କଳାହାଣ୍ଡି

ପାଣିରେ ବୁଡ଼ିଛି ଧାନତଳି, ଆଶଙ୍କାରେ ଚାଷୀ

କର୍ଲାମୁଣ୍ଡା,୨ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଦୁଇଦିନ ଧରି ପ୍ରବଳ ବର୍ଷା ଯୋଗୁ ନଦୀନାଳ ଭର୍ତ୍ତି ହୋଇଥିବା ବେଳେ ଚାଷୀଙ୍କ ଜମି ମଧ୍ୟ ଜଳ ମଗ୍ନ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ ରୁଆ ଓ ବେଉଷଣ ହୋଇଥିବା...

ଲଗାଣ ବର୍ଷାରେ ଧସିଲା ଘର, ଚାପି ହୋଇଗଲେ ଗୋଟିଏ ପରିବାରର ୬ ସଦସ୍ୟ

ଭବାନୀପାଟଣା,୨ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ବିମଳା ଗ୍ରାମରେ ବୁଧବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଲଗାଣ ବର୍ଷା ଯୋଗୁ ଏଠାକାର ଗୋଟିଏ ଘର ହଠାତ୍‌ ଧସିପଡ଼ିବାରୁ ପରିବାରର ୬ ଜଣ ସଦସ୍ୟ ତଳେ ଚାପିହୋଇ...

ଶୁଣିଲାନି କ୍ଷୁଦ୍ର ଜଳସେଚନ ବିଭାଗ, ନିଜସ୍ବ ଉଦ୍ୟମରେ ଭଙ୍ଗା କେନାଲକୁ ମରାମତି କରି ଜଳସେଚନ କରୁଛନ୍ତି ଚାଷୀ

କୋକସରା,୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)ଜଳସେଚନର ସୁବ୍ୟବସ୍ଥା ଓ ଚାଷୀଙ୍କ ଚାଷଜମିକୁ ଜଳସେଚନ ପାଇଁ କୋଟି କୋଟି ଟଙ୍କା ଅନୁଦାନରେ କଳାହାଣ୍ଡି ଜିଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ କ୍ଷୁଦ୍ର ଜଳସେଚନ ଅଣୁ ବିଭାଗ ପକ୍ଷରୁ ଚେକ ଡ୍ୟାମ ନିର୍ମାଣ କରାଯାଇଛି ।...

ଶ୍ରେଣୀ ଗୃହରେ ପଶିଲା ପାଣି

ଏମ. ରାମପୁର,୧।୮(ଶଶିଭୂଷଣ ପ୍ରହରାଜ ): କଳାହାଣ୍ଡି ଜ଼ିଲାର ସବୁଠୁ ପୁରୁଣା ନୋଡାଲ ୟୁପି ସ୍କୁଲ ପରିସରରେ ବର୍ଷା ପାଣି ପଶିଛି। ସ୍କୁଲ ଖାଲୁଆ ସ୍ଥାନରେ ଥିବାରୁ ବର୍ଷା ଜଳ ନିଷ୍କାସିତ ହୋଇପାରି ନାହିଁ। ସ୍ଥାନ ଅଭାବ ହେତୁ କ୍ଲାସ ପରିଚାଳନା...

ଆୟୁଷ ବିଦ୍ୟାଳୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ

କେସିଙ୍ଗା,୩୧।୭(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଆୟୁଷ ବିଭାଗ ପକ୍ଷରୁ ଜିଲା ହୋମିଓ ପ୍ୟାଥିକ ଚିକିତ୍ସା ଅଧିକାରିଣୀ ଡ଼.ଅଭାମୟୀ ନାୟକଙ୍କ ନେତୃତ୍ୱରେ ଆୟୁଷ ବିଦ୍ୟାଳୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସୋମବାର...

ଚାଷଜମିରୁ ଚାଷୀଙ୍କ ମୃତଦେହ ଜବତ, କାରଣ ଅସ୍ପଷ୍ଟ

ଚାଷଜମିରୁ ଚାଷୀଙ୍କ ମୃତଦେହ ଜବତ, କାରଣ ଅସ୍ପଷ୍ଟ କୋକସରା,୩୧।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ):କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ କନ୍ଦାବୁଟୁରା ପଞ୍ଚାୟତ ତୁନଗାଁର ଚାଷୀ ରାଜିନ ଶବର(୪୦)ଙ୍କ ମୃତଦେହ ଚାଷ ଜମିରୁ ଜବତ ହୋଇଛି। ସୂଚନା ଯେ, ସୋମବାର ପୂର୍ବାହ୍ନ...

ନିର୍ମାଣର ୨ ମାସ ନ ପୂରୁଣୁ ଦବିଗଲା

କୋକସରା,୩୦।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରାରୁ ଚିକିଲିକୁ ସଂଯୋଗୀକରଣ ପାଇଁ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିଲା। ହେଲେ କାର୍ଯ୍ୟ ସମ୍ପାଦନ ହେବାର ୨ ମାସ ମଧ୍ୟ ହୋଇ ନ ଥିବା ବେଳେ...

ସରକାରୀରେ ୩୫୦, ବେସରକାରୀରେ ହଜାର ହଜାର

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦଶ)କଳାହାଣ୍ଡି ଜିଲାରୁ ପ୍ରତିବର୍ଷ ହଜାର ହଜାର ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଚଳିତବର୍ଷ ଜିଲାରେ ମରୁଡ଼ି ଆଶଙ୍କା ଲାଗି ରହିଥିବାରୁ ଏଥର ଅଧିକ ଶ୍ରମିକ ଦାଦନମୁହାଁ ହେବେ ବୋଲି ଅନୁମାନ କରାଯାଉଛି। ପ୍ରାୟତଃ ନୂଆଁଖାଇ...

ନିର୍ମାଣର ଦୁଇ ମାସ ନ ପୂରୁଣୁ ଦବିଲା ରାସ୍ତା

କୋକସରା,୨୯ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର କୋକସରାରୁ ଚିକିଲିକୁ ସଂଯୋଗୀକରଣ ପାଇଁ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିଲା। କାର୍ଯ୍ୟ ସମ୍ପାଦନ ହୋଇ  ୨ ମାସ ହୋଇ ନ ଥିବା ବେଳେ...

ନିଆଁରେ ପୋଡ଼ି ମହିଳାଙ୍କ ମୃତ୍ୟୁ ଘଟଣା: ନ୍ୟାୟ ପ୍ରଦାନ ଦାବିରେ ଥାନାର ଦ୍ୱାରସ୍ଥ ବାପଘର ଲୋକେ

କୋକସରା,୨୯ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡ଼ା ଗ୍ରାମରେ ଗତ ରବିବାର ଜୟନ୍ତ ନାଗଙ୍କ ସ୍ତ୍ରୀ ଉର୍ମିଳାଙ୍କୁ ସ୍ବାମୀ ଜୟନ୍ତ, ଶାଶୁ ଓ ବଡ଼ ଯା’ ମିଶି ପେଟ୍ରୋଲ ଢାଳି ପୋଡ଼ି ମାରିବା ଘଟଣାରେ ମୃତ...

ଭାରୀଯାନ ଚଳାଚଳ ବନ୍ଦ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ ଗ୍ରାମବାସୀ

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା କେସିଙ୍ଗା ବ୍ଲକର କିକିଆଠାରୁ ପିପଲପଦର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ବହୁ ଅର୍ଥ ବ୍ୟୟରେ ରାସ୍ତା କାମ ଚାଲୁଛି। ଉକ୍ତ ରାସ୍ତାଟି ପଥର୍ଲା ପଞ୍ଚାୟତ, କୁଣ୍ଡାବନ୍ଧ ପଞ୍ଚାୟତ ମଧ୍ୟ ଦେଇ...

ଦାନାରୀଗୁଡ଼ା-ପୁକେର ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଲାଞ୍ଜିଗଡ଼,୨୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଦାନାରୀଗୁଡାଠାରୁ ପୁକେର ଗାଁକୁ ଯୋଗାଯୋଗ ବିଛିନ୍ନ ହେଇଯାଇଛି। ଦାନାରୀଗୁଡାଠାରୁ ପୁକେର ଗାଁକୁ ସଂଯୋଗ କରୁଥିବା ଆର୍‌ଡି ରାସ୍ତା ଓ ଗାର୍ଡୱାଲ କାମ ନିମ୍ନମାନର ହୋଇଥିବାରୁ ନିର୍ମାଣର ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri