ଯାଜପୁର

ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠି ହଡ଼ପ

ଯାଜପୁର ଅଫିସ,୧୫।୧: ନକଲି ବାର୍ଷିକ ଦେୟ ରସିଦ ଓ ବିବାହ ପ୍ରମାଣପତ୍ର ପ୍ରସ୍ତୁତ କରି ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ୫୪ ଲକ୍ଷ ୩୫ ହଜାର ଟଙ୍କା ହଡପ କରାଯାଇଥିବା ଯାଜପୁର ଜିଲାପାଳ, ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ଶ୍ରମ ଆୟୁକ୍ତଙ୍କ…

ଏଥର ସପ୍ତାହେ ବଦଳରେ ମାସେ

ଯାଜପୁର ଅଫିସ,୧୫।୧: ଭାରତରେ ବାର୍ଷିକ ୧.୫୦ ଲକ୍ଷ ଲୋକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟୁଛି। ଏହାକୁ ଦୃଷ୍ଟିରେ ରଖି ଏବଂ ସାଧାରଣ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ପ୍ରତିବର୍ଷ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇ ଆସୁଛି।…

ମାର୍କଫେଡ୍‌କୁ ଏଜି ଅଡିଟ୍‌ ଛାଟ

ଯାଜପୁର ଅଫିସ,୧୫।୧: ନୂତନ କୃଷି ଆଇନକୁ ନେଇ ସାରା ଭାରତ ବର୍ଷରେ ହଇଚଇ ସୃଷ୍ଟି ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ତାହା ଚାଷୀମାନଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ଏହି କ୍ରମରେ କୃଷି କ୍ଷେତ୍ରରେ…

ପଥ ଓଗାଳିଛି ଆର୍‌ଇଟି ସର୍ଭେ

ଯାଜପୁର ଅଫିସ,୧୨।୧: ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନଠାରୁ ଧାମରା ପର୍ଯ୍ୟନ୍ତ ପ୍ରସ୍ତାବିତ ନୂତନ ରେଳଲାଇନ ପ୍ରକଳ୍ପକୁ ଆରଇଟି(ରିକନାନ୍ସ ଇଞ୍ଜିନିୟରିଂ-କମ୍‌-ଟ୍ରାଫିକ) ସର୍ଭେ ରିପୋର୍ଟରେ ସ୍ଥଗିତ ରଖାଯାଇଛି। ରେଳଲାଇନର କ୍ଷମତା ଅନୁସାରେ ବର୍ତ୍ତମାନ ପରିପ୍ରେକ୍ଷୀରେ ନୂତନ ରେଳଲାଇନର ଆବଶ୍ୟକତା ନାହିଁ ବୋଲି ଆରଇଟି…

‘ହତ୍ୟାକାରୀଙ୍କୁ ଖସାଇବାକୁ ଉଦ୍ୟମ ଚାଲିଛି’

ସିଂହପୁର,୧୧।୧(ଡି.ଏନ.ଏ.): ବିଞ୍ଝାରପୁର ଥାନାଞ୍ଚଳର ଜଣେ ଯୁବକ ବିଶ୍ୱଜିତ୍‌ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ପ୍ରାୟ ୩ ମାସ ବିତିବାକୁ ବସିଲାଣି। ହେଲେ ପୋଲିସ ଘଟଣା ଉପରୁ ପରଦା ଉଠାଇପାରୁନାହିଁ। ଏଭଳିସ୍ଥଳେ ବିଶ୍ୱଜିତ୍‌ଙ୍କ ମା’ ସାବିତ୍ରୀ ନାୟକ ପୋଲିସ ବିରୋଧରେ ସଙ୍ଗିନ ଅଭିଯୋଗ…

ବୁଲେଟ୍‌ ପ୍ରୁଫ୍‌ ସଂଗ୍ରହାଳୟ ସୁରକ୍ଷା ଢିଲା

ଚଣ୍ଡିଖୋଲ,୧୦।୧(ଡି.ଏନ.ଏ.): ଯାଜପୁର ଜିଲାର ବୌଦ୍ଧ ହୀରକ ତ୍ରିଭୁଜ ଭାବେ ପରିଗଣିତ ଲଳିତଗିରି, ରତ୍ନଗିରି ଓ ଉଦୟଗିରି ସାରାବିଶ୍ୱରେ ଓଡ଼ିଶାର ପରିଚୟ ସୃଷ୍ଟି କରିଛି। ଏହା ମଧ୍ୟରୁ ଲଳିତଗିରିରୁ ଆବିଷ୍କୃତ ବୁଦ୍ଧଙ୍କ ଅସ୍ଥି ଅନ୍ୟ କେଉଁଠି ଦେଖାଯାଏ ନାହିଁ। ଯେଉଁଥି ପାଇଁ ୧୦…

ବଡ଼ଚଣା କୁନ୍ଦଳ ଛକରେ ଚାଲୁଥିଲା ବେନାମୀ ସସ୍‌ କାରଖାନା: ଚଢ଼ାଉ ପରେ ଗୋଦାମ ସିଲ

ଚଣ୍ଡିଖୋଲ,୧୦।୧(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ଥାନା ଅଧୀନ କୁନ୍ଦଳ ଛକରେ ଏକ ବେନାମୀ ସସ୍‌ କାରଖାନା ଚାଲୁଥିଲା। ଏହି ଖବର ମିଳିବା ପରେ ଶୁକ୍ରବାର ରାତିରେ ଯାଜପୁର ଏସ୍‌ଡିପିଓ ଚିନ୍ମୟ ନାୟକଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ସସ୍‌ ତିଆରି…

ଚାଷୀଙ୍କୁ ଦୋହରା ଧକ୍କା

ଯାଜପୁର ଅଫିସ, ୧୦।୧: ୨୦୧୯ ଅକ୍ଟୋବର ୨୩ରୁ ୨୫ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ଯାଜପୁର ଓ ଖୋର୍ଦ୍ଧା ଜିଲାରେ ହୋଇଥିବା ଉଠିଛି। ଏହି ଜିଲାଗୁଡ଼ିକର ୨୦ରୁ ଊର୍ଦ୍ଧ୍ୱ ବ୍ଲକରେ କ୍ଷୟକ୍ଷତି ହୋଇଥିବାବେଳେ ନିର୍ଦ୍ଦିଷ୍ଟ ଭାବେ ୬ଟି ବ୍ଲକ୍‌କୁ ଗଣନା କରାଯାଇଛି। ଫଳରେ…

ଓଭରଲୋଡିଂ ମୋରମ ପରିବହନ, ଦବୁଛି ରାସ୍ତା

ଯାଜପୁର ଅଫିସ,୯।୧: ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟରୁ ଅନତି ଦୂର ଯାଜପୁର ତହସିଲ ଅଧୀନ ବୈତରଣୀ ନଦୀର ଦେବୀଗୌଡ଼ା ଘାଟରୁ ମେଶିନ ଲଗାଇ ବାଲି ଉତ୍ତୋଳନ ହେଉଛି। ଏହାକୁ ପୁଣି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଦେଇ ହାଇୱା ଗାଡ଼ି ଯୋଗେ ଓଭରଲୋଡିଂ ପରିବହନ…

ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ଦେଖିଲେ କୁଳପତି

ଚଣ୍ଡିଖୋଲ, ୯ା୧(ଡ଼ି.ଏନ.ଏ): ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ସିହାଠାରେ ନିର୍ମାଣ ଚାଲିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ପରିସରରେ ଶୁକ୍ରବାର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଓ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ କ୍ଷେତ୍ର ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ…

ଅଡୁଆରେ ଧର୍ମଶାଳା ବିଧାୟକ, ଯନ୍ତ୍ରୀ

ଯାଜପୁର ଅଫିସ, ୯ା୧: ଯାଜପୁର ଜିଲାରେ ଗତ ଅଗଷ୍ଟରେ ହୋଇଥିବା ତିନିଦିନିଆ ଲଗାଣ ବର୍ଷା ଯୋଗୁ ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଥିଲା। ଏହି ସମୟରେ କେଲୁଅ ନଦୀବନ୍ଧର ବାମପାର୍ଶ୍ୱରେ ଘାଇ ସୃଷ୍ଟି ହୋଇଥିଲା। ଏଥିଯୋଗୁ ୫…

ଡ୍ରେନ୍‌ ନିର୍ମାଣ ବଦଳରେ ସୌନ୍ଦର୍ଯ୍ୟକରଣ

ଯାଜପୁର ରୋଡ,୮।୧(ଡି.ଏନ୍‌.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ପୌରାଞ୍ଚଳବାସୀ ଏବେ ନାନା ସମସ୍ୟା ମଧ୍ୟରେ ଦିନ କାଟୁଛନ୍ତି। ଗତ ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ପୌର ନିର୍ବାଚନ ହେଉ ନ ଥିବାରୁ ପ୍ରଶାସକଙ୍କ ହାତରେ ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?