କଳାହାଣ୍ଡି

ଖଟିଆରେ ୩ କିଲୋମିଟର ବୁହାହେଲେ ଗର୍ଭବତୀ

କୋକସରା,୩ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରୁ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଚିତ୍ର। କୋକସରା ବ୍ଲକ ଆମପାଣି ପଞ୍ଚାୟତର ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ଗିରଳିମାଲ ଗାଁକୁ ଭଲ ରାସ୍ତା ଟିଏ ନ ଥିବାରୁ ଗାଁକୁ ଯାଇ ପାରି ନ…

ତେଲଙ୍ଗାନାର ୬ ଶ୍ରମିକ ଉଦ୍ଧାର ପାଇ ଗାଁକୁ ଫେରିଲେ

ଭବାନୀପାଟଣା,୧।୨(ଉମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ବ୍ଲକ ସାଁଦୁଲ ବ୍ୟାରେଜରେ ଗତ ୪ ମାସ ହେବ ତେଲଙ୍ଗାନା ମେହବୁବନଗର ଜିଲା ଶେଖପାଲେ ଓ ନେଇନାନପାଲି ଅଳର ୬ଜଣ ଦାଦନ ଶ୍ରମିକ କାମ କରୁଥିଲେ। ସମସ୍ତେ ଆଦିବାସୀ ସମ୍ପ୍ରଦାୟର ହୋଇଥିବାବେଳେ…

ବଦଳିଲେ କେସିଙ୍ଗା ଏନ୍‌ଏସି ନିର୍ବାହୀ ଅଧିକାରୀ, ରାସ୍ତାରୁ ହଟିଲେ ଆନ୍ଦୋଳନକାରୀ

କେସିଙ୍ଗା,୩୧ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର କାର୍ଯ୍ୟରତ ନିର୍ବାହୀ ଅଧିକାରିଣୀଙ୍କ ବଦଳି ନେଇ ବ୍ଲକ ସମ୍ମୁଖରେ ଜାତୀୟ ରାଜପଥ୨୬କୁ ବୁଧବାର ବିକାଶ ମଞ୍ଚ ପକ୍ଷରୁ ଅବରୋଧ କରାଯାଇଥିଲା। ଦୁଇଦିନ ଧରି ଏନ୍‌ଏସି ସମ୍ମୁଖରେ ବିକାଶ ମଞ୍ଚ ପକ୍ଷରୁ ନିର୍ବାହୀ ଅଧିକାରିଣୀ…

‘ସମସ୍ୟା ଜଣାଇଲେ କର୍ଣ୍ଣପାତ କରୁନାହାନ୍ତି’

କେସିଙ୍ଗା,୨୯।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ନିର୍ବାହୀ ଅଧିକାରିଣୀଙ୍କ ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦରେ ସହରବାସୀଙ୍କ ପକ୍ଷରୁ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ସୋମବାରଠାରୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି। ସହରବାସୀ ନିର୍ବାହୀ ଅଧିକାରିଣୀଙ୍କୁ କୌଣସି ସମସ୍ୟା ସଂକ୍ରାନ୍ତରେ ଜଣାଇଲେ କର୍ଣ୍ଣପାତ…

ଦୋକାନୀଙ୍କ ମନମାନି, ପଞ୍ଚାୟତର ଅଙ୍କୁଶ ନାହିଁ

ରିଷିଡ଼ା,୨୯।୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବୃହତ ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ରିଷିଡା ନାନା ଅବ୍ୟବସ୍ଥାରେ ଚାଲିଛି। ପଞ୍ଚାୟତ ପକ୍ଷରୁ ପ୍ରଦାନ କରାଯାଇଥିବା ଦୋକାନ ଗୃହ ପାଇଥିବା ଦୋକାନୀମାନେ ମନଇଚ୍ଛା ଦୋକାନ ଗୃହ ରାସ୍ତା ଆଗକୁ ନିର୍ମାଣ କରୁଛନ୍ତି। ଫଳରେ ରିଷିଡା,…

୧୨୯ ପିଲାଙ୍କୁ ଜଣେ ଶିକ୍ଷକ

କର୍ଲାମୁଣ୍ଡା,୨୯।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ଜଣେ ମାତ୍ର ସରକାରୀ ଶିକ୍ଷକଙ୍କ ଦ୍ୱାରା ଶିକ୍ଷାଦାନ ଚାଲିଛି। ୧୯୮୪ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ନବମ ଶ୍ରେଣୀରେ ୪୧ଜଣ ଛାତ୍ରୀଛାତ୍ର ଓ…

