ଦୁର୍ଗା ପୂଜା ଦେଖିବାକୁ ଯିବା ବାଟରେ ସାମ୍ନାରୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ୮ ଗୁରୁତର
ଭବାନୀପାଟଣା,୫।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ବୁଧବାର ଏକ ଅଟୋ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର…
ବୁଲିଲା ମା’ଙ୍କ ବିଜୟ ଛତର ଯାତ୍ରା: ଦର୍ଶନ କରି ଶୁଭ ମନାସିଲେ ଶ୍ରଦ୍ଧାଳୁ
କୋକସରା,୫।୧୦(ଡି.ଏନ.ଏ): ପାର୍ବଣରେ ଶାରଦୀୟ ଦୁର୍ଗାପୂଜା ଅବସରରେ ଦେବଦେବୀଙ୍କ ପୂଜାରେ ପୁରପଲ୍ଲୀ ଉତ୍ସବ ମୁଖର ହୋଇପଡ଼ିଛି। କଳାହାଣ୍ଡି ଜିଲାର ବିଭିନ୍ନ ଶକ୍ତିପୀଠରେ ମା’ଙ୍କ ରକ୍ତଭୋଗ ଲାଗି ହେଉଥିବା ବେଳେ କୋକସରା ବ୍ଲକ ଚିଲିଗୁଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସର୍ବମଙ୍ଗଳାଙ୍କଠାରେ ଶୁକ୍ଳଭୋଗ ଲାଗି…
କଳାହାଣ୍ଡିରେ ଅଘଟଣ: ସାନ ଭାଇଙ୍କ ସହଯୋଗରେ ବଡ଼ ଭାଇଙ୍କୁ ହତ୍ୟାକରି ପୋତିଦେଲେ ମଝିଆ ଭାଇ
ଭବାନୀପାଟଣା,୪।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ତିଲଯୋଡି ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିିଛି। ଚାଷ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ବଡ଼ ଭାଇଙ୍କୁ ମଝିଆ ଭାଇ ହତ୍ୟା କରିଛନ୍ତି। ଏପରିକି ଏହି ହତ୍ୟାକାଣ୍ଡରେ ସାନଭାଇ…
ଛତର ଯାତ୍ରାରେ ରକ୍ତରଞ୍ଜିତ ହେଲା ରାଜପଥ
ଭବାନୀପାଟଣା,୩।୧୦(ସ୍ବ.ପ୍ର.): କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସୋମବାର ଭବାନୀପାଟଣାରେ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଭୋର ୫ଟାରୁ ମା’ଙ୍କ ଛତର ଜେନାଖାଲରୁ ବାହାରି ମନ୍ଦିର ଅଭିମୁଖେ ଅଛନ୍ତି। ଗତ ୨ବର୍ଷ ଧରି କରୋନା କଟକଣା ଯୋଗୁ ବିନା…
ଗଛରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ଗ୍ରାମବାସୀ
କୋକସରା,୩।୧୦(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଡହଗାଁ-ସାରସମାଲ ଗ୍ରାମ ସୀମାରେ ଥିବା ଗୋଚିଆ ଡଙ୍ଗର ନିକଟରେ ଜଣେ ମହିଳାଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି। ସକାଳୁ ଲୋକେ ଚାଷଜମିକୁ ଯିବା ସମୟରେ ମୃତଦେହ ଓହଳି…
ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା: ଶହଶହ ବଳି
ଭବାନୀପାଟଣା,୩।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ଜେନାଖାଲରୁ ଛତର ଉଠିବା ପରେ ସହରର ମୁଖ୍ୟ ରାସ୍ତାରେ ଶହଶହ କୁକ ବୋଦା ଓ ଛେଳି ବଳି ପଡିଛି। ଏତେ ସଂଖ୍ୟାରେ…
ହତ୍ୟାକାରୀଙ୍କୁ ୨୦ ବର୍ଷ ଜେଲ
ଭବାନୀପାଟଣା,୨।୧୦(ସ୍ବ.ପ୍ର.): ଦୀର୍ଘ ୮ ବର୍ଷ ପରେ କଳାହାଣ୍ଡି ଜିଲା ସଦର ଥାନା ଅଞ୍ଚଳର ଜଣେ ନାବାଳିକା ବଳାତ୍କାର ଏବଂ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଭବାନୀପାଟଣା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ ଦୋଷୀଙ୍କୁ ୨୦ ବର୍ଷ…
ଆଜି ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ହେବ ଲକ୍ଷାଧିକ ଭକ୍ତଙ୍କ ସମାଗମ
ଭବାନୀପାଟଣା,୨।୧୦(ସ୍ବ.ପ୍ର.): ସୋମବାର କଳାହାଣ୍ଡି ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଗତ ୨ବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ମା’ଙ୍କ ଛତର ଯାତ୍ରା ହୋଇଥିଲା। ହେଲେ ଚଳିତ ବର୍ଷ ପାର୍ବଣରେ କଟକଣା ନ ଥିବାରୁ ଏହି…
ବିବାହ ବୟସରେ ଭଉଣୀ-ଭାଇଙ୍କ ବୋଝ ସମ୍ଭାଳୁଛନ୍ତି ନୟନୀ
କର୍ଲାମୁଣ୍ଡା,୧ା୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ପଞ୍ଚାୟତ ଓଡ଼ିଆମୁଣ୍ଡା ଗ୍ରାମର ମା-ବାପା ଛେଉଣ୍ଡ ତିନି ଭଉଣୀ ଭାଇ ବହୁ କଷ୍ଟରେ ଜୀବନ କାଟୁଥିବା ଦେଖିବାକୁ ମିଳିଛି। ସୂଚନାନୁଯାୟୀ, ଏହି ଗ୍ରାମର କରୁଣା ବାଗ ତାଙ୍କ ସ୍ତ୍ରୀ ମଲ୍ଲୀ ବାଗ,ବଡ଼ ଝିଅ…
ବନ୍ଧହୁଡ଼ା କାଟିଦେଲେ ଲୋକେ
ଲାଞ୍ଜିଗଡ଼,୧।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ଏରୋଡ୍ରମ ନିକଟରେ ଥିବା ଶହେ ଏକରରୁ ଅଧିକ ଜମିରେ ପାଣି ମାଡ଼ି ପାରୁନାହିଁ। ବନ୍ଧରୁ ପାଣି ନେଇ ଚାଷୀମାନେ ଜମିରେ ଜଳସେଚନ କରୁଥିଲେ। ଜମି ନିକଟରେ ଥିବା ଛୋଟ ବନ୍ଧ ଯୋଗୁ ଶହେ…
ମନମୋହୁଛି ରାଷ୍ଟ୍ରପତି ଭବନ ତୋରଣ
ଭବାନୀପାଟଣା,୧।୧୦(ସ୍ବ.ପ୍ର.): ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଥିବାବେଳେ ଚଳିତବର୍ଷ କଳାହାଣ୍ଡି ଜିଲା ଭବାନୀପାଟଣା ସହର ନକଟିଗୁଡା ପୂଜା କମିଟି ପକ୍ଷରୁ ଭାରତର ରାଷ୍ଟ୍ରପତି ଭବନ ଆକୃତିର ତୋରଣ କରାଯିବା ସହ…
୪ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ
ଭବାନୀପାଟଣା,୧।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା କୋକସରା ପୋଲିସ ୨୦୨୧ ଅଗଷ୍ଟ ୮ ତାରିଖ ସାରେ ଅଇଁଲାଗୁ ଛକ ନିକଟରେ ଯାନବାହନ ଯାଞ୍ଚ ବେଳେ ୨ଟି କାର୍ରୁ ୩ କୁଇଣ୍ଟାଲ ୧୧ କେଜି ୭୧୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୪ ଜଣ…
Archives


