ଯାଜପୁର

ବିଜେଡି ଘୋଷଣାକୁ ଭାଜପାର ଅପେକ୍ଷା

ରସୁଲପୁର,୮ା୪(ରଞ୍ଜିତ ରାଉତ):ଯାଜପୁର ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୬ଟିରେ ଭାଜପା ପ୍ରାର୍ଥୀ ଘୋଷଣା କରିସାରିଛି। କେବଳ ବରୀ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଘୋଷଣା ବାକି ରହିଛି। ଏଠି ଦଳ ଜିତିବା ସମ୍ଭାବନା ଥିବା ପ୍ରାର୍ଥତ୍ତ୍ୱକୁ ଅପେକ୍ଷା କରିଛି। ବିଜେଡି ଟିକେଟ ବଣ୍ଟନ…

ଦଶରଥପୁରରେ ପାନୀୟ ଜଳ ପାଇଁ ହନ୍ତସନ୍ତ

ଝୁମ୍ପୁରୀ,୮ା୪(ସରୋଜ ନାୟକ): ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇଚାଲିଛନ୍ତି। ହେଲେ…

ପିଏମ୍‌ଜିଏସ୍‌ଓ୍ବାଇ ରାସ୍ତା କାମରେ ହରିଲୁଟ

ଯାଜପୁର,୮ା୪(ହର୍ଷବର୍ଦ୍ଧନ ବେହେରା): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କଯୋଜନା(ପିଏମ୍‌ଜିଏସ୍‌ଓ୍ବାଇ)ରେ ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଜନ-୨ ଅନ୍ତର୍ଗତ ମଧୁସୂଦନପୁର ଭାୟା ରଘୁନାଥପୁର ହୋଇଥିବା ରାସ୍ତା କାର୍ଯ୍ୟରେ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଛି। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ନ ସରୁଣୁ ବିଭିନ୍ନ ସ୍ଥାନରେ କଂକ୍ରିଟ ଉଠିଯିବା…

ମହୁ ଲଠାରେ ଭୋକ ମେଣ୍ଟୁଛି

କାଳିଆପାଣି,୮ା୪(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ୍‌ ଅଧୀନ କଆଁସ ପଞ୍ଚାୟତ ବିଟ ସାହି ମହ୍ଲାର ବସ୍ତିର ଜନଜାତି ପରିବାର ବହୁ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ସରକାର ଗରିବ ଓ ଅସହାୟଙ୍କ ପାଇଁ ବହୁ ଯୋଜନା କରିଛନ୍ତି। ମାତ୍ର ପ୍ରଶାସନିକ…

ସଫଳତା ଦୋହରାଇବା ବିଜେଡିକୁ ଚାଲେଞ୍ଜ

ଯାଜପୁର,୭ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର ପୌର ପରିଷଦ ସମେତ ଦଶରଥପୁର ବ୍ଲକର ୨୦ ଏବଂ ଯାଜପୁର ବ୍ଲକର ୧୮ ପଞ୍ଚାୟତକୁ ନେଇ ଗଠିତ ଯାଜପୁର ନିର୍ବାଚନମଣ୍ଡଳୀରେ ଦୁଇ ଦଶନ୍ଧି ହେଲା ବିଜେଡି ଲଗାତର ବିଜୟୀ ହୋଇଆସିଛି। ଏଥର ୨ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଦଳର ପ୍ରାର୍ଥୀ…

ବାଇକ୍‌କୁ ପିଟିଲା ଟିପ୍ପର: ଚାଲିଗଲା ବାପ-ପୁଅଙ୍କ ଜୀବନ

ଯାଜପୁର,୬।୪: ଯାଜପୁର ଜିଲା ସଦର ଥାନା ଅଧୀନ ବରୁହାଁ ଛକ ନିକଟରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାପ-ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶିମିଳିଆ ପଞ୍ଚାୟତ ଷଠିଆଟଗିରି ଗ୍ରାମର ସଇନ୍ଦା ଜେନା ଏବଂ ତାଙ୍କ ପୁଅ ମୁନା…

ଆଜି ବାରୁଣି ସ୍ନାନ: ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଭୁବନେଶ୍ୱର,୬।୪: ଆଜି ବାରୁଣି ସ୍ନାନ। ଯାଜପୁର ବୈତରଣୀ ନଦୀର ଦଶ୍ୱାଶମେଧ ଘାଟରେ ବୁଡ ଓ ପିଣ୍ଡ ପକାଇବା ଲାଗି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ସକାଳ ୬.୦୯ଠାରୁ ଦିନ ୧୨.୫୭ ମିନିଟ୍‌ ଯାଏ ବୁଡ ପକାଇବା ପାଇଁ ଯୋଗ ଥିବାରୁ ଶ୍ରଦ୍ଧାଳୁ…

ଝୁଲୁଥିବା ଆସନରେ ନେତା ନିରାଶ, କର୍ମୀ ନୀରବ

ଯାଜପୁର,୬ା୪(ହର୍ଷବର୍ଦ୍ଧନ ବେହେରା): ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ଘୋଷଣା ହୋଇଛି। ଏହାପରେ ବି ଯାଜପୁର ଜିଲାର କୋରେଇ, ବରୀ ଓ ବଡ଼ଚଣା ବିଧାନସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଝୁଲି ରହିଛି। ଆଗଧାଡ଼ିର କେତେଜଣ ନେତା ଓ ତାଙ୍କ ପରିବାର…

ବିଜେଡି ସ୍ଥିର, ବଢୁଛି ଭାଜପା, କଂଗ୍ରେସ ନୀରବ

ଯାଜପୁର,୫ା୪(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାରେ ଯଥେଷ୍ଟ ପ୍ରାକୃତିକ ସମ୍ପଦ ଥିଲେ ବି ସେସବୁର ଠିକ୍‌ ବିନିଯୋଗ ନ ହେବାରୁ ନିଯୁକ୍ତି ସୁଯୋଗ ସୃଷ୍ଟି ସଙ୍କୁଚିତ ହୋଇଛି। ଏହା ଉପରେ ପୁଣି ଖଣି ଓ ଶିଳ୍ପାଞ୍ଚଳରେ ଅଣଓଡ଼ିଆଙ୍କ ଅନାଧିକାର ପ୍ରବେଶ ବେକାର ଯୁବତୀଯୁବକମାନଙ୍କୁ…

ଘଡ଼େଇ-ଦାସ ପରିବାର ମଧ୍ୟରେ ବଢ଼ୁଛି ଫାଟ

କୋରେଇ(ଚନ୍ଦ୍ରକାନ୍ତ ପତି), ୫ା୪:ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଏକଦା ସୁକିନ୍ଦାର ପ୍ରଫୁଲ୍ଲ ଘଡ଼େଇଙ୍କ ପରିବାର ଓ ଯାଜପୁରର ଅଶୋକ ଦାସଙ୍କ ପରିବାର ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ନେଇ ଚର୍ଚ୍ଚା ହୋଇଥାଏ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ୨ ପରିବାରଙ୍କ…

କୋରେଇ ରାଜନୀତିରେ ନାଟକୀୟ ମୋଡ଼, ଅଭିନେତା ବନାମ ଅଭିନେତ୍ରୀଙ୍କ ଭିତରେ ହୋଇପାରେ ଲଢେଇ!

ଯାଜପୁର,୪।୪: କୋରେଇ ବିଧାନସଭା ଆସନରେ ମୁହାଁମୁହିଁ ହୋଇପାରନ୍ତି ଅଭିନେତା ଅଭିନେତ୍ରୀ। ଭାଜପା ଏଠାରେ ଅଭିନେତା ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କୋରେଇରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟ। କୋରେଇ ନିର୍ବାଚନ ମଣ୍ଡଳୀର ଶତାଧିକ…

ଲଢ଼େଇ ମଇଦାନର ସ୍ଥିତି ଏବେ ବି ଅସ୍ପଷ୍ଟ

ଯାଜପୁର,୪ା୪(ହର୍ଷବର୍ଦ୍ଧନ ବେହେରା) :ଅଧିକ ବିଚାର ବିମର୍ଶ ଯାଜପୁର ଜିଲା ବିଜେଡି ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ପରିସ୍ଥିତି ଚଳିତ ନିର୍ବାଚନରେ ବିଜେଡି ଉପରେ ପଡିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?