ବିପଦକୁ ଡାକୁଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର
ଯାଜପୁରରୋଡ୍,୫ା୧୦(ପବିତ୍ର ରଞ୍ଜନ ମହାନ୍ତି):ବିଦ୍ୟୁତ୍ ବିଭାଗର ଖାମଖିଆଲି ନୀତି ବହୁ ସମୟରେ ସାଧାରଣ ଲୋକ ଓ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ବିଦ୍ୟୁତ୍ ଆଘାତରେ ପ୍ରତ୍ୟେକ ଦିନ ବହୁ ଅଘଟଣ ଘଟିବାସହ ଧନଜୀବନ ହାନି ହେଉଛି। ରାଜ୍ୟ ସରାକର ବିଦ୍ୟୁତ୍…
ରାମଗଡ଼କୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି
ଜେନାପୁର,୪ା୧୦(ଅଶୋକ ଦାସ):ଯାଜପୁର ଜିଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ତାଳଜଙ୍ଗ ଗ୍ରାମ ନିକଟସ୍ଥ ପାହାଡ଼ରେ ଥିବା ରାମଗଡ଼ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ତେଣୁ ଏହାର ପୁନରୁଦ୍ଧାର କରିବା ସହ ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବାକୁ ଜେନାପୁର ଗୋପବନ୍ଧୁ ପ୍ରେସ୍ କ୍ଲବର ସଦସ୍ୟ…
୧୪ ହାତୀ ଚଲାପଥରୁ ୧୦ ଅଚଳ
ଯାଜପୁର,୪ା୧୦(ହର୍ଷବର୍ଦ୍ଧନ ବେହେରା)ରାଜ୍ୟରେ କେତୋଟି ହାତୀ ଚଲାପଥ ବା ଏଲିଫ୍ୟାଣ୍ଟ କରିଡର ରହିଛି, ସେ ନେଇ ଏଯାଏ କୌଣସି ନିର୍ଦ୍ଦିଷ୍ଟ ସୂଚନା ହସ୍ତଗତ ହୋଇ ପାରିନାହିଁ। ବିଭିନ୍ନ ସଂସ୍ଥା ଦ୍ୱାରା ଓଡ଼ିଶାର ହାତୀ ଚଲାପଥଗୁଡିକୁ ଭିନ୍ନ ଭିନ୍ନ ଭାବେ ଚିହ୍ନଟ କରାଯାଇଛି। ଗତ…
ବଢ଼ିଲା ଯାଜପୁର ଜିଲା ହସ୍ପିଟାଲ ଶଯ୍ୟାସଂଖ୍ୟା
ଭୁବନେଶ୍ୱର, ୪।୧୦(ଅସମାପିକା ସାହୁ)ଜନସାଧାରଣଙ୍କୁ ସୁଲଭ ଓ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ବୃଦ୍ଧି କରିଛନ୍ତି। ୩୩୦ରୁ ୪୨୦କୁ ଶଯ୍ୟା ସଂଖ୍ୟା ବଢ଼ାଯାଇଛି। ଏ ନେଇ ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର…
ସରପଞ୍ଚଙ୍କ ଧାରଣା ଯୋଗୁ ଗ୍ରାମସଭା ବାତିଲ
ବରୀ,୩ା୧୦(ମହେନ୍ଦ୍ର ସ୍ବାଇଁ): ଗତ ୨୫ ତାରିଖରୁ ରାଜ୍ୟବ୍ୟାପୀ ସରପଞ୍ଚ ସଂଘ ତରଫରୁ ୧୫ ଦଫା ଦାବି ନେଇ ଆନ୍ଦୋଳନ ଜାରି ରହିଛି। ମୁଖ୍ୟତଃ ଗାନ୍ଧୀ ଜୟନ୍ତୀ, ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମସଭା ହେବ ବୋଲି ନିୟମ…
ଡ୍ରୋନ କ୍ୟାମେରାରେ ହେବ ଲୁଟ୍ର ଆକଳନ
ଚଣ୍ଡିଖୋଲ,୨ା୧୦(ପ୍ରଦୀପ୍ତ କୁମାର ପୃଷ୍ଟି):ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ଥିବା ମାଣ୍ଡୁକା ପାହାଡ଼ରେ ବେଆଇନ ଲୁଟ୍ ଘଟଣାକୁ ନେଇ ଡେରିରେ ପ୍ରଶାସନର ଚେତା ପଶିଛି। ସରକାରୀ ଭାବେ ଅନୁମୋଦିତ ଲିଜ୍ ଏରିଆ ବାହାରୁ ବିପୁଳ ଟଙ୍କାର ଲଘୁ ଖଣିଜ ଲୁଟ ହୋଇଥିବା…
ବିଧାନସଭା ନିର୍ବାଚନରେ ମହିଳା ଉପେକ୍ଷିତ
ଯାଜପୁର,୨ା୧୦ (ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର କୌଣସି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମହିଳାଙ୍କୁ ଅଗ୍ରାଧିକାର ମିଳୁନାହିଁ। ଫଳରେ ଗତ ୧୬ଟି ବିଧାନସଭା ନିର୍ବାଚନରେ ଏଯାଏ ମାତ୍ର ୪ ଜଣ ମହିଳା ବିଧାୟିକା ହେବାର ସୁଯୋଗ ଲାଭ କରିଛନ୍ତି। ତେବେ ନିକଟରେ ମହିଳା ସଂରକ୍ଷଣ…
କେନାଲରୁ ମିଳିଲା ଯୁବକଙ୍କ ରଶିରେ ବନ୍ଧା ମୃତଦେହ
ଯାଜପୁର,୧।୧୦: ଯାଜପୁର ଜିଲା ବିଞ୍ଝାରପୁର ଥାନା ସିଂହପୁର ଖରସ୍ରୋତା ମହାବିଦ୍ୟାଳୟ ପଛ କେନାଲରୁ ଯୁବକଙ୍କ ରଶିରେ ବନ୍ଧା ମୃତଦେହ ମିଳିଛି । ବିଞ୍ଝାରପୁର ପୋଲିସର ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ, ସିଂହପୁର ଖରସ୍ରୋତା ମହାବିଦ୍ୟାଳୟ ପଛ କେନାଲରେ ଜଣେ ଯୁବକ…
ମୋ ଘର ଯୋଜନାରେ ଋଣ ମିଳିପାରୁନି
ବ୍ରହ୍ମବରଦା,୧।୧୦(ଯଯାତି କେଶରୀ ବେହେରା):ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ‘ମୋ ଘର’ ଯୋଜନାରେ ଋଣ ମିଳି ପାରୁନାହିଁ। ଫଳରେ ଋଣ ପାଇଁ ଆବେଦନ କରିଥିବା ଅନେକ ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଲୋକଙ୍କ ଆବେଦନ ବ୍ଲକ୍ କାର୍ଯ୍ୟାଳୟରୁ ଯାଞ୍ଚ…
ଶ୍ରମିକଙ୍କୁ ଠକୁଛି ଦିଲ୍ଲୀର ଠିକାସଂସ୍ଥା
ଯାଜପୁର,୧।୧୦(ହର୍ଷବର୍ଦ୍ଧନ ବେହେରା)ଗ୍ରାମାଞ୍ଚଳର ବିପିଏଲ୍ ପରିବାର ଦୀନଦୟାଲ ଗ୍ରାମଜ୍ୟୋତି ଯୋଜନାର ସଫଳତା ପାଇବାରେ ଏଯାଏ ବଞ୍ଚିତ ରହିଛନ୍ତି। ଏଥିରେ କେତେଜଣ ଅଧିକାରୀ ଓ ଠିକାଦାର ଅଧାପନ୍ତରିଆ କାମ କରି ମାଲାମାଲ ହୋଇଥିବାବେଳେ ସମ୍ପୃକ୍ତ ଶ୍ରମିକମାନେ ତାଙ୍କ ପାଉଣା ପାଇନାହାନ୍ତି। ଏନେଇ ଶ୍ରମିକମାନେ ବାରମ୍ବାର…
ଖବର ପ୍ରକାଶ ପରେ ରାସ୍ତାର ଗର୍ତ୍ତ ମରାମତି
ଯାଜପୁରରୋଡ୍,୩୦।୯(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦର ଯାଜପୁର-କେନ୍ଦୁଝର ରୋଡ୍ ଷ୍ଟେଶନ ବଜାର ରାସ୍ତା ମଝିରେ ସୃଷ୍ଟି ହୋଇଥିବା ଗର୍ତ୍ତର ମରାମତି କରାଯାଇଛି। ଏହି ଗର୍ତ୍ତରେ ବର୍ଷା ଜଳ ରହି ଯାତାୟାତରେ ବାଧା ସୃଷ୍ଟି କରିବା ସହ ଦୈନିକ ଛୋଟ ବଡ଼…
ପୁଣି ଅଡୁଆରେ ସର୍ବେଶ୍ୱର ବେହୁରା
ଯାଜପୁର,୩୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଜଣାଶୁଣା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ପୁଣି ଅଡୁଆରେ ପଡିଛନ୍ତି। ମୋରମ, ମାଟି ଲୁଟ୍ ଅଭିଯୋଗରେ ତାଙ୍କ ନାମରେ ବାଲିଚନ୍ଦ୍ରପୁର ଓ ଧର୍ମଶାଳା ଥାନାରେ ମାମଲା ରୁଜୁ ହୋଇଛି। ପ୍ରାୟ ୩ ମାସ ହେବ…
Archives


