ନୂଆଁ ଖାଇଲେ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳବାସୀ
ଭବାନୀପାଟଣା,୧୪ା୯ (ଉତ୍ତମ କୁମାର ଦାଶ):ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ସପ୍ତମୀ ତିଥିରେ ନୂଆଁଖାଇ ପାଳନ ହେଉଥିବାବେଳେ ଏଠାରେ ପ୍ରତିପଦାଠାରୁ ଆରମ୍ଭକରି ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ। ଶୁକ୍ରବାର ଜିଲାର ଗଡ଼ଜାତ ଅଞ୍ଚଳରେ ପାଳନ…
ଆମ୍ବ ବଗିଚାରୁ ମିଳିଲା ମାଈହାତୀର ମୃତଦେହ
ଭବାନୀପାଟଣା/ନର୍ଲା,୧୩ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ନର୍ଲା ରେଞ୍ଜ ଅଧୀନ ରେଗଡିମାଲ ଗାଁ ନିକଟ ଏକ ଆମ୍ବ ବଗିଚାରୁ ଶୁକ୍ରବାର ଏକ ମାଈ ହାତୀର ମୃତଦେହ ଠାବ କରାଯାଇଛି। ସ୍ଥାନୀୟ ଗାଁ ଲୋକେ ହାତୀର ମୃତଦେହ ଦେଖି ନର୍ଲା…
ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗଡିଲା ସୁଭଦ୍ରା ରଥ
କର୍ଲାମୁଣ୍ଡା,୧୩।୯(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ସୁଭଦ୍ରା ରଥ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି।ଏହି ଅବସରରେ ବିଡିଓ ମଣ୍ଟୁ ଖମାରୀ, ତହସିଲଦାର ଅରୁଣ ବର୍ଗେ, ସିଡିପିଓ କଳ୍ପଳତା ତ୍ରିପାଠୀ ପ୍ରମୁଖ ଯୋଗଦେଇ ସୁଭଦ୍ରା ରଥକୁ ପତାକା…
ମାଈ ହାତୀର ସନ୍ଦେହଜନକ ମୃତଦେହ ଉଦ୍ଧାର
ଭବାନୀପାଟଣା,୧୩।୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ନର୍ଲା ନବୋଦୟ ନିକଟରେ ଶୁକ୍ରବାର ସକାଳରେ ଜଣେ ମାଈ ହାତୀର ମୃତଦେହ ଠାବ ହୋଇଛି। ଖବର ପାଇ ବନବିଭାଗ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ କେଉଁ କାରଣରୁ ହାତୀର ମୃତ ହୋଇଛି ତାହା ବର୍ତ୍ତମାନ…
୧୧ରେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା
ଭବାନୀପାଟଣା,୧୩ା୯(ଉତ୍ତମ କୁମାର ଦାଶ):ଅକ୍ଟୋବର ୧୧ରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହେବ। ଉତ୍ସବ ପାଳନ ପାଇଁ ଗୁରୁବାର ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ…
୧୫ ମାସ ହେଲା ମିଳିନି ଦରମା: ସିଡିଓଙ୍କୁ ଫେରାଦ ହେଲେ ସିଆର୍ପି
ଭବାନୀପାଟଣା,୧୩ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ୨୪ ପଞ୍ଚାୟତରେ କାର୍ଯ୍ୟରତ ସିଆର୍ପି, ଏମ୍ବିକେ ଓ ବ୍ୟାଙ୍କ ମିତ୍ରଙ୍କୁ ଗତ ୧୫ମାସ ହେଲା ଦରମା ମିଳିନାହିଁ। ବ୍ଲକ୍ର ଅନ୍ୟ ୧୦ ପଞ୍ଚାୟତରେ କାର୍ଯ୍ୟରତ ସମାନ ପଦବୀଧାରୀଙ୍କୁ ଦରମା ପ୍ରଦାନ କରାଯାଇଥିବାବେଳେ…
କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ଆଜି
ଭବାନୀପାଟଣା,୧୩ା୯ (ଉତ୍ତମ କୁମାର ଦାଶ):ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ସପ୍ତମୀ ତିଥିରେ ନୂଆଁଖାଇ ପାଳନ ହେଉଥିବାବେଳେ ଏଠାରେ ପ୍ରତିପଦାଠାରୁ ଆରମ୍ଭକରି ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ। ରାତି ପାହିଲେ ଅର୍ଥାତ୍ ଶୁକ୍ରବାର ଜିଲାର…
ଚାଷଜମିକୁ ଯାଉଥିଲେ: ମାଡ଼ି ବସିଲେ ୨ ଭାଲୁ
କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଫରେଷ୍ଟ ସେକ୍ସନ୍ ଅଧୀନ କନ୍ଦାବୁଟ୍ରା ଗ୍ରାମରେ ଗୁରୁବାର ଏକ ଭାଲୁ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ପୂର୍ଣ୍ଣଚନ୍ଦ୍ର ମାଝୀ(୬୦)। ମିଳିଥିବା ସୂଚନା ମୁତାବକ, ପୂର୍ଣ୍ଣଚନ୍ଦ୍ର ଗାଁ ନିକଟରେ…
ବିଜେଡି ଛାଡ଼ିଲେ ଉପସଭାପତି ଚିନ୍ମୟ ମିଶ୍ର, କହିଲେ ଦଳ ତାଙ୍କୁ…
ଭବାନୀପାଟଣା,୧୧ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବିଜୁ ଯୁବ ଜନତା ଦଳର ଜିଲା ଉପସଭାପତି ଚିନ୍ମୟ ମିଶ୍ର ବୁଧବାର ବିଜେଡି ଛାଡ଼ିଛନ୍ତି। ଏ ନେଇ ବିଜୁ ଯୁବ ଜନତା ଦଳର ଜିଲା ସଭାପତି ଆଦିତ୍ୟ ନନ୍ଦଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି।…
ମା’ ଡୋକରୀ ଠାକୁରାଣୀଙ୍କ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଜୟପାଟଣା,୧୧ା୯(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡା ନିକଟିସ୍ଥ ତାଳଗୁଡ଼ଠାରେ ଥିବା ପ୍ରସିଦ୍ଧ ମା’ ଡୋକରୀ ଠାକୁରାଣୀଙ୍କ ମନ୍ଦିରରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ମଙ୍ଗଳବାର ବିଳମ୍ବିତ ରାତିରେ ମନ୍ଦିର କବାଟ ଭାଙ୍ଗି ଭିତରକୁ ପଶି ସେଠାରେ ଥିବା…
କେସିଙ୍ଗା ରେଳଷ୍ଟେଶନର ବିଭିନ୍ନ ସମସ୍ୟା ସମାଧାନ ଦାବି ନେଇ ଦାବିପତ୍ର ପ୍ରଦାନ
କେସିଙ୍ଗା,୧୧ା୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳଷ୍ଟେଶନ ସମସ୍ୟାକୁ ନେଇ ରେଲଓ୍ବେ ବିଭାଗ ଦ୍ୱାରା ମନୋନୀତ ରେଲଓ୍ବେ କନ୍ସଲ୍ଟିଭ୍ କମିଟିର ମନୋନୀତ ସମସ୍ତ ସଦସ୍ୟ ଡିସିଏମ୍ ସମ୍ବଲପୁରଙ୍କ ଉଦ୍ଦେଶ୍ୟରେ ୮ଦଫା ଦାବିକୁ ନେଇ ଷ୍ଟେଶନ ମାଷ୍ଟର ବିଷ୍ଣୁ ବାରିକଙ୍କ…
ଇସ୍ତଫା ଦେଲେ ଜିଲା ଯୁବ ବିଜେଡି ସମ୍ପାଦକ
କର୍ଲାମୁଣ୍ଡା,୧୧।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜେଡି ଶିବିରରେ ଦେଖା ଦେଇଛି ଇସ୍ତଫାର ସୁଅ । ରାଜ୍ୟ ସଭା ଏମ୍ପି ସୁଜିତ କୁମାର ଦଳ ଓ ପଦବୀରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହେବା ପରେ ବିଭିନ୍ନ ବ୍ଲକର ବିଶେଷ କରି…

