ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭୁବନେଶ୍ୱର,୨୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ଓଡିଶା ଭାଜପା ସଭାପତି ମନମୋହନ ସାମଲ ଏହି ପ୍ରସଙ୍ଗରେ ସୂଚନା ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସାମଲ କହିଛନ୍ତି...
ଏନ୍ଏସ୍ସିକୁ ରିପୋର୍ଟ ମାଗିଲା କୃଷି ବିଭାଗ
ଯାଜପୁର,୨୯ା୨(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ଦୀର୍ଘ ୭୬ ବର୍ଷ ପୁରୁଣା ଏକମାତ୍ର ସୁକିନ୍ଦା ବିହନ ଫାର୍ମ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ୨୦୨୧ରେ ପିଜୁଳି ଚାରା ରୋପଣ ବିରୋଧରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍ଜିଟି)ରେ ମାମଲା ରୁଜୁ ଏବଂ ପରେ...
ଅବକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ମୋଟରସାଇକେଲ
କାମାକ୍ଷାନଗର,୨୭।୨: ଭୟାବହ ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ହୋଇଗଲା ପାଞ୍ଚରୁ ଅଧିକ ମୋଟରସାଇକେଲ। ଏଭଳି ଏକ ଦୁର୍ଘଟଣା ଘଟିଛି କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟ ପରିସରରେ। ସୂଚନାଥାଉ କି, କୁହାଯାଉଛି କି ପ୍ରଥମେ କାର୍ଯ୍ୟାଳୟର ପଛପଟେ ନିଆଁ ଲାଗିଥିଲା । ଏହାପରେ ଚାହୁଁ...
ବିଜେଡିରୁ ଭାଜପା, ଭାଜପାରୁ ବିଜେଡି
ଯାଜପୁର,୨୬/୨(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ରାଜନୀତି ବେଶ୍ ରୋଚକ ରହିଆସିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓ ପରେ ଭାଜପା ନେତା ବିଜେଡିରେ ଏବଂ ଏବେ ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିର ବରିଷ୍ଠ ନେତା ଭାଜପା ଶିବିରାର୍ଥୀ ହୋଇଛନ୍ତି।...
ବିଜେଡି ଛାଡ଼ିବାର ଘଣ୍ଟାଏ ପରେ ଭାଜପାରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ
ଭୁବନେଶ୍ୱର,୨୫ା୨: ରବିବାର ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଭଜାପରେ ସାମିଲ ହୋଇଛନ୍ତି। କିଛି ସମୟ ପୂର୍ବରୁ ଦେବାଶିଷ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦେବାଶିଷ ଦଳରେ ଯୋଗ ଦେଇଛନ୍ତି।...
ଯାତ୍ରୀବାହୀ ପାସେଞ୍ଜର ଭଡ଼ା କମିଲା
ଯାଜପୁର,୨୪ା୨(ହର୍ଷବର୍ଦ୍ଧନ ବେହେରା): କରୋନା ଲକ୍ଡାଉନ୍ ସମୟରୁ ଓଡ଼ିଶାର ସମସ୍ତ ଯାତ୍ରୀବାହୀ ଓ ମେମୁ ପାସେଞ୍ଜର ଟ୍ରେନଗୁଡ଼ିକୁ ସ୍ପେଶାଲ/ଦ୍ରୁତଗାମୀ କରାଯାଇ ସାଧାରଣ ଜନତାଙ୍କଠାରୁ ଦ୍ରୁତଗାମୀ ଭଡ଼ା ଆଦାୟ ହେଉଥିଲା। ରେଲଓ୍ବେର ଏଭଳି କାର୍ଯ୍ୟ ବିରୋଧରେ କଳିଙ୍ଗନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ...
ବିଷାକ୍ତ ଖାଦ୍ୟରୁ ବ୍ୟାପୁଛି ଝାଡ଼ାବାନ୍ତି
ଯାଜପୁରରୋଡ୍/କୋରେଇ, ୨୪ା୨ (ପବିତ୍ର ରଞ୍ଜନ ମହାନ୍ତି/ ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ଅଞ୍ଚଳରେ ୨ଦିନ ହେବ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଶଙ୍ଖଚିଲା ହାଟରେ ଦହିବରା ଏବଂ ଚଟପଟି ଦୋକନରୁ ଖାଦ୍ୟଖାଇ ସଂଖ୍ୟାଧିକ ଆକ୍ରାନ୍ତ ହୋଇଥିବା...
