‘ରାଜ୍ୟର ବିକାଶରେ ଶିଳ୍ପର ବିକାଶ ଆବଶ୍ୟକ’
ଝାରସୁଗୁଡ଼ା ଅଫିସ,୧୮।୮: ରାଜ୍ୟରେ ଶିଳ୍ପର ବିକାଶ ପାଇଁ ପ୍ରଚୁର ସମ୍ଭାବନା ରହିଛି। ରାଜ୍ୟର ଅର୍ଥନୀତିକୁ ଆଗେଇ ନେବାକୁ ହେଲେ ଶିଳ୍ପାୟନ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଏନେଇ ଶିଳ୍ପପତିମାନେ ସଚେତନ ହେବା ସହ ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷେ ଜନସାଧାରଣଙ୍କ…
ଲଖନପୁର ବ୍ଲକ ୧୯ଖଣ୍ଡ ମୌଜାରେ ପଶିଲା ବନ୍ୟା ଜଳ, ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ଝାରସୁଗଡ଼ା ଅଫିସ,୧୬।୮: ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ଲଗାଣ ବର୍ଷା ଫଳରେ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ୧୯ ଖଣ୍ଡ ମୌଜାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ନଦୀପାର୍ଶ ଗ୍ରାମସବୁ ପ୍ରଭାବିତ ହେବାରେ ଲାଗିଛି। ଇତିମଧ୍ୟରେ ରେମତା ପଞ୍ଚାୟତ ଚିଖିଲି, ସରଧା ଏବଂ କଣ୍ଢେଇକେଲା…
ଜୁଏଲାରୀ ମାଲିକଙ୍କ ମାଡ଼ରେ ମ୍ୟାନେଜରଙ୍କ ମୃତ୍ୟୁ, ୩ ଗିରଫ
ଝାରସୁଗୁଡା ଅଫିସ,୧୫।୮: ଝାରସୁଗୁଡ଼ା ସହରରେ ଥିବା ଏକ ଜୁଏଲାରୀ ମାଲିକଙ୍କ ମାଡ଼ରେ ମ୍ୟାନେଜର ଗୁରୁତର ହୋଇ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିଲେ। ରବିବାର ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବୌଦ୍ଧ ଜିଲା ମନମୁଣ୍ଡା ଥାନା ମହେଶପଡା ଗ୍ରାମର ସୁରେଶ ପାଣ୍ଡେ।…
ମହିମା ଆଶ୍ରମରେ ସାଧୁସନ୍ଥଙ୍କ ନବାନ୍ନ ଭକ୍ଷଣ
ଝାରସୁଗୁଡ଼ା ଅଫିସ,୧୩ା୮: ଲଖନପୁର ବ୍ଲକ୍ ପଞ୍ଚଗାଁ ପଞ୍ଚାୟତ ମହିମାପରୁରମ୍ ବିଜାପାଲି ମହିମା ଆଶ୍ରମରେ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଶ୍ରମର ଚିତ୍ରସେନ ଦାସ, ନିରଞ୍ଜନ ଦାସ, ସ୍ବରୂପା ଦାସ, ନେପାଳ ଦାସ, ନିର୍ମାୟାନନ୍ଦ ଦାସ, ଅଭୟ ଦାସ, ନରହରି…
କେନ୍ଦ୍ରର ଆନ୍ତରିକତା ନାହିଁ, ନ୍ୟାୟାଳୟର ଦାରସ୍ଥ ହେବ ଆଦିବାସୀ ସମାଜ
ଝାରସୁଗୁଡ଼ା ଅଫିସ,୧୨।୮: ଝାରସୁଗୁଡ଼ା ଜିଲାର ଲଇକେରା, କିର୍ମିରା ଓ ସମ୍ବଲପୁର ଜିଲାର ଯୁଯୁମୁରା ବ୍ଲକକୁ ଆଇଟିଡିଏ ମାନ୍ୟତା ପାଇଁ ସମସ୍ତ ସାମ୍ବିଧାନିକ ବ୍ୟବସ୍ଥା ୨୦୧୧ରୁ ଶେଷ ହୋଇଛି । ଏପରି କି ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ୬ ବର୍ଷ ହେଲା…
ଶୌଚ ହେବାକୁ ଯାଇଥିଲେ ବୃଦ୍ଧା, ଦଳିଦେଲା ଦନ୍ତା
ଝାରସୁଗୁଡ଼ା ଅଫିସ,୧୧ା୮: ଝାରସୁଗୁଡ଼ା ଜିଲା ବାଗଡିହି ଫରେଷ୍ଟ ରେଞ୍ଜ ଅଧୀନ ବୁଡ଼ାପଡ଼ା ଗ୍ରାମ ନିକଟରେ ଏକ ଦନ୍ତା ଜଣେ ବୃଦ୍ଧାଙ୍କୁ ଦଳି ମାରିଦେଇଛି। ମୃତ ବୃଦ୍ଧା ଜଣଙ୍କ ହେଲେ ବୁଡ଼ାପଡ଼ା ଗ୍ରାମ ରକ୍ସାପାଲିର ସୁବାସି ସିଂନାଏକ(୬୨)। ଏ ସମ୍ପର୍କରେ ଖବରପାଇ ରେଞ୍ଜର…
୩ ଗ୍ରାମରେ ବ୍ୟାପୁଛି ଝାଡାବାନ୍ତି: ୫୦ରୁ ଅଧିକ ଆକ୍ରାନ୍ତ, ଜଣେ ମୃତ
ଝାରସୁଗୁଡା ଅଫିସ,୧୧/୮: ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଅନ୍ତର୍ଗତ ପିଥିଣ୍ଡା,ବାଦିମାଳ ଓ ଖୋଲଜାମକାନୀ ଗ୍ରାମରେ ଝାଡାବାନ୍ତିରେ ୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ବାଦିମାଲ ଗ୍ରାମର ପ୍ରିୟଙ୍କା ପ୍ରଧାନ(୨୦) ଜିଲା ମୁଖ୍ୟ ଚିକିତ୍ସାଳୟରେ…
ବରିଷ୍ଠ ନାଗରିକଙ୍କ ବିନା ବିକାଶ ଅସମ୍ଭବ: ସ୍ବାସ୍ଥ୍ୟମନ୍ତ୍ରୀ
ଝାରସୁଗୁଡା ଅଫିସ,୯।୮: ଝାରସୁଗଡ଼ା ଜିଲା ଏକ ଶିଳ୍ପ ସମୃଦ୍ଧ ଜିଲା ହୋଇଥିବା ବେଳେ ଏହାର ବିକାଶଧାରା ଜାରି ରହିଛି । ଝାରସୁଗୁଡାର ନୂତନ ନିର୍ମାଣରେ ବିମାନ ବନ୍ଦର, ରେଳ ଜଙ୍କସନ ଆଦି ରହିଥିବା ବେଳେ ହାର୍ଟ ହସ୍ପିଟାଲ, ମେଡିକାଲ୍ କଲେଜ ଆଦି…
ଆତ୍ମହତ୍ୟା ଉଦ୍ୟମ କରିଥିବା କଏଦୀ ଗୁରୁତର
ଝାରସୁଗୁଡ଼ା ଅଫିସ,୮ା୮: ଝାରସୁଗୁଡ଼ା ଉପକାରାଗାରରେ ବିଚାରାଧୀନ କଏଦୀ ସୁରଜ କର(୨୫) ଗଳା ଓ ହାତକାଟି ଆମତ୍ହତ୍ୟା ଉଦ୍ୟମ କରିଥିଲେ। ଏହା ଜଣାପଡିବା ପରେ ଉପକାରାଗାର କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଗଳାରେ…
ପାରିବାରିକ କଳହରୁ ବାପାଙ୍କୁ ହତ୍ୟା: ପିତୃହନ୍ତା ପୁଅ ଗିରଫ, ଫିନାଇଲ ପିଇ ବୋହୂ ଗୁରୁତର
ଝାରସୁଗୁଡ଼ା ଅଫିସ,୫ା୮- ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ବୃଦ୍ଧ ବାପାଙ୍କୁ ପୁଅ ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ହେଲେ କାର୍ତ୍ତିକ ଗିରି(୬୫)। କାର୍ତ୍ତିକଙ୍କ ସ୍ତ୍ରୀ…
ପୋଖରୀରେ ଭାସୁଛି ମୃତଦେହ
ଝାରସୁଗୁଡ଼ା ଅଫିସ,୫ା୮: ଝାରସୁଗୁଡ଼ା ଜିଲା ସଦର ଥାନା ଅନ୍ତର୍ଗତ ହଂସାମୁରା ପଞ୍ଚାୟତର ବେହେରାପାଟ ଗ୍ରାମର ମୁଣ୍ଡାପଡ଼ା ପୋଖରୀରେ ଏକ ଅଜଣା ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଶୁକ୍ରବାର ସକାଳୁ ଗାଁଲୋକେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ଏକ ମୃତଦେହ ଭାସୁଥିବା ଦେଖିବାକୁ…
ଭିଜିଲାନ୍ସ ଜାଲରେ କନିଷ୍ଠଯନ୍ତ୍ରୀ, ଚଢ଼ାଉ ଜାରି
ଝାରସୁଗୁଡ଼ା ଅଫିସ,୫।୮: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍ରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ଟିକନାଥ ଭଇଁସାଲ ଜଣେ ଭେଣ୍ଡରଙ୍କ ନିକଟରୁ ୨୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏ ନେଇ ଭିଜିଲାନ୍ସ ଟିମ୍ ଏକ ମାମଲା (ନଂ.୧୫/୨୨) ରୁଜୁକରି…

