କଳାହାଣ୍ଡି

ଭତ୍ତା ପାଇଁ ବୃଦ୍ଧ ଦମ୍ପତି ଚାଲିଲେ ୭ କି.ମି.

କେସିଙ୍ଗା,୧୬।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ଗ୍ରାମପଞ୍ଚାୟତ ପୋଢ଼ଖମ୍ବ ଗ୍ରାମର ନବ ଛତ୍ରିଆ (୭୦), ଫୁଲମତି ଛତ୍ରିଆ (୬୮) ବୃଦ୍ଧ ଦମ୍ପତି ସୋମବାର ଜିଲାପାଳଙ୍କ ଅଭିଯୋଗ ଶିବିରକୁ ଅଭିଯୋଗ କରିବା ପାଇଁ ବ୍ଲକ କାର୍ଯ୍ୟାଳୟ ଆସିଥିଲେ। ବାର୍ଦ୍ଧକ୍ୟ ଭତ୍ତା ପାଇ…

ଓଲଟିଲା ଟ୍ରାକ୍ଟର, ଚାପି ହୋଇ ଚାଳକ ମୃତ

ଜୁନାଗଡ,୧୫।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କାନ୍ଦୁଲବନ୍ଦ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ସାମାନକୁ ଆସିଛି। ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଚାଳକ ଜଣକ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ଗୌଡଛେଣ୍ଡିଆ ଗଁାର ମୁରଲୀ…

ଇନ୍ଦ୍ରାବତୀ ବାମ କେନାଲରୁ ବନ୍ଦ ହେଲା ଜଳସେଚନ

ଭବାନୀପାଟଣା,୧୫।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ବାମ କେନାଲରେ ସୋମବାରଠାରୁ ରବି ଚାଷ ପାଇଁ ଜଳସେଚନ ବନ୍ଦ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଜାନୁୟାରୀ ୭ ତାରିଖରେ ରବି ଚାଷ ପାଇଁ ବାମ କେନାଲରେ ଜଳ ସେଚନ ଆରମ୍ଭ ହୋଇଥିଲା।…

ମାଓବାଦୀଙ୍କ ବନ୍ଦ ଡାକରା: ଡେଟୋନେଟର ଲଗାଇ ରାସ୍ତାରେ ଗଛ ପକାଇ ଅବରୋଧ

ଭବାନୀପାଟଣା,୧୫।୫(ସ୍ବ.ପ୍ର.): ୧୨ ଦଫା ଦାବି ନେଇ କଳାହାଣ୍ଡି ଜିଲା ସମେତ ୬ ଜିଲାକୁ ସୋମବାର ଲାଲବାହିନୀ ବନ୍ଦ ଡ଼ାକରା ଦେଇଛନ୍ତି । ଏ ନେଇ ଗତ କିଛି ଦିନ ତଳେ ସିପିଆଇ ମାଓବାଦୀ ପ୍ରବକ୍ତା ଚକରା ବିଶୋଇଙ୍କ ଏକ ଅଡିଓ ବାର୍ତ୍ତା…

ଲାଞ୍ଜିଗଡ଼ରେ ପୁଣି ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ଫେଲ୍‌

ଲାଞ୍ଜିଗଡ,୧୫।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡଠାରେ ପୁଣି ଥରେ ୫ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ଫେଲ। ଗତ ଏପ୍ରିଲରେ ୯ ଦିନ ନେଟୱର୍କ ନ ଥିଲା। ଏହି ମାସରେ ପୁଣି ଆଜକୁ ୫ ଦିନ ହେଲାଣି ଲାଞ୍ଜିଗଡ ଏବଂ ଏହାର ଆଖପାଖ…

କଳାହାଣ୍ଡିରେ ପୁଣି ଉପସ୍ଥିତି ଜାହିର କଲେ ଲାଲବାହିନୀ: ଏମ୍‌ ରାମପୁର ବ୍ଲକରେ ଲାଗିଲା ମାଓବାଦୀ ପୋଷ୍ଟର

ଭବାନୀପାଟଣା,୧୪।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଏମ୍‌ ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ସଂରକ୍ଷିତ ଜଙ୍ଗଲରେ ଗତ ୯ ତାରିଖ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ପୋଲିସ ଗୁଳିରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଡ଼ିଏସପି ଅତୁଳ…

ମହିଳା ବିଷ ପିଇ ମୃତ୍ୟୁ ଘଟଣା: ସ୍ବାମୀ କୋର୍ଟ ଚାଲାଣ

କୋକସରା,୧୩ା୫(ଡି.ଏନ୍‌.ଏ.): ବିଷ ପିଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମୃତ ଝିଅଙ୍କ ବାପା ପରୀକ୍ଷିତ ନାଏକ କୋକସରା ଥାନାରେ ଜ୍ବାଇଁ ଘାସିରାମଙ୍କ ନାଁରେ ଝିଅକୁ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ଶନିବାର…

ପାରିବାରିକ କଳହରେ ବିଷ ପିଇ ଜୀବନ ହାରିଲେ ବିବାହିତା ମହିଳା

କୋକସରା,୧୨।୫(ଡି.ଏନ.ଏ) ପାରିବାରିକ କଳହ ଅସହ୍ୟ ହେବାରୁ ମାନସିକ ଚାପରେ ଆସି କୀଟନାଶକ ଔଷଧ ପିଇ ବିବାହିତ ମହିଳା ଆତ୍ମହତ୍ୟା କରିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରା ଥାନା କନ୍ଦା ବୁଟୁରା ପଞ୍ଚାୟତ ତୁନଗାଁରେ। ଘାସିରାମ…

୫ ବର୍ଷ ହେଲା ଶେଷ ହେଉନି ପୋଲ କାମ

କେସିଙ୍ଗା, ୧୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅନ୍ତର୍ଗତ ମଶାଣିବନ୍ଧ ଓ ଭମରମାଲ ସଂଯୋଗ କରୁଥିବା ଦେହେରେନ୍‌ ଯୋର ଆଜକୁ ୫ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି। ଏ ନେଇ ଅଞ୍ଚଳବାସୀ ବହୁବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।…

୭ ଦିନ ହେଲା ଜଳ ଯୋଗାଣ ବନ୍ଦ

ଲାଞ୍ଜିଗଡ଼,୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ ସହରରେ ଆଜକୁ ୭ ଦିନ ହେଲା ପୁଣି ଜଳ ସଙ୍କଟ ଦେଖା ଦେଇଛି। ପାଇପରେ ଆସୁଥିବା ପାଣି ସମ୍ପୂର୍ଣ୍ଣ ବନ୍ଦ ହେବା ଫଳରେ ସହରର ବିଭିନ୍ନ ପଡାର ହଜାର ହଜାର ଲୋକ ପାଣି…

ସମନ୍ବିତ ଶିଶୁ ବିକାଶ ଯୋଜନା ବାଟବଣା

ଭବାନୀପାଟଣା,୧୦ା୫(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ ହେବାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଶିଶୁଙ୍କ ସୁରକ୍ଷା ଦିଗରେ ବିଶେଷ ଧ୍ୟାନ ଦିଆଯାଉନାହଁି। ଜିଲାରେ ୨୩୬୨ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ପ୍ରାୟ ୨୦% ଊର୍ଦ୍ଧ୍ୱ କେନ୍ଦ୍ରର…

ମାଓବାଦୀ-ପୋଲିସ ଗୁଳି ବିନିମୟ: ୩ ମାଓବାଦୀ ନିହତ

ମ.ରାମପୁର,୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ମ. ରାମପୁର ବନାଞ୍ଚଳ ଟାପରଙ୍ଗ ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ଘଟିଥିବା ସୂଚନା ମିଳିଛି। ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଡିଏସ୍‌ପି ଅତୁଲ ଦାସ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?