ଯାଜପୁର

ଶ୍ରମିକ ବଦଳରେ ମେଶିନ କରୁଛି କାମ

ଯାଜପୁର,୨୨ା୧୦(ହର୍ଷବର୍ଦ୍ଧନ ବେହେରା)ଗ୍ରାମାଞ୍ଚଳରେ ଲୋକଙ୍କୁ କାମଧନ୍ଦା ଯୋଗାଇବା ଏବଂ ସେମାନଙ୍କ କ୍ରୟଶକ୍ତି ବୃଦ୍ଧି ଉଦ୍ଦେଶ୍ୟରେ ସଂସଦରେ ଗୃହୀତ ଆଇନ ବଳରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାର୍ଯ୍ୟକାରୀ ହେଉଛି। ଦେଶର କେତେକ ରାଜ୍ୟରେ ଏହି ଯୋଜନାକୁ…

ସମସ୍ୟାରେ ଜବାହର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଯାଜପୁରରୋଡ୍‌,୨୨ା୧୦(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦ ଅଧୀନ ୧୪ନଂ ୱାର୍ଡର ଚୋରଦା ଗ୍ରାମରେ ଥିବା ଜବାହର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ନାନା ସମସ୍ୟାଘେରରେ ରହିଛି। ୧୯୬୪ରେ ସ୍ଥାପିତ ଏହି ବିଦ୍ୟାଳୟର ରୂପରେଖ ଅଦ୍ୟାବଧି ବଦଳିନାହିଁ। ଏଠାରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ…

ବିରଜାଙ୍କ ପୀଠରେ ମହାଷ୍ଟମୀ

ଯାଜପୁର ଟାଉନ,୨୨ା୧୦(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ପୀଠରେ ଶନିବାର ମହାଷ୍ଟମୀ ପାଳିତ ହୋଇଯାଇଛି। ପ୍ରାତଃ ସମୟରୁ ମା’ଙ୍କ ମହାଷ୍ଟମୀ ବେଶ ଦେଖିବା ପାଇଁ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମା’ଙ୍କ ସ୍ବର୍ଣ୍ଣବେଶ କରାଯିବା ସହ ବିଭିନ୍ନ…

ଭିସିଆଇ କେମିକାଲ କାରଖାନାକୁ ବିରୋଧ

ଯାଜପୁର/କଳିଙ୍ଗନଗର,୨୧ା୧୦ (ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ): ପ୍ରଭାବିତ ଅଞ୍ଚଳବାସୀ ଓ କ୍ଷତିଗ୍ରସ୍ତ ପରିବାରଙ୍କ ସମସ୍ୟାଠାରୁ ଦୂରେଇ ଯାଉଥିବାରୁ ଶିଳ୍ପ କାରଖାନାଗୁଡ଼ିକ ଉପରେ ଜନ ଅଶାନ୍ତି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ନିଯୁକ୍ତି ଆଶା କ୍ରମଶଃ ମଉଳି ଯାଇଥିବାରୁ ଶିଳ୍ପ ପ୍ରତି ଲୋକଙ୍କ ମୋହ…

ରାସ୍ତା କାମ ବନ୍ଦ କଲେ ଗ୍ରାମବାସୀ

କାଳିଆପାଣି,୨୧ା୧୦(ଅସିତ ମହାନ୍ତ): ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଚାଲିଥିବା ଅରଡ଼ାପାଳ-ପୋଡ଼ାଘରା ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏପରି କି କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତରେ ଠିକାଦାର ମନମୁତାବକ କାମ କରୁଥିବାରୁ ଗୁରୁବାର ଗ୍ରାମବାସୀ କାମ ବନ୍ଦ କରିଥିଲେ।…

ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ ବୃଦ୍ଧ ଦମ୍ପତିଙ୍କ ଚାଲିଗଲା ଜୀବନ

କୋରେଇ,୨୧ା୧୦(ଚନ୍ଦ୍ରକାନ୍ତ ପତି): ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ବୈତରଣୀ ରୋଡ୍‌ ରେଲୱେ ଷ୍ଟେଶନରେ ଏହି ଘଟଣା ଘଟିଛି। ମୃତକ ହେଲେ ବରୁଣ୍ଡେଇ ଗ୍ରାମର ଆଶୁତୋଷ ସିହ୍ନା(୭୦) ଓ ତାଙ୍କ ସ୍ତ୍ରୀ…

୫୬ ବର୍ଷରେ ଚୋରଦା ସାର୍ବଜନୀନ ଦୁର୍ଗାପୂଜା

ଯାଜପୁରରୋଡ୍‌,୧୯ା୧୦(ପବିତ୍ର ରଞ୍ଜନ ମହାନ୍ତି):ଆଜିର ବ୍ୟାସନଗର ପୌର ପରିଷଦ ସେ ସମୟର ଯାଜପୁରରୋଡ୍‌ ବିଜ୍ଞାପିତ ଅଞ୍ଚଳ ପରିଷଦ ନାମରେ ପରିଚିତ ଥିଲା। ବଜାର କହିଲେ ଷ୍ଟେଶନ ବଜାର, ସାହୁ ମାର୍କେଟ ଓ ଚୋରଦା ମୁଖ୍ୟ ରାସ୍ତାରେ କିଛି ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି ଉଠିଥିଲା।…

