ଯାଜପୁର

ମାଟି ଉପରେ ଦିଶୁଛି ପାଣି ପାଇପ୍‌

ଯାଜପୁର,୧୩ା୪(ହର୍ଷବର୍ଦ୍ଧନ ବେହେରା): ବ୍ରାହ୍ମଣୀ ନଦୀରୁ ଯାଜପୁର ଜିଲାର ସୁକିନ୍ଦା ଖଣି ଅଞ୍ଚଳର ୫୨ ଗ୍ରାମକୁ ପାଇପ୍‌ ଯୋଗେ ଜଳଯୋଗାଣ ଲକ୍ଷ୍ୟ ପଥଚ୍ୟୁତ ହୋଇଛି। ଏହା ଦ୍ୱିତୀୟ ପ୍ରକଳ୍ପ ଭାବେ ଓଏମ୍‌ବିଏଡିସିି (ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରୁ ୧୦୧.୨୪…

କାଟିଆ-ବୈଷପାନ ରାସ୍ତା କାମରେ ଅନିୟମିତତା

ଯାଜପୁର,୧୨ା୪(ହର୍ଷବର୍ଦ୍ଧନ ବେହେରା): ନିର୍ବାଚନ ସମୟରେ ପୂର୍ତ୍ତ ବିଭାଗର ମନମୁଖୀ ଓ ନିମ୍ନମାନର ରାସ୍ତା ନିର୍ମାଣ ସଂପୃକ୍ତ ଅଞ୍ଚଳବାସୀଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି। ଏନେଇ ଅଞ୍ଚଳବାସୀ ଯେତେ ଅଭିଯୋଗ କଲେ ବି ଯାଜପୁର ଜିଲା ପାଣିକୋଇଲି ଆର୍‌ ଏଣ୍ଡ ବି (ପୂର୍ତ୍ତ)…

ଦଳଡିଆଁ ନେତାଙ୍କ ପତିଆରା ଅଧିକ

ଯାଜପୁର,୧୧।୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ଦଳଡିଆଁରେ ରେକର୍ଡ କରୁଥିବା ନେତାଙ୍କ ପତିଆରା ଏଥର ଢେର ଅଧିକ ଦେଖିବାକୁ ମିଳିଛି। ହେଲେ ଗୋଟିଏ ଦଳରେ ଦଶନ୍ଧି ଓ ବର୍ଷ ବର୍ଷ ଧରି ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ନେତାଙ୍କୁ ଅଣଦେଖା କରାଯାଉଛି। ସବୁ ଦଳର…

୫ ବର୍ଷ ପରେ ବି ସରିଲାନି ଦତ୍ତପୁର ସେତୁ କାର୍ଯ୍ୟ

ଝୁମ୍ପୁରୀ,୧୧ା୪(ସରୋଜ ନାୟକ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଶିଳାନ୍ୟାସ ହୋଇଥିଲା ବୈତରଣୀ ନଦୀରେ ଏକ ହାଇଲେଭଲ ସେତୁ। ଏହି ଶିଳାନ୍ୟାସକୁ ୫ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଏବେବି କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଏହିପରି ଏକ ଅସମ୍ପୂର୍ଣ୍ଣ ସେତୁ ଦେଖିବାକୁ ମିଳିଛି…

ଏଥର ବିକଳ୍ପ ଖୋଜୁଛନ୍ତି ଭୋଟର

ଯାଜପୁର,୧୦ା୪(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ବିଞ୍ଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ୧୯୬୭ରୁ ଏଯାବତ ସଂରକ୍ଷିତ ଆସନ ହୋଇ ରହିଛି। ଅଞ୍ଚଳବାସୀ ଏନେଇ ରାଜ୍ୟ ଓ କେନ୍ଦ୍ର ନିର୍ବାଚନ କମିଶନରଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳି ପାରୁନାହିଁ…

ଭୋଟକୁ ଓଲଟପାଲଟ କରିପାରେ ଚାଷୀ ସଙ୍ଗଠନ

ଯାଜପୁର,୧୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଲୋକସଭା ଆସନ ସମେତ ଜିଲାର ୭ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଚାଷୀ ସଙ୍ଗଠନ, ବିଦ୍ରୋହୀ ଓ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରଭାବଶାଳୀ ଉପସ୍ଥିତି ପ୍ରତିଦ୍ୱନ୍ଦ୍ୱିତାର ଚିତ୍ରକୁ ପ୍ରଭାବିତ କରୁଛି ା ମୋଟାମୋଟି ଭାବେ ସବୁଠି କଡ଼ା ମୁକାବିଲା ହେବାର…

ଘୋଷଣା ହୋଇପାରୁନି କଂଗ୍ରେସ ପ୍ରାର୍ଥୀ ତାଲିକା

ବରୀ,୧୦।୪(ମହେନ୍ଦ୍ର ସ୍ବାଇଁ): ୨୦୦୦ ମସିହାରୁ ବରୀ ବିଧାନସଭା ନିର୍ବାଚନମଣ୍ଡଳୀରେ କୌଣସି କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ଲଢ଼ି ବିଜୟର ସ୍ବାଦ ଚାଖି ନାହାନ୍ତି। ଚଳିତ ନିର୍ବାଚନ ଲାଗି ତାରିଖ ଘୋଷଣା ପରେ ମଧ୍ୟ କଂଗ୍ରେସ ଏହି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରି…

ଛକାଛକିରେ ଟିକେଟ ଆଶାୟୀ: ମହଙ୍ଗା ପଡ଼ିପାରେ ମହିଳାଙ୍କୁ ଉପେକ୍ଷା

ଯାଜପୁର,୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ଛକାଛକି ଚାଲିଛି। ବିଜେଡି ନ ହେଲେ ଭାଜପା ଏବଂ ଭାଜପା ନ ହେଲେ ବିଜେଡିକୁ ଡିଅଁା ମାରିବେ ବୋଲି ଆଶାୟୀଙ୍କ ସମର୍ଥକମାନେ କହି ବୁଲୁଛନ୍ତି। ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି…

ଦୁର୍ନୀତି, ହରିଲୁଟକୁ ଅସ୍ତ୍ର କରୁଛି ବିରୋଧୀ

ଯାଜପୁର,୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ଠିକାଦାରି ରାଜନୀତି, ଦୁର୍ନୀତି ଓ ଲଘୁ ଖଣିଜ ଦ୍ରବ୍ୟ ଲୁଟ ଆଦି ପ୍ରସଙ୍ଗରେ ନିର୍ବାଚନ ନେତାମାନଙ୍କ ପ୍ରତି ଆକ୍ରୋଶ ରହିଛି। ବିଶେଷକରି ୨୦୧୪ ସାଧାରଣ ନିର୍ବାଚନ ପରେ ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରେ କଳାପଥର ଲୁଟ ଓ ଦୁର୍ନୀତି…

ମାନବିକତା ଭୁଲିଗଲା ପୋଲିସ

ପାଣିକୋଇଲି,୯ା୪(ବିକାଶ କୁମାର ମଲିକ):ପାଣିକୋଇଲି ଥାନା ତଥା ବ୍ୟାସନଗର ତହସିଲ ଅଧୀନ ମୁଳାପାଳ ପଞ୍ଚାୟତର ଧନତ୍ରୀ ବାଲିଘାଟକୁ ନେଇ ଶନିବାର ରାତିରେ ଉତ୍ତେଜନା ପ୍ରକାଶ ପାଇଥିଲା। ବାଲିଘାଟରେ ବାଲି ବ୍ୟବସାୟୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଘଟିଥିବା ଗଣ୍ଡଗୋଳ ନେଇ ଥାନାକୁ ଅଭିଯୋଗ କରିବାକୁ…

ନେତାଙ୍କ ପାଇଁ କଳାପଥରର କଳା ଟଙ୍କା

ଯାଜପୁର,୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ଲଘୁ ଖଣିଜ ସମ୍ପଦ କଳାପଥର, ମୋରମ, ବାଲି ଓ ମାଙ୍କଡା ପଥରର ପ୍ରାଚୁର୍ଯ୍ୟ ରହିଛି। ଗତ ପ୍ରାୟ ୧ ବର୍ଷ ହେବ ଲଘୁ ଖଣି ସମ୍ପଦର ସୁରକ୍ଷାଭାର ରାଜସ୍ବ ବିଭାଗଠାରୁ କାଢ଼ି ନେଇ ଖଣି ବିଭାଗକୁ ଦିଆଯାଇଛି।…

ଝିଲିକ୍‌ ନା ବବି ଦାସଙ୍କ ଭାଇ କାହାକୁ ମିଳିବ ଟିକେଟ୍‌: ବିଜେଡି ଦେଇ ନ ପାରେ ପରିବାରରୁ ଦୁଇଜଣଙ୍କୁ ଟିକେଟ

ରସୁଲପୁର,୯ା୪(ରଞ୍ଜିତ ରାଉତ):ଯାଜପୁର ଜିଲାର କୋରେଇ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରି ନ ଥିବାବେଳେ ପ୍ରତିଦିନ ନୂଆ ନଁା ଚର୍ଚ୍ଚାକୁ ଆସୁଛି। ଏହାସହ ଆଶାୟୀଙ୍କ ତାଲିକା ମଧ୍ୟ ଲମ୍ବିଚାଲିଛି, ଯାହାଙ୍କ ବିଷୟରେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଆଲୋଚନା ହେଉଛି। ଯାଜପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?