ଜୁନାଗଡ଼ ବ୍ୟାଡ୍ମିଣ୍ଟନ ଆସୋସିଏଶନରେ ଫାଟ
ଭବାନୀପାଟଣା,୩।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ୟାଡ୍ମିଣ୍ଟନ ଆସୋସିଏଶନରେ ଏବେ ଫାଟ ଦେଖିବାକୁ ମିଳିଛି। ଏକାଥରକେ ସମ୍ପାଦକ, କାର୍ଯ୍ୟକାରୀ ସଭାପତି, ଉପସଭାପତି ଓ ସହସମ୍ପାଦକ ସମେତ ୪ଜଣ ଇସ୍ତଫା ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବର୍ତ୍ତମାନ ପ୍ରତ୍ୟକ୍ଷ ହେଉ କିମ୍ବା…
ଅବ୍ୟବସ୍ଥାରେ କେସିଙ୍ଗା ମୁଖ୍ୟ ପୋଷ୍ଟ ଅଫିସ
କେସିଙ୍ଗା,୩।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ମୁଖ୍ୟ ପୋଷ୍ଟ ଅଫିସ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ପୋଷ୍ଟ ଅଫିସ ଦିନକୁ ଲକ୍ଷ ଲକ୍ଷ ଟଙ୍କା କାରବାର ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ଓ ଅବହେଳା ଯୋଗୁ ଅବ୍ୟବସ୍ଥା ଲାଗି…
୬୯ ବର୍ଷ ହେଲା ଭଡ଼ାଘରେ ପଞ୍ଚାୟତ କାର୍ଯ୍ୟାଳୟ
ଲାଞ୍ଜିଗଡ଼,୩୧।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ୬୯ ବର୍ଷ ହେଲା ଭଡ଼ାଘରେ ଚାଲିଛି। ଆଜିପର୍ଯ୍ୟନ୍ତ ପଞ୍ଚାୟତର ନିଜସ୍ବ ଘର ନ ଥିବାରୁ ଲାଞ୍ଜିଗଡ଼ ସମବାୟ ସମିତି ଅଫିସ କାର୍ଯ୍ୟାଳୟରେ ଚାଲୁଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ୧୯୫୬…
ସ୍ତ୍ରୀଙ୍କ ସହ ଚାଲିଥିଲା ଛାଡ଼ପତ୍ର ମାମଲା, ଶୋଇବା ଘରେ ଝୁଲିପଡ଼ିଲେ ଶିକ୍ଷକ
କର୍ଲାମୁଣ୍ଡା,୨୯ା୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ରିଂଜା ଗ୍ରାମର ଶିକ୍ଷକ ଜଗନ୍ନାଥ ବାଗ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ମ.ରାମପୁର ବ୍ଲକର ସାଗରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ତେବେ ମଙ୍ଗଳବାର ରାତିରେ ତାଙ୍କ ଶୋଇବା କୋଠରିରେ…
ଭଙ୍ଗା ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ
ଭବାନୀପାଟଣା,୨୭।୩(ସ୍ବ.ପ୍ର.):ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହେଉଛି। କେତେବେଳେ ପକ୍କାଘର ପାଇଁ ଯୋଜନା ତ ପୁଣି କେତେବେଳେ ଘର ମରାମତି ପାଇଁ ଯୋଜନା ପ୍ରଣୟନ ହେଉଛି। ହେଲେ ଏସବୁ ଯୋଜନା ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି ସେଥିପ୍ରତି ସରକାରଙ୍କ ଦୃଷ୍ଟି ନାହିଁ। ଗ୍ରାମାଞ୍ଚଳର…
ପୁଣି କଳାହାଣ୍ଡି ଦାଦନ ଶ୍ରମିକଙ୍କ ମୃତ୍ୟୁ
କୋକସରା,୨୬।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲାର ଦାଦନ ଦୁଃଖ ସରିବାର ନାଁ ଧରୁନାହିଁ। ଗତ ୩ ମାସ ମଧ୍ୟରେ କୋକସରା ବ୍ଲକର ୩ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ଜଣେ ଦାଦନ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ତାମିଲନାଡୁ ରାଜ୍ୟର କୋଏମ୍ବାଟୁର କାଦୁବାଟି…
ଚଳନ୍ତା ଟ୍ରେନ୍ ତଳେ ସେଲ୍ଫି ଷ୍ଟଣ୍ଟ୍
ଭବାନୀପାଟଣା,୨୬।୩(ସ୍ବ.ପ୍ର.): ବିପଦପୂର୍ଣ୍ଣ ସେଲ୍ଫି ଉଠାଇବା ନିଶା ଯୁବପିଢ଼ିଙ୍କୁ ଘାରିଛି। ଏଥିରେ ଜୀବନହାନି ହେଉଥିବାର ଅନେକ ନଜିର ରହିଥିଲେ ମଧ୍ୟ ସେମାନଙ୍କ ଉପରେ ପ୍ରାୟତଃ ପ୍ରଭାବ ପଡ଼ୁନାହିଁ। ଏହା ଏକପ୍ରକାର ଟ୍ରେଣ୍ଡ ଓ ପ୍ରତିଯୋଗିତା ପାଲଟିଥିବା ମନେହେଉଛି। ସୋସିଆଲ ମିଡିଆରେ ସେଲ୍ଫି ପୋଷ୍ଟ…
ମଦ ପିଇ ଗାଡ଼ି ଚଳାଇବା ପଡ଼ିଲା ମହଙ୍ଗା, ୩ ଜଣଙ୍କୁ ବାନ୍ଧିଲା ପୋଲିସ
ଜୁନାଗଡ଼,୨୫ା୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ପୋଲିସ ଏବେ ଆକ୍ସନ ମୋଡ୍ରେ ରହିଥିବା ଦେଖିବାକୁ ମିଳିଛି। ଶନିବାର ପୁଣି ୩ ମଦ୍ୟପଙ୍କୁ ବାଇକ୍ ଚଳାଇଲା ବେଳେ ଧରି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ପକ୍ଷରୁ ଏମ୍ଭିଆଇ ଗାଡ଼ି ଯାଞ୍ଚ…
୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପରେ ମୃତଦେହ ଗାଁକୁ ନେଲେ ପରିବାର ଲୋକେ
କୋକସରା,୨୫ା୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଘାଟିରେ ଶନିବାର ଟ୍ରକ୍ ଧକ୍କାରେ ଗୁରୁତର ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଆଜି ଆମପାଣି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ଆମପାଣି ଘାଟିର କୁସୁମଜୋର ବୁଲାଣି…
ସ୍ୱାସ୍ଥ୍ୟକର୍ମୀ ଦ୍ୱାରା ଚାଲିଛି ରୋଗୀ ସେବା
କେସିଙ୍ଗା,୨୫।୩(ଡି.ଏନ.ଏ.): ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ବିଭିନ୍ନ ମେଡିକାଲର ଭିତ୍ତିଭୂମି ସଜାଡ଼ିବା ଦିଗରେ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। କିନ୍ତୁ ଅନେକ ମେଡିକାଲରେ ଆବଶ୍ୟକ ଡାକ୍ତର ନ ଥିବା ଅଭିଯୋଗ ହେଉଛି। କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ…
୩ ମାସର ପିଡିଏସ୍ ଚାଉଳ ହଡ଼ପ
ଲାଞ୍ଜିଗଡ଼,୨୪।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ମଳିଜୁବାଙ୍ଗ ପଞ୍ଚାୟତରେ ୩ ମାସର ୭୨ କୁଇଣ୍ଟାଲ ପିଡିଏସ ଚାଉଳ ହଡ଼ପ କରିଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଜିଲାପାଳ ଏହାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ…
ଦୀର୍ଘ ଦିନର ଦାବି ପରେ ମିଳିଲା ରାଜସ୍ବ ଗ୍ରାମ ମାନ୍ୟତା
କୋକସରା,୨୩।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ ଅଧୀନ ଆମପାଣି ପଞ୍ଚାୟତ ପାତ୍ରବସା ଗ୍ରାମକୁ ଦୀର୍ଘ ବର୍ଷ ପରେ ରାଜସ୍ବ ଗ୍ରାମର ମାନ୍ୟତା ମିଳିିଛି। ପୂର୍ବରୁ ଉକ୍ତ ଗ୍ରାମ କନ୍ଦାଗଡ ରାଜସ୍ବ ଗ୍ରାମ ଅଧୀନରେ ରହିଥିଲା। ପାତ୍ରବସା ଗ୍ରାମବାସୀ ଦୀର୍ଘଦିନ ହେଲା ରାଜସ୍ବ…
Archives