ଝାଡ଼ା ବାନ୍ତିରେ ୫୦ ଜଣରୁ ଅଧିକ ଆକ୍ରାନ୍ତ
ଯାଜପୁର,୨୩।୨: ଯାଜପୁର ଜିଲା ବ୍ୟାସନଗର ସହର ସମେତ ଆଖପାଖ ଅଞ୍ଚଳରେ ଡାଇରିଆ ଯୋଗୁ ବହୁଲୋକ ଆକ୍ରାନ୍ତ ହୋଇଛନ୍ତି। କୋରେଇ ବ୍ଲକ ଖମଣ ପଞ୍ଚାୟତ ସଙ୍ଖଚିଲା, ଭିକିପୁର, ରାଧାନଗର, ଉଦୟପାଟଣା, ଠାକୁର ପାଟଣା, ଗୁରୁସାହି, ଦାନଗଦି ବ୍ଳକ ରାଛିପୁର, ନେଳୀବାରି, ପୌରାଞ୍ଚଳ...
ମାଟ୍ରିକ୍ ପରୀକ୍ଷା ପରିଦର୍ଶକ ନିଯୁକ୍ତିରେ ସ୍ବଚ୍ଛତା ନାହିଁ
ରସୁଲପୁର,୨୩ା୨(ରଞ୍ଜିତ ରାଉତ):ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ପ୍ରିୟାପ୍ରୀତି ତୋଷଣ ପ୍ରକ୍ରିୟାରେ ଯାଜପୁର ଜିଲା ଶିକ୍ଷାଧିକାରୀ ଚଳିତ ମାଟ୍ରିକ ପରୀକ୍ଷା ପାଇଁ ପରିଦର୍ଶକ ନିଯୁକ୍ତି କରିଥିବା ଅଭିଯୋଗ ହୋଇଛି। ଏଥିରେ ରସୁଲପୁର ବ୍ଲକ ଅଞ୍ଚଳରେ ସ୍ଥିରୀକୃତ ୧୭ ମାଟ୍ରିକ...
କାଏମା ପାହାଡ଼ରୁ ମୋରମ୍ ଲୁଟ ଉଦ୍ୟମ
କାଏମା,୨୩ା୨(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ଼ରୁ ମୋରମ୍ ଲୁଟ ପାଇଁ କେତେଜଣ ଯୁବକ ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ବାସିନ୍ଦା ଏହାକୁ ଅଟକାଇଛନ୍ତି। କାଏମା ପାହାଡ଼ ବା ଗୋଗଳ ପାହାଡ଼ ପାଦଦେଶେରେ ପ୍ରାଚୀନ ବୌଦ୍ଧ...
ବଡ଼ଚଣା ଦେଖିପାରେ ଅମର ଲଢ଼େଇ
ଚଣ୍ଡିଖୋଲ,୨୩ା୨(ପ୍ରଦୀପ୍ତ କୁମାର ପୃଷ୍ଟି):ଯାଜପୁର ଜିଲାର ବଡ଼ଚଣା ବିଧାନସଭା କ୍ଷେତ୍ରରୁ କିଏ କେଉଁ ଦଳରୁ ଟିକେଟ ପାଇବେ ତାହାକୁ ନେଇ ଅଙ୍କକଷା ଚାଲିଛି। କାରଣ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସେଥିମଧ୍ୟରୁ...
ଅବଧି ସରିଲାଣି, ପାଣି ମିଳୁନି
ଯାଜପୁର,୨୨ା୨(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାରେ ମୋଟ ୧୫୯୭ ଗ୍ରାମ ମଧ୍ୟରୁ ପ୍ରାୟ ୫୦୦ ଗ୍ରାମରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି। ଅବଶିଷ୍ଟ ଗ୍ରାମରେ ଆସନ୍ତା ୨୦୨୪ ସୁଦ୍ଧା ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ଜଳ...
Archives


