କଳାହାଣ୍ଡି

ସୁରକ୍ଷା ବ୍ୟାରିକେଟ ରୋକିବ ଦୁର୍ଘଟଣା

ଥୁଆମୂଳ ରାମପୁର,୨୬।୧(ଦୁର୍ଗା କୀର୍ତ୍ତି): ଉତ୍କଳ ଆଲୁମିନା କମ୍ପାନୀ ତରଫରୁ ଥୁଆମୁଳ ରାମପୁର ଥାନାକୁ ୪ଟି ରାସ୍ତା ସୁରକ୍ଷା ବ୍ୟାରିକେଟ ପ୍ରଦାନ କରିଥିବା ବେଳେ ୨ଟି ଥାନା ଓ ମେଡିକାଲ ଛକରେ ଲଗାଯାଇଥିବାବେଳେ ଆଉ ୨ଟି ଅନ୍ୟ ଏକ ଛକରେ ସାଧାରଣତନ୍ତ୍ର ଦିବସ…

ଶିକ୍ଷାର ବିକାଶ ହେଲେ ଅଞ୍ଚଳର ବିକାଶ: ଅତିଥିଙ୍କ ମତ…

କର୍ଲାମୁଣ୍ଡା,୨୫।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ କର୍ଲାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ବିଦ୍ୟାଳୟର ସମ୍ପାଦକ ରୂପାଧର କୁମାରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କଲେଜ ସଭାପତି ତଥା ପୂର୍ବତନ ବିଧାୟକ…

ବଡ଼ ମା’-ବାପାଙ୍କୁ ହତ୍ୟା କଲେ ପୁତୁରା

ଗୋଲାମୁଣ୍ଡା,୨୫ା୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅଧିନସ୍ଥ କାର୍ଲିଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ ମା’ ନିର୍ମମ ହତ୍ୟା କରଛନ୍ତି ପୁତୁରା। ମୃତ ବଡ଼ ବାପା ବୁଡୁ ବାଗ ଓ ବଡ଼…

କଳାହାଣ୍ଡି ଭାଜପା ସଭାପତି ହେଲେ ଯୁଗଳ ପୋଢ଼

ଭବାନୀପାଟଣା,୨୫ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ଭାଜପା ଜିଲା ସଭାପତି ଭାବେ ବରିଷ୍ଠ ନେତା ଯୁଗଳ କିଶୋର ପୋଢ଼ ମନୋନୀତ ହୋଇଛନ୍ତି। ଭବାନୀପାଟଣାସ୍ଥିତ ସର୍କିଟ ହାଉସରେ ଜିଲା ଉପସଭାପତି ମୁକେଶ ଅଗ୍ରଓ୍ବାଲଙ୍କ ସଭାପତିତ୍ୱରେ ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେର୍କେଟା…

ବିଇଓଙ୍କ ସ୍କୁଲ ଗସ୍ତବେଳେ କେହି ଉପସ୍ଥିତ ନ ଥିଲେ, ୪ ଶିକ୍ଷକ ନିଲମ୍ବିତ

ଜୁନାଗଡ଼,୨୫ା୧(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଶିକ୍ଷା ବିଭାଗ ଅଧୀନ ୩ଟି ସ୍କୁଲରେ କାର୍ଯ୍ୟରତ ଥିବା ୪ ଜଣ ଶିକ୍ଷକଙ୍କୁ ନିଜ ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି। ସେମାନେ ହେଲେ ଲଖନାପଡ଼ା ସ୍କୁଲର ପ୍ରଧାନଶିକ୍ଷକ କନ୍ଦର୍ପ ନାଏକ,…

ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସାମିଲ ଡାଲ ଖାଇ ନୃତ୍ୟ

କେସିଙ୍ଗା,୨୫ା୧(ତୁମେଶ୍ୱର ସାହୁ): ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ଆୟୋଜିତ ଗଣତନ୍ତ୍ର ଦିବସରେ କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ୬୦ ଜଣ ଓ ବରଗଡ଼ ଜିଲା ରବି ରତନ ସାହୁ ଓ ସାଥୀଙ୍କ ୬୦ କଳାକାର ଡାଲ ଖାଇ ନୃତ୍ୟରେ…

କେସିଙ୍ଗା ସହରର ବିକାଶ ଜରୁରୀ: ମୁଖ୍ୟମନ୍ତ୍ରୀଙ୍କୁ ୯ଦଫା ଦାବିପତ୍ର ପ୍ରଦାନ

କେସିଙ୍ଗା,୨୫।୧(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲାର ଦ୍ୱାର କେସିଙ୍ଗା ସହର ଏବଂ ଅଞ୍ଚଳର ବିକାଶ ପାଇଁ ଦୀର୍ଘ ବର୍ଷରୁ ଅହରହ ସଂଘର୍ଷ କରି ଆସୁଥିବା ସଚେତନ ନାଗରିକ ମଞ୍ଚ ଆଗକୁ ଆଉ ଏକ ପାଦ ଆଗେଇଯାଇ ସଭାପତି ଉତ୍ତର ମହଲାଙ୍କ ନେତୃତ୍ୱରେ ଭୁବନେଶ୍ୱର ଗସ୍ତ…

ଉତ୍କଳ ଆଲୁମିନା କ୍ୟାଣ୍ଟିନରେ ନିଆଁ ଲାଗି ଯୁବକ ଗୁରୁତର, କମ୍ପାନୀ ପକ୍ଷରୁ ମିଳିନି ସାହାଯ୍ୟ

ଥୁଆମୂଳ ରାମପୁର,୨୪ା୧(ଦୁର୍ଗା କୀର୍ତ୍ତି): ବହୁ ଚର୍ଚ୍ଚିତ ରାୟଗଡ଼ା ଜିଲା ଦୋରାଗୁଡ଼ା ଥାନା ଅନ୍ତର୍ଗତ ଉତ୍କଳ ଆଲୁମିନା କାରଖାନାର ଏକ କ୍ୟାଣ୍ଟିନରେ ବଡ଼ ଧରଣର ଏକ ଅଘଟଣ ଘଟି ଯାଇଥିବା ବେଳେ ପୀଡ଼ିତ ଯୁବକ ୩ ଦିନ ଧରି ନୂଆପଡା ମେଡ଼ିକାଲରେ ଭର୍ତ୍ତି…

ବାଇପାସ୍‌ ରାସ୍ତା ନିର୍ମାଣ ନେଇ ରାଜ୍ୟ ସଭା ଏମ୍‌ପିଙ୍କୁ ଦାବିପତ୍ର ଦେଲା କ୍ରିୟାନୁଷ୍ଠାନ କମିଟି

କେସିଙ୍ଗା,୨୩ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାରେ ବାଇପାସ ଦାବି ନେଇ ଧିରେ ଧିରେ ବଢୁଛି ଜନସମର୍ଥନ। ଲୋକେ ନିର୍ମାଣାଧୀନ ଆରଓବି ଜାତୀୟ ରାଜପଥ ସହ ସଂଯୋଗକୁ ନେଇ ଖୋଲାଖୋଲି ବିରୋଧ ଆରମ୍ଭ କରିଛନ୍ତି। ଏନେଇ କେସିଙ୍ଗା ବାଇପାସ୍‌ କ୍ରିୟାନୁଷ୍ଠାନ କମିଟିର ଆବାହକ…

ଦୁଇମାସ ହେଲା ଚାଉଳ ଯୋଗାଣ ବନ୍ଦ: ଅଙ୍ଗନବାଡି କେନ୍ଦ୍ରରୁ ଭୋକରେ ଫେରୁଛନ୍ତି ଶିଶୁ

ଲାଞ୍ଜିଗଡ,୨୨।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପ୍ରାୟ ଦୁଇମାସ ହେବ ଚାଉଳ ଯୋଗାଣ ବନ୍ଦ ଥିବା ହେତୁ ପିଲାଙ୍କୁ ରନ୍ଧା ଖାଦ୍ୟ ଖାଇବାକୁ ମିଳୁନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ଶିଶୁଙ୍କ…

କର୍ଲାମୁଣ୍ଡା ଅଞ୍ଚଳରେ ୪୪ ହାତୀ: ଚାଷୀ ଆତଙ୍କିତ

କର୍ଲାମୁଣ୍ଡା:୨୧।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଜାପାଟି ଓ ରିଞ୍ଜା ଅଞ୍ଚଳରେ ସୋମବାର ରାତିରୁ ହାତୀପଲ ବୁଲଛନ୍ତି। ଏହାକୁ ସ୍ଥାନୀୟଲୋକେ ଦେଖି ଭୟଭୀତ ହେଉଚନ୍ତିି। କିଛି ଚାଷୀଙ୍କ କାନ୍ଦୁଲ ଚଓ ଧାନ ଫସଲ ନଷ୍ଟ କେରିଛନ୍ତି। ସୂଚନାପାଇ ମ.…

ବେଆଇନ ବାଲି ଚୋରାଚାଲଣ ବେଳେ ଧରପଗଡ: ୫ ଲକ୍ଷ ୩୦ ହଜାର ଟଙ୍କା ଫାଇନ ଆଦାୟ

ଭବାନୀପାଟଣା,୨୦।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ତହସିଲରେ ବେଆଇନ ଭାବେ ବାଲି ଓ ପଥର ଚୋରାଚାଲାଣ ରୋକିବା ପାଇଁ ଜିଲା ମାଇନିଂ(ଖଣି) ବିଭାଗ ଅଣ୍ଟା ଭିଡିଛି। ଜିଲାରେ ଏସବୁ ରୋକିବା ପାଇଁ ଆକ୍ସନ ମୁଡକୁ ଓହ୍ଲାଇଛି ଖଣି ବିଭାଗ। ଏଥିପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?