କଳାହାଣ୍ଡି

ନବୋଦୟ ପ୍ରବେଶିକା ପରୀକ୍ଷା ଦେଲେ ୨୫୪ ଛାତ୍ରୀଛାତ୍ର

କୋକସରା,୩୦ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକର ୨ଟି ପରୀକ୍ଷା କେନ୍ଦ୍ର ଜବାହର ଉଚ୍ଚ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ମୋଟ୍‌ ୨୫୪ ଜଣ ଛାତ୍ରୀଛାତ୍ର ନବୋଦୟ ପରୀକ୍ଷା ଦେଇଥିବା ବେଳେ ୧୦୧ ଜଣ ଛାତ୍ରୀଛାତ୍ର ଅନୁପସ୍ଥିତ ରହିଥିବା ସୂଚନା ମିଲିଛି।…

ଓଲଟିଲା ବ୍ୟାଣ୍ଡପାର୍ଟି ଗାଡ଼ି: ଜଣେ ମୃତ

ଜୁନାଗଡ଼,୩୦।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟ୍ରା ଛକ ନିକଟରେ ଶନିବାର ଭୋରରେ ବିବାହ ପ୍ରୋସେସନ ସାରି ଫେରୁଥିବା ବେଳେ ଏକ ବ୍ୟାଣ୍ଡପାର୍ଟି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଜଣେ କଳାକାରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ବାଦ୍ୟଯନ୍ତ୍ର କଳାକାର ଆହତ…

ଗୁପ୍ତଧନ ପାଇବା ଆଶାରେ ବାପାଙ୍କୁ ବଳି ଉଦ୍ୟମ

ଭବାନୀପାଟଣା,୩୦।୪(ସ୍ବ.ପ୍ର): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଧୀନ କଲମପୁର ବେଲପଡ଼ାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁପ୍ତଧନ ପାଇବା ଆଶାରେ ପୁଅ ନିଜ ବାପାଙ୍କୁ ବଳିଦେବାକୁ ଉଦ୍ୟମ କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ବାପାଙ୍କୁ ଉଦ୍ଧାର ବେଳେ…

ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ଯୁବକ ଅଟକ

କୋକସରା,୨୩ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଫୁପଗାଁ ପଞ୍ଚାୟତ ଗତାବନ୍ଧ ଗ୍ରାମର ଜଣେ ଯୁବତୀଙ୍କୁ ସେହି ଗ୍ରାମର ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗରେ କୋକସରା ପୋଲିସ ସଂପୃକ୍ତ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଥିବା ସୂଚନା ମିଳିଛି। ଗତାବନ୍ଧ ଗାଁର…

ଖବର ପ୍ରକାଶ ପାଇବା ପରେ ଦୃଷ୍ଟି ପଡ଼ିଲା; ସୌଭାଗ୍ୟ ପଡ଼ାରେ ଖୋଳା ହେଲା ନଳକୂପ

କୋକସରା,୨୨।୪(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ ପୋଡାଗୁଡା ପଞ୍ଚାୟତର ୱାର୍ଡ ନଂ-୧୨ରେ ଥିବା ସୋଭାଗ୍ୟ ପଡ଼ାରେ ନଳକୂପଟିଏ ନ ଥିବା ରୁ ବର୍ଷ ତମାମ ଜଳକଷ୍ଟ ଭୋଗୁଥିଲେ ପଡାବାସୀ। ଏନେଇ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶିତ ହେବାପରେ ବ୍ଳକ ଉପାଧ୍ୟକ୍ଷ…

ପୁରସ୍କୃତ ହେବ କର୍ଲାମୁଣ୍ଡା ବ୍ଲକ

କର୍ଲାମୁଣ୍ଡା,୨୨ା୪(ଡି.ଏନ୍‌.ଏ.): ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ୨୦୨୦-୨୧ ବର୍ଷ ନିମନ୍ତେ ଓଡ଼ିଶାର ୮ ଜିଲାରୁ ୧୪ଟି ବ୍ଲକ ପୁରସ୍କୃତ ହେବା ପାଇଁ ମନୋନୀତ ହୋଇଛନ୍ତି। ଏହି ମର୍ମରେ କଳାହାଣ୍ଡି…

ଟ୍ରେନ୍‌ ଯୋଗେ ଚାଲାଣ ହେଉଛି କାଠ

କେସିଙ୍ଗା,୨୨ା୪(ଡି.ଏନ୍‌.ଏ.): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ ଲାଞ୍ଜିଗଡ଼ ରେଳ ଷ୍ଟେଶନରୁ ଦୈନନ୍ଦିନ ଜାଳେଣି କାଠ ବିଭିନ୍ନ ଟ୍ରେନ୍‌ ଯୋଗେ ଶୁକ୍ରବାର ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ପ୍ରବଳ ଯାତ୍ରୀଙ୍କ ଗହଳି ସତ୍ତ୍ୱେ ଟ୍ରେନ୍‌ରେ କାଠ ମାଫିଆମାନେ କାଠ ଲଦି ନର୍ଲା,ରୁପ୍ରା ରୋଡ୍‌,…

ପଡ଼ାରେ ନାହିଁ ନଳକୂପ, ପିଉଛନ୍ତି ନଦୀ ପାଣି

କୋକସରା,୨୨।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତର ୧୩ ନମ୍ବର ୱାର୍ଡର ସୋଭାଗ୍ୟପଡାରେ ନଳକୂପ ନ ଥିବାରୁ ବର୍ଷ ତମାମ ପଡାବାସୀ ଜଳକଷ୍ଟ ଭୋଗୁଛନ୍ତି । ଦୀର୍ଘ ୭ ବର୍ଷ ହେବ ପଡା ବସତି ହୋଇଥିବା ବେଳେ ବାରମ୍ବାର ପ୍ରଶାସନ…

ଟଙ୍କା, ଅଳଙ୍କାର ସହ ବାଇକ୍‌ ନେଇଗଲେ

କୋକସରା,୨୧।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ କନ୍ଦାବୁଟ୍ରା ଗାଁର ଲଛମନ ବେହେରାଙ୍କ ଘରୁ ଟଙ୍କା, ସୁନା ଅଳଙ୍କାର ସହ ଏକ ବାଇକ୍‌ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ବୁଧବାର ବିଳମ୍ବିତ ରାତିରେ କବାଟ ଭାଙ୍ଗି ୪ରୁ…

ପାନୀୟ ଜଳଯୋଗାଣ ପାଇଁ ବିଡିଓଙ୍କ ଦ୍ୱାରସ୍ଥ ହେଲେ ମହିଳା

କୋକସରା,୨୦ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର ମହକୁମା କୋକସରା ପଞ୍ଚାୟତର ୯ ନମ୍ବର ଓ୍ବାର୍ଡର ମହିଳାମାନେ ବୁଧବାର କୋକସରା ବିଡିଓଙ୍କୁ ଭେଟି ପାନୀୟ ଜଳ ଯୋଗାଣ ପାଇଁ ଦାବି କରିଛନ୍ତି। କୋକସରା ଗ୍ରାମର ୯ ନମ୍ବର ଓ୍ବାର୍ଡର ଠାକୁରାଣୀ ମନ୍ଦିର…

ଡ୍ରାଇଭର ମହାସଂଘର ରାଜପଥ ଅବରୋଧ, ଯାତ୍ରୀ ହଟହଟା

କେସିଙ୍ଗା,୧୯।୪: ଓଡ଼ିଶା ଡ୍ରାଇଭର ମହାସଂଘ କେସିଙ୍ଗା ଶାଖା ପକ୍ଷରୁ ୧୧ଦଫା ଦାବି ନେଇ କଳାହାଣ୍ଡି ଜିଲା କେସିଙ୍ଗା ସହର ପ୍ରାଣୀ ଚିକିତ୍ସାଳୟ ନିକଟରେ ମଙ୍ଗଳବାର ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି…

ଏମ୍‌ପିଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

କୋକସରା,୧୮।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ନେଗୀଗୁଡାରୁ ବେହେରା ପର୍ଯ୍ୟନ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଗ୍ରାମବାସୀ କଳାହାଣ୍ଡି ଏମ୍‌ପି ବସନ୍ତ କୁମାର ପଣ୍ଡାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri