ଝାରସୁଗୁଡ଼ା

କଳ୍ପନା, ବବ୍‌ଲି ହତ୍ୟାକାଣ୍ଡ: ଆଜି ପ୍ରକାଶ ପାଇବ ରାୟ

ଝାରସୁଗୁଡ଼ା ଅଫିସ,୨।୪: ବହୁଚର୍ଚ୍ଚିତ ମା’ ଝିଅ କଳ୍ପନା ଓ ବବ୍‌ଲି ହତ୍ୟାକାଣ୍ଡ ମାମଲାରେ ଛନ୍ଦି ହୋଇଥିବା ପୂର୍ବତନ ବିଧାୟକ ଅନୁପ ସାଏ ୨ ବର୍ଷ ହେଲା ଜେଲରେ ଅଛନ୍ତି। ତେବେ ଶନିବାର ଏହି ଘଟଣାର ରାୟ ପ୍ରକାଶ ପାଇବ। ରାୟଗଡ଼...

ଧର୍ମଘଟରେ ସାମିଲ ହେଲେ ବୀମା କର୍ମଚାରୀ ସଂଘ

ଝାରସୁଗୁଡ଼ା ଅଫିସ,୨୮।୩: କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଝାରସୁଗୁଡା ବେହେରାମାଳସ୍ଥିତ ଏଲ୍‌ଆଇସି କାର୍ଯ୍ୟାଳୟରେ ସୋମବାର ବୀମା କର୍ମଚାରୀ ସଂଘ ଧରଣା ଦେଇଛନ୍ତି।...

ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ

ଝାରସୁଗୁଡ଼ା ଅଫିସ,୨୮।୩: ୧୨ ଦଫା ଦାବିନେଇ ଅଖିଳ ଭାରତ ଟ୍ରେଡ ୟୁନିୟନ ଦେଶବ୍ୟାପି ୨ ଦିନିଆ ବନ୍ଦ ଡାକରା ଦେଇଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲାରେ ଟ୍ରେଡ ୟୁନିୟନ ପକ୍ଷରୁ ସୋମବାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ...

ରାନୀ ହାତୀ ହେଲେ ଝାରସୁଗୁଡ଼ା ପୌରାଧ୍ୟକ୍ଷା

ଝାରସୁଗୁଡ଼ା ଅଫିସ,୨୬।୩: ଝାରସୁଗୁଡ଼ା ପୌର ପରିଷଦ ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ପୌରାଧ୍ୟକ୍ଷା ଭାବେ ବିଜେଡି ଦଳର ପ୍ରାର୍ଥିନୀ ରାନୀ ହାତୀ ବିଜୟୀ ହୋଇଛନ୍ତି। ଏଥି ମଧ୍ୟରେ ପୌରାଧ୍ୟକ୍ଷା ହାତୀ ସମୁଦାୟ ୧୩,୮୨୨ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ...

ରୀତାରାଣୀଙ୍କୁ ହରାଇଲେ ଯାଜ୍ଞସେନୀ

ଝାରସୁଗୁଡ଼ା ଅଫିସ,୨୬।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌର ପରିଷଦ ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ପୌରାଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥିନୀ ଯାଜ୍ଞସେନୀ ଓରାମ ବିଜୟୀ ହୋଇଛନ୍ତି। ନବନିର୍ବାଚିତ ପୌରାଧ୍ୟକ୍ଷା ଓରାମ ସମୁଦାୟ ୨୨,୦୮୫ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ...

ବେଲପାହାଡ଼ ଦଖଲ କଲା କଂଗ୍ରେସ

ଝାରସୁଗୁଡ଼ା ଅଫିସ,୨୬।୩: ଝାରସୁଗୁଡ଼ା ଜିଲାର ବେଲପାହାଡ଼ ପୌର ପରିଷଦ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ପୌରାଧ୍ୟକ୍ଷ ଭାବେ କଂଗ୍ରେସ ପ୍ରାର୍ଥୀ ନିମାଇଁ ଚରଣ ପଣ୍ଡା ବିଜୟୀ ହୋଇଛନ୍ତି। ନିମାଇଁ ୯ହଜାର ୨୬୬ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ...

ଏମ୍‌ସିଏଲ୍‌ କୋଇଲା ଖଣିରେ ବିସ୍ଫୋରଣ

ଝାରସୁଗୁଡ଼ା ଅଫିସ,୨୩ା୩: ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌) ଲଖନପୁର କ୍ଷେତ୍ରାଧିନ ବେଲପାହାଡ଼ ଖୋଲାମୁହଁ କୋଇଲା ଖଣି ୧ନଂ କ୍ୱାରୀରେ ବିସ୍ଫୋରଣ ହେବା ଫଳରେ ଖଣି ପାର୍ଶ୍ୱ ଯୋରାବଗା ଗ୍ରାମ ପ୍ରଭାବିତ ହେବାରେ ଲାଗିଛି। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଖଣି ସମ୍ପ୍ରସାରଣ...

ମଦ ପିଇବାକୁ ଟଙ୍କା ନ ଦେବାରୁ ଠେଙ୍ଗାରେ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା

ଝାରସୁଗୁଡ଼ା ଅଫିସ,୧୭।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଏମ୍‌ସିଏଲ୍‌ ରାମପୁର କଲୋନୀ ଏମ୍‌କ୍ୟୁ-୧୪ନମ୍ବର କ୍ବାଟରର୍ସରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ସ୍ବାମୀ ଠେଙ୍ଗାରେ ପିଟି ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ମୃତକ...

ରାଜନୀତି ସରଗରମ: ୨୩୦ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ

ଝାରସୁଗୁଡ଼ା ଅଫିସ,୧୫ା୩: ଝାରସୁଗୁଡ଼ା ଜିଲାର ବ୍ରଜରାଜନଗର, ଝାରସୁଗୁଡା ଓ ବେଲପାହାଡ଼ ପୌର ପରିଷଦରେ ଅଧ୍ୟକ୍ଷ ଓ କାଉନ୍‌ସିଲର ପଦ ପାଇଁ ସମୁଦାୟ ୨୫୪ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ଶେଷଦିନ ସୋମବାର ସୁଦ୍ଧା ୨ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଓ ୨୨ଜଣ କାଉନ୍‌ସିଲର...

ନିର୍ଦ୍ୱନ୍ଦ୍ୱରେ ଜିତିଲେ ତୁଳାବତୀ

ଝାରସୁଗୁଡ଼ା ଅଫିସ,୧୩।୩: ଝାରସୁଗୁଡ଼ା ଜିଲା ପରିଷଦ ଅଧ୍ୟକ୍ଷା ପଦବୀପାଇଁ ରବିବାର ନିର୍ବାଚନ ହୋଇଛି। ଏଥିରେ ବିଜେଡିର ଏକମାତ୍ର ପ୍ରାର୍ଥିନୀ ଲଇକେରା ୧ ନଂ ଜୋନ ଜିଲା ପରିଷଦ ସଦସ୍ୟା ତୁଳାବତୀ ମିଞ୍ଜ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ନିର୍ଦ୍ୱନ୍ଦ୍ୱରେ...

ଜେଲ ଗଲେ ହତ୍ୟାକାରୀ ପୁଅ

ଝାରସୁଗୁଡ଼ା ଅଫିସ,୧୨ା୩: ଝାରସୁଗୁଡ଼ା ସଦର ଥାନା ଏକାତାଳି ଗ୍ରାମରେ ପୁଅର ଗୋଇଠା ମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଥିଲା। ପୋଲିସ୍‌ ଅଭିଯୁକ୍ତ ପୁଅ କ୍ଷେତ୍ରମଣି ରୋହିଦାସ(୨୭)ଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ଏ ନେଇ ସଦର ଥାନା...

ପୁଅର ଗୋଇଠା ମାଡ଼ରେ ଚାଲିଗଲା ଜୀବନ

ଝାରସୁଗଡ଼ା ଅଫିସ୍‌,୧୦।୩: ଝାରସୁଗୁଡା ସଦର ଥାନା ଅଧୀନ ଏକାତାଳି ଗ୍ରାମରେ ପୁଅର ଗୋଇଠା ମାଡ଼ରେ ବାପା ସୁକୁରୁ ରୋହିଦାସ (୫୧)ଙ୍କ ମୃତ୍ୟୁ ଘଟିଛି। ଖବରପାଇ ପୋଲିସ ସୁକୁରୁଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri