ଯାଜପୁର

ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମୁଛି

ଯାଜପୁର,୩ା୧୧(ହର୍ଷବର୍ଦ୍ଧନ ବେହେରା) : ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହେଉଛି। ଐତିହାସିକ, ପ୍ରାକୃତିକ, ସାଂସ୍କୃତିକ, ଧାର୍ମିକ ଆଦି କିମ୍ବଦନ୍ତୀ ବହନ କରୁଥିବା ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡିକୁ ପର୍ଯ୍ୟଟକଙ୍କ ଆଗମନ ହେଉଛି। ହେଲେ ଉପଯୁକ୍ତ ଭାବେ ପ୍ରଚାରପ୍ରସାର ଅଭାବରୁ ଅନେକ ପର୍ଯ୍ୟଟନସ୍ଥଳୀ ଜନମାନସରୁ…

ଭଙ୍ଗା ଗମ୍ବୁଜ ମରାମତି କରି ଅର୍ଥ ଲୁଟ୍‌ ମସୁଧା

ଯାଜପୁର,୨ା୧୧(ହର୍ଷବର୍ଦ୍ଧନ ବେହେରା) : ମହାଭାରତ ଯୁଗର ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ଯାଜପୁର ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବରର ସୌନ୍ଦର୍ଯ୍ୟ ସର୍ବଜନବିଦିତ ା ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡିରହିଥିବା ଏବେ ଏହି ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜିଲା ଖଣିଜ…

ପ୍ରଦୂଷଣ ବଳୟରେ ଛଟପଟ ପଥଚାରୀ

ଯାଜପୁର,୨ା୧୧(ହର୍ଷବର୍ଦ୍ଧନ ବେହେରା) : ଜିଲା ପ୍ରଶାସନ ଏବଂ ଶିଳ୍ପ କାରଖାନା କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଆଗରେ ଜନସାଧାରଣଙ୍କ ସ୍ବାର୍ଥ କିପରି ବଳି ପଡେ ତାହାର ଜ୍ୱଳନ୍ତ ଉଦାହରଣ ମାନପୁର ବ୍ରିଜ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଛି। ଆର୍ଥିକ ଅଭିବୃଦ୍ଧିର…

ପୁଅର ଚିକିତ୍ସା ପାଇଁ ମା’ବାପାଙ୍କ ନିବେଦନ

କାଏମା,୧।୧୧ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ଚଇନୁହୁଡ଼ା ଗ୍ରାମର ବଟକୃଷ୍ଣ ତରାଇଙ୍କ ପୁଅ ମନୋଜ ତରାଇ(୨୦) ବଜ୍ରପାତରେ ଗୁରୁତର ହୋଇ ୪୦ଦିନରୁ ଅଧିକ ହେବ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଚିକିତ୍ସା ପାଇଁ ବିଜୁ ସ୍ବାସ୍ଥ୍ୟକାର୍ଡରେ ଥିବା…

ପେଟ ପାଇଁ ଜରି, ପ୍ଲାଷ୍ଟିକ୍‌ ବୋତଲ ଗୋଟାଉଛନ୍ତି ଶିଶୁ

ଯାଜପୁରରୋଡ୍‌,୩୦ା୧୦(ପବିତ୍ର ରଞ୍ଜନ ମହାନ୍ତି): ରାଜ୍ୟ ଓ କେନ୍ଦ୍ର ସରକାର ଅବହେଳିତ ଶିଶୁଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ସେ ସବୁ ଯୋଜନା କେତେକ ସ୍ଥାନରେ କେବଳ କାଗଜକଲମରେ ସୀମିତ ରହୁଥିବା ଅଭିଯୋଗ ହେଉଛି। ଯାହାର ନିଚ୍ଛକ ଦୃଶ୍ୟ ଦେଖିବାକୁ…

ପ୍ରଦୂଷଣରେ ଭାରାକ୍ରାନ୍ତ ମାନପୁର ବ୍ରିଜ୍‌

ଯାଜପୁର,୩୦।୧୦(ହର୍ଷବର୍ଦ୍ଧନ ବେହେରା) :ଶିଳ୍ପ ପ୍ରଦୂଷଣର ଭୟାବହତା ଏବେ କଳିଙ୍ଗନଗରବାସୀଙ୍କୁ କବଳିତ କରିଛି। ଚତୁଃପାର୍ଶ୍ୱରୁ ଶିଳ୍ପ କାରଖାନା ଘେର ମଧ୍ୟରେ ରହି କାଳ କାଟୁଥିବା ୩୦ ରୁ ଊର୍ଦ୍ଧ୍ୱ ଗାଁ ଲୋକେ ପ୍ରଦୂଷଣ ମଧ୍ୟରେ ଘାଣ୍ଟି ହେଉଛନ୍ତି । ବାୟୁ ଓ ଜଳ…

ଡମ୍ପ ମାଟି ଧସି ଗ୍ରାମବାସୀ ନୟାନ୍ତ

ଯାଜପୁର,୨୯ା୧୦(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ସୁକିନ୍ଦା ବ୍ଲକ ଓଡ଼ିଶା ଖଣି ନିଗମ(ଓଏମସି) ଦକ୍ଷିଣ କାଳିଆପାଣି ଖଣିର ଡମ୍ପ ଧସିବା ଯୋଗୁ ଆଖପାଖ ଗ୍ରାମବାସୀ ନାହିଁ ନ ଥିବା ସମସ୍ୟାରେ ରୁନ୍ଧି ହେଉଛନ୍ତି। ଏନେଇ ପ୍ରଭାବିତ ଗ୍ରାମବାସୀ ପୂର୍ବରୁ ଜିଲା ପ୍ରଶାସନ ଏବଂ ଜାତୀୟ…

କାର୍ଯ୍ୟକ୍ଷମ ହୋଇପାରୁନି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର

ବ୍ରହ୍ମବରଦା,୨୯ା୧୦(ଯଯାତି କେଶରୀ ବେହେରା):ବ୍ରହ୍ମବରଦା କଲେଜ ନିକଟରେ ପ୍ରତିଷ୍ଠା ହୋଇଥିବା ୩୩/୧୧କେଭି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର କାମରେ ଲାଗି ପାରୁନାହିଁ। ଫଳରେ ଏହାକୁ ନେଇ ଉପଭୋକ୍ତାଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ଜୁନ ୮ରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହି ଷ୍ଟ୍ରକ୍‌ଚରକୁ…

ଉଦ୍ୟାନ ଉତ୍କର୍ଷ କେନ୍ଦ୍ର ନାଁରେ ଅନିୟମିତତା

ଯାଜପୁର,୨୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ପାଣିକୋଇଲିଠାରେ ଆମ୍ବ ଓ ପରିବା ଚାଷୀଙ୍କ ପାଇଁ ସେଣ୍ଟର ଅଫ୍‌ ଏକ୍ସଲେନ୍ସ(ଉଦ୍ୟାନ ଉତ୍କର୍ଷ କେନ୍ଦ୍ର) ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ନିର୍ମାଣ କାର୍ଯ୍ୟ ପାଇଁ ଡିଏମ୍‌ଏଫ୍‌(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠିରୁ ମଞ୍ଜୁର ହୋଇଥିବା…

ଏ ଫର୍ମକୁ ଚାପି ଦେଇ ଦୁର୍ନୀତି ଅଣାୟତ୍ତ

ଯାଜପୁର,୨୬ା୧୦(ହର୍ଷବର୍ଦ୍ଧନ ବେହେରା): ବିଷାକ୍ତ ମଦ ତିଆରି ହେଉ ବା ବିକ୍ରୀ କରିବା ଯେପରି ଏକ ଗର୍ହିତ ଅପରାଧ, ସେହିଭଳି ମଦ ବିକ୍ରୀ ନାମରେ ବିପୁଳ ଟଙ୍କା ରାଜସ୍ବ ଅତ୍ମସାତ୍‌ କରିବା ମଧ୍ୟ ଗୁରୁତର ଦେଶଦ୍ରୋହ କାର୍ଯ୍ୟ। ସରକାର ଅବକାରୀ ବିଭାଗକୁ ରାଜସ୍ବ…

ଉଷ୍ମ ଜଳବାୟୁ, ଚିନ୍ତାରେ କୋବିଚାଷୀ

ରସୁଲପୁର,୨୬ା୧୦(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଞ୍ଚଳ ଏକ କୃଷି ପ୍ରଧାନ ବ୍ଲକ ଭାବେ ପରିଚିତ। ପରିବା ଚାଷ ପାଇଁ ରାଜ୍ୟରେ ଏହି ଅଞ୍ଚଳର ସ୍ବତନ୍ତ୍ର ପରିଚୟ ରହିଛି। ବାରବାଟୀ ଅଞ୍ଚଳରୁ ଉତ୍ପାଦିତ କୋବି ବ୍ୟବସାୟ ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ପରିବହନ ହୋଇଥାଏ।…

ମହେଶ୍ୱରପୁର ପଞ୍ଚାୟତରେ ନାନା ସମସ୍ୟା

ବ୍ରହ୍ମବରଦା,୨୬ା୧୦(ଯଯାତି କେଶରୀ ବେହେରା):ରସୁଲପୁର ବ୍ଲକ୍‌ର ମହେଶ୍ୱରପୁର ପଞ୍ଚାୟତରେ ନାନା ସମସ୍ୟା ଲାଗି ରହିଛି। ୧୩ ୱାର୍ଡର ୫ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କୁ ନେଇ ଗଠିତ ଏହି ପଞ୍ଚାୟତ କାର୍ଯ୍ୟାଳୟଟି ୪ ନମ୍ବର ୱାର୍ଡର ମଦରସା ମସଜିଦ ନିକଟରେ ଅବସ୍ଥିତ। ପଞ୍ଚାୟତ କାର୍ଯ୍ୟାଳୟଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri