୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ
ଲାଞ୍ଜିଗଡ଼,୧୫।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ ଯୋଜନା ଫେଲ୍ ହୋଇଥିବା ଅଭିଯୋଗ ହେଉଛି। ତ୍ରିଲୋଚନପୁର ପଞ୍ଚାୟତରେ ଲଡ଼ାଙ୍ଗ, ଫୁଲଡୁମେର, ଆମ୍ବଗୁଡ଼ା, ଗଉଡ଼ଥୁଆଗୁଡା ଓ ତ୍ରିଲୋଚନପୁର ସମେତ ୫ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି।…
ବୋଲେରୋରେ ପିଟି ହୋଇ ଛିଟିକି ପଡ଼ିଲେ ସାଇକେଲ ଆରୋହୀ, ଚାପିଦେଲା ହାଇଓ୍ବା
ଭବାନୀପାଟଣା/ଜୁନାଗଡ଼(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ବଳଦିଆମାଳ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ହାଇଓ୍ବା ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ସହଦେ ନାଏକ ହୋଇଥିବା ବେଳେ…
ପଦଯାତ୍ରା କରି ପ୍ରଚାର ଆରମ୍ଭ କଲେ ଲଳିତା
କେସିଙ୍ଗା,୮।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନରୁ ବିଜେଡି ଲଳିତା ନାଏକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ସାଗର ଚରଣ ଦାଶଙ୍କୁ ଟିକେଟ ଦେଇଛି। ଭାଜପା ବିଧାୟକ ପ୍ରଦୀପ୍ତ ନାୟକଙ୍କୁ ପ୍ରାର୍ଥୀ କରିଛି। ଭବାନୀପାଟଣା ବିଧାନସଭ ସଭା ଆସନରେ…
ମିଳିଲା ପ୍ରତିଶ୍ରୁତି, ହେଲାନି ସମାଧାନ
ଭବାନୀପାଟଣା,୮।୪(ଉତ୍ତମ କୁମାର ଦାଶ): ନିର୍ବାଚନ ପରେ ନିର୍ବାଚନ ଆସୁଛି। ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି। ହେଲେ ସମାଧାନ ହେଉ ନାହିଁ। ଏପରି ଏକ ଉଦାହରଣ ଭାବେ କଳାହାଣ୍ଡି ଜିଲା କଲମପୁର ବ୍ଲକ ଖଣ୍ଡି ଡଙ୍ଗରୀଗୁଡା ହାତୀ ନଦୀଘାଟରେ ପୋଲ ନିର୍ମାଣ କାମରେ…
ଜେଲ୍ରୁ ଫେରାର ହେଲେ ୨ କଏଦୀ
ଭବାନୀପାଟଣା,୭।୪ (ଉତ୍ତମ କୁମାର ଦାଶ): ଜିଲା ମୁଖ୍ୟ କାରାଗାରରୁ ଫେରାର୍ ହୋଇଛନ୍ତି ୨ କଏଦୀ। କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ କାରାଗାରରୁ ଦୁଇ ବିଚାରାଧୀନ ବନ୍ଦୀ ଫେରାର ହୋଇଛନ୍ତି। ଏନେଇ ଜେଲ ସୁପରିଟେଣ୍ଡଣ୍ଟ ସୂଚନା ଦେଇଛନ୍ତି। ରବିବାର ସକାଳୁ…
କଳାହାଣ୍ଡିରେ ପରିବାରବାଦ ଅନ୍ୟ ନେତାଙ୍କ ବାଟ ରୋକୁଛି
ଭବାନୀପାଟଣା,୭।୪(ଉତ୍ତମ କୁମାର ଦାଶ): ରାଜନୀତିରେ ପରିବାରବାଦ, ବଂଶବାଦକୁ ନେଇ ଉଭୟ ଶାସକ ଓ ବିରୋଧୀ ମଧ୍ୟରେ ବିଭିନ୍ନ ସମୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି। ଏପରିସ୍ଥଳେ କଳାହାଣ୍ଡି ରାଜନୀତିରେ ପରିବାରବାଦର ଚିତ୍ର ଦେଖିବାକୁ ମିଳିଛି। ଏଠାରେ ବାପ,ପୁଅ, ସ୍ତ୍ରୀ, ନାତି, ବୋହୂ, ଭାଇ…
ବିବାହ ଭୋଜି ଚୁଲିରେ ପଡ଼ିଗଲା ଶିଶୁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
କୋକସରା,୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା। ଦୁର୍ଯୋଧନ ମାଝୀଙ୍କ ୩ ବର୍ଷର ଶିଶୁପୁତ୍ର ମୋଟୁ ମାଝୀ ଶୁକ୍ରବାର ନିଆଁରେ ପୋଡ଼ି ଆହତ ହୋଇଛନ୍ତି । ଗାଁରେ ଏକ ବିବାହ…
ପରିଶ୍ରମ ତୁଳନାରେ ମିଳୁନି ପ୍ରାପ୍ୟ
କୋକସରା,୪।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ)କଳାହାଣ୍ଡି ଜିଲା କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଆମପାଣି, ବରାଡ଼ଙ୍ଗା, ପୋ ଗୋତମୁଣ୍ଡା, ଡୁଡୁକାଠେଙ୍ଗା, ମହିମା ପଞ୍ଚାୟତର ଉଣାଅଧିକ ସମସ୍ତ ଗାଁରେ ଏବେ ମହୁଲ ଫୁଲ ସଂଗ୍ରହ ହେଉଛି। ଚୈତ୍ର ମାସରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମହୁଲ…
କଳାହାଣ୍ଡି ଏମ୍ପି ପ୍ରାର୍ଥୀ ଲମ୍ବୋଧରଙ୍କ ନିର୍ବାଚନ ପ୍ରଚାର ଆରମ୍ଭ
ଭୁବନେଶ୍ୱର,୪।୨: ଟିକେଟ୍ ପାଇବା ପରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ବିଜେଡିର କଳାହାଣ୍ଡି ଏମ୍ପି ପ୍ରାର୍ଥୀ ଲମ୍ବୋଧର ନିଆଲ। ସେ ପ୍ରଥମେ ଦଳୀୟ କର୍ମକର୍ତ୍ତାଙ୍କ ସହ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ପରେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏପରିକି ଗାଁକୁ ଗାଁ…
ଓଢ଼ଣୀ ଲଗାଇ ଗଛରେ ଝୁଲିପଡ଼ିଲେ ଯୁବତୀ
କୋକସରା,୩୦ା୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କୁଟରୁ ଗ୍ରାମର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ନିକଟସ୍ଥ ସାହାଜଖୋଲ ଜଙ୍ଗଲର ଗିରଳିମାଲ ନିକଟରେ ଥିବା ଚାଷଜମିରେ ଥିବା କୁସୁମ ଗଛରେ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି।…
‘ଆଉ ତତେ ଗ୍ରହଣ କରିବି ନାହିଁ’
ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଖଗେଶ୍ବର ମାଝି (୨୭)।…
ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ
ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା ଅନୁଯାୟୀ, ପୂଜକମାନେ ସାତଟି ନୂଆ ଚାଙ୍ଗୁଡ଼ିରେ ଖଣ୍ଡାବସା ନଦୀରୁ ବାଲି ଆଣି ବିଭିନ୍ନ ପ୍ରକାର…

