ନଗଡ଼ା ରାସ୍ତା ନାଁରେ ୪୪ଲକ୍ଷ ହରିଲୁଟ୍
ଯାଜପୁର ଅଫିସ,୭ା୧: ଗ୍ରାମ୍ୟ ନିର୍ମାଣ ବିଭାଗ(ଆର୍ଡି) ଅଧିକାରୀ ଓ କେତେଜଣ ରାଜନେତାଙ୍କ ମଧୁଚନ୍ଦ୍ରିକା ଯୋଗୁ ବହୁଚର୍ଚ୍ଚିତ ନଗଡ଼ା ବିକାଶ କାର୍ଯ୍ୟ ଏବେ ବିବାଦ ଘେରକୁ ଆସିଛି । ଏହାସହ ୨୦୧୬-୧୭ ବର୍ଷରେ ନଗଡ଼ାକୁ ନିର୍ମାଣ ହୋଇଥିବା ରାସ୍ତାର ମରାମତି କାମରେ ଟଙ୍କା…
ଅବହେଳାରୁ ଆକର୍ଷଣ ହରାଉଛି ଚଣ୍ଡୀମନ୍ଦିର
ଯାଜପୁର ଅଫିସ,୭ା୧: ଯାଜପୁର ମାଟିର ଅସ୍ମିତାର ପରିଚୟ ହେଉଛି ଏହାର ମନୋଜ୍ଞ ପ୍ରାକୃତିକ ବିଭବ ଏବଂ ସୁପ୍ରାଚୀନ ଐତିହ୍ୟ। ବରାହ-ବିରଜା କ୍ଷେତ୍ର ନିଜର ଅନନ୍ୟ ସଂସ୍କୃତି, ପରମ୍ପରା ଓ ଐତିହାସିକ ପୀଠଗୁଡ଼ିକର ଗୌରବକୁ ନେଇ ଗର୍ବ ଅନୁଭବ କରିଥାଏ। କିନ୍ତୁ ଦେବୋତ୍ତର…
୫୫ କେଜି ଗଞ୍ଜେଇ, ୭.୫୧ ଲକ୍ଷ ଟଙ୍କା ଜବତ
ଧର୍ମଶାଳା,୬ା୧(ଡି.ଏନ.ଏ.): ଧର୍ମଶାଳା ପୋଲିସ ମଙ୍ଗଳବାର ରାତିରେ କୁମାରୀ ଗ୍ରାମରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ୫୫ କେଜି ୪୫୦ ଗ୍ରାମ ଗଞ୍ଜେଇ ଓ ୭ ଲକ୍ଷ ୫୧ହଜାର ୨୧୦ଟଙ୍କା ଜବତ କରିଛି। ଏହି ଘଟଣାରେ ବୁଧବାର ବାପ, ପୁଅଙ୍କୁ ଗିରଫ…
ଘୋଷିତ, ଅଘୋଷିତ ବିଦ୍ୟୁତ୍ କାଟ୍
ଯାଜପୁର ଅଫିସ,୬ା୧: ରାଜ୍ୟରେ ବିଦ୍ୟୁତ୍ କାଟ୍ ହେବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି । ହେଲେ ଅଘୋଷିତ ବିଦ୍ୟୁତ୍ କାଟ୍କୁ ମନା କରିନାହାନ୍ତି। ସେଥିଲାଗି ଗୁରୁବାର ସକାଳ ୮ଟାରୁ ରାତି ସାଢେ ୭ଟା ପର୍ଯ୍ୟନ୍ତ ଯାଜପୁର ରୋଡ ସହର ସମେତ…
ବ୍ଲାକ୍ମେଲିଂ ଯୋଗୁ ଆତ୍ମହତ୍ୟା
ଦଶରଥପୁର,୫ା୧(ଡି.ଏନ୍.ଏ.):ଦଶରଥପୁର ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣାର ରହସ୍ୟ ସାମ୍ନାକୁ ଆସିବାରେ ଲାଗିଛି ା ସେମାନଙ୍କ ପ୍ରେମକୁ ଉଭୟ ପରିବାର ପକ୍ଷରୁ ସ୍ବୀକୃତି ମିଳି ନ ଥିଲା। ଅନ୍ୟ ଜଣେ ଯୁବକ ଏହି ପ୍ରେମୀଯୁଗଳଙ୍କୁ ବ୍ଲାକ୍ମେଲିଂ କରିବା ଯୋଗୁ ସେମାନେ ଆମତ୍ହତ୍ୟା ପନ୍ଥା ଆପଣେଇ…
ଅଧିକାରୀଙ୍କ ସୁରକ୍ଷାରେ ନକଲି ଶିକ୍ଷକ
ଯାଜପୁର ଅଫିସ,୪।୧: ନକଲି ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଶିକ୍ଷକଙ୍କୁ ବହିଷ୍କାର କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏପରି କି ତଦନ୍ତରେ ଶିଥିଳତା, କାର୍ଯ୍ୟରେ ଅବହେଳା, ଉପଯୁକ୍ତ ତଦନ୍ତ କରୁ…
ଡିଏମ୍ଏଫ୍ ପାଣ୍ଠି ଆଦାୟରେ ଅନିୟମିତତା
ଯାଜପୁର ଅଫିସ,୩ା୧: ଖଣି ନିଲାମ ପରେ ଭାଟ୍ ଆଦାୟ ବୃଦ୍ଧି ପାଇଛି। ୨୦୧୮-୧୯ରେ ୭୨୯୭.୬୮ କୋଟି, ୨୦୧୯-୨୦ରେ ୭୪୫୭.୫୮ କୋଟି ଏବଂ ୨୦୨୦-୨୧ ଅକ୍ଟୋବର ପର୍ଯ୍ୟନ୍ତ ୭,୭୫୭.୭୦ କୋଟି ଟଙ୍କା ଆଦାୟ ହୋଇଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗତ ବିଧାନସଭାର ଏକ…
ଚାଲି ପାରିଲାନି ଯାତ୍ରୀବାହୀ ଟ୍ରେନ୍
ଚଣ୍ଡିଖୋଲ,(ଡି.ଏନ୍.ଏ.)/ ଭୁବନେଶ୍ୱର, (ବ୍ୟୁରୋ) ୩ା୧: ହରିଦାସପୁର-ପାରାଦୀପ ରେଳପଥ ନିର୍ମାଣ କାର୍ଯ୍ୟ ୨୦୨୦ ମାର୍ଚ୍ଚରୁ ଶେଷ କରାଯାଇ ପୂର୍ବତଟ ରେଳପଥକୁ ହସ୍ତାନ୍ତର କରାଯାଇଛି। ଏହାପରେ ବିଭାଗ ପକ୍ଷରୁ ଟ୍ରାକ୍ ଯାଞ୍ଚ କରାଯାଇ ୨୦୨୦ ଜୁଲାଇ ୩୦ରୁ ଏହି ରେଳପଥରେ ରେଳଯାତ୍ରା ଆରମ୍ଭ ହୋଇଛି।…
ଶାଗମାଛ ଦରରେ ଜମି କିଣିବାକୁ ମସୁଧା
ଯାଜପୁର ଅଫିସ,୩ା୧: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ବାମ ଓ ଡାହାଣ ପାର୍ଶ୍ୱ ସପ୍ତମାତୃକା ମନ୍ଦିର ନିକଟରେ ୨ଟି ଆନିକଟ (ବ୍ୟାରେଜ) ନିର୍ମାଣାଧୀନ ରହିଛି। ଏଥିପାଇଁ ୨୩୬.୬୩ କୋଟି ଟଙ୍କାର ପ୍ରଶାସନିକ ମଞ୍ଜୁରୀ ମିଳିସାରିଛି। ରାଜ୍ୟ ଜଳ ସମ୍ପଦ…
ଭଡ଼ାଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ ଜବତ: ଜଣେ ଗିରଫ
ଯାଜପୁର ଅଫିସ,୨।୧: ଯାଜପୁର ସନ୍ଥ ମହାଦେବ ନିକଟ ଏକ ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଛି। ଜବତ ଟଙ୍କା ମଧ୍ୟରେ ଏକାଧିକ ୨ ଶହ ଟଙ୍କିଆ ନୋଟ ଓ ଶହେ ଟଙ୍କିଆ ଜାଲ ନୋଟ ରହିଥିବା…
ଦେଶପ୍ରେମରେ ଉଦ୍ବୁଦ୍ଧ ହେବେ ଛାତ୍ରୀଛାତ୍ର
ଚଣ୍ଡିଖୋଲ,୨ା୧(ଡି.ଏନ.ଏ.): ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ବ୍ୟବହୃତ ହୋଇଥିବା ଏକ ରୁଷ୍ ନିର୍ମିତ ଯୁଦ୍ଧ ଟ୍ୟାଙ୍କ ଶନିବାର ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟରେ ପହଞ୍ଚିଛି। ଛାତ୍ରୀଛାତ୍ରଙ୍କୁ ଦେଶ ପ୍ରେମରେ ଉଦ୍ବୁଦ୍ଧ ହେବା ପାଇଁ ଏହି ଟ୍ୟାଙ୍କ ପ୍ରଦର୍ଶନୀ କରାଯିବ ବୋଲି…
ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା ନେଇ ଅସନ୍ତୋଷ
କଳିଙ୍ଗନଗର,୧ା୧(ଡି.ଏନ.ଏ.): ଦାନଗଦି ପଞ୍ଚାୟତ ସମିତିର ୧୦ମ ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସମିତି ଅଧ୍ୟକ୍ଷା ଲୋପାମୁଦ୍ରା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗରେ ଦେଖା ଦେଇଥିବା ଅବ୍ୟବସ୍ଥାକୁ ନେଇ ପଞ୍ଚାୟତ ଜନପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଥିଲେ। ଗ୍ରାମ୍ୟ ପାନୀୟ ଜଳଯୋଗାଣ…
Archives