୨୨୦ ତୀର୍ଥ ଯାତ୍ରୀଙ୍କ ଗୟା, ବାରାଣସୀ ଯାତ୍ରା

ଭବାନୀପାଟଣା,୨୮।୧(ଉତ୍ତମ କୁମାର ଦାଶ): ଭବାନୀପାଟଣାସ୍ଥିତ ରେଡକ୍ରସ କଲ୍ୟାଣ ମଣ୍ଡପଠାରେ କଳାହାଣ୍ଡି ଜିଲାର ୨୨୦ ତୀର୍ଥ ଯାତ୍ରୀଙ୍କ ଗୟା ଓ ବାରାଣସୀ ଯାତ୍ରା ଆରମ୍ଭ କରିଛନ୍ତି। ଭତୀର୍ଥ ଯାତ୍ରୀ ବାନୀପାଟଣାରୁ ୬ଟି ବସ୍‌ ଯୋଗେ ରାୟଗଡ଼ାକୁ ଯାଇ ସେଠାରୁ ରେଳ ଯୋଗେ ଗୟା…

ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଶ୍ରମିକ, ଭାଇରାଲ ହେଉଛି ଭିଡିଓ…

କର୍ଲାମୁଣ୍ଡା,୨୭ା୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ର ଗଜବାହାଲ ପଞ୍ଚାୟତ କଅଁସିଲ ଗାଁରେ ନିର୍ମାଣାଧୀନ ପାଣିଟାଙ୍କି ଉପରେ ଚଢ଼ି ଜଣେ ଶ୍ରମିକ ଆତ୍ମହତ୍ୟା ଉଦ୍ୟମ କରୁଥିବା ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଯୁବକ ଜଣକ ନବରଙ୍ଗପୁର ଜିଲାର…

ବସ୍‌ ଭିତରେ ଯୁବତୀଙ୍କ ମଥାରେ ଜୋରଜବରଦସ୍ତ ସିନ୍ଦୂର ବୋଳିଲେ ପ୍ରେମିକ

ଭବାନୀପାଟଣା,୨୭।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାରେ ଫିଲ୍ମ ଷ୍ଟାଇଲରେ ପ୍ରେମ ନିବେଦନ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବସ ଭିତରେ ଜଣେ ଯୁବତୀଙ୍କ ମଥାକୁ ମୁହଁକୁ ସିନ୍ଦୂର ବୋଳିବା ମହଙ୍ଗା ପଡିଛି ଜଣେ ପ୍ରେମିକଙ୍କୁ। ଶେଷରେ ପୋଲିସ ଦ୍ୱାରା…

ବସନ୍ତ ପଣ୍ଡାଙ୍କୁ ଦାଦା ସାହେବ ଫାଲକେ ଆଇକନ ଆୱାର୍ଡ

ଭବାନୀପାଟଣା/ନୂଆପଡ଼ା,୨୫।୧(ଉତ୍ତମ କୁମାର ଦାଶ/ ମକାରୁ ବେମାଲ) କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡାଙ୍କୁ ଓଡ଼ିଶାର ବେଷ୍ଟ ଆଇକନ ଏମ୍‌ପି ଭାବେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ ପାଳିକା କେନ୍ଦ୍ରଠାରେ ଦାଦା ସାହେବ ଫାଲକେ ଆୱାର୍ଡ ଫିଲ୍ମ ଅନୁଷ୍ଠାନ ତଥା ଡିପିଆଇଏଏଫ୍‌ ଏନ୍‌ଜିଓ…

କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝି

ଭବାନୀପାଟଣା,୨୪ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପୂର୍ବତନ ମନ୍ତ୍ରୀ ତଥା ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝି ବୁଧବାର ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଭବାନୀପାଟଣା ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ସମର୍ଥକଙ୍କ ସହ ବଳଭଦ୍ର…

ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ୱାର୍ଡରେ ଲାଗିଲା ନିଆଁ

ଭବାନୀପାଟଣା,୨୩।୨୪ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ମହିଳା ଓ ଶିଶୁ ୱାର୍ଡରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ଡାକ୍ତର ଖାନାର ଚତୁର୍ଥ ମହଲାରେ ଏହି ନିଆଁ ଲାଗି ଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?