ମାଛ ବଜାର ସ୍ଥାନାନ୍ତରକୁ ବିରୋଧ
ବ୍ରଜରାଜନଗର,୮ା୧୨(ଡି.ଏନ.ଏ.): ବ୍ରଜରାଜନଗର ପୌରାଞ୍ଚଳ ଅଧୀନ ଗୋଲ ଛକଠାରେ ଦୀର୍ଘ ଦିନରୁ ଚାଲିଆସୁଥିବା ମାଛ ବଜାରକୁ ବୁଧବାର ଥାନା ପାର୍ଶ୍ୱରେ ଥିବା ଓରିଏଣ୍ଟ ପେପର ମିଲ ଅଧୀନରେ ଥିବା ଜାଗାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିବା ସହ ପୌର…
ବାର୍ଥଡେ ପାର୍ଟିରେ ଦୁଇଗୋଷ୍ଠୀ ମଧ୍ୟରେ ବଚସା: ଫୁଟିଲା ଗୁଳି
ଝାରସୁଗୁଡ଼ା ଅଫିସ,୫।୧୨: ଝାରସୁଗଡ଼ା ସହରରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ କଥା କଥାରେ ଗୁଳି ଫୁଟୁଛି। ଫଳରେ ସାଧାରଣ ଲୋକେ ଭୟଭିତ ଅବସ୍ଥାରେ ରହୁଛନ୍ତି। ଏଭଳି ସ୍ଥିତିରେ ରବିବାର ରାତିରେ କଳିଙ୍ଗବାରରେ ଏକ ବାର୍ଥଡେ ପାର୍ଟି ଚାଲିଥିବା…
ଚଳନ୍ତା ଗାଡ଼ିରୁ ଖସିପଡ଼ି ଚାଲିଗଲା ଡ୍ରାଇଭରଙ୍କ ଜୀବନ
ବ୍ରଜରାଜନଗର,୪ା୧୨(ଡି.ଏନ.ଏ.): ଝାରସୁଗୁଡ଼ା ଜିଲା ବ୍ରଜରଜନଗର ଥାନା ଅଧୀନ ଲାଜକୁରା ଖୋଲାମୁଁହ ଖଣିରେ କାର୍ଯ୍ୟ କରୁଥିବା ଜଣେ ଡମ୍ପର ଡ୍ରାଇଭରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ହେଲେ ଦେବଗଡ଼ ଜିଲାର ବିଜୟ ପ୍ରଧାନ(୪୫)। ବିଜୟ ଖଣିରେ ଓଡି୨୩ସି-୩୪୧୦ନମ୍ବର ଡମ୍ପର ଚଳାଉଥିଲେ। ଶୁକ୍ରବାର ରାତି…
ଝାରସୁଗୁଡ଼ାରେ ନୂତନ ଆଇଟିଡିଏ
ଝାରସୁଗୁଡ଼ା ଅଫିସ,୨୯ା୧୧: ଝାରସୁଗୁଡ଼ା ଜିଲାର ଆଦିବାସୀ ଅଧ୍ୟୁଷିତ କିର୍ମିରା ଓ ଲଇକେରା ବ୍ଲକକୁ ଆଦିବାସୀ ଉପଯୋଜନା (ଟିଏସ୍ପି)ରେ ସାମିଲ କରାଯାଇଛି। ଗତ ୨୪ ତାରିଖରେ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତିରେ ଏହା ଘୋଷଣା କରାଯାଇଛି। ଏହା ସହିତ ଝାରସୁଗୁଡ଼ାଠାରେ ସମନ୍ବିତ…
ଏସ୍ଏମ୍ସି ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ: ତରଳ ଲୁହା ପଡ଼ି ଶ୍ରମିକ ଗୁରୁତର
ଝାରସୁଗୁଡ଼ା ଅଫିସ,୨୮।୧୧: ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ଅଧୀନ ହିର୍ମାସ୍ଥିତ ଏସ୍ଏମ୍ସି ଷ୍ଟିଲ୍ ଆଣ୍ଡ ପାୱାର ପ୍ଲାଣ୍ଟରେ ରବିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ତରଳ ଲୁହା ପଡ଼ି ଶ୍ରମିକ ଜଣକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଯୁଯୁମୁରା…
ଅସ୍ବାସ୍ଥ୍ୟକର ପରିବେଶରେ ଅଙ୍ଗନଓ୍ବାଡି କେନ୍ଦ୍ର
ଝାରସୁଗୁଡ଼ା ଅଫିସ,୨୭ା୧୧: ଝାରସୁଗୁଡା ପୌରପରିଷଦ ୬ନଂ ଓ୍ବାର୍ଡ ଏକତାଳି ଗ୍ରାମର ମଝାପଡାରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରହିଛି। ଏ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି ା ଗ୍ରାମର ରାସ୍ତା ପାର୍ଶ୍ୱରେ କେନ୍ଦ୍ର ରହିଥିବାବେଳେ ଏହା ସମ୍ମୁଖରେ…
ଦୋକାନ ଘର ଆବଣ୍ଟନରେ ଅନିୟମିତତା
ଝାରସୁଗୁଡ଼ା ଅଫିସ,୨୬।୧୧: ଲଖନପୁର ବ୍ଲକ୍ ବନ୍ଧବାହାଲ ପଞ୍ଚାୟତ ପକ୍ଷରୁ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ଦୋକାନ ଘର ବଣ୍ଟନ ପାଇଁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ନୋଟିସ୍ ଜାରି ହୋଇଛି। ହେଲେ ଏଥିରେ ଥିବା ସର୍ତ୍ତାବଳୀ ବାହାରେ ଆବେଦନକାରୀଙ୍କ ନିକଟରୁ ୨୫ହଜାର ଟଙ୍କା…
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦାବିପତ୍ର
ଝାରସୁଗୁଡ଼ା ଅଫିସ,୨୩ା୧୧: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସେଣ୍ଟ୍ରାଲ କମିଟି ଆହ୍ବାନ କ୍ରମେ ଝାରସୁଗୁଡ଼ା ଜିଲା ବାର୍ ଆସୋସିଏଶନ ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ପ୍ରତିବାଦ ସଭା ଅନୁଷ୍ଠିତ…
ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲା କୃଷି ବିଭାଗର କନିଷ୍ଠ କିରାଣୀ
ଝାରସୁୁଗୁଡ଼ା ଅଫିସ,୨୨।୧୧: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ଅଜୟ ପାଣ୍ଡେ। ଫସଲ ବୀମା କରାଇଦେବା ନେଇ ଜଣେ ଚାଷୀଙ୍କ ନିକଟରୁ ସେ ମଙ୍ଗଳବାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…
ଏମ୍ସିଏଲ୍ ଲଖନପୁର ଜିଏମ୍ ଅଫିସ୍ ଆଗରେ ବିକ୍ଷୋଭ
ଝାରସୁଗୁଡ଼ା ଅଫିସ,୨୨ା୧୧: ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍) ଲଖନପୁର କ୍ଷେତ୍ର ଅଧୀନରେ କାର୍ଯ୍ୟ କରୁଥିବା ଗ୍ଲୋବାଲ କୋଲ୍ ଆଣ୍ଡ୍ ମାଇନିଂ ପ୍ରାଇଭେଟ୍ ଲିମିଟେଡ୍ରେ କେତେକ ନିଯୁକ୍ତି ପାଇଁ ନିୟମାବଳି ଜାରି ହୋଇଛି। ଏ ନେଇ ସମ୍ପୃକ୍ତ ଠିକାସଂସ୍ଥା ତରଫରୁ ଆବେଦନ ପାଇଁ…
ଟ୍ରକ୍ ଧକ୍କାରେ ଚାଲିଗଲା ବାଇକ୍ ଚାଳକଙ୍କ ଜୀବନ: ଫେରାର୍ ଟ୍ରକ୍ର ନମ୍ବର ପ୍ଲେଟ୍ ଜବତ
ଝାରସୁଗୁଡା ଅଫିସ୍,୨୦।୧୧: ଝାରସୁଗୁଡ଼ା ଜିଲା କୋଲାବିରା ଥାନା ଅଧୀନ ୪୯ନମ୍ବର ଜାତୀୟ ରାଜପଥ ପୋଖରାସାଲେ ମହିକାନୀ ଛକ ନିକଟରେ ରବିବାର ଏକ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ବାଇକ୍କୁ ଧକ୍କାଦେଇ ଟ୍ରକ୍ ଫେରାର୍ ହୋଇଯାଇଛି। ହେଲେ ଦୁର୍ଘଟଣା…
ପଦ୍ମପୁର ଉପ-ନିର୍ବାଚନ: ଦୀପାଳିଙ୍କୁ ବଡ଼ ଦାୟିତ୍ୱ
ଝାରସୁଗୁଡ଼ାଅଫିସ/ପଦ୍ମପୁର,୧୯।୧୧(ଡି.ଏନ୍.ଏ.): ପଦ୍ମପୁର ଉପ-ନିର୍ବାଚନରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଯୁବନେତ୍ରୀ ଦୀପାଳି ଦାସଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ପ୍ରଚାର କାର୍ଯ୍ୟରେ ବିଜେଡି ପକ୍ଷରୁ ତାଙ୍କୁ ଏହି ବଡ଼ ଦାୟିତ୍ୱ ମିଳିଛି। ପାଇକମାଲ ବ୍ଲକରେ ପ୍ରଚାର କାର୍ଯ୍ୟ ଲାଗି ସଂଯୋଜକ ଦାୟିତ୍ୱ…
Archives


