୨୩/୪: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ସ. ମାଲପଡା ପଞ୍ଚାୟତ ସରଦାପୁରଠାରେ କର୍ଲାମୁଣ୍ଡା ବ୍ଳକ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ନେଇ ରବିବାର ବ୍ଳକ ସ୍ତରୀୟ ଅକ୍ଷୟ ତୃତୀୟା ପାଳନ କରାଯାଇଛି। ଏହି ଅବସରରେ ମାଟିମାଆର ପୂଜାର୍ଚ୍ଚନା ସହିତ ଅଖିମୁଠି ଅନୁକୂଳ…

ଯାତ୍ରୀବାହୀ ବସ୍‌-କାର୍‌ ମୁହାଁମୁହିଁ

କୋକସରା,୨୨ା୪(ଡି.ଏନ୍‌.ଏ.): ଜାତୀୟ ରାଜପଥ ୨୬ କଳାହାଣ୍ଡି ଜିଲା ଆମପାଣି ଘାଟିରେ ଦୁର୍ଘଟଣା ଘଟିଛି। କୋକସରା ବ୍ଲକ ଆମପାଣି ଘାଟିର ବୁଲାଣିରେ ଶନିବାର ଯାତ୍ରୀବାହୀ ଘରୋଇ ବସ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବସ୍‌ ଓ କାରରେ ଥିବା…

ଅନ୍ଧାର ଆଡ଼କୁ ଗତି କରୁଛି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼, ୨୨।୪: (ଡି.ଏନ୍‌.ଏ.) କଳାହାଣ୍ଡି ଜିଲାରେ ବର୍ତ୍ତମାନ ଜମି ମାଫିଆଙ୍କ ଅରାଜକତା ଅନେକ ମାତ୍ରାରେ ବଢ଼ିବାରେ ଲାଗିଛି। ଜମି ମାଫିଆ ଓ ଅଧିକାରୀଙ୍କ ସଲାସୂତରାରେ ଗୋଚର ଜମି ହେଉ, ଦେବୋତ୍ତର ଜମି ହେଉ କିମ୍ବା ସ୍କୁଲ ନିର୍ମାଣ ହୋଇଥିବା ଜମି ହେଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?