ନୂଆ, ପୁରୁଣାଙ୍କ ଆଶା ମଉଳିଲା
ଯାଜପୁର ଅଫିସ,୧୬ା୧: ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗି ରହିଥିବା ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜନଜାତି (ଏସ୍ଟି) ତଥା ଆଦିବାସୀ ମହିଳାଙ୍କ ନିମନ୍ତେ ସଂରକ୍ଷଣ ହୋଇଥିବା ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଜଣାପଡ଼ିବା...
ପାଚେରି ନିର୍ମାଣକୁ ବିରୋଧ ମାମଲାରେ ୧୩ ଗିରଫ
ଧର୍ମଶାଳା/ଜେନାପୁର,୧୫ା୧ (ଡି.ଏନ.ଏ.): ଜେନାପୁର ଥାନା ରାଇଛନ୍ଦା ପଞ୍ଚାୟତର ବାଲିକୁଦିଆରେ ମେଗା ପାନୀୟ ଜଳ ପ୍ରକଳ୍ପର ପାଚେରି ନିର୍ମାଣ କାର୍ଯ୍ୟକୁ ବିରୋଧ ମାମଲାରେ ପୋଲିସ ଶୁକ୍ରବାର ୧୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଲିକୁଦିଆ ଗ୍ରାମର ରମେଶ...
କଂଗ୍ରେସ ପାଇଁ ସ୍ଥିତି ସୁଧାରିବାକୁ ସୁଯୋଗ
ଯାଜପୁର ଅଫିସ,୧୫ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆଉ ୨ଦିନ ପରେ ଆରମ୍ଭ ହେବ। ଏହି ନିର୍ବାଚନର ଫଳାଫଳ ୨୦୨୪ ସାଧାରଣ ନିର୍ବାଚନର ଦର୍ପଣ ସାଜିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଛି। ଏପରି କି ରାଜନୈତିକ...
୧୦ ଲକ୍ଷର ରାସ୍ତା ୧୦ଦିନ ଗଲାନାହିଁ
ଯାଜପୁର ଅଫିସ,୧୪ା୧: କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରରେ ଗତ ପ୍ରାୟ ୫ ବର୍ଷ ହେବ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମହାଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଏହି ୫ ଦିନ ହେବ ଆରମ୍ଭ ହୋଇଥିବା ୧୭ ନମ୍ବର...
ବେଆଇନ ଖନନ ରାଜସ୍ବ ଚୋରି: ଏନ୍ଜିଟି
ଯାଜପୁର ଅଫିସ,୧୨।୧: ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ମସୁଦପୁର ମୌଜାରେ ଚାଲିଥିବା ବେଆଇନ ବାଲି ଖାଦାନ ମାମଲା ଉପରେ ଏନ୍ଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ) ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ା ବେଆଇନ ବାଲି ଉତ୍ତୋଳନକାରୀ କେବଳ...
ଫୁଲ ଚୋରି ରୋକିବାକୁ ବିଦ୍ୟୁତ୍ ସଂଯୋଗ,ବୃଦ୍ଧ ମୃତ
ଚଣ୍ଡିଖୋଲ,୧୧।୧(ଡି.ଏନ.ଏ.): ଫୁଲ ଚୋରି ରୋକିବା ପାଇଁ ଜଣେ ଶିକ୍ଷକ ନିଜ ବାଡିରେ ଥିବା ତାର ବାଡରେ ବିଦ୍ୟୁତ୍ ସଂଯୋଗ କରିଥିଲେ। ସେହି ତାରବାଡ଼ ସଂସ୍ପର୍ଶରେ ଆସି ଜଣେ ବୃଦ୍ଧଙ୍କ ସୋମବାର ମୃତ୍ୟୁ ଘଟିଛି। ଏହି ଘଟଣାକୁ ପୋଲିସ ଗୁରୁତର ସହ...
୨୪ ଘଣ୍ଟାରେ ପିଚୁ ଉଠିଲା
ଯାଜପୁର ରୋଡ,୧୧ା୧(ଡି.ଏନ.ଏ.): ପ୍ରଶାସନିକ ଉଦାସୀନତା ଯୋଗୁ ଏବେ ବ୍ୟାସନଗର ପୌର ପରିଷଦର ପ୍ରାୟ ପ୍ରତ୍ୟେକ ଗଳିକନ୍ଦି ସମସ୍ୟା ଜର୍ଜରିତ ଜନାକୀର୍ଣ୍ଣ ସହର ଭାବେ ପରିଗଣିତ ହେଉଛି। ଏହି ସହରର ୧୭ନଂ.ୱାର୍ଡ ଅନ୍ତର୍ଗତ ସାପଗଡିଆ ମୁଖ୍ୟରାସ୍ତାରୁ ଷ୍ଟାଡିୟମ ଗେଟ ପର୍ଯ୍ୟନ୍ତ ୧...
ମୃତକଙ୍କୁ ମିଳୁଛି, ଭିନ୍ନକ୍ଷମଙ୍କୁ ନୁହେଁ
ଯାଜପୁର ଅଫିସ, ୧୧ା୧: ଯାଜପୁର ଜିଲାରେ ମୃତ ବ୍ୟକ୍ତିଙ୍କ ନାମରେ ନକଲି ଟିପ ଚିହ୍ନ ଦେଇ ଭତ୍ତା ଉଠା ଯାଉଥିବାବେଳେ ପ୍ରକୃତ ହିତାଧିକାରୀ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚି ହୋଇଛନ୍ତି। ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି...
ଚାଷୀଙ୍କ ନାମ ପଞ୍ଜୀକରଣରେ ଅନିୟମିତତା
ଯାଜପୁର ଅଫିସ,୧୦ା୧: ଯାଜପୁର ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀଙ୍କ ନାମ ପଞ୍ଜୀକରଣରେ ପୁଣି ବିଭାଗୀୟ ଅଧିକାରୀଙ୍କ ଅନିୟମିତତା ଓ ଅବହେଳା ପଦାରେ ପଡିଛି। ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ) ସମ୍ପାଦକଙ୍କ ଲାଭଖୋର୍ ମନୋଭାବ ଯୋଗୁ ଜିଲାର ଚାଷୀଙ୍କ...
ଚାଲିଗଲା ୨ ସାଙ୍ଗଙ୍କ ଜୀବନ
ଯାଜପୁର ରୋଡ଼,୮।୧(ଡି.ଏନ୍.ଏ.): ଯାଜପୁର ରୋଡ଼ରୁ କଟକ ଯିବା ରାସ୍ତାରେ ପାଣିକୋଇଲି ନିକଟରେ ଶୁକ୍ରବାର ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...
ଭାଜପା ସଫଳତାରେ ବ୍ରେକ୍ ଲାଗିପାରେ
ଯାଜପୁର ଅଫିସ,୮ା୧: ଯାଜପୁର ଜିଲାରେ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ୨୦୧୯ ସାଧାରଣ ନିର୍ବାଚନକୁ ଦେଖିଲେ ଭାଜପା ଯେଭଳି ସଫଳତା ପାଇଥିଲା ତାହା ଆଗାମୀ ପଞ୍ଚାୟତ ନିର୍ବାଚନରେ ବଜାୟ ରହି ନ ପାରେ। କାରଣ ଜିଲାରେ ଇତିମଧ୍ୟରେ ଭାଜପାର...
ନଗଡ଼ା ରାସ୍ତା ନାଁରେ ୪୪ଲକ୍ଷ ହରିଲୁଟ୍
ଯାଜପୁର ଅଫିସ,୭ା୧: ଗ୍ରାମ୍ୟ ନିର୍ମାଣ ବିଭାଗ(ଆର୍ଡି) ଅଧିକାରୀ ଓ କେତେଜଣ ରାଜନେତାଙ୍କ ମଧୁଚନ୍ଦ୍ରିକା ଯୋଗୁ ବହୁଚର୍ଚ୍ଚିତ ନଗଡ଼ା ବିକାଶ କାର୍ଯ୍ୟ ଏବେ ବିବାଦ ଘେରକୁ ଆସିଛି । ଏହାସହ ୨୦୧୬-୧୭ ବର୍ଷରେ ନଗଡ଼ାକୁ ନିର୍ମାଣ ହୋଇଥିବା ରାସ୍ତାର ମରାମତି କାମରେ...
Archives