ବିଜୁଳି ସମସ୍ୟା ସମାଧାନ ଦାବି ନେଇ ଏସ୍‌ଡିଓ ଅଫିସ ସମ୍ମୁଖରେ ବିକ୍ଷୋଭ

ସିଂହପୁର,୧୮ା୧୦(ଅନଙ୍ଗ ଉଦୟ ବେଉରିଆ): ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କନ୍‌ଜ୍ୟୁମର ଆସୋସିଏଶନ ଆଞ୍ଚଳିକ କମିଟି ଜରୀ-ଛନ୍ଦାମୁଣ୍ଡ କମିଟିର ସମ୍ପାଦକ ବ୍ରହ୍ମାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ବାଳମୁକୁଳି ଇଲେକ୍ଟ୍ରିକାଲ ଏସ୍‌ଡିପିଓ ଅଫିସ୍‌ ସମ୍ମୁଖରେ ଏକ ବିଶାଳ ଗଣବିକ୍ଷୋଭ କରାଯାଇଛି। ଘନଘନ ବିଜୁଳି କାଟ୍‌ ବନ୍ଦ, ପ୍ରସ୍ତାବିତ…

ରସୁଲପୁର ତହସିଲରେ ଚାଲିଛି ବେଆଇନ ବାଲିଘାଟ

ରସୁଲପୁର,୧୮।୧୦(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ତହସିଲ ଅଧୀନ ସମସ୍ତ ବାଲିଘାଟର ନିଲାମ ରାଜସ୍ବ ବିଭାଗ ଦ୍ୱାରା ହୋଇପାରିବ ନାହିଁ। ଆଗକୁ ତହସିଲ ପକ୍ଷରୁ ବାଲିଘାଟ ହାତେଇ ଥିବା ସମସ୍ତ ଲିଜଧାରୀମାନଙ୍କୁ ଘାଟର ନିଲାମ ପାଇଁ ଅନୁମତି ଯାଜପୁର ରୋଡସ୍ଥିତ ଲଘୁ…

ଟ୍ରଲି ଉପରେ ବନ୍ଧାପଡ଼ିଛି ଜୀବନ

ରସୁଲପୁର,୧୮।୧୦(ରଞ୍ଜିତ ରାଉତ): ବିଭିନ୍ନ ଗାଁ ଗଣ୍ଡା, ଜାତୀୟ ରାଜପଥ, ଭୋଜିଭାତ ହେଉଥିବା ଘର ଓ ମଣ୍ଡପ, ମେଳା ମହୋତ୍ସବ ପଡ଼ିଆ ବୁଲି ପଲିଥିନ, ପ୍ଲାଷ୍ଟିକ ବ୍ୟାଗ୍‌ ଓ ବୋତଲ ଆଦି ଗୋଟାଇ ଜୀବନ ବଞ୍ଚାନ୍ତି ସେମାନେ। ଏହା ସେମାନଙ୍କ ଜୀବିକା। କେବଳ…

ମା’ ବିରଜାଙ୍କ ରଥଯାତ୍ରା

ଯାଜପୁର ଟାଉନ,୧୬ା୧୦(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) : ମା’ ବିରଜା ଦେବୀଙ୍କ ଦୁର୍ଗୋତ୍ସବ ଏକାଦଶ ଦିନରେ ପାଳିତ ହୋଇଥିବା ବେଳେ ରଥଯାତ୍ରା ଓ ପାଦ ଦର୍ଶନ ଦ୍ୱିତୀୟ ଦିନ ପାଳିତ ହୋଇଛି। ଯାଜପୁର ଶାସନର ବ୍ରାହ୍ମଣମାନେ ବୈତରଣୀ ଜଳରେ ମା’ଙ୍କ ସ୍ନାନ କରାଇଥିଲେ।…

ପଲିଥିନ ତଳେ ବିତୁଛି ୩ ଜୀବନ

ବରୀ,୧୭ା୧୦(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ୍‌ ଅଧୀନ ଅଲିପୁର ପଞ୍ଚାୟତ ୧୪ ନମ୍ବର ଓ୍ବାର୍ଡର ମହିଳା ରମା ଦେଈ ଏବଂ ତାଙ୍କର ଦିବ୍ୟାଙ୍ଗ ଝିଅ ଧରିତ୍ରୀ ଓ ପୁଅ ରବୀନ୍ଦ୍ର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଏକ ଭଙ୍ଗା ଚାଳଘରେ ପଲିଥିନ ଢାଙ୍କି ଆଶ୍ରୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri