ରାସ୍ତା କାମ ବନ୍ଦ କଲେ ଗ୍ରାମବାସୀ
କାଳିଆପାଣି,୨୧ା୧୦(ଅସିତ ମହାନ୍ତ): ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଚାଲିଥିବା ଅରଡ଼ାପାଳ-ପୋଡ଼ାଘରା ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏପରି କି କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତରେ ଠିକାଦାର ମନମୁତାବକ କାମ କରୁଥିବାରୁ ଗୁରୁବାର ଗ୍ରାମବାସୀ କାମ ବନ୍ଦ କରିଥିଲେ।…
ମାଲ୍ବାହୀ ଟ୍ରେନ୍ ଧକ୍କାରେ ବୃଦ୍ଧ ଦମ୍ପତିଙ୍କ ଚାଲିଗଲା ଜୀବନ
କୋରେଇ,୨୧ା୧୦(ଚନ୍ଦ୍ରକାନ୍ତ ପତି): ମାଲ୍ବାହୀ ଟ୍ରେନ୍ ଧକ୍କାରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ବୈତରଣୀ ରୋଡ୍ ରେଲୱେ ଷ୍ଟେଶନରେ ଏହି ଘଟଣା ଘଟିଛି। ମୃତକ ହେଲେ ବରୁଣ୍ଡେଇ ଗ୍ରାମର ଆଶୁତୋଷ ସିହ୍ନା(୭୦) ଓ ତାଙ୍କ ସ୍ତ୍ରୀ…
୫୬ ବର୍ଷରେ ଚୋରଦା ସାର୍ବଜନୀନ ଦୁର୍ଗାପୂଜା
ଯାଜପୁରରୋଡ୍,୧୯ା୧୦(ପବିତ୍ର ରଞ୍ଜନ ମହାନ୍ତି):ଆଜିର ବ୍ୟାସନଗର ପୌର ପରିଷଦ ସେ ସମୟର ଯାଜପୁରରୋଡ୍ ବିଜ୍ଞାପିତ ଅଞ୍ଚଳ ପରିଷଦ ନାମରେ ପରିଚିତ ଥିଲା। ବଜାର କହିଲେ ଷ୍ଟେଶନ ବଜାର, ସାହୁ ମାର୍କେଟ ଓ ଚୋରଦା ମୁଖ୍ୟ ରାସ୍ତାରେ କିଛି ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି ଉଠିଥିଲା।…
ବିଜୁଳି ସମସ୍ୟା ସମାଧାନ ଦାବି ନେଇ ଏସ୍ଡିଓ ଅଫିସ ସମ୍ମୁଖରେ ବିକ୍ଷୋଭ
ସିଂହପୁର,୧୮ା୧୦(ଅନଙ୍ଗ ଉଦୟ ବେଉରିଆ): ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କନ୍ଜ୍ୟୁମର ଆସୋସିଏଶନ ଆଞ୍ଚଳିକ କମିଟି ଜରୀ-ଛନ୍ଦାମୁଣ୍ଡ କମିଟିର ସମ୍ପାଦକ ବ୍ରହ୍ମାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ବାଳମୁକୁଳି ଇଲେକ୍ଟ୍ରିକାଲ ଏସ୍ଡିପିଓ ଅଫିସ୍ ସମ୍ମୁଖରେ ଏକ ବିଶାଳ ଗଣବିକ୍ଷୋଭ କରାଯାଇଛି। ଘନଘନ ବିଜୁଳି କାଟ୍ ବନ୍ଦ, ପ୍ରସ୍ତାବିତ…
ରସୁଲପୁର ତହସିଲରେ ଚାଲିଛି ବେଆଇନ ବାଲିଘାଟ
ରସୁଲପୁର,୧୮।୧୦(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ତହସିଲ ଅଧୀନ ସମସ୍ତ ବାଲିଘାଟର ନିଲାମ ରାଜସ୍ବ ବିଭାଗ ଦ୍ୱାରା ହୋଇପାରିବ ନାହିଁ। ଆଗକୁ ତହସିଲ ପକ୍ଷରୁ ବାଲିଘାଟ ହାତେଇ ଥିବା ସମସ୍ତ ଲିଜଧାରୀମାନଙ୍କୁ ଘାଟର ନିଲାମ ପାଇଁ ଅନୁମତି ଯାଜପୁର ରୋଡସ୍ଥିତ ଲଘୁ…
ଟ୍ରଲି ଉପରେ ବନ୍ଧାପଡ଼ିଛି ଜୀବନ
ରସୁଲପୁର,୧୮।୧୦(ରଞ୍ଜିତ ରାଉତ): ବିଭିନ୍ନ ଗାଁ ଗଣ୍ଡା, ଜାତୀୟ ରାଜପଥ, ଭୋଜିଭାତ ହେଉଥିବା ଘର ଓ ମଣ୍ଡପ, ମେଳା ମହୋତ୍ସବ ପଡ଼ିଆ ବୁଲି ପଲିଥିନ, ପ୍ଲାଷ୍ଟିକ ବ୍ୟାଗ୍ ଓ ବୋତଲ ଆଦି ଗୋଟାଇ ଜୀବନ ବଞ୍ଚାନ୍ତି ସେମାନେ। ଏହା ସେମାନଙ୍କ ଜୀବିକା। କେବଳ…
ମା’ ବିରଜାଙ୍କ ରଥଯାତ୍ରା
ଯାଜପୁର ଟାଉନ,୧୬ା୧୦(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) : ମା’ ବିରଜା ଦେବୀଙ୍କ ଦୁର୍ଗୋତ୍ସବ ଏକାଦଶ ଦିନରେ ପାଳିତ ହୋଇଥିବା ବେଳେ ରଥଯାତ୍ରା ଓ ପାଦ ଦର୍ଶନ ଦ୍ୱିତୀୟ ଦିନ ପାଳିତ ହୋଇଛି। ଯାଜପୁର ଶାସନର ବ୍ରାହ୍ମଣମାନେ ବୈତରଣୀ ଜଳରେ ମା’ଙ୍କ ସ୍ନାନ କରାଇଥିଲେ।…
ପଲିଥିନ ତଳେ ବିତୁଛି ୩ ଜୀବନ
ବରୀ,୧୭ା୧୦(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ୍ ଅଧୀନ ଅଲିପୁର ପଞ୍ଚାୟତ ୧୪ ନମ୍ବର ଓ୍ବାର୍ଡର ମହିଳା ରମା ଦେଈ ଏବଂ ତାଙ୍କର ଦିବ୍ୟାଙ୍ଗ ଝିଅ ଧରିତ୍ରୀ ଓ ପୁଅ ରବୀନ୍ଦ୍ର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଏକ ଭଙ୍ଗା ଚାଳଘରେ ପଲିଥିନ ଢାଙ୍କି ଆଶ୍ରୟ…
ସଂସ୍କୃତ ପରୀକ୍ଷା ଦେଉଥିବା ୩ ନକଲି ପରୀକ୍ଷାର୍ଥୀ ଜେଲଗଲେ
ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୧୭ା୧୦(ପ୍ରଦୀପ୍ତ କୁମାର ପୃଷ୍ଟି/ଗିରିଜା ପ୍ରସାଦ ସାହୁ): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ସାଉଡିଆସ୍ଥିତ ରତ୍ନାକର ସଂସ୍କୃତ ମହାବିଦ୍ୟାଳୟ ରେ ଯୁକ୍ତ ୩ ପ୍ରଥମ ବର୍ଷ ପରୀକ୍ଷା ଚାଲିଥିବା ବେଳେ ୩ ଜଣ ନକଲି ପରୀକ୍ଷାର୍ଥୀ ଧରାପଡି ଗିରଫ ହୋଇଛନ୍ତି। ଏ…
ଉଦ୍ଧାର ଶିଶୁ ପୁଣି ସାଜୁଛନ୍ତି ଶ୍ରମିକ
ଯାଜପୁର,୧୬ା୧୦(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାର ବିଭିନ୍ନ ହୋଟେଲ, ଗ୍ୟାରେଜ ଆଦି ସ୍ଥାନରେ କାମ କରୁଥିବା ଶିଶୁମାନଙ୍କୁ ଉଦ୍ଧାର କରିବା ପରେ ପୁଣି ସେମାନେ ଶିଶୁ ଶ୍ରମିକ ଭାବେ କାମ କରୁଥିବା ଦେଖିବାକୁ ମିଳିଛି। ଶିଶୁ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ବ୍ୟକ୍ତି…
ନଗଡ଼ାରେ ବାଘ ଆତଙ୍କ
କଳିଆପାଣି,୧୭ା୧୦(ଅସିତ୍ ମହାନ୍ତ): ସମ୍ପ୍ରତି ବନ ବିଭାଗର ବାଘ ଗଣନା କାର୍ଯ୍ୟକ୍ରମ ଚାଲିଛି । ହେଲେ ଯାଜପୁର ଓ ଢ଼େଙ୍କାନାଳ ଜିଲା ସୀମାନ୍ତ ନାଗଡ଼ା ଅଞ୍ଚଳରେ କଲରାପତରିଆ ବାଘ ରହିଥିବା ପାଦ ଚିହ୍ନରୁ ସୂଚନା ମିଳିଛି। ଦୈତାରୀ ସଂରକ୍ଷିତ ଜଙ୍ଗଲରେ ଗତବର୍ଷ ମହାବଳ…
ଜଳୁନି ଷ୍ଟ୍ରିଟ୍ ଲାଇଟ, ସହରର ମୁଖ୍ୟ ରାସ୍ତା ଅନ୍ଧାର
ଯାଜପୁରରୋଡ୍,୧୫ା୧୦(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦରେ ବିଭିନ୍ନ ମୌଳିକ ସମସ୍ୟା ଲାଗିରହିଛି। ଏହାମଧ୍ୟରେ ସହରର ଷ୍ଟ୍ରିଟ୍ ଲାଇଟ୍ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭାହୋଉଛି। ୱାର୍ଡଠାରୁ ଆରମ୍ଭ କରି ସହରର ମୁଖ୍ୟରାସ୍ତା ସବୁଆଡ଼େ ଅନ୍ଧକାରମୟ। ସମସ୍ୟା ସମ୍ପର୍କରେ ଜନ ସାଧାରଣ ପୌର…
Archives


