ଯାଜପୁର

କାମରେ ଲାଗୁନି ସରକାରୀ ଅର୍ଥ

ଯାଜପୁର ଅଫିସ,୨୯ା୧୦:ରାଜ୍ୟ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀମାନଙ୍କ ପାଖରେ ଗତ ୧୯ ତାରିଖ ସୁଦ୍ଧା ୧୨ କୋଟି ୨ ଲକ୍ଷ ୪ ହଜାର ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ସ୍ବାସ୍ଥ୍ୟ ଓ ରାଜସ୍ବ ବିଭାଗର ବିଭିନ୍ନ ନିବାସ ଏବଂ…

ସନ୍ଦେହ ବଢ଼ାଉଛି ବେହିସାବ ଖର୍ଚ୍ଚ

ଯାଜପୁର ଅଫିସ,୨୮ା୧୦: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ବାବଦ ପୁନରୁଦ୍ଧାର ଓ ଥଇଥାନ ରାଶିର ହିସାବ ତଥା ବିନିଯୋଗ ପ୍ରମାଣପତ୍ର(ୟୁସି)ଦେବାରେ ବିଫଳ ହୋଇଛନ୍ତି। ଗତ ୧୦ ବର୍ଷରେ ଆବଣ୍ଟିତ ହୋଇଥିବା ସିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌, ଏନ୍‌ସିସିଏଫ୍‌…

ବରୁହଁ।-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତା ଜବରଦଖଲ ହଟୁନି, ବଢୁଛି ଦୁର୍ଘଟଣା

ବରୀ,୨୫।୧୦(ଡି.ଏନ.ଏ.): ବରୁହଁ।-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ୱରୁ ଜବରଦଖଲ ହଟୁନି। ଏଥିଯୋଗୁ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ରାସ୍ତାକୁ ଜବରଦଖଲ କରି ଦୋକାନୀମାନେ ବ୍ୟବସାୟ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି…

ସରିଲା ମା’ ବିରଜାଙ୍କ ରଥଯାତ୍ରା

ଯାଜପୁର ଟାଉନ୍‌,୨୪ା୧୦(ଡି.ଏନ.ଏ.): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା ଶନିବାର ଶେଷ ହୋଇଛି। ମା’ଙ୍କୁ ମହାମାୟା ବେଶରେ ସଜ୍ଜିତ କରାଯାଇଥିଲା। ଚଳିତ ବର୍ଷ ୯ ଦିନ ପରିବର୍ତ୍ତେ ୮ ଦିନ ରଥଯାତ୍ରା କରାଯାଇଥିବାରୁ ଅପରାହ୍ନରେ ରଥକୁ ବେଢ଼ା ପରିକ୍ରମା କରାଯାଇଥିଲା।…

ସରକାରଙ୍କ ସହାୟତାରେ ପ୍ରଶାସନ ବାଧକ

ଯାଜପୁର ଅଫିସ,୨୪ା୧୦: ଗତ ଅଗଷ୍ଟରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ୨ ମାସ ପୂରିବାକୁ ଯାଉଛି। ବିପର୍ଯ୍ୟୟ ପରିଚାଳନା ଆଇନ(ଡିଏମ୍‌ଏ)-୨୦୦୫ର ରାଜ୍ୟ ନିର୍ବାହୀ କମିଟି ବୈଠକରେ ଘରଭଙ୍ଗା ଅଗ୍ରିମ ବାବଦକୁ ୨୬ ଜିଲାକୁ ୫୦ କୋଟି ଟଙ୍କା ଆବଣ୍ଟିତ ହୋଇସାରିଛି। ଏହାବାଦ୍‌ କପଡ଼ା…

ବେପାରୀଙ୍କ କବ୍‌ଜାରେ ଚାଷୀ ହାଟ

ରସୁଲପୁ୍‌ର, ୨୨।୧୦ (ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅଧୀନ ବାରବାଟୀ ପଞ୍ଚାୟତର ୧୬ନଂ ଜାତୀୟ ରାଜପଥ ପାଶର୍‌ବସ୍ଥିତ ପରିବା ହାଟ ଚାଷୀ ହାଟ ଭାବେ ପରିଚିତ। ସ୍ଥାନୀୟ ଅଞ୍ଚଳର ଚାଷୀ ବିଭିନ୍ନ କିସମର ପନିପରିବା ଚାଷକରି ଏହି ହାଟକୁ ବିକ୍ରି କରିବାକୁ ଆସନ୍ତି।…

ଜଳସେଚନ ଆଶାରେ ବିତିଲା ୮ ବର୍ଷ

ଯାଜପୁର ଅଫିସ/ବରୀ, ୨୩।୧୦ (ଡି.ଏନ୍‌.ଏ.): ରାଜ୍ୟ ସରକାର ୨୦୧୧-୧୨ ଆର୍ଥିକ ବର୍ଷରେ ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଥିଲେ। ଉଚ୍ଚ ଭୂମିରେ ଥିବା ଚାଷଜମିକୁ ନଦୀ ଏବଂ ଜଳ ଭଣ୍ଡାରରୁ ପାଣି ଉଠାଇ ଜଳସେଚନ କରିବା ଏହାର ମୁଖ୍ୟ ଲକ୍ଷ୍ୟ…

ଘୋଷଣାରେ ଅଟକିଛି ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ

ଯାଜପୁର ଅଫିସ୍‌,୨୩।୧୦: ରାଜ୍ୟ ସରକାର ଶିଳ୍ପ ସହ ନିଯୁକ୍ତିକୁ ଗୁରୁତ୍ୱ ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସ୍ବତନ୍ତ୍ର ଶିଳ୍ପ ଜୋନ୍‌ ଭାବେ ପରିଗଣିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଡାଉନ୍‌ଷ୍ଟ୍ରିମ ଶିଳ୍ପକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। ୩୬ଟି ସ୍ମଲ୍‌ ସ୍କେଲ୍‌ ଇଣ୍ଡଷ୍ଟ୍ରିଜ(ଏସ୍‌ଏସ୍‌ଆଇ)କୁ ଇଡ୍‌କୋ…

ବିଲୀନ ହେବ ବୌଦ୍ଧସ୍ତୂପ ପାରାଭାଡ଼ି

ଚଣ୍ଡିଖୋଲ, ୨୨।୧୦:ମାନବ ସଭ୍ୟତାକୁ ଶାନ୍ତିର ବାର୍ତ୍ତା ଦେଇଛି ବୈଦ୍ଧ ଧର୍ମ। ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ପାଇଁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ହାସଲ କରିଛି ସ୍ବତନ୍ତ୍ର ପରିଚୟ। ଲଳିତଗିରି, ରତ୍ନଗିରି ଓ ଉଦୟଗିରିକୁ ନେଇ ପରିକଳ୍ପିତ ‘ହୀରକ ତ୍ରିଭୂଜ’ ବିଶ୍ୱ ମାନଚିତ୍ରରେ…

ପ୍ରଦୂଷଣ ଲୁଚାଇବାକୁ ଫନ୍ଦି

ଯାଜପୁର ଅଫିସ,୨୦।୧୦: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ଓଡ଼ିଶାରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଗୁରୁବାର ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ଏସ୍‌ପିସିବି ବୈଠକରେ ଏହି ମର୍ମରେ ରାଜ୍ୟର ୭ ସ୍ଥାନରେ କଣ୍ଟିନିୟସ ଏମ୍ବିଏଣ୍ଟ ଏୟାର କ୍ବାଲିଟି…

ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ୩ ଗିରଫ

ଜେନାପୁର,୧୯ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଏଣ୍ଡଳବା ପଞ୍ଚୟତ ଅଧୀନ ମାଳହାଟ ଗ୍ରାମସ୍ଥିତ ଏକ ଘରୁ ବିଭିନ୍ନ ବ୍ରାଣ୍ଡର ନକଲି ଜର୍ଦ୍ଦା ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଯାଜପୁରରୋଡ୍‌ ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ…

୮ବର୍ଷ ହେଲା ମରାମତି ହେଉନି ରାସ୍ତା: ଦୃଷ୍ଟି ଦେଉନି ବିଭାଗ, ବଢୁଛି ଦୁର୍ଘଟଣା

ଜେନାପୁର,୧୯ା୧୦(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥଠାରୁ ଗୋଡ଼ିପାଟିଆ ଦେଇ ଜେନାପୁର ଲେବୁଲ କ୍ରସିଂ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି। ରାସ୍ତାର ଅନେକ ସ୍ଥାନରେ ମେଟାଲ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri